Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇସ୍ରାଏଲ୍ Vs ଇରାନ୍…ବଢିଲା ଚିନ୍ତା

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢାଇଛି ଇସ୍ରାଏଲ୍-ଇରାନ ଯୁଦ୍ଧ । ଇସ୍ରାଏଲର ଅପରେସନ୍ ରାଇଜିଂ ଲାୟନ, ଜବାବରେ ଇରାନର ଟ୍ରୁ ପ୍ରମିସ ୩ । ଲଗାତର ଦ୍ବିତୀୟ ଦିନରେ ଇରାନ ଉପରେ ଏୟାରଷ୍ଟ୍ରାଇକ୍ ଜାରି ରଖିଛି ଇସ୍ରାଏଲ୍ । ଶୁକ୍ରବାର ଇରାନ୍ ଉପରେ ଆକ୍ରମଣ କରିବା ସହ ଏହାକୁ ଅପରେସନ୍…

ବିମାନ ଦୁର୍ଘଟଣା ନେଇ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ ଜ୍ୟୋତିଷ…

ନୂଆଦିଲ୍ଲୀ: ଗତ ଗୁରୁବାର ଅପରାହ୍ନରେ ଅହମ୍ମଦାବାଦରେ ଘଟିଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ପ୍ରାୟ ୨୬୫ରୁ ଲୋକଙ୍କ ଜୀବନ ଯାଇଛି। ତେବେ ଏପରି ଏକ ଦୁଃଖଦ ମୂହୁର୍ତ୍ତ ରେ ଜଣେ ଜ୍ୟୋତିଷ ଙ୍କର ଏକ ପୁରୁଣା ଟ୍ୱିଟ୍ ଅନଲାଇନ ରେ ଭାଇରାଲ ହେଉଥିବାରୁ ତାହା ବର୍ତ୍ତମାନ୍ ସାଧାରଣ ଜନତାଙ୍କ…

ମାନଚିତ୍ରରେ ଭାରତର ସୀମାକୁ ଭୁଲ ଦର୍ଶାଇଥିଲା ଇସ୍ରାଏଲ; ବିବାଦ ପରେ କ୍ଷମା ମାଗିଲା  

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଦ୍ୱାରା ଶୁକ୍ରବାର ଦିନ ଏକ ମାନଚିତ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ସେୟାର କରାଯାଇଥିଲା। ଯାହାକୁ ନେଇ ବର୍ତ୍ତମାନ୍ ବିବାଦ ସୃଷ୍ଟି ହୋଇଥିଲା। ମାନଚିତ୍ରରେ ଇରାନୀ କ୍ଷେପଣାସ୍ତ୍ରର ପରିସର ସଠିକ୍ ଭାବରେ ଦର୍ଶାଯାଇଥିବା…

ରବିବାର ଦିନ ୩ ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଠାରୁ ୩ ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ମୋଦି ଜୁନ୍ ୧୫ରୁ ଜୁନ୍ ୧୯ ମଧ୍ୟରେ ସାଇପ୍ରସ୍, କାନାଡା ଏବଂ କ୍ରୋଏସିଆ ଗସ୍ତ କରିବେ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ…

ନିଟ୍ ୟୁଜି ପରୀକ୍ଷାଫଳ ପ୍ରକାଶିତ: ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର

ଭୁବନେଶ୍ୱର: ପ୍ରକାଶ ପାଇଲା NEET-UG-୨୦୨୫ ରେଜଲ୍ଟ। ରାଜସ୍ଥାନର ମହେଲ କେଶୱାନୀ ଟପ୍ପର। ସେହିପରି ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର। ସର୍ବଭାରତୀୟ ରାଙ୍କର ୬୦ତମ ସ୍ଥାନରେ ସ୍ନେହାଶିଷ। ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି। ପରୀକ୍ଷାର୍ଥୀଙ୍କୁ ଇ-ମେଲ୍‌ରେ…

୧୦୦୦ ଡିଗ୍ରୀ ତାପମାତ୍ରାରେ ଜଳିଗଲା ସବୁ କିଛି, କିନ୍ତୁ ଗୀତାକୁ ଛୁଇଁ ପାରିଲାନି…

ଅହମ୍ମଦାବାଦ: ଅହମ୍ମଦାବାଦରେ ଗୁରୁବାର ଅପରାହ୍ନରେ ଯେଉଁ ବିମାନ ଦୁର୍ଘଟଣା ଘଟିଥିଲା ତାହା ସାରା ବିଶ୍ୱକୁ ଦୋହଲାଇ ଦେଇଛି। ବର୍ତ୍ତମାନ୍ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ସେହି ବିମାନ ଦୁର୍ଘଟଣାରେ ମୋଟ ୨୬୫ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ତେବେ ପ୍ରାଣ ହରାଇଥିବା ଲୋକମାନଙ୍କ ମଧ୍ୟରେ…

ଆସାମ-ବାଂଲାଦେଶ ସୀମାରେ ସାମ୍ପ୍ରଦାୟିକ ଉତ୍ତେଜନା, ଦୁର୍ବୃତ୍ତମାନଙ୍କୁ ଦେଖିବାମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

ଗ୍ବାହାଟୀ: ବାଂଲାଦେଶ ସୀମାବର୍ତ୍ତୀ ଧୁବ୍ରି ଜିଲ୍ଲାରେ ସାମ୍ପ୍ରଦାୟିକ ଉତ୍ତେଜନାକୁ ରୋକିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଉପଦ୍ରବକାରୀଙ୍କ ଉପରକୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…

ଋଷରେ ଭୂକମ୍ପ ଝଟକା; ତୀବ୍ରତା ୬.୫

ମସ୍କୋ: ଋଷିଆର କୁରିଲ ଦ୍ୱୀପପୁଞ୍ଜରେ ୬.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଇଏମଏସସି) ଅନୁଯାୟୀ ଜୁନ୍ ୧୩ରେ ଭୂକମ୍ପ ହୋଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୩ କିଲୋମିଟର ତଳେ ଥିଲା। କୁରିଲ ଦ୍ୱୀପପୁଞ୍ଜ ହେଉଛି ଋଷିଆର…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଯାଞ୍ଚ ପାଇଁ କମିଟି ଗଠନ; ୩ ମାସରେ ରିପୋର୍ଟ ଦେବେ…

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଗୁରୁବାର ଦିନ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା। ଏହାର କାରଣ ଜାଣିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି। ଏହି ଉଚ୍ଚସ୍ତରୀୟ…

ଇସ୍ରାଏଲ ଉପରେ ୧୦୦ ମିଶାଇଲ ଆଟାକ କଲା ଇରାନ

ତେଲ ଅଭିଭ: ଇସ୍ରାଏଲ ଏବଂ ଇରାନ ଏବେ ମୁହାଁମୁହିଁ ସ୍ଥିତି। ମଧ୍ୟପ୍ରାଚ୍ୟରେ ପୁଣି ଥରେ ଆକାଶରୁ କ୍ଷେପଣାସ୍ତ୍ର ବର୍ଷା ହେଉଥିବା ଦେଖିବାକୁ ମିଳୁଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ଏବେ ଯୁଦ୍ଧରେ ପରିଣତ ହୋଇଛି। ଇସ୍ରାଏଲ-ଇରାନ ଯୁଦ୍ଧ ଏବେ ଇରାନ ଏବଂ ଆମେରିକା ମଧ୍ୟରେ…