Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କ’ଣ ଏହି ‘ଫେକ୍ ଓ୍ବେଡିଂ’? ସୋସିଆଲ ମିଡିଆରେ କରୁଛି ଟ୍ରେଣ୍ଡ୍…..

ନୂଆଦିଲ୍ଲୀ: ଆପଣ ମାନେ ନିହାତି ଡେଷ୍ଟିନେସନ ଓ୍ବେଡିଂ, ସିକ୍ରେଟ୍ ଓ୍ବେଡିଂ, ଭାଇରାଲ ଓ୍ବେଡିଂ ଶୁଣିଥିବେ, ହେଲେ କ’ଣ ଆପଣ ଫେକ୍ ୱେଡିଂ  ନା କେବେ ଶୁଣିଛନ୍ତି କି? ତେବେ ଆଜିକାଲି ଜେନ୍ ଜିଙ୍କ ମଧ୍ୟରେ ଏକ ନୂଆ ଏବଂ ଅଜବ ଧାରା ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।…

ଲସ୍କର ଏବଂ ଜୈସର ବଡ ପ୍ଲାନ, ନେପାଳ ଦେଇ ଭାରତରେ ଆତଙ୍କ ସୃଷ୍ଟି କରିବାର ଚାଲିଛି ଯୋଜନା

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନଗୁଡ଼ିକ ପୁଣି ଥରେ ଭାରତରେ ଅନୁପ୍ରବେଶ କରିବାକୁ ଯୋଜନା କରୁଛନ୍ତି। ନେପାଳର ଜଣେ ଶୀର୍ଷ ଅଧିକାରୀ ଚେତାବନୀ ଦେଇଛନ୍ତି ଯେ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବା ଭଳି ଆତଙ୍କବାଦୀ ସଂଗଠନ ଭାରତ ଉପରେ…

ଖୁବଶୀଘ୍ର ପୃଥିବୀକୁ ଫେରିବେ ଶୁଭାଂଶୁ ଶୁକ୍ଳା, ଅକ୍ସିଅମ୍ ସ୍ପେସ୍ ଘୋଷଣା କଲା ତାରିଖ

ନୂଆଦିଲ୍ଲୀ: ଖୁବଶୀଘ୍ର ପୃଥିବୀ ପୃଷ୍ଠକୁ ଫେରିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। ଅକ୍ସିଅମ୍ ସ୍ପେସ୍ ଘୋଷଣା କରିଛି ଯେ ଏହାର #Ax4 ମିଶନ୍ ଟିମ୍ ୧୪ ଜୁଲାଇ, ୨୦୨୫ରେ ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ ୪:୩୫ ରେ ISS ରୁ ଅଲଗା ହେବ। ଏହି ମିଶନରେ ସାମିଲ ଥିବା ଭାରତୀୟ ମହାକାଶଚାରୀ…

ପାକିସ୍ତାନରେ ପୋଷା ବାଘ, ସିଂହ ସଉକ

ନୂଆଦିଲ୍ଲୀ: ପାକିସ୍ତାନରେ ଘରେ ବାଘ ପାଳିବା ସଉକକୁ ନେଇ ବିବାଦ । ଗତ ସପ୍ତାହରେ ପଞ୍ଜାବର ଲାହୋରରେ ପିଞ୍ଜରାରୁ ଖସି ଯାଇଥିବା ଏକ ବାଘ ଆକ୍ରମଣରେ ଜଣେ ମହିଳା ଓ ଦୁଇଜଣ ପିଲା ଆହତ ହୋଇଛନ୍ତି । ମହିଳା ସାମାନ୍ୟ ଆହତ ହୋଇଥିବା ବେଳେ ୫ ଓ ୭ବର୍ଷୀୟ ଦୁଇ ପିଲାଙ୍କୁ ହସପିଟାଲରେ ଭର୍ତ୍ତି…

ଏବେ ପୁଟିନଙ୍କଠାରୁ ଦୂରେଇ ଯାଉଛନ୍ତି କି ଟ୍ରମ୍ପ?

ନୂଆଦିଲ୍ଲୀ: ଦ୍ବିତୀୟ କାର୍ଯ୍ୟକାଳରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଖୋଲା ପ୍ରଶଂସା କରୁଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। କୋଲଡ ଓ୍ବାର ପରେ ପ୍ରଥମ ଆମେରିକା ନେତା ଭାବେ ଋଷକୁ ନେଇ ଟ୍ରମ୍ପଙ୍କ ଆଭିମୁଖ୍ୟ ନରମ ଥିଲା । ହେଲେ ଏବେ ଟ୍ରମ୍ପଙ୍କ ସ୍ବର ବଦଳିବା ଭଳି…

୫୧ ହଜାର ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ୧୬ତମ ନିଯୁକ୍ତି ମେଳା ଅନ୍ତର୍ଗତ ସରକାରୀ ବିଭାଗରେ ନବନିଯୁକ୍ତ ୫୧,୦୦୦ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସରକାରୀ ବିଭାଗରେ ନିଯୁକ୍ତ ଯୁବକ-ଯୁବତୀମାନଙ୍କ ସହ ସଂଯୋଗ…

କୁନୋ ଜାତୀୟ ଉଦ୍ୟାନରେ ୮ ବର୍ଷୀୟ ‘ଚିତା’ ମୃତ

କୁନୋ: ମଧ୍ୟପ୍ରଦେଶର ଶେଓପୁରରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ 'ପ୍ରୋଜେକ୍ଟ ଚିତା'କୁ ଆଉ ଏକ ଝଟକା ଲାଗିଛି। ନାମିବିଆରୁ ଅଣାଯାଇଥିବା ଆଠ ବର୍ଷୀୟ ମାଈ ଚିତା 'ନାଭା'ର ଶନିବାର ଦିନ ମୃତ୍ୟୁ ହୋଇଛି। ବନ ବିଭାଗ ଅନୁଯାୟୀ, ନାଭା ଏକ ସପ୍ତାହ ପୂର୍ବରୁ ଏକ ଦୁର୍ଘଟଣାରେ ଗୁରୁତର ଆହତ…

କ’ଣ କ’ଣ କରିପାରିବ Grok4? ଏଲନ୍ ମସ୍କ କହିଲେ ସବୁକିଛି

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ କମ୍ପାନୀ xAI ନିକଟରେ ତାର ନୂଆ ଓ ସବୁଠାରୁ ସ୍ମାର୍ଟ AI ମଡେଲ୍ ଗ୍ରୋକ ୪ ଲଞ୍ଚ କରିଛି, ଯାହା ଲୋକଙ୍କ ପାଇଁ ଅନେକ ଚମତ୍କାର ଫିଚର ନେଇ ଆସିଛି। ଏହି ମଡେଲ୍ ଗ୍ରୋକ ୩ର ଅପଗ୍ରେଡେଡ୍ ସଂସ୍କରଣ ଏବଂ ଏହା ଗତ ସପ୍ତାହରେ ପ୍ରକାଶ ପାଇଛି। ଗ୍ରୋକ ୪କୁ ଖାସ କରି…

ପରମାଣୁ ଠାରୁ ମାରାତ୍ମକ ଏହି ଅସ୍ତ୍ର….ଭାରତ ପାଖରେ ଅଛି କି?

ନୂଆଦିଲ୍ଲୀ ବିଶ୍ବର ସବୁଠାରୁ ମାରାତ୍ମକ ଏବଂ ବିପଦପୂର୍ଣ୍ଣ ଅସ୍ତ୍ର ଭାବେ ପରମାଣୁ ବୋମାକୁ ବିବେଚନା କରାଯାଏ । ଏହି ବୋମାର ଭୟବହତା ସେତେବେଳେ ଦେଖାଯାଇଥିଲା, ଯେତେବେଳେ ଏହା ହୀରାସୀମା, ନାଗାସାକୀ ଉଭୟ ସହରର ୮୦ରୁ ୯୦% ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ ଏହାର ବିକିରଣର…

୧୧ ଦିନରେ ୩୧ ମର୍ଡର… କାହିଁକି ରକ୍ତରଞ୍ଜିତ ହେଲା ବିହାର? ଚିନ୍ତାରେ ସରକାର

ନୂଆଦିଲ୍ଲୀ: ବିହାରରେ ଅପରାଧରେ ଲଗାମ ଲାଗୁନାହିଁ। ମାତ୍ର ୧୧ ଦିନ ମଧ୍ୟରେ ୩୧ ଜଣଙ୍କ ହତ୍ୟାର ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ, ରାଜଧାନୀ ପାଟନାରେ ଅପରାଧୀମାନେ ପ୍ରତିଦିନ ବ୍ୟବସାୟୀମାନଙ୍କୁ ଟାର୍ଗେଟ କରୁଛନ୍ତି। ୪ ଜୁଲାଇରେ ପ୍ରସିଦ୍ଧ ବ୍ୟବସାୟୀ ଗୋପାଳ…