Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୦୦ ବର୍ଷ ପୂର୍ବେ କେତେ ଥିଲେ ମୁସଲମାାନ? ଜାଣନ୍ତୁ ଏବେ କେତେ ବଢ଼ିଛାଇଛି ସଂଖ୍ୟା

ନୂଆଦିଲ୍ଲୀ: ବିଶ୍ୱରେ ମୁସଲମାନ ଜନସଂଖ୍ୟା ନିରନ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଆକଳନ ବାରମ୍ବାର ସାମ୍ନାକୁ ଆସିଛି। ଆକଳନ ଅନୁଯାୟୀ, ଯଦି ଏହି ଧାରା ଜାରି ରହେ, ତେବେ ୨୦୫୦ ସୁଦ୍ଧା ବିଶ୍ୱରେ ମୁସଲମାନ ଓ ଖ୍ରୀଷ୍ଟିଆନ ଜନସଂଖ୍ୟା ପ୍ରାୟ ସମାନ ହୋଇପାରେ। ଏତିକି ନୁହେଁ, ୨୦୭୦ ସୁଦ୍ଧା…

କିମ୍ବଦନ୍ତୀ ମାରାଥନ ଧାବକ ଫୌଜ ସିଂହଙ୍କ ମୃତ୍ୟୁ ମାମଲାରେ ଏନଆରଆଇ ଗିରଫ

ନୂଆଦିଲ୍ଲୀ: କିମ୍ବଦନ୍ତୀ ମାରାଥନ ଧାବକ ଫୌଜ ସିଂହଙ୍କୁ ହିଟ୍ ଆଣ୍ଡ୍ ରନ ଘଟଣାରେ ପଞ୍ଜାବ ପୋଲିସ ଜଣେ ଏନଆରଆଇ ଯୁବକଙ୍କୁ ଗିରଫ କରିଛି। ଏନଆରଆଇ ଅମୃତପାଲ ସିଂହ ଢିଲୋଙ୍କୁ ଗିରଫ କରିବା ସହିତ ପୋଲିସ ଉକ୍ତ ଫର୍ଚୁନର ଏସୟୁଭି ମଧ୍ୟ ଜବତ କରିଛି। ଜଳନ୍ଧରର କରତାରପୁରର ଦାସୁପୁର ଗ୍ରାମର…

ମେଟ୍ରୋରେ ମଣିଷ ପରି ଯାତ୍ରା କଲେ ୪୧ ରୋବୋଟ୍, ଡରି ଗଲେ ଲୋକେ

ନୂଆଦିଲ୍ଲୀ: ସାରା ବିଶ୍ୱରେ ରୋବୋଟ୍‌ମାନେ ବିଭିନ୍ନ ପ୍ରକାରର କାମରେ ନିୟୋଜିତ ହୋଇଛନ୍ତି। କାରଖାନାରୁ ଆରମ୍ଭ କରି ଅସ୍ତ୍ରୋପଚାର ପର୍ଯ୍ୟନ୍ତ ରୋବୋଟ୍‌ମାନେ ଅନେକ କାମ କରୁଛନ୍ତି। କିନ୍ତୁ ରୋବୋଟ୍‌ମାନେ ନିଜେ ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରି ଦୋକାନକୁ ସାମଗ୍ରୀ ପହଞ୍ଚାଉଥିବା ଦୃଶ୍ୟ…

ଦିଲ୍ଲୀର ୫ଟି ବଡ଼ ସ୍କୁଲକୁ ମିଳିଲା ବୋମା ଧମକ

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀର ଏକା ସାଙ୍ଗରେ ୫ଟି ଜଣାଶୁଣା ସ୍କୁଲକୁ ମିଳିଛି ବୋ‌ମା ଧମକ । ବୁଧବାର ସକାଳୁ ଏହି ଧମକ ମିଳିଛି । ଏହା ପରେ ସକାଳୁ ସକାଳୁ ଦିଲ୍ଲୀରେ ହଇଚଇ ସୃଷ୍ଟି ହୋଇଯାଇଛି । ଇମଲେ୍ ଜରିଆରେ ଏହି ଧମକ ମିଳିଥିବା ଜଣାପଡିବାପରେ ପୋଲିସ ତୁରନ୍ତ ସ୍କୁଲ ଗୁଡିକରେ…

ବୁଲା କୁକୁରଙ୍କୁ ଖାଇବାକୁ ଦେବାକୁ ନେଇ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାସ୍ତାରେ ପୁଲା କୁକୁରଙ୍କୁ ଖାଇବାକୁ ଦେବା ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି ସୁପ୍ରିମକୋର୍ଟ । ମଙ୍ଗଳବାର ଦିନ, ସୁପ୍ରିମକୋର୍ଟ ନୋଏଡାରେ ବୁଲା କୁକୁରମାନଙ୍କୁ ଖାଇବାକୁ ଦେବା ସମ୍ପର୍କରେ ଦାୟର ଏକ ଆବେଦନର ଶୁଣାଣି କରିଥିଲେ। ଆବେଦନରେ ଦାବି କରାଯାଇଥିଲା ଯେ କୁକୁରମାନଙ୍କୁ…

‘ଯଦି ଆପଣ ଭାରତର ପ୍ରଧାନମନ୍ତ୍ରୀ ଏବଂ…’ କଡା ଚେତାବନୀ ଦେଲା ନାଟୋ….୫୦୦% ପର୍ଯ୍ୟନ୍ତ ଟାରିଫ୍!

ନୂଆଦିଲ୍ଲୀ: ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟ୍ ଭାରତ, ବ୍ରାଜିଲ ଏବଂ ଚୀନକୁ ଏକ ସ୍ପଷ୍ଟ ଚେତାବନୀ ଦେଇଛନ୍ତି । ଯଦି ସେମାନେ ରୁଷ ସହିତ ବ୍ୟବସାୟ ଜାରି ରଖନ୍ତି ତେବେ ସେମାନେ କଠୋର ଆର୍ଥିକ ଦଣ୍ଡର ସମ୍ମୁଖୀନ ହୋଇପାରନ୍ତି ବୋଲି ସତର୍କ କରାଇ ଦେଇଛନ୍ତି ରୁଟ୍ । ବୁଧବାର ଆମେରିକୀୟ…

ପହଲଗାମ ହମାଲକୁ ନେଇ ବଡ଼ ଖୁଲାସା: ଆକ୍ରମଣର ପୂର୍ବ ଦିନ ଆତଙ୍କବାଦୀ ନେଇଥିଲେ ଜଣେ ମହିଳାଙ୍କ ସହାୟତା

ନୂଆଦିଲ୍ଲୀ: ନିକଟରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ପରଠାରୁ, NIA ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରୁଛି। ଏପର୍ଯ୍ୟନ୍ତ ଅନେକ ଲୋକଙ୍କୁ ପଚରାଉଚରା କରାଯାଇଛି। ଅନେକ ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି। ଏହି…

ସ୍ୱର୍ଣ୍ଣ ମନ୍ଦିରକୁ ବୋମା ଧମକ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶିରୋମଣି କମିଟି ସଚିବ

ନୂଆଦିଲ୍ଲୀ: ମଙ୍ଗଳବାର ଅପରାହ୍ନରେ ପୁଣି ଥରେ ଶ୍ରୀ ହରି ମନ୍ଦିର ସାହିବକୁ RDX ରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା। ଇମେଲ୍ ମାଧ୍ୟମରେ ଏହି ଧମକ ଦିଆଯାଇଥିଲା ବେଳେ ସୋମବାର ମଧ୍ୟ ଇମେଲ୍ ମାଧ୍ୟମରେ ଧମକ ଦିଆଯାଇଥିଲା। ଏନେଇ ସିପି ଗୁରୁପ୍ରୀତ ସିଂହ ଭୁଲ୍ଲର କହିଛନ୍ତି ଯେ ଏହି ଘଟଣାର…

କାଉଡି ଯାତ୍ରା ରୁଟରେ କ୍ୟୁଆର କୋଡ୍ ଲଗାଇବା ମାମଲା: ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: କାଉଡି ଯାତ୍ରା ସମୟରେ ଉତ୍ତର ପ୍ରଦେଶ ସରକାରଙ୍କ QR କୋଡ୍ ଆଦେଶ ବିରୋଧରେ ଦାୟର ଆବେଦନର ଶୁଣାଣି ସୁପ୍ରିମକୋର୍ଟ ୨୨ ଜୁଲାଇରେ କରିବେ। ଦାଖଲ ହୋଇଥିବା ଆବେଦନ ଉପରେ କୋର୍ଟ ଉତ୍ତର ପ୍ରଦେଶ ସରକାର ଏବଂ ଅନ୍ୟମାନଙ୍କ ନିକଟକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ଏହି ଆବେଦନ ହୋଟେଲ…

ଗ୍ରୁପ୍ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଳାଙ୍କୁ ସ୍ୱାଗତ ଜଣାଇଲେ ପ୍ରଧାନମନ୍ତ୍ରୀ, କହିଲେ- ମହାକାଶ ଅନ୍ୱେଷଣ ଯାତ୍ରାରେ ଏକ…

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଐତିହାସିକ ମିଶନ ସମ୍ପୂର୍ଣ୍ଣ କରି ଆଜି ପୃଥିବୀ ପୃଷ୍ଠକୁ ଫେରିଥିବା ଗ୍ରୁପ୍‌ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଳାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ପ୍ରଥମ ମହାକାଶଚାରୀ ରୂପେ…