Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାପ କାମୁଡିବା ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି…

ନୂଆଦିଲ୍ଲୀ: ଭାରତରେ ସାପକାମୁଡ଼ା ଓ ତତ୍‌ଜନିତ ମୃତ୍ୟୁକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନୀୟ ରୋଗ ଭାବରେ ଘୋଷଣା କରିଛି। ଏନେଇ ସବୁ ରାଜ୍ୟକୁ ଅପିଲ କରିଛନ୍ତି କେନ୍ଦ୍ର ସରକାର l ଦେଶରେ ବର୍ଷକୁ ୩ରୁ ୪ ନିୟୁତ ସାପ କାମୁଡ଼ା ଘଟୁଥିବାବେଳେ ସେଥିରୁ ପ୍ରାୟ ୫୦, ୦୦୦ ଜଣଙ୍କର ମୃତ୍ୟୁ…

୧୭ ଇସ୍କନ ସାଧୁଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କଲା ବାଂଲାଦେଶ

ଢାକା: ବାଂଲାଦେଶରେ ଜଣେ ହିନ୍ଦୁ ନେତା ସମେତ ଇସ୍କନ ସହିତ ଜଡିତ ୧୬ ଜଣ ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୦ଦିନ ପାଇଁ ଫ୍ରିଜ୍ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ୧୬ ଜଣଙ୍କ ମଧ୍ଯରେ ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କ ନାମ ମଧ୍ୟ ରହିଛି ଯିଏକି ଦେଶଦ୍ରୋହ ଅଭିଯୋଗରେ ଗିରଫ…

ପ୍ରେମିକା ଧୋକା ଦେବାରୁ ଜିମକୁ ଦେଇଦେଲେ ୱାନ୍ ରେଟିଂ

ପୁଣେ: ପୁଣେର କଲ୍ୟାଣୀ ନଗରରେ ଥିବା ଏକ ଜିମ୍ ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାର ଧୋକାକୁ ସହିନପାରି ଜିମକୁ ୧-ଷ୍ଟାର ରେଟିଂ ଦେଇଛନ୍ତି। ତେବେ ଏହି  ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜାଣନ୍ତୁ କଣ ରହିଛି ପୂରା ଘଟଣା...…

୨୦୦ ଟଙ୍କା ପାଇଁ ବିକିଲେ ମୁଣ୍ଡ, ପାକିସ୍ତାନ ଗୁପ୍ତଚରକୁ ଧରିଲା ଏଟିଏସ

ନୂଆଦିଲ୍ଲୀ: ଭାରତୀୟ ତଟସୁରକ୍ଷା ଏବଂ ସାମୁଦ୍ରିକ ସୀମା ଅଭିଯାନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାକିସ୍ତାନକୁ ପଠାଉଥିବା ଅଭିଯୋଗରେ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଜଣେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗିରଫ କରିଛି l ଉକ୍ତ କର୍ମଚାରୀ ଜଣଙ୍କ ଜଣେ ଭାରତୀୟ ନାଗରିକ…

ଘଣ୍ଟାପ୍ରତି ୭କିମି ବେଗରେ ମାଡି ଆସୁଛି ବାତ୍ୟା, ବିମାନ ସେବା ବନ୍ଦ

ଚେନ୍ନାଇ: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରୁ ବଳ ଗୋଟାଇ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା 'ଫେଙ୍ଗଲ୍' । ଆଜି ସଂଧ୍ୟାରେ ତାମିଲନାଡୁ-ପୁଡୁଚେରୀ ମଝିରେ କରିବ ଲ୍ୟାଣ୍ଡଫଲ୍ l କରାଇକାଲ୍‌ ମହାବଳିପୂରମ ମଧ୍ୟରେ କୂଳ ଛୁଇଁବା ନେଇ ସମ୍ଭାବନା ରହିଛି l ଫେଙ୍ଗଲ ପ୍ରଭାବରେ ତାମିଲନାଡ଼ୁରେ ବର୍ଷାର…

ବାଂଲାଦେଶୀଙ୍କୁ ଚିକିତ୍ସା କରାଯିବନି, ଡାକ୍ତର ନେଲେ…

କୋଲକାତା: ବାଂଲାଦେଶୀଙ୍କୁ ଚିକିତ୍ସା କରିବୁନି। କୋଲକାତାର ଉତ୍ତର ଭାଗରେ ଥିବା ମାଣିକଟାଲାରେ ସ୍ଥିତ ଜେଏନ୍ ରାଇ ହସ୍ପିଟାଲ୍ ଏଭଳି ନିଷ୍ପତ୍ତି ନେଇଛି। ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ବିରୋଧ କରିବାକୁ ଯାଇ ଏଭଳି ପଦକ୍ଷେପ ନିଆଯାଇଛି। ଶୁକ୍ରବାର ଦିନ…

2034 ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିବେ ମୋଦୀ: ପାକିସ୍ତାନୀ ବିଶେଷଜ୍ଞଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଭାରତୀୟ ରାଜନୀତି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ବଡ ଭବିଷ୍ୟବାଣୀ କରିଛନ୍ତି ପାକିସ୍ତାନୀ ବିଶେଷଜ୍ଞ କମର ଚିମା l ସେ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ଆସନ୍ତା 2034 ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ରହିବେ କାରଣ ତାଙ୍କ ରାଜନୀତି ଶୈଳୀରେ ଭାରତର ଲୋକମାନେ…

ବାରଣାସୀ ରେଳଷ୍ଟେସନରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ଗାଡି଼

ବାରଣାସୀ: ଉତ୍ତରପ୍ରଦେଶର ବାରାଣାସୀର କ୍ୟାଣ୍ଟ ରେଳ ଷ୍ଟେସନର ପାର୍କିଂ ଏରିଆରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପାର୍କିଂ ହୋଇଥିବା ୨୦୦ ଗାଡି଼ ଜଳି ପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ, ପ୍ଲାଟଫର୍ମ ନମ୍ବର-୧ରେ ଜିଆରପି ପଛପଟେ ଥିବା ବାଇକ୍ ଷ୍ଟାଣ୍ଡରେ ଏହି ଅଘଟଣ…

ରେଳ ଟ୍ରାକରେ କାହିଁକି ରଖାଯାଇଥାଏ ପଥର? ଜାଣନ୍ତୁ ଏହା ପଛର ରହସ୍ୟ

ନୂଆଦିଲ୍ଲୀ: ଟ୍ରେନରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାତ୍ରା କରନ୍ତି ଏବଂ ଆପଣ ମଧ୍ୟ ଅନେକ ଥର ରେଳ ଯାତ୍ରାକୁ ଉପଭୋଗ କରିଥିବେ । କିନ୍ତୁ ଆପଣ କେବେ ଧ୍ୟାନ ଦେଇଛନ୍ତି କି ରେଳ ଟ୍ରାକରେ ପଡ଼ିଥିବା ଏହି ପଥରଗୁଡ଼ିକର କାର୍ଯ୍ୟ କ’ଣ? ଏଗୁଡ଼ିକ ସାଧାରଣ ପଥର ନୁହେଁ, ବରଂ ଏକ ସ୍ୱତନ୍ତ୍ର…

ଏଟିଏମରୁ ଉଠାଇପାରିବେ ଇପିଏଫ ଟଙ୍କା!

ନୂଆଦିଲ୍ଲୀ: ଏଣିକି ଏଟିଏମ୍ ଦ୍ବାରା ଉଠାଇ ହେବ ଇପିଏଫ ଟଙ୍କା । ଏନେଇ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଇପିଏଫର ତୃତୀୟ ସଂସ୍କରଣରେ ପେନସନ ଧାରୀଙ୍କୁ ମୋଟା ଅଙ୍କର ଟଙ୍କା ମିଳିବା ସହ କର୍ମଚାରୀଙ୍କ ପାଇଁ ଏହି ଟଙ୍କା ଉଠାଇବା ପାଇଁ ଏଟିଏମ୍ କାର୍ଡକୁ…