Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ୟୁଟ୍ୟୁବରେ ରେକର୍ଡ କଲେ ସମୟ ରାଇନା; ୧୦ ଲକ୍ଷ ଚ୍ୟାନେଲ ସଦସ୍ୟ ସହିତ ହେଲେ ବିଶ୍ୱର ନମ୍ବର ୱାନ…

ନୂଆଦିଲ୍ଲୀ: ପ୍ରସିଦ୍ଧ YouTuber ତଥା କମେଡିଆନ ସମୟ ରାଇନା ୨୦୨୫ ମସିହାରେ ତାଙ୍କ ଶୋ "ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍" ପାଇଁ ବିବାଦରେ ଫସିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ YouTube ଚ୍ୟାନେଲରୁ ସମସ୍ତ ଏପିସୋଡ୍ ହଟାଇବାକୁ ପଡିଥିଲା। ପରେ ସେ ୨୦୨୬ ମସିହାରେ "ଷ୍ଟିଲ୍ ଆଲାଇଭ୍" ସହିତ…

ମନ୍ଦିର ଦର୍ଶନ ବେଳେ ହଠାତ୍ ଅସୁସ୍ଥ ହୋଇପଡିଲେ ପୂର୍ବତନ ଉପରାଷ୍ଟ୍ରପତି

ନାଥଦ୍ୱାରା: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ରାଜସ୍ଥାନର ନାଥଦ୍ୱାରାସ୍ଥିତ ଶ୍ରୀନାଥଜୀ ମନ୍ଦିର ପରିଦର୍ଶନ ସମୟରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କିଛି ସମୟ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ…

ତିରୁପତି ମନ୍ଦିରରେ ଚେନ୍ନାଇ ଦମ୍ପତି ଚଢ଼ାଇଲେ ୨୦୮ କୋଟି ଟଙ୍କାର ୧୨୧ କିଲୋ ସୁନା ଅଳଙ୍କାର

ତିରୁମାଲା: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ତିରୁପତି ମନ୍ଦିରରେ ଚେନ୍ନାଇର ଜଣେ ଭକ୍ତ ଗୁରୁବାର ଦିନ ୧୨୧ କିଲୋ ସୁନା ଓ ହୀରା ଖଚିତ ଅଳଙ୍କାର ଦାନ କରିଛନ୍ତି । ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୦୮ କୋଟି ଟଙ୍କା ହେବ । ଚେନ୍ନାଇର ବ୍ୟବସାୟୀ ବର୍ଦ୍ଧମାନ ଜୈନ ଏବଂ ତାଙ୍କ ପତ୍ନୀ…

ଗୋଲକୋଣ୍ଡା କ୍ୟାଣ୍ଟନମେଣ୍ଟରେ ଗଛ ଉପରେ ଖସିପଡ଼ିଲା ସେସନା ୧୫୨

ହାଇଦ୍ରାବାଦ: ଗୁରୁବାର ଦିନ ହାଇଦ୍ରାବାଦର ଗୋଲକୋଣ୍ଡା ସେନା କ୍ୟାଣ୍ଟନମେଣ୍ଟ (Golconda Army Cantonment) ଅଞ୍ଚଳରେ ତେଲେଙ୍ଗାନା ଷ୍ଟେଟ୍ ଆଭିଏସନ୍ ଏକାଡେମୀର ଏକ ସେସନା ୧୫୨ (Cessna 152) ପ୍ରଶିକ୍ଷଣ ବିମାନ ଜରୁରୀକାଳୀନ ଅବତରଣ କରିବା ସମୟରେ ଏକ ଗଛ ଉପରେ ଖସିପଡିଥିଲା। ତେବେ ଏହି…

ରାଜନୈତିକ ସମ୍ପର୍କକୁ ନେଇ କୌଣସି ମୁସଲମାନଙ୍କୁ ମସଜିଦରେ ପ୍ରବେଶରୁ ବାରଣ କରାଯାଇପାରିବ ନାହିଁ: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ରାଜନୈତିକ ସମ୍ପର୍କକୁ ଆଧାର କରି କୌଣସି ମୁସଲମାନଙ୍କୁ ମସଜିଦରେ ପ୍ରବେଶ କରି ନମାଜ ପଢ଼ିବାରୁ ବାରଣ କରାଯାଇପାରିବ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଗୁରୁବାର ଜଷ୍ଟିସ ଭି. ଲକ୍ଷ୍ମୀନାରାୟଣନ ଏହି ମାମଲାର ଶୁଣାଣି କରି ସ୍ପଷ୍ଟ କରିଛନ୍ତି ଯେ,…

CBSE ଛାତ୍ରଛାତ୍ରୀଙ୍କ ପାଇଁ ଥ୍ରୀ ଲାଙ୍ଗୁଏଜ ଦ୍ବନ୍ଦ୍ବ ଦୂର କଲେ ସୁପ୍ରିମକୋର୍ଟ, ବୋର୍ଡ ପରୀକ୍ଷାରେ ତୃତୀୟ ଲାଙ୍ଗୁଏଜ…

ନୂଆଦିଲ୍ଲୀ: CBSE ଥ୍ରୀ ଲାଙ୍ଗୁଏଜ୍ (ତ୍ରିଭାଷୀ) ନୀତିକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି, ଯାହାଫଳରେ ଚଳିତ ଶିକ୍ଷାବର୍ଷରେ ଷଷ୍ଠରୁ ନବମ ଶ୍ରେଣୀ (Class 6 to 9) ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବର୍ଷ ମଝିରେ ନିଜର ଭାଷା ବଦଳାଇବାକୁ ପଡ଼ିବ ନାହିଁ।…

ଟାଟା ଗ୍ରୁପ୍‌ରେ ପୁଣି ବଡ଼ ଧରଣର ବିବାଦ, ଚନ୍ଦ୍ରଶେଖରନ୍‌ଙ୍କ ପୁନଃନିଯୁକ୍ତିକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟ ଯିବ…

ମୁମ୍ବାଇ: ଟାଟା ସନ୍ସ (Tata Sons)ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଏନ୍. ଚନ୍ଦ୍ରଶେଖରନ୍‌ଙ୍କ ପୁନଃନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଟାଟା ଟ୍ରଷ୍ଟ୍ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଗତ ସେପ୍ଟେମ୍ବର ୧୭ ତାରିଖରେ ଅନୁଷ୍ଠିତ ଟାଟା ସନ୍ସ ବୋର୍ଡ ବୈଠକରେ ଏନ୍. ଚନ୍ଦ୍ରଶେଖରନ୍‌ଙ୍କୁ…

ଏନସିପି ମୁଖ୍ୟ ଶରଦ ପାୱାର ଅସୁସ୍ଥ, ପୁଣି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଏନସିପି (ଏସପି) ମୁଖ୍ୟ ଶରଦ ପାୱାର ପୁଣି ଅସୁସ୍ଥ । ଗୁରୁବାର ସାଉଥ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଡିହାଇଡ୍ରେସନ ପାଇଁ ଅସୁସ୍ଥ ହୋଇପଡିଥିବା ତାଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେ ସୂଚନା ଦେଇଛନ୍ତି । ବାପା ଶରଦଙ୍କୁ ବିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି…

IITF-୨୦୨୬ରେ ଓଡ଼ିଶା ପାଭିଲିୟନକୁ ମିଳିଲା ରୌପ୍ୟ ପଦକ

ଭୁବନେଶ୍ୱର: ୪୫ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଟ୍ରେଡ୍ ଫେୟାର (IITF)-୨୦୨୬ରେ ଓଡ଼ିଶା ପାଭିଲିୟନକୁ ବିଷୟଭିତ୍ତିକ ଉପସ୍ଥାପନା-ରାଜ୍ୟ (Thematic Presentation-State) ବର୍ଗରେ ସମ୍ମାନଜନକ ରୌପ୍ୟ ପଦକ ମିଳିଛି। ରାଜ୍ୟର ସମୃଦ୍ଧ ଐତିହ୍ୟ, ପାରମ୍ପରିକ ଉତ୍କର୍ଷ ଏବଂ ଉଦୀୟମାନ ଆର୍ଥିକ…

ସରକାରଙ୍କ ବଡ଼ ଘୋଷଣା; ପୁରୁଷଙ୍କୁ ମିଳିବ ୧୫ ଦିନର ପିତୃତ୍ୱ ଛୁଟି

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ପୁରୁଷ ସରକାରୀ କର୍ମଚାରୀଙ୍କ ପାଇଁ ପିତୃତ୍ୱ ଛୁଟି ଘୋଷଣା କରିଛନ୍ତି। ପୁରୁଷ କର୍ମଚାରୀମାନେ ୧୫ ଦିନର ପିତୃତ୍ୱ ଛୁଟି ପାଇବେ। କର୍ମଚାରୀମାନେ ଶିଶୁ ଜନ୍ମର ୧୫ ଦିନ ପୂର୍ବରୁ କିମ୍ବା ଜନ୍ମର ଛଅ ମାସ ମଧ୍ୟରେ ଏହି ପିତୃତ୍ୱ ଛୁଟି ପାଇପାରିବେ।…