Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦୂରତା କମୁଛି ପୁଟିନ-ଟ୍ରମ୍ପଙ୍କ ମଧ୍ୟରେ, ବୈଠକ ପୂର୍ବରୁ ଆମେରିକା ରାଷ୍ଟ୍ରପତିଙ୍କ ବୟାନ ଜେଲେନସ୍କିଙ୍କ ପାଇଁ…

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଯଦି ଚାହାନ୍ତି, ତେବେ ରୁଷିଆ ସହ ଯୁଦ୍ଧ ତୁରନ୍ତ ଶେଷ କରିପାରିବେ। କିନ୍ତୁ ଏଥିପାଇଁ ୟୁକ୍ରେନକୁ କ୍ରିମିଆ ଓ ନାଟୋ ସଦସ୍ୟତାର ଆଶା…

ସିପି ରାଧାକୃଷ୍ଣନ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ, ବିରୋଧୀ ମେଣ୍ଟରେ ଫାଟ କରି ନିଜ ଲକ୍ଷ୍ୟ ମୁହାଁ ବିଜେପି?

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ବେଳେ ଭୋଟ ଚୋରି ହୋଇଥିବା ନେଇ ଅଭିଯୋଗ କରି ବିରୋଧୀ ଶାସକ ଦଳକୁ ବଡ଼ ଅଡୁଆରେ ପକାଇଛି। ଏହି ସମୟରେ ପୁଣି ଉପରାଷ୍ଟ୍ରପତି ନିର୍ବାଚନ। ଏପରି ସ୍ଥିତିରେ ନିର୍ବାଚନ ବେଳେ ଦେଖି ଚାହିଁ ମୈଦାନକୁ ସୁଚିନ୍ତିତ ଭାବେ ମୈଦାନକୁ ପ୍ରାର୍ଥୀ ଭାବେ ସିପି…

ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଏନଡିଏ; ଜାଣନ୍ତୁ କିଏ ଏହି ରାଧାକୃଷ୍ଣନ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଏନଡିଏ।ରବିବାର ବିଜେପି ସଂସଦୀୟ ଦଳ ବୈଠକରେ ତାଙ୍କ ନାମ ଘୋଷଣା କରାଯାଇଛି। ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବିଜେପି ସଂସଦୀୟ ବୋର୍ଡର ଏକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ…

ପ୍ରେମିକା ସହ ଚନ୍ଦ୍ରରେ ସମ୍ବନ୍ଧ ପାଇଁ ଚୋରୀ କଲେ ନାସାର ବୈଜ୍ଞାନିକ

ନୂଆଦିଲ୍ଲୀ: ଜହ୍ନ ରାଇଜକୁ ପ୍ରେମିକାଙ୍କୁ ନେବା ପାଇଁ ପ୍ରତ୍ୟେକ ପ୍ରେମିକର ସ୍ୱପ୍ନ ଦେଖିଥାଏ । ତେବେ ଏ ଭଳି ସ୍ୱପ୍ନ ନାସାର ଜଣେ ଯୁବ ବୈଜ୍ଞାନିକ ଦେଖିବ ତାହା କେହି କେବେ ଭାବି ନ ଥିଲେ । ଚନ୍ଦ୍ର ପୃଷ୍ଠରେ ପ୍ରେମିକା ସହ ସମ୍ବନ୍ଧ ସ୍ଥାପନ ପାଇଁ ଏହି ଯୁବ ବୈଜ୍ଞାନିକ ଚୋରୀ କରିବା ପାଇଁ…

ଦିଲ୍ଲୀରେ ଲଜ୍ଜାଜନକ ଘଟଣା; ମା’କୁ ନିର୍ଯାତନା ସହ ଦୁଷ୍କର୍ମ କଲା ପୁଅ

ନୂଆଦିଲ୍ଲୀ: ଦିଲ୍ଲୀର ହୌଜ କାଜି ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ମାଆଙ୍କୁ ଦୁଇଥର ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ। ପୀଡିତା ମହିଳା ପୋଲିସକୁ କହିଛନ୍ତି ଯେ ତାଙ୍କ ପୁଅ ତାଙ୍କୁ ତାଙ୍କ ବୁର୍ଖା ଖୋଲିବାକୁ ବାଧ୍ୟ କରିଥିଲା। ସେ ତାଙ୍କୁ…

ଆଳୁର ପରିବାରକୁ ଖୋଜି ପାଇଲେ ବୈଜ୍ଞାନିକ

ଭୁବନେଶ୍ୱର: ଆଳୁ ପ୍ରତ୍ୟେକ ପରିବାରର ଏକ ପରିଚିତ ପରିବା । ସାରା ବିଶ୍ୱରେ ଏହା ଏ ଭଳି ଏତେ ଲୋକପ୍ରିୟ ହୋଇଯିବ ତାହା କେହି କେବେ ଭାବି ନ ଥିଲେ । ଅବଶ୍ୟ ଆଳୁ ଏକ ଭଲ ଏବଂ ସ୍ୱାସ୍ଥ୍ୟକର ପରିବା ଭାବେ ଏବେ ବି ଗଣତି ହେଉ ନାହିଁ । ଆଳୁର ସୃଷ୍ଟି ନେଇ ପୂର୍ବରୁ ଅନେକ ପ୍ରକାରର ତଥ୍ୟ ଉପସ୍ଥାପନ…

ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଆମିଷ ଖାଉଥିବା ଲୋକ ଅଛନ୍ତି?

ନୂଆଦିଲ୍ଲୀ: ଭାରତରେ ଖାଦ୍ୟର ବିବିଧତା ଏତେ ପରିମାଣରେ ଯେ ଏହା ଅନ୍ୟ କୌଣସି ଦେଶରେ କ୍ୱଚିତ୍ ଦେଖାଯାଏ । ଜାତୀୟ ସ୍ୱାସ୍ଥ୍ୟ ଏବଂ ପରିବାର ସର୍ଭେର ତଥ୍ୟ ଅନୁଯାୟୀ, ଦେଶର ୧୫ ରୁ ୪୯ ବର୍ଷ ବୟସର ଦୁଇ-ତୃତୀୟାଂଶ ଲୋକ ପ୍ରତିଦିନ, ସପ୍ତାହରେ କିମ୍ବା ଥରେ ହେଲେ କୌଣସି ନା କୌଣସି ପ୍ରକାରରେ ମାଂସ…

 ‘ଭାରତ ପାଇଁ ନିର୍ଭରଯୋଗ୍ୟ ବାଣିଜ୍ୟ ଅଂଶୀଦାର ନୁହଁନ୍ତି ଟ୍ରମ୍ପ’, ବର୍ଷିଲେ ପ୍ରଖ୍ୟାତ ଅର୍ଥନୀତିଜ୍ଞ…

ନୂଆଦିଲ୍ଲୀ: ଭାରତ ପାଇଁ ଜଣେ ନିର୍ଭରଯୋଗ୍ୟ ବାଣିଜ୍ୟ ଅଂଶୀଦାର ନୁହନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଆମେରିକା ବାଣଜ୍ୟ ଚୁକ୍ତି ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଭିମୁଖ୍ୟକୁ ପ୍ରଶଂସା କରି ଆମେରିକା ସରକାରଙ୍କ ଉପରେ ବର୍ଷିଲେ ଅଭିଜ୍ଞ ଅର୍ଥନୀତିଜ୍ଞ ଏବଂ କଲମ୍ବିଆ…

‘ଭୋଟ ଚୋରି ଅଭିଯୋଗ ଭାରତ ସମ୍ବିଧାନକୁ ଅପମାନ’, ବିରୋଧୀଙ୍କ ଆକ୍ରମଣ ପରେ ଜବାବ ରଖିଲେ ଇସିଆଇ….

ନୂଆଦିଲ୍ଲୀ: ବିରୋଧୀଙ୍କ ଭୋଟ ଜାଲିଆତି ଆକ୍ରମଣ ପରେ ଆଜି ପ୍ରେସ ବିଫ୍ରିଂ କରିଛନ୍ତି ଭାରତୀୟ ନିର୍ବାଚରନ କମିଶନ । ନିର୍ବାଚନ କମିଶନ ବିହାର ଏସଆଇଆର ସମ୍ପର୍କରେ ବିରୋଧୀଙ୍କ ଦ୍ୱାରା ଲଗାଯାଉଥିବା ଅଭିଯୋଗର ଜବାବ ଦେଇଛନ୍ତି। ନିର୍ବାଚନ କମିଶନ କହିଛନ୍ତି, ଆମେ ଭୋଟରମାନଙ୍କୁ ଏକ ବାର୍ତ୍ତା…

‘ସବୁଜ ଦିଲ୍ଲୀ-ସ୍ୱଚ୍ଛ ଦିଲ୍ଲୀ ମନ୍ତ୍ର’, ୧୧ ହଜାର କୋଟି ଟଙ୍କାର ଉପହାର ଭେଟି ଦେଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱାରକା ଏକ୍ସପ୍ରେସୱେ, UER-୨ ଏବଂ ସହରାଞ୍ଚଳ ବିସ୍ତାର ରାସ୍ତାର ଉଦଘାଟନ କରିଛନ୍ତି । ଯାହା ସିଙ୍ଘୁ ସୀମାରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (IGI) ବିମାନବନ୍ଦରକୁ ଯାତ୍ରା ସମୟ ହ୍ରାସ କରିବ । ପୂର୍ବରୁ ଯେଉଁଠାକୁ ପ୍ରାୟ ଦୁଇ ଘଣ୍ଟା…