Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପରୀକ୍ଷାରେ କପି କରିବା ପଡ଼ିଲା ମହଙ୍ଗା, ୩ ବର୍ଷ ପାଇଁ ବ୍ୟାନ କଲା ୟୁପିଏସସି

ନୂଆଦିଲ୍ଲୀ: ୟୁପିଏସସି ଜଣେ ମହିଳା ପ୍ରାର୍ଥୀଙ୍କୁ ଠକେଇ ଅଭିଯୋଗରେ ୩ ବର୍ଷ ପାଇଁ ବ୍ୟାନ କରିଛି। ସୂଚନା ଅନୁଯାୟୀ, ପରୀକ୍ଷା ସମୟରେ ସେ କପି ବ୍ୟବହାର କରିବା କାରଣରୁ ମହିଳା ପ୍ରାର୍ଥୀଙ୍କ ଉପରେ ଏହି ବ୍ୟାନ ଲଗାଯାଇଛି। ଶୁକ୍ରବାର ଅନୁଷ୍ଠିତ ଏକ ସରକାରୀ ପରୀକ୍ଷାରେ ସେ କପି କରୁଥିବା…

ଟ୍ରମ୍ପଙ୍କ ଚେଷ୍ଟା ସତ୍ତ୍ଵେ ବିଫଳ ଅସ୍ତ୍ରବିରତି ଘୋଷଣା; ଥାଇଲାଣ୍ଡ ଉପରେ ବୋମା ପକାଇଲା କମ୍ବୋଡିଆ

ନୂଆଦିଲ୍ଲୀ: କାମ୍ବୋଡିଆ ଏବଂ ଥାଇଲାଣ୍ଡର ବିବାଦୀୟ ସୀମାନ୍ତ ଅଞ୍ଚଳରେ ପରସ୍ପର ଉପରେ ତୋପ ଆକ୍ରମଣ ଆରମ୍ଭ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦୁଇ ଦେଶର ନେତା ଯୁଦ୍ଧବିରତି ପାଇଁ ସହମତ ହୋଇଥିବା କହିବାର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଥିଲା। ତେବେ ଉଭୟ ପକ୍ଷ ପରସ୍ପର…

୨୦୨୬ ସୁଦ୍ଧା ୧୨ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ଟିସିଏସ

ନୂଆଦିଲ୍ଲୀ: ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ) ଆର୍ଥିକ ବର୍ଷ ୨୦୨୬ରେ ଏହାର କର୍ମଚାରୀ ସଂଖ୍ୟା ୨ ପ୍ରତିଶତକୁ ହ୍ରାସ କରିବ। ଫଳରେ ୧୨ ହଜାରରୁ ଅଧିକ କର୍ମଚାରୀ ସେମାନଙ୍କର ଚାକିରି ହରାଇବେ। ଏହି ଛଟେଇ ମୁଖ୍ୟତଃ ମଧ୍ୟମ ଏବଂ ବରିଷ୍ଠ ପରିଚାଳନାକୁ ପ୍ରଭାବିତ କରିବ। ଏନେଇ କମ୍ପାନୀ…

ସବୁଠି ନିନ୍ଦା ପରେ ଗାଜାକୁ ଆକାଶ ମାର୍ଗରୁ ଖାଦ୍ୟ ଦେବ ଇସ୍ରାଏଲ

ନୂଆଦିଲ୍ଲୀ: ଗାଜା ଷ୍ଟ୍ରିପରେ କ୍ଷୁଧାରେ ପୀଡିତ ଲୋକଙ୍କ ପାଇଁ ଏବେ ଆକାଶ ମାର୍ଗରୁ ସାହାଯ୍ୟ ଆସିବ। ଶନିବାର ବିଳମ୍ବିତ ରାତିରେ ଇସ୍ରାଏଲୀ ସେନା ଘୋଷଣା କରିଛି ଯେ ସେମାନେ ଗାଜାରେ ଖାଦ୍ୟ ଯୋଗାଣ ପାଇଁ 'ଏୟାରଡ୍ରପ୍' ଅର୍ଥାତ୍ ବାୟୁ ମାର୍ଗରୁ ସହାୟତା ଆରମ୍ଭ କରିବେ। ଏହା ସହିତ ଜାତିସଂଘର…

ଚର୍ଚ୍ଚ ଉପରେ ଇସଲାମିକ୍ ଷ୍ଟେଟ୍ ସମର୍ଥିତ ବିଦ୍ରୋହୀଙ୍କ ଆକ୍ରମଣ; ୨୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପୂର୍ବ କଙ୍ଗୋରେ ଇସଲାମିକ୍ ଷ୍ଟେଟ୍ ସମର୍ଥିତ ବିଦ୍ରୋହୀମାନେ ଏକ ଚର୍ଚ୍ଚ ଉପରେ ଆକ୍ରମଣ କରିଛନ୍ତି। ରବିବାର ଏହି ଆକ୍ରମଣରେ ଅତିକମରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ସିଭିଲ ଲିଡର୍‌ ଏ ବିଷୟରେ ସୂଚନା ଦେଇଛନ୍ତି। ପୂର୍ବ କଙ୍ଗୋର କୋମାଣ୍ଡାରେ ଥିବା ଏକ କ୍ୟାଥୋଲିକ ଚର୍ଚ୍ଚ…

ପାରମ୍ପରିକ ବସ୍ତ୍ର ପରିଧାନ କରି ଚୋଳପୁରମ ମନ୍ଦିର ବୁଲିଲେ ମୋଦି

ଚେନ୍ନାଇ: ତାମିଲନାଡୁର ଗଙ୍ଗେଇକୋଣ୍ଡା ଚୋଳପୁରମ ମନ୍ଦିରରେ ରବିବାର ଦିନ ଏକ ଐତିହାସିକ ଘଟଣା ଦେଖିବାକୁ ମିଳିଛି। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତୀକାତ୍ମକ ଚୋଳ ସମ୍ରାଟ ରାଜେନ୍ଦ୍ର ଚୋଳ-ପ୍ରଥମଙ୍କ ଜନ୍ମବାର୍ଷିକୀରେ ଆୟୋଜିତ ଉତ୍ସବରେ ଅଂଶଗ୍ରହଣ କରିଥିଲେ। ସେ ମନ୍ଦିରରେ…

ନକ୍ସଲମାନେ ମାଟି ତଳେ ପୋତିଥିଲେ ଲକ୍ଷ ଲକ୍ଷ ଟଙ୍କା; ସୁରକ୍ଷାବାହିନୀ ବିରୁଦ୍ଧରେ…

ରାଉରକେଲା:ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଚାଇବାସା ଜିଲ୍ଲାରେ ନକ୍ସଲମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ନକ୍ସଲମାନେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ କିଣିବା ପାଇଁ ସରଣ୍ଡା ଜଙ୍ଗଲରେ ମାଟି ତଳେ ଲୁଚାଇ ରଖିଥିବା ପ୍ରାୟ ୩୫ ଲକ୍ଷ ଟଙ୍କା ଉଦ୍ଧାର କରିଛନ୍ତି ସୁରକ୍ଷା ବାହିନୀ। ସମସ୍ତ ଟଙ୍କା ଏକ…

‘୨୪ ଘଣ୍ଟା ଭିତରେ ଗୁଳି କରି ମାରିବି’, ବିହାର ଉପମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ହତ୍ୟା ଧମକ…..

ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ମିଳିଲା ହତ୍ୟା ଧମକ ।  ମୋବାଇଲରେ ମେସେଜ ପଠାଇ ଗୁଳି କରି ହତ୍ୟା କରିବାକୁ ମିଳିଲା ଧମକ । ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଥିବା ବେଳେ ଏନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ମନ୍ତ୍ରୀଙ୍କ ସୁରକ୍ଷାକୁ ଆହୁରି କଡା କରାଯାଇଛି । ତେବେ…

ପ୍ରଶାସନିକ ଅପାରଗତାକୁ ସମାଲୋଚନା କଲେ ନୀତିନ ଗଡକରୀ: କହିଲେ, ‘ସରକାର ଅଦରକାରୀ’

ନୂଆଦିଲ୍ଲୀ: କେନ୍ଦ୍ରୀୟ ମନ୍ତ୍ରୀ ନୀତିନ ଗଡକରୀ ତାଙ୍କର ଖୋଲା ଅନ୍ଦାଜ୍ ପାଇଁ ବେଶ୍ ଚର୍ଚ୍ଚାରେ ଥାନ୍ତି । ବିନା ଦ୍ବିଧାରେ ସରକାରଙ୍କ ବିଭିନ୍ନ ପ୍ରସଙ୍ଗ ବିଷୟରେ ନିଜର ମତ ରଖନ୍ତି । ଏବେ ପୁଣି ଥରେ ସରକାରୀ ବ୍ୟବସ୍ଥାର ଅଦକ୍ଷତା ଏବଂ ଭାରତୀୟ ରାଜନୀତିରେ ମାଗଣା ସଂସ୍କୃତି ଉପରେ ତାଙ୍କର…

ମୋଦିଙ୍କ ମନ କି ବାତ୍: କେନ୍ଦୁଝର ସଂକୀର୍ତ୍ତନ ମଣ୍ଡଳୀଠୁ ଆରମ୍ଭ କରି ମୟୂରଭଞ୍ଜର ସାନ୍ତାଳୀ ଶାଢୀ….କ’ଣ କହିଲେ…

ନୂଆଦିଲ୍ଲୀ/ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦି ଆଜି 'ମନ କି ବାତ'ର ୧୨୪ତମ ଏପିସୋଡ୍ ମାଧ୍ୟମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ଦେଶବାସୀଙ୍କ ସମ୍ମୁଖରେ ବିଭିନ୍ନ ପ୍ରସଙ୍ଗ ନେଇ ମୋଦି ନିଜର ମତ ରଖିଥିବା ବେଳେ ଏଥିରେ ଓଡିଶାର କେନ୍ଦୁଝର ଜିଲ୍ଲାର ସଂକୀର୍ତ୍ତନ ମଣ୍ଡଳୀ ଏବଂ…