Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓଡିଶାରେ ଅସୁରକ୍ଷିତ ଆମେରିକୀୟ?

ଭୁବନେଶ୍ବର/ନୂଆଦିଲ୍ଲୀ: ଓଡିଶାକୁ ଯାଅ ନାହିଁ ଆମେରିକୀୟ । ଭାରତରେ ସୁରକ୍ଷିତ ନାହାନ୍ତି ଆମେରିକୀୟ ମହିଳା । ଭାରତର ରାଜ୍ୟକୁ ନଯିବାକୁ ମହିଳା ନାଗରିକଙ୍କୁ ଜାରି ହେଲା ଆଡଭାଇଜରି । କିଛି ଏପରି ସତର୍କତା ଜାରି କରି ଆମେରିକାର ବୈଦେଶିକ ବିଭାଗ ଭାରତ ଗସ୍ତ କରୁଥିବା ଏହାର ନାଗରିକଙ୍କ ପାଇଁ…

ପହଲଗାମ ଆକ୍ରମଣରେ ବଡ ସଫଳତା: ୨ ଜଣ ଗିରଫ, କହିଲେ, ‘ଲସ୍କର-ଏ-ତୈବା ସହ ଥିଲେ ଜଡିତ’…

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ମିଳିଛି ବଡ଼ ସଫଳତା । ଏହି ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଏନଆଇଏ ୨ ଜଣଙ୍କୁ ଗିରଫ କରିଛି । ଉଭୟ ସନ୍ଦିଗ୍ଧ…

ଅମରନାଥ ଯାତ୍ରା ପୂର୍ବରୁ ସ୍ଥିତି ପରଖିଲେ ସେନା ମୁଖ୍ୟ 

ଶ୍ରୀନଗର: ଅମରନାଥ ଯାତ୍ରା ପୂର୍ବରୁ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କାଶ୍ମୀର ଗସ୍ତ କରିଛନ୍ତି। ଏଥିସହ ଯାତ୍ରା ପାଇଁ କରାଯାଉଥିବା ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିଥିଲେ। ସେ କାଶ୍ମୀର ଅଞ୍ଚଳରେ ନିୟୋଜିତ ସୁରକ୍ଷା ବାହିନୀ ଏବଂ ଅଧିକାରୀମାନଙ୍କୁ ଭେଟି ସୁରକ୍ଷା…

ଭାରତର ଏହି ସ୍ଥାନକୁ ଏକୁଟିଆ ଯାଆନ୍ତୁନି ମହିଳା; ନିଜ ନାଗରିକଙ୍କୁ ସତର୍କ କରାଇଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ଭାରତ ଯାତ୍ରା କରୁଥିବା ତାର ନାଗରିକମାନଙ୍କ ପାଇଁ ଏକ ଲେବଲ-୨ ଯାତ୍ରା ସତର୍କତା ଜାରି କରିଛି । ଏଥିରେ ଭାରତରେ ଅପରାଧ ଏବଂ ଆତଙ୍କବାଦ ହେତୁ ଆମେରିକୀୟ ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଜାରି ଏହି…

ଆମେରିକାର ରାଗ ଇସ୍ରାଏଲ ଉପରେ ସୁଜାଇଲା ଇରାନ: ବିଭିନ୍ନ ସ୍ଥାନରେ କଲା କ୍ଷେପଣାସ୍ତ୍ର ବର୍ଷା….

ନୂଆଦିଲ୍ଲୀ: ରବିବାର ଦିନ ଇରାନର ତିନୋଟି ପରମାଣୁ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣ ପରେ ଇରାନ ଇସ୍ରାଏଲ ଆଡକୁ ପୁଣି ଥରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଇସ୍ରାଏଲୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଇରାନରୁ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ର ହାଇଫା, ନେସ ଜିଓନା, ରିଶୋନ ଲେଜିଓନ ଏବଂ…

‘ଇତିହାସ ମନେ ରଖିବ’: ଇରାନ ଉପରେ ଆମେରିକାର ଆକ୍ରମଣକୁ ନେଇ କିଛି ଏପରି କହିଲେ ନେତାନ୍ୟାହୁ….

ନୂଆଦିଲ୍ଲୀ: ଇସ୍ରାଏଲ ଇରାନ ଯୁଦ୍ଧରେ ଏଣ୍ଟ୍ରି ମାରିସାରିଛି ଆମେରିକା । ଇରାନ ଉପରେ ବଡ ଆକ୍ରମଣ କରିଛି ଆମେରିକା । ଯାହାକୁ ପ୍ରଶଂସା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଆମେରିକାକୁ ଧନ୍ୟବାଦ ଜଣାଇ ସେ ଯାହା କରିଛନ୍ତି ତାହା ପୃଥିବୀର ଅନ୍ୟ କୌଣସି ଦେଶ…

ଶାନ୍ତି ପଥକୁ ଫେରିଆସୁ ଇରାନ ନଚେତ୍, ଆହୁରି ବଡ ଆକ୍ରମଣ ହେବ: ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ୍: ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଇରାନ ଗତ ୪୦ ବର୍ଷ ଧରି ମିଡଲ ଇଷ୍ଟକୁ ଧମକ ଦେଇ ଆସୁଥିଲା । ଏବେ ଆଶା ଅଛି ଯେ ମିଡଲ ଇଷ୍ଟରେ ଶାନ୍ତି ପ୍ରତିଷ୍ଠା ହେବ । ଇରାନକୁ…

ଖୁବ୍ ଶୀଘ୍ର ବଜାରକୁ ଆସିବ ଟାଟା କ୍ୟାପିଟାଲର IPO

ନୂଆଦିଲ୍ଲୀ:ଏବେ IPO ବଜାର ପାଇଁ ମଧ୍ୟ ଏକ ଭଲ ଖବର ଆସୁଛି। ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (SEBI-Securities and Exchange Board of India) ଟାଟା ସନ୍ସର ଏକ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (NBFC) ଟାଟା କ୍ୟାପିଟାଲ୍‌ର ପ୍ରାରମ୍ଭିକ ପବ୍ଲିକ୍ ଅଫରିଂ (IPO) ର ଡ୍ରାଫ୍ଟ…

ଇରାନର ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କଲା ଆମେରିକା

ତେହରାନ: ଆମେରିକା ଏବେ ଆନୁଷ୍ଠାନିକ ଭାବରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପ୍ରବେଶ କରିଛି । ଇରାନ ଉପରେ ବଡ଼ ଆକ୍ରମଣ କରିଛି ଆମେରିକା । ଇରାନର ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କରିଛି ଆମେରିକା । ଫଳରେ ଇରାନର ଫୋର୍ଡୋ, ନାଟାଞ୍ଜ ଓ ଇସଫାହାନ ପରମାଣୁ ଘାଟି…