Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତ ଫେରିଲେ ଶୁଭାଂଶୁ ଶୁକ୍ଲା; ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ

ନୂଆଦିଲ୍ଲୀ: ମହାକାଶରେ ତ୍ରିରଙ୍ଗା ଉଡ଼ାଇଥିବା ଭାରତର ଦ୍ୱିତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଭାରତ ଫେରିଛନ୍ତି। ଜନ୍ମଭୂମିରେ ପାଦ ରଖିଛନ୍ତି ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା । ବିଳମ୍ବିତ ରାତିରେ ତାଙ୍କ ବିମାନ ଆଇଜିଆଇ ଏୟାରପୋର୍ଟରେ ଆସି ପହଞ୍ଚିଥିଲା ସେଠାରେ…

କିଏ ଅଜୟ କୁମାର ଭଲ୍ଲା ?ଯାହାଙ୍କୁ ମିଳିଲା ନାଗାଲାଣ୍ଡ ରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ: ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଶନିବାର (ଅଗଷ୍ଟ ୧୬) ନାଗାଲାଣ୍ଡର ରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ନାଗାଲ୍ୟାଣ୍ଡ ରାଜ୍ୟପାଳ ଏଲ୍. ଗଣେଶନଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲି ପଡ଼ିଥିଲା। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ସମୟରେ ଗତ…

ରନୱେରେ ପିଟି ହେଲା ଇଣ୍ଡିଗୋ ବିମାନ; ଯାତ୍ରୀମାନେ ଅଳ୍ପକେ…

ମୁମ୍ବାଇ:ଶନିବାର (୧୬ ଅଗଷ୍ଟ) ମୁମ୍ବାଇ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନର ପଛ ଭାଗ ରନୱେ ସହିତ ଧକ୍କା ହୋଇଛି। ସୌଭାଗ୍ୟବଶତଃ ବିମାନରେ ଥିବା ସମସ୍ତ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସୂଚନାନୁଯାୟୀ,ଇଣ୍ଡିଗୋର A321 ବିମାନର ଟେଲ୍…

ପାକିସ୍ତାନର ଟୁଲ୍ କିଟ୍ ଜ୍ୟୋତି ମାଲହୋତ୍ରା! ୟୁଟ୍ୟୁବରଙ୍କ ନାଁରେ ୨୫୦୦ ପୃଷ୍ଠାର ଚାର୍ଜସିଟ୍ ଜାରି କଲା ଏସଆଇଟି

ନୂଆଦିଲ୍ଲୀ: ଗୁପ୍ତଚର ଅଭିଯୋଗରେ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଗିରଫ କରାଯାଇଥିଲା। ହରିୟାଣା ପୋଲିସ ହଠାତ୍ ମେ ୧୬ ତାରିଖରେ ଜ୍ୟୋତିଙ୍କୁ ଗିରଫ କରିଥିଲା। ପ୍ରାୟ ୩ ମାସ ପରେ, ପୋଲିସ ଏବେ ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିଛି। ପୋଲିସ ଚାର୍ଜସିଟ୍‌ରେ କହିଛି ଯେ ଜ୍ୟୋତି ଦୀର୍ଘ…

ହିମାଳୟ ରାଜ୍ୟଗୁଡ଼ିକରେ କାହିଁକି ବାରମ୍ବାର ବାଦଲ ଫଟା ବର୍ଷା ହେଉଛି? ଏହା ପଛର କାରଣ କ’ଣ?

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଲିରେ ହୋଇଥିବା ବାଦଲ ଫଟା ବର୍ଷା ଘଟଣାର ପୀଡିତମାନେ ଏପର୍ଯ୍ୟନ୍ତ ସେମାନଙ୍କ ଦୁଃଖରୁ ବାହାରି ନଥିବାବେଳେ, ସେହି ସମୟରେ ଜମ୍ମୁ ଏବଂ କଶ୍ମୀରର କିସ୍ତୱାରେ ସମାନ ଘଟଣା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଚଳିତ ବର୍ଷ, ହିମାଚଳ ପ୍ରଦେଶ…

ପାକିସ୍ତାନରେ ଭଗବାନ କୃଷ୍ଣଙ୍କ ସବୁଠାରୁ ବଡ଼ ମନ୍ଦିର: ମହାଆଡମ୍ବରରେ ପାଳିତ ହୁଏ ଜନ୍ମାଷ୍ଟମୀ….

ନୂଆଦିଲ୍ଲୀ: ଆଜି ସାରା ଦେଶରେ ଜନ୍ମାଷ୍ଟମୀ ପର୍ବ ମହା ଆଡମ୍ବରରେ ପାଳନ କରାଯାଉଛି । ଏହା ଏକ ପର୍ବ ଯାହାକୁ ସାରା ବିଶ୍ୱରେ ହିନ୍ଦୁ ଧର୍ମର ଲୋକମାନେ ପାଳନ କରନ୍ତି। ବିଦେଶରେ ରହୁଥିବା ଲୋକମାନେ ମଧ୍ୟ ଭାରତୀୟ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଜନ୍ମାଷ୍ଟମୀ ପର୍ବକୁ ବହୁତ ଉତ୍ସାହର ସହିତ…

ଟ୍ରମ୍ପ-ପୁଟିନ ବୈଠକ, ଭାରତ ପ୍ରତି ବଦଳିବ କି ଆମେରିକାର ଆଭିମୁଖ୍ୟ?

ନୂଆଦିଲ୍ଲୀ: ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷର ତାଙ୍କ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସାକ୍ଷାତ ଏବେ ଭାରତ ପାଇଁ ଆଶ୍ବସ୍ତି ଆଣିବ କି? କାରଣ ପୁଟିନଙ୍କ ସହ ସାକ୍ଷାତ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ ସେ ତୁରନ୍ତ ରୁଷ ଏବଂ ଏହାର…

ଭାରତ ଆସିବେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା

ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ମହାକାଶଚାରୀ ଅର୍ଥାତ୍ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ) ଗସ୍ତ କରିଥିବା ଦେଶର ପ୍ରଥମ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଭାରତ ଆସିବାର ସମ୍ଭାବନା ରହିଥିବା ନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଗୁରୁବାର ଦିନ ସୂଚନା ପ୍ରଦାନ…

ଚୋରି ଚୋରି, ଚୁପ୍‌କେ ଚୁପ୍‌କେ…ଏବେ ଆଉ ନୁହେଁ: ଭୋଟ୍ ଚୋରି ନେଇ ସରକାରଙ୍କୁ ପୁଣି ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ: କଂଗ୍ରେସ 'ଭୋଟ୍ ଚୋରି' ଅଭିଯାନକୁ ତୀବ୍ର କରିବା ପାଇଁ ସୋସିଆଲ ମିଡିଆରେ ଲଗାତାର ଗୋଟିଏ ପରେ ଗୋଟିଏ ଭିଡିଓ ଜାରି କରୁଛି। ଏଥର ଜାରି ହୋଇଥିବା ଭିଡିଓରେ ଦେଖାଯାଇଛି ଯେ ଲୋକଙ୍କ ଭୋଟ କିପରି ଚୋରି ହେଉଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ X ରେ ଭିଡିଓ ସେୟାର କରି ସରକାରଙ୍କୁ…

‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’, କେଉଁମାନେ ପାଇବେ ୧୫ ହଜାର?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ଘୋଷଣା କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଗଷ୍ଟ ୧୫ରୁ କାର୍ଯ୍ୟକାରୀ ହୋଇଛି । ଏହି ଯୋଜନା ଆଗାମୀ ଦୁଇ ବର୍ଷ ମଧ୍ୟରେ ୩ କୋଟି ୫ ଲକ୍ଷ ଚାକିରି ସୃଷ୍ଟି କରିବ । ଆଉ ଏହା ଅଧିନରେ…