Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଯୁବପିଢ଼ିଙ୍କୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି, ୩.୫କୋଟି ବେରୋଜଗାରଙ୍କୁ ମିଳିବ ଚାକିରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ଯୋଜନା ଘୋଷଣା କରିଥିଲେ, ଯାହା ଅଧୀନରେ ଘରୋଇ କ୍ଷେତ୍ରରେ ପ୍ରଥମ ଚାକିରି ପାଇଥିବା ଯୁବକମାନଙ୍କୁ ୧୫,୦୦୦ ଟଙ୍କାର…

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବାଧୀନତା ଦିବସର ସ୍ୱତନ୍ତ୍ର ପଗଡ଼ି: ୧୨ ବର୍ଷରେ କିଛି ଏମିତି ୧୨ ଭିନ୍ନ…

ନୂଆଦିଲ୍ଲୀ: ଗତ ୧୧ ବର୍ଷ ପରି ଏଥର ମଧ୍ୟ ଲାଲ ଚୌକରେ ଭାରତୀୟଙ୍କ ଗର୍ବର ପ୍ରତୀକ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତ୍ୟେକ ଥର ସ୍ୱାଧୀନତା ଦିବସ ପାଇଁ ଦେଶବାସୀ ଯେତିକି ଉତ୍ସାହିତ ଥାଆନ୍ତି, ସେତିକି ଉତ୍ସାହିତ ଥାଆନ୍ତି ଲାଲକିଲ୍ଲାରୁ…

ବେଙ୍ଗାଲୁରୁରେ ସିଲିଣ୍ଡର ଫାଟି ଘର ଧ୍ବଂସ: ଜଣେ ନାବାଳକ ମୃତ, ୯ ଆହତ, ସନ୍ଦେହରେ ବିସ୍ଫୋରଣ….

ବେଙ୍ଗାଲୁରୁ: ଆଜି ଦେଶ ସ୍ବାଧୀନତାର ଉତ୍ସବ ମନାଉଥିବା ବେଳେ ବେଙ୍ଗାଲୁରୁ ଆଡୁଗୋଦି ଅଞ୍ଚଳର ୱିଲସନ ଗାର୍ଡେନରେ ଏକ ସନ୍ଦିଗ୍ଧ ସିଲିଣ୍ଡର ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୯ ଜଣ ଆହତ…

କ୍ରମାଗତ ୧୨ଥର, ୧୦୩ ମିନିଟର ସବୁଠାରୁ ଲମ୍ବା ଭାଷଣ, ଜାଣନ୍ତୁ ଆଜି ଲାଲକିଲ୍ଲାରେ କ’ଣ କହିଲେ ମୋଦି?

ନୂଆଦିଲ୍ଲୀ: ଆଜି ୭୯ ତମ ସ୍ବାଧୀନତରା ଦିବସରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ ରେକର୍ଡ ଭାଙ୍ଗିଛି । କ୍ରମାଗତ ୧୨ ଥର ସ୍ୱାଧୀନତା ଦିବସ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ ଭାଙ୍ଗିଛନ୍ତି ମୋଦି । ଏଥିସହିତ ଭାରତ ସ୍ୱାଧୀନତା ଦିବସ…

‘ଦାମ କମ୍, ଦମ୍ ଜ୍ୟାଦା’: ଟ୍ରମ୍ପଙ୍କ ଶୁଳ୍କ ଆକ୍ରମଣ ଭିତରେ ଆତ୍ମନିର୍ଭର ଭାରତକୁ ମୋଦିଙ୍କ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଲାଲକିଲ୍ଲାର ପ୍ରାଚୀରରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଧମକକୁ 'ମେକ୍ ଇନ୍ ଇଣ୍ଡିଆ' ପ୍ରୋତ୍ସାହନ ସହିତ ମୁକାବିଲା କରିଛନ୍ତି। ଆତ୍ମନିର୍ଭର ଭାରତ ପଦକ୍ଷେପ ଅଧୀନରେ ଆତ୍ମନିର୍ଭର ଭାରତ ପାଇଁ ଏକ ଦୃଢ଼ ପିଚ୍…

ଲାଲକିଲ୍ଲାର ପ୍ରାଚୀରରୁ ମିଶନ ‘ସୁଦର୍ଶନ ଚକ୍ର’ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ଏହା କ’ଣ?,…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ୭୯ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶର ସୁରକ୍ଷା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ମିଶନ ସୁଦର୍ଶନ ଚକ୍ରର ଶୁଭାରମ୍ଭ ଘୋଷଣା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏହା ଭାରତ ପାଇଁ ଏକ ଜାତୀୟ ସୁରକ୍ଷା କବଚ ଭାବରେ କାର୍ଯ୍ୟ କରିବ।…

‘ପ୍ରାଚୀର ଭଳି ଛିଡା ହୋଇଛି ମୋଦି’: ଆମେରିକା ସହ ବାଣିଜ୍ୟ ଅଚଳାବସ୍ଥା ଭିତରେ ଲାଲକିଲ୍ଲାରୁ ଟ୍ରମ୍ପଙ୍କୁ…

ନୂଆଦିଲ୍ଲୀ: ଆଜି ନିଜର ୧୨ତମ ସ୍ବାଧୀନତା ଦିବସ ଭାଷଣରେ ମପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଆମେରିକାକୁ କଡା ସନ୍ଦେଶ ପଠାଇଛନ୍ତି । ଆମେରିକା ସହ ବାଣିଜ୍ୟ ଚୁକ୍ତି ନେଇ ଆଜି ଲାଲକିଲ୍ଲାରେ ନିଜ ଭାଷଣରେ ମୋଦି ଦୃଢ଼ ଭାବରେ କହିଛନ୍ତି ଯେ ସରକାର କୃଷକଙ୍କ ସ୍ୱାର୍ଥ ସହିତ କେବେବି…

କିସ୍ତୱାରରେ ବାଦଲ ଫଟା ବର୍ଷା: ୪୬ ଟପିଲା ମୃତ୍ୟୁ ସଂଖ୍ୟା, ଶତାଧିକ ନିଖୋଜ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କିସ୍ତୱାର ଜିଲ୍ଲାରେ ବାଦଲଫଟା ବର୍ଷା କାରଣରୁ ଏଠାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୬ ପାର ହୋଇଛି । ଏହି ଅଘଟଣରେ ଶତାଧିକ ଆହାତ ହୋଇଛନ୍ତି ଏବଂ ଅନେକ ନିଖୋଜ ରହିଛନ୍ତି । ତେବେ ଘଟଣା ସ୍ଥଳରେ ଉଦ୍ଧାର…

ଲାଲକିଲ୍ଲାରୁ ମୋଦିଙ୍କ ଅବିଭାଷଣ ସମୟରେ Mi-17 ହେଲିକପ୍ଟରରେ ଫରଫର ଉଡିଲା ‘ଅପରେସନ୍ ସିନ୍ଦୂର’ ପତାକା

ନୂଆଦିଲ୍ଲୀ: ସାରା ଦେଶରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରୁଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ପତାକା ଉତ୍ତୋଳନ କରିଥିଲେ ଏବଂ ଏହି ସମୟରେ ଭାରତୀୟ ବାୟୁସେନାର ଦୁଇଟି Mi-୧୭ ହେଲିକପ୍ଟର ଆକାଶରେ ଫୁଲ…

ଲାଲକିଲ୍ଲାରୁ ପାକିସ୍ତାନକୁ ମୋଦିଙ୍କ ଟାର୍ଗେଟ୍; ‘ପାଣି ଏବଂ ରକ୍ତ ଏକାଠି ପ୍ରବାହିତ ହୋଇପାରିବ ନାହିଁ’

ନୂଆଦିଲ୍ଲୀ: ୭୯ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ନିଜ ଅଭିଭାଷଣରେ ପାକିସ୍ତାନକୁ କଡା ଟାର୍ଗେଟ କରିଛନ୍ତି ମୋଦି । ସେ କହିଛନ୍ତି, ପାଣି ଏବଂ ରକ୍ତ ଏକାଠି ପ୍ରବାହିତ ହୋଇପାରିବ ନାହିଁ ।…