Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭୂକମ୍ପରେ ଦୋହଲିଲା ଆଫଗାନିସ୍ତାନ, ତିଦ୍ଦତ ଓ ମିଆଁମାର..

ନୂଆଦିଲ୍ଲୀ: ଶୁକ୍ରବାର ବିଳମ୍ବିତ ରାତିରେ ଆଫଗାନିସ୍ତାନରେ ୪.୬ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) ପକ୍ଷରୁ ସୂଚନା ଦିଆଯାଇଛି। ଏନସିଏସ ଅନୁଯାୟୀ, ଭୂକମ୍ପ ୧୨୫ କିଲୋମିଟର ଗଭୀରତାରେ ହୋଇଥିଲା। ଏହାର ତୀବ୍ରତା ୪.୬ ମାପ କରାଯାଇଥିଲା।…

୫୦୦ କୋଟି ଟଙ୍କାର ରିଲିଫ୍ ଟ୍ରଷ୍ଟ ଗଠନ କରିବ ଟାଟା ଗ୍ରୁପ୍, ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପୀଡିତଙ୍କୁ ମିଳିବ…

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ଶୁକ୍ରବାର ଟାଟା ଗ୍ରୁପ୍ ୫୦୦ କୋଟିର ଏକ ଟ୍ରଷ୍ଟ ଗଠନ ଘୋଷଣା କରିଛି । ଏହାର ନାମ AI-171 ମେମୋରିଆଲ୍ ଏବଂ ୱେଲଫେୟାର ଟ୍ରଷ୍ଟ ହେବ । ଏହା ମାଧ୍ୟମରେ ପୀଡିତମାନଙ୍କୁ ତୁରନ୍ତ ଏବଂ ଦୀର୍ଘକାଳୀନ ସହାୟତା ମିଳିବ…

Instagram Reelsରେ କେମିତି ପାଇବେ ଟଙ୍କା, ଏହି ଫର୍ମୁଲା ଆପଣାନ୍ତୁ ୧୦୦ ପ୍ରିତଶତ କାମ ଦେବ

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ ଇନଷ୍ଟାଗ୍ରାମ ରିଲ୍ସ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏକ ବଡ଼ ରୋଜଗାର ପ୍ଲାଟଫର୍ମ ହୋଇପଡ଼ିଛି। ଯଦି ଆପଣ ସୃଜନଶୀଳ, କ୍ୟାମେରା ଆଗରେ ସ୍ଵଚ୍ଛନ୍ଦ ଏବଂ ଲୋକଙ୍କ ସହ ସଂଯୋଗ ସ୍ଥାପନ କରିବାର କୌଶଳ ରଖୁଛନ୍ତି, ତେବେ ରିଲ୍ସ ମାଧ୍ୟମରେ ଆପଣ ମାସିକ…

ସୁରକ୍ଷାବାହିନୀକୁ ବଡ଼ ସଫଳତା; ଏନକାଉଣ୍ଟରରେ ୬ନକ୍ସଲ ନିହତ

ଛତିଶଗଡ:ଜିଲ୍ଲାର ଅବୁଝମାଡ଼ ଘନ ଜଙ୍ଗଲରେ ନକ୍ସଲ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଛି। ସୁରକ୍ଷା ଏଜେନ୍ସିକୁ ଖବର ମିଳିବା ପରେ ଶୁକ୍ରବାର ଏକ ସର୍ଚ୍ଚ ଅପରେସନ କରାଯାଇଥିଲା । ତେବେ ଏପର୍ଯ୍ୟନ୍ତ ୬ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛତିଶଗଡ ଜିଲ୍ଲାର ଅବୁଝମାଡ଼…

ପାଗରେ ପରିବର୍ତ୍ତନ ପରେ ୭୯୦୮ ତୀର୍ଥଯାତ୍ରୀଙ୍କୁ ନେଇ ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା

ଜମ୍ମୁ: ଗୋଟିଏ ଦିନ ପାଇଁ ସ୍ଥଗିତ ରହିବା ପରେ, ଶୁକ୍ରବାର ପହଲଗାମ ଏବଂ ଗନ୍ଦେରବଲ ବାଲଟାଲ ଉଭୟ ରୁଟରେ ଅମରନାଥ ଯାତ୍ରା ପୁଣି ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ, ଆଜି ସକାଳେ ୭ ହଜାର ୯୦୮ ଜଣ ତୀର୍ଥଯାତ୍ରୀଙ୍କ ୧୬ତମ ଦଳ ଜମ୍ମୁ ଛାଡିଛି । ଏହି ଦଳ ଉଧମପୁର ଜିଲ୍ଲା ଦେଇ ଯାଇଛି ।…

ସ୍ୱର୍ଣ୍ଣ ମନ୍ଦିରକୁ ବୋମାରେ ଉଡ଼େଇବା ଧମକ; ଜଣେ ସଫ୍ଟୱେୟାର ଇଞ୍ଜିନିୟର ଅଟକ

ପଞ୍ଜାବ: ପଞ୍ଜାବର ଅମୃତସରରେ ସ୍ୱର୍ଣ୍ଣ ମନ୍ଦିରକୁ ବୋମାରେ ଉଡ଼େଇ ଦେବା ଧମକ ମାମଲାରେ, ଅମୃତସର ପୋଲିସ ହରିୟାଣାର ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କୁ ଅଟକ ରଖିଛି। ଅଭିଯୁକ୍ତ ଜଣକ ଫରିଦାବାଦର ଶୁଭମ୍ ଦୁବେ ବୋଲି ଚିହ୍ନଟ କରାଯାଇଛି। ଅମୃତସର ପୋଲିସ କମିଶନର ଗୁରୁପ୍ରୀତ ସିଂହ ଭୁଲ୍ଲର…

ସପଲିଫଟିଂ କ’ଣ…ଚୋରି ନା ମାନସିକ ଅସୁସ୍ଥତା !

ନୂଆଦିଲ୍ଲୀ: ଆମେରିକାରେ ଜଣେ ଭାରତୀୟ ମହିଳା ଦୋକାନରୁ ଚୋରି କରୁଥିବା ଅଭିଯୋଗ ଆସିଛି । ଏହାର ଭିଡିଓ ଭାଇରାଲ୍ ବି ହୋଇଛି । ଭିଡିଓରେ ମହିଳା ଜଣକ ସଂଭ୍ରାନ୍ତ ପରିବାରର ଭଳି ଦେଖାଯାଉଥିବା ବେଳେ ଏଥିପାଇଁ କ୍ଷତିପୂରଣ ଦେବାକୁ ସଫେଇ ଦେଉଥିବା ଦେଖିବାକୁ ମିଳୁଛି । ଏହାପରଠୁ ଭାରତୀୟଙ୍କୁ…

ବ୍ରିଟେନରେ ଏଣିକି ୧୬ବର୍ଷ ହେଲେ ଦେବେ ଭୋଟ୍ !

ନୂଆଦିଲ୍ଲୀ: ୧୮ବର୍ଷ ନୁହେଁ ୧୬ବର୍ଷରେ ଦେଇପାରିବେ ଭୋଟ୍ ! ୨୦୨୯ ନିର୍ବାଚନରେ ହୋଇପାରେ ବଡ଼ ପରିବର୍ତ୍ତନ। ଗୁରୁବାର ଏନେଇ ଘୋଷଣା କରିଛନ୍ତି ବ୍ରିଟେନ୍ ସରକାର । ଗତ ନିର୍ବାଚନରେ ଲେବର ପାର୍ଟି ନିଜ ଘୋଷଣାପତ୍ରରେ ଏନେଇ ପ୍ରତିଶ୍ରୁତି ଦେଇଥିଲା । ଭୋଟ୍ ଦେବା ପାଉଁ ବୟସ ସୀମା ହ୍ରାସ କରିବା…

ବିହାରରେ ମୋଦି: ଟାର୍ଗେଟରେ କଂଗ୍ରେସ, ଆରଜେଡି, ‘ମଟନ୍ ପାର୍ଟି’ କଟାକ୍ଷ କଲେ ତେଜସ୍ବୀ….

ପାଟନା: ପ୍ରଧାନମନ୍ତ୍ରୀ ମୋଦି ଆଜି ବିହାରର ମୋତିହାରୀ ଜିଲ୍ଲା ଗସ୍ତ କରିଥିଲେ। ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିବା ବେଳେ କଂଗ୍ରେସ ଏବଂ ଆରଜେଡିକୁ କଡା ନିଶାନା ସାଧିଥିଲେ ମୋଦି । ଏଥିସହିତ ବିହାରକୁ ଅନେକ ଉପହାର ମଧ୍ୟ ଦେଇଥିଲେ। ଏହାକୁ ନେଇ ରାଷ୍ଟ୍ରୀୟ ଜନତା ଦଳ (RJD) ନେତା…

ଭୂପେଶଙ୍କ ପୁଅଙ୍କୁ ବାନ୍ଧିଲା ଇଡି, ଜନ୍ମଦିନରେ ଉଠେଇ ନେଲା…

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଇଡି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ଗିରଫ କରିଛି । ପୂର୍ବରୁ, ଇଡି ଭୋର ସକାଳୁ ଭିଲାଇରେ ତାଙ୍କ ବାସଭବନରେ ଚଢାଉ କରିଥିଲା । ସୂଚନା ଅନୁଯାୟୀ, ମଦ ଦୁର୍ନୀତି ମାମଲା ସହିତ ଜଡିତ ଇଡି…