Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Masood Azhar: ଏମିତି ଚାନ୍ଦା ଆଦାୟ କରିଥିଲା ଜୈଶ !

ନୂଆଦିଲ୍ଲୀ: ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଚୁପଚାପ ଆରମ୍ଭ କରିଥିଲା ଅର୍ଥ ସଂଗ୍ରହ ଅଭିଯାନ। 313 ଟି ନୂଆ ପ୍ରଶିକ୍ଷଣ ଶିବିର ବା ମରକଜ ଓ ସୁରକ୍ଷିତ ଠିକଣା ବନାଇବାକୁ 3ହଜାର 910 କୋଟି ଟଙ୍କା ସଂଗ୍ରହ କରିଥିଲା। ଅଭିଯାନ ଦ୍ବାରା ଜୈଶର ଆତଙ୍କୀ ଭିତ୍ତିଭୂମିକୁ…

Dowry: ବାହାଘର ଏମିତି ବି!, ଯୌତୁକରେ ମିଳିଲା ପେଟ୍ରୋଲ୍ ପମ୍ପ ସାଙ୍ଗକୁ କୋଟି କୋଟି ଟଙ୍କା…ଏତିକିରେ ସରିନି…..

ଲକ୍ଷ୍ନୌ: ଯୌତୁକ, ନେବା କିମ୍ବା ଦେବା ଉଭୟ ଦଣ୍ଡନୀୟ ଅପରାଧ । କିନ୍ତୁ ଆଜି ସମାଜରେ ବି ଏହାର ଦବବଦା ରହିଛି । ବିନା ଯୌତୁକରେ ବୋହୂଟିଏ ଅଗ୍ରହଣୀୟ । ଅବଶ୍ୟ ହଁ, ଏହା ନେବାର ଏବେ ପନ୍ଥା ବଦଳିଯାଇଛି । ଯେମିତି, କନ୍ୟାର ପିତା ପଚାରିଲେ, ଯୌତୁକରେ କ’ଣ ନେବେ?, କିନ୍ତୁ ବର ପିତା ସଙ୍ଗା…

Modi-Macron:ପିଏମ୍ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ହେଲେ କଥା; ଏହି ପ୍ରସଙ୍ଗଗୁଡ଼ିକ ଉପରେ ହେଲା ଆଲୋଚନା…

ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ମଧ୍ୟରେ ଆନ୍ତର୍ଜାତୀୟ ପରିସ୍ଥିତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଫୋନ୍ ଯୋଗେ କଥାବର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରୋନ୍ ୟୁକ୍ରେନ ଓ…

DK Shivakumar: ବିଧାନସଭାରେ ଆରଏସଏସ ପ୍ରାର୍ଥନା ଗାଇଲେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ, ପାଳିଆ ଧରିଲେ ବିଜେପି…

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ବିଧାନସଭାରେ କିଛି ଏମିତି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଚକିତ କରିଛି । ବିଧାନସଭା ଚାଲିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ରାଜ୍ୟ ସଭାପତି ଡିକେ ଶିବକୁମାର ରାଜ୍ୟ ବିଧାନସଭାରେ ଆରଏସଏସ ପ୍ରାର୍ଥନା ଗାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

Irregularities Voter List: ଭୋଟର ତାଲିକାରେ ହେରଫେର ଅଭିଯୋଗ: ୪ ନିର୍ବାଚନ କମିଶନ ଅଧିକାରୀ ନିଲମ୍ବିତ

କୋଲକାତା: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ, ପଶ୍ଚିମବଙ୍ଗ ସରକାର ଭୋଟର ତାଲିକା ସଂଶୋଧନରେ ଅନିୟମିତତା ଅଭିଯୋଗରେ ଚାରି ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି, କିନ୍ତୁ ଏହି ଅଧିକାରୀଙ୍କ ବିରୁଦ୍ଧରେ…

PM Modi To Pak: ‘ସମାଧି ଦେବ ଭାରତର କ୍ଷେପଣାସ୍ତ୍ର…’, ବିହାରରୁ ପାକିସ୍ତାନକୁ କଡା ବାର୍ତ୍ତା…

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ବିହାରର ଗୟାରେ ସମ୍ବୋଧିତ କରି କହିଥିଲେ ଯେ ଭାରତ ଉପରେ ଆକ୍ରମଣ କରିବା ପରେ କୌଣସି…

India-US Trade: କାହିଁକି ଆମେରିକାକୁ ଛାଡିପାରିବନି ଭାରତ?

ନୂଆଦିଲ୍ଲୀ: ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତ ବିଶ୍ୱର ସବୁଠାରୁ ବଡ଼ ବଜାର । ଆମେରିକା ଛାଡିଦେଲେ, ବିଶ୍ବରେ ଏମିତି ଅନେକ ଦେଶ ଅଛି, ଯାହା ଭାରତୀୟ ରପ୍ତାନୀକୁ ସ୍ବାଗତ କରୁଛି । ତଥାପି କାହିଁକି ନିଯୁକ୍ତି, ବୈଦେଶିକ ମୁଦ୍ରା ଏବଂ ବିଶ୍ୱ ପରିଚୟ ପାଇଁ ଆମେରିକା ଭଳି ବିକଶିତ ଦେଶର ବଜାର…

Imran Khan: ଜେଲରୁ ବାହାରିବେ କି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ?, ଜାମିନ ପ୍ରଦାନ କଲେ…

ନୂଆଦିଲ୍ଲୀ: ଗୁରୁବାର ଦିନ ସୁପ୍ରିମକୋର୍ଟ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ମେ ୯, ୨୦୨୩ ହିଂସା ସହିତ ଜଡିତ ଆଠଟି ମାମଲାରେ କୋର୍ଟ ଇମ୍ରାନ ଖାନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଯାହା ତାଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ସୃଷ୍ଟି…

Rahul Gandhi: ‘ବଢାଯାଉ ରାହୁଲ ଗାନ୍ଧୀଙ୍କ ସୁରକ୍ଷା’, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ କଂଗ୍ରେସ କମିଟି (UPCC) ସଭାପତି ଅଜୟ ରାୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ଉଲ୍ଲେଖ କରି ଦଳୀୟ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବୃଦ୍ଧି କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କରିଛନ୍ତି। ଏନେଇ ଶାହଙ୍କୁ…

Parliament Security Breach: ସଂସଦର ସୁରକ୍ଷାରେ ବଡ଼ ତ୍ରୁଟି: ଗଛରେ ଚଢ଼ି କାନ୍ଥ ଡେଇଁ ଭିତରକୁ ପ୍ରବେଶ କଲେ…

ନୂଆଦିଲ୍ଲୀ: ପୁଣି ଦେଶର ସଂସଦର ସୁରକ୍ଷାରେ ଏକ ବଡ଼ ଧରଣର ଉଲ୍ଲଂଘନ ହୋଇଛି। ଜଣେ ବ୍ୟକ୍ତି ଗଛରେ ଚଢ଼ି କାନ୍ଥ ଡେଇଁ ସଂସଦ ଭିତରକୁ ପ୍ରବେଶ କରିଥିଲେ। ଏହି ବ୍ୟକ୍ତି ସଂସଦର ଗରୁଡ଼ ଫାଟକରେ ପହଞ୍ଚିଥିଲେ । ତା’ପରେ ସୁରକ୍ଷା କର୍ମୀ ସେହି ବ୍ୟକ୍ତିଙ୍କୁ ଧରିଥିଲେ। ଏହି ଅଭିଯୁକ୍ତ ଗଛ…