Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସିଡିଏସଙ୍କୁ ମିଳିଲା ବଡ଼ କ୍ଷମତା, ଜଏଣ୍ଟ ଅର୍ଡର ଜାରି କରିବାକୁ ଅଧିକାର ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି। ଭାରତୀୟ ସଶକ୍ତ ବଳକୁ ଆଧୁନିକୀକରଣ କରିବା ପାଇଁ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ (ସିଡିଏସ) ତଥା ସାମରିକ ବ୍ୟାପାର ବିଭାଗ ସଚିବଙ୍କୁ ନୂଆ କ୍ଷମତା ପଦାନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଭାରତୀୟ ସେନା,…

ଆଣ୍ଡାମାନ ସାଗରରେ ୨୪ ଘଣ୍ଟାରେ ୩ ଥର ଭୂ-କମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା…

ପୋର୍ଟ ବ୍ଲେୟାର: ଆଣ୍ଡାମାନ ସାଗରରେ ପୁଣି ଭୂମିକମ୍ପ ଅନୁଭୂତ ହୋଇଛି । ଯାହାର ଝଟକା ସମୁଦ୍ର ଉପକୂଳ ଗୁଡିକରେ ଲାଗିଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ ଗତ ୨୪ ଘଣ୍ଟାରେ ତିନି ଥର ଭୂମିକମ୍ପ ଅନୁଭୂତ ହୋଇଛି । ବୁଧବାର ସକାଳ ୭ଟା ୩ ସମୟରେ ଆଣ୍ଡାମାନ ସାଗରରେ ୫.୪…

୨୨ ବର୍ଷ ହେବ ମେକଅପ ବାହାର କରି ନାହାନ୍ତି ଏହି ମହିଳା

ବେଜିଂ: ଚୀନର ୩୭ ବର୍ଷୀୟା ମହିଳା ନିୟୁୟୁମିୟାନ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚିତ ହୋଇ ପଡିଛନ୍ତି । ଏହି ମହିଳାଜଣଙ୍କ ୨୨ ବର୍ଷ ହେବ ମେକଅପ ବାହାର କରି ନାହାନ୍ତି । ବିଶ୍ୱାସ ହେଉ ନ ଥିଲେ ବି ଏହା ସତ୍ୟ । ୧୪ ବର୍ଷ ବୟସରେ ବ୍ରଣର ଉପଚାର ପାଇ ସେ ଏକ ଶସ୍ତା ଫାଉଣ୍ଡେସନର ବ୍ୟବହାର…

କାହାକୁ ଜଣା ନାହିଁ WhatsAppର ଏହି ୮ଟି ଚମତ୍କାର ଟ୍ରିକ୍, ଜାଣିଲେ ଆପଣବି…

ନୂଆଦିଲ୍ଲୀ: ଆଜିର ସମୟରେ ହ୍ୱାଟ୍ସଆପ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଯାଇଛି। ଚାଟିଂ ଠାରୁ ଆରମ୍ଭ କରି ଫଟୋ-ଭିଡିଓ ପଠାଇବା, କଲିଂ, ଷ୍ଟୋରୀ ସେୟାର କରିବା ଓ ଫାଇଲ ଟ୍ରାନ୍ସଫର ପର୍ଯ୍ୟନ୍ତ, ଏହି ଆପ୍ ପ୍ରାୟ ସମସ୍ତଙ୍କ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଛି। କିନ୍ତୁ…

ବିଜ୍ଞାନର ଚମତ୍କାର: ପ୍ରଥମ ଥର ଦୁଇ ପୁରୁଷରୁ ଜନ୍ମ ହେଲା ମୂଷା

ନୂଆଦିଲ୍ଲୀ: ବିଜ୍ଞାନ ଏଥର ପ୍ରକୃତିର ସୀମାକୁ ସିଧାସଳଖ ଚ୍ୟାଲେଞ୍ଜ କରିଛି। ଚୀନର ଜିଆଓତୋଙ୍ଗ ବିଶ୍ୱବିଦ୍ୟାଳୟର ବିଜ୍ଞାନୀମାନେ ଏକ ଆଶ୍ଚର୍ଯ୍ୟଜନକ ପରୀକ୍ଷଣ କରି ଏକ ମୂଷା ଜନ୍ମ କରାଇଛନ୍ତି, ଯାହା କେବଳ ଦୁଇ ପୁରୁଷ ମୂଷାର ଡିଏନଏରୁ ତିଆରି। ଅର୍ଥାତ୍, ଏହା ଜନ୍ମ ପାଇଁ ମାଆର ଆବଶ୍ୟକତା…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ୭୨ ଘଣ୍ଟା ମଧ୍ୟରେ ଉଠାଇପାରିବେ ୫ଲକ୍ଷ ଟଙ୍କା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ଦେଶର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛି। ଏବେ କର୍ମଚାରୀମାନେ ଆବଶ୍ୟକ ହେଲେ କୌଣସି ଅସୁବିଧା ବିନା ତୁରନ୍ତ ସେମାନଙ୍କର ଭବିଷ୍ୟନିଧି ପାଣ୍ଠି (PF)ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ। ଏହି ସୂଚନା…

ଆମେରିକା ଯିବାକୁ ସ୍ୱପ୍ନ ଅଛି କି ? ଏବେ ଭିସା ପାଇଁ ଖୋଲିବାକୁ ହେବ ସୋସିଆଲ ମିଡିଆ ଆକାଉଣ୍ଟ

ନୂଆଦିଲ୍ଲୀ: ଆମେରିକା ନିକଟରେ ଷ୍ଟୁଡେଣ୍ଟ ଭିସା ପ୍ରକ୍ରିୟା ପୁନଃ ଆରମ୍ଭ କରିଛି, ଏବଂ ଏହା ସହିତ ଭାରତୀୟ ଆବେଦନକାରୀଙ୍କ ପାଇଁ ଏକ ନୂଆ ସର୍ତ୍ତ ସାମ୍ନାକୁ ଆସିଛି। ଆମେରିକାସ୍ଥିତ ଭାରତୀୟ ଦୂତାବାସ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଛି ଯେ ସେମାନେ ନିଜ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ…

PF ଗ୍ରାହକଙ୍କ ପାଇଁ ବଡ଼ ଘୋଷଣା, ଏବେ ମାତ୍ର ତିନି ଦିନରେ….

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ଦେଶର ଲକ୍ଷ ଲକ୍ଷ PF ଗ୍ରାହକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ଏବେ ଆଗୁଆ କ୍ଲେମ୍ (Advance Settlement of Advance Claims - ASAC) ପାଇଁ ସ୍ୱୟଂ-ସେଟେଲମେଣ୍ଟ ସୀମାକୁ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି…

ଜୁଲାଇ ୨୪ ଯାଏଁ ପାକିସ୍ତାନ ପାଇଁ ଆକାଶ ମାର୍ଗ ବନ୍ଦ କଲା ଭାରତ

ନୂଆଦିଲ୍ଲୀ: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଏପ୍ରିଲ ୩୦ରେ ପାକିସ୍ତାନୀ ଏୟାରଲାଇନ୍ସକୁ ଏହାର ସୀମାରେ ପ୍ରବେଶ କରିବା ଉପରେ କଟକଣା ଲଗାଇଥିଲା। ପ୍ରଥମେ ଏହା ମେ ୨୪ ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ବେଳେ ପରେ ପୁଣି ଏହା ଜୁନ ୨୪ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା।…

ବିନା କୋର୍ଟରେ କେମିତି ତଲାକ ଦେଇଥାନ୍ତି ମୁସଲିମ, କେଉଁ ନିୟମକୁ କରାଯାଏ ପାଳନ

ନୂଆଦିଲ୍ଲୀ: ଭାରତରେ ଅଧିକାଂଶ ଲୋକ ଇସଲାମିକ ରୀତିନୀତି ଓ ପରମ୍ପରା ବିଷୟରେ ଅଧିକ ଜାଣିବାକୁ ଆଗ୍ରହୀ ଥାଆନ୍ତି। ଏଥିମଧ୍ୟରୁ ଇସଲାମରେ ବିବାହ ଓ ତଲାକର ପଦ୍ଧତି ସବୁଠାରୁ ଅଧିକ ଆକର୍ଷଣୀୟ। ତଲାକର ଏକ ପଦ୍ଧତି ଥିଲା ତିନି ତଲାକ, ଅର୍ଥାତ୍ ତଲାକ-ଏ-ବିଦ୍ଦତ, ଯାହା ଉପରେ ଭାରତ ସରକାର…