Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Ahmedabad School Stabbing: ଚାଞ୍ଚଲ୍ୟ ଖେଳାଇଛି ନବମ ଛାତ୍ର, ଦଶମ ଛାତ୍ରକୁ ହତ୍ୟା ମାମଲା: ଭାଇରାଲ ହେଉଛି ହତ୍ୟା…

ଅହମ୍ମଦାବାଦ: ଅହମ୍ମଦାବାଦର ଖୋଖରାରେ ଏକ ସ୍କୁଲରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ, ଜଣେ ନବମ ଶ୍ରେଣୀ ଛାତ୍ର ହତ୍ୟା ମାମଲା ଜୋର ଧରିଛି। ଗୁରୁବାର ମଧ୍ୟ ଉତ୍ତ୍ୟକ୍ତ ଜନତା ହଙ୍ଗାମା କରିଥିଲେ। ହତ୍ୟା ବିରୋଧରେ ରାସ୍ତାକୁ ଓହ୍ଲାଇଥିବା ଲୋକମାନେ ରାସ୍ତା ଅବରୋଧ କରିଛନ୍ତି। ଏହି ସମୟରେ,…

Gold Price: ଇତିହାସ ସୃଷ୍ଟି କରିବ ସୁନା! ଡିସେମ୍ବର ସୁଦ୍ଧା ରେକର୍ଡ ସଂଖ୍ୟକ ମୂଲ୍ୟ ବୃଦ୍ଧି….ଡରାଇଲାଣି ଭେଞ୍ଚୁରା…

ନୂଆଦିଲ୍ଲୀ: ସର୍ବକାଳୀନ ରେକର୍ଡ କରିବ ସୁନା ଦର । ଡିସେମ୍ବର ସୁଦ୍ଧା ଗ୍ରାହକଙ୍କୁ ଚମକାଇଦେବ । ଭେଣ୍ଟୁରା ସିକ୍ୟୁରିଟିଜର ସଦ୍ୟତମ ଦୃଷ୍ଟିକୋଣ କହୁଛି ଯେ ବର୍ଷ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ୩,୬୦୦ ଡଲାର ପ୍ରତି ଆଉନ୍ସରେ ପହଞ୍ଚିପାରେ । ଏହାର ମୁଖ୍ୟ କାରଣ ହେଉଛି ବିଶ୍ୱ…

Frank Caprio: ପରଲୋକରେ ଫ୍ରାଙ୍କ୍ କେପ୍ରିଓ, ଜାଣନ୍ତୁ କାହିଁକି ତାଙ୍କୁ ଆମେରିକାର ସର୍ବୋତ୍ତମ ବିଚାରପତି ବୋଲି…

ନୂଆଦିଲ୍ଲୀ: ଆମେରିକାର ସର୍ବୋତ୍ତମ ବିଚାରପତି କୁହାଯାଉଥିବା ଫ୍ରାଙ୍କ କେପ୍ରିଓଙ୍କ ୮୮ ବର୍ଷ ବୟସରେ ମୃତ୍ୟୁ ହୋଇଛି । ଅଗ୍ନାଶୟ କର୍କଟ ରୋଗରେ ପୀଡିତ ଥିବା ଫ୍ରାଙ୍କ୍ ଏବେ ଆଉ ନାହାନ୍ତି । ଫ୍ରାଙ୍କ୍ କେପ୍ରିଓଙ୍କୁ ସର୍ବଦା ତାଙ୍କର ଦୟାଳୁ ସ୍ୱଭାବ ଏବଂ କରୁଣାପୂର୍ଣ୍ଣ ନିଷ୍ପତ୍ତି ପାଇଁ…

India Russia: ଟେନସନ ବଢାଇଛି ଟ୍ରମ୍ପଙ୍କ ଶୁଳ୍କ! ଭାରତକୁ ୫୮.୯ ବିଲିୟନ ଡଲାର କ୍ଷତି….ଜାଣନ୍ତୁ ରୁଷ ପହଞ୍ଚିବା ପରେ…

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବେ ରୁଷ ଗସ୍ତରେ ଅଛନ୍ତି। ଏହି ସମୟରେ, ସେ ଭାରତ ଏବଂ ରୁଷ ମଧ୍ୟରେ ବାଣିଜ୍ୟ ଅସନ୍ତୁଳନ ବିଷୟରେ ଚିନ୍ତା ପ୍ରକାଶ କରିଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଭାରତର ବାଣିଜ୍ୟ ନିଅଣ୍ଟ ୫୮.୯ ବିଲିୟନ ଡଲାରରେ ପହଞ୍ଚିଛି, ଯାହା ପୂର୍ବ…

Tariff tensions: ‘ଭାରତ ସହିତ ସମ୍ପର୍କ ଭାଙ୍ଗିବା ରଣନୈତିକ ବିପର୍ଯ୍ୟୟ’, ନିଜ ଘରୁ ଚେତାବନୀ ପାଇଲେ…

ନୂଆଦିଲ୍ଲୀ: ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି, ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ପ୍ରଭାବିତ କରୁଛି । ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ତିକ୍ତତା ଯୋଗୁଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନିଜ ଘରେ ଘେରି ରହିଛନ୍ତି । ଭାରତ ପ୍ରତି ତାଙ୍କର ଏଭଳି…

ସେପ୍ଟେମ୍ବର ୭ରେ ପଡୁଛି ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ…

ନୂଆଦିଲ୍ଲୀ: ମାର୍ଚ୍ଚ ୨୦୨୫ର ବ୍ଲଡ୍ ମୁନ୍ ପରେ ସେପ୍ଟେମ୍ବରରେ ପୁଣି ଥରେ ଭାରତରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାକୁ ଯାଉଛି।ବ୍ଲଡ୍ ମୁନ୍ କେବଳ ଚନ୍ଦ୍ରଗ୍ରହଣ ସମୟରେ ଦେଖାଯାଏ ଏବଂ ଏହି ସମୟରେ ଚନ୍ଦ୍ର ଲାଲ ହୋଇଯାଇଥାଏ। ତେବେ ଜାଣନ୍ତୁ ୨୦୨୫ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ କେବେ…

Agni-5 Missile Test: ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୫, ୫୦୦୦ କିଲୋମିଟର ପର୍ଯ୍ୟନ୍ତ ବହନ…

ଭଦ୍ରକ: ଭାରତ ଏକ ବଡ଼ ପଦକ୍ଷେପ ନେଇଛି। ଭାରତ ୨୦ ଅଗଷ୍ଟ ୨୦୨୫ ବୁଧବାର ଅବଦୁଲ କଲାମ ଦ୍ବୀପରୁ ସଂଧ୍ୟା ୬ଟା ୩୦ରେ ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସଫଳତାର ସହ କରାଯାଇଛି। ଅଗ୍ନି-୫ କ୍ଷେପଣାସ୍ତ୍ରର…

130th Amendment Bill: କ୍ଷମତା ପ୍ରତି ନିଜର ଲାଳସା ଛାଡ଼ୁନଥିବା ବ୍ୟକ୍ତି କରୁଛନ୍ତି ପ୍ରତିବାଦ: ବିରୋଧୀଙ୍କୁ ଅମିତ…

ନୂଆଦିଲ୍ଲୀ: ବୁଧବାର ଦିନ ୧୩୦ତମ ସଂଶୋଧନ ବିଲ୍ ପ୍ରତି ବିରୋଧୀଙ୍କ ବିରୋଧ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବଡ଼ ଆକ୍ରମଣ କରିଛନ୍ତି। କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ଗୃହମନ୍ତ୍ରୀ। ଗୃହମନ୍ତ୍ରୀ କହିଛନ୍ତି, ଯେଉଁମାନେ କ୍ଷମତା ପ୍ରତି ନିଜର ଲାଳସା ଛାଡ଼ୁନାହାଁନ୍ତି ସେମାନେ ପ୍ରତିବାଦ…

ବାଳକକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ମହିଳାଙ୍କୁ ୨୦ ବର୍ଷ ଜେଲ…

ଜୟପୁର: ରାଜସ୍ଥାନ ଉଦୟପୁରର ଏକ କୋର୍ଟ ଜଣେ ନାବାଳକ ପୁଅକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ମହିଳାଙ୍କୁ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଏହା ପ୍ରଥମ ମାମଲା ଯେଉଁଠାରେ ଜଣେ ମହିଳା ଅଭିଯୁକ୍ତଙ୍କୁ POCSO ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି। ୨୦୨୩ ମସିହାରେ…