Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରିସର୍ଚ୍ଚରେ ବଡ ଖୁଲାସା; ସାପ ବିଷକୁ କାଟିବ ଓଟ ଲୁହ

ନୂଆଦିଲ୍ଲୀ: ମରୁଭୂମି ଅଞ୍ଚଳର ଅତ୍ୟନ୍ତ ଉପଯୋଗୀ ପ୍ରାଣୀ ଓଟ ଚିକିତ୍ସା କ୍ଷେତ୍ରରେ ଏକ ବିପ୍ଳବ ଆଣିପାରେ। ଏକ ନୂତନ ଗବେଷଣା ଅନୁଯାୟୀ, ସାପ କାମୁଡ଼ା ପାଇଁ ଓଟ ଲୁହ ଏକ ଔଷଧ ସାଜିପାରେ। ବିକାନେର ସ୍ଥିତ ଜାତୀୟ ଗବେଷଣା କେନ୍ଦ୍ର (ଏନଆରସିସି) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ…

ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା

ଡେରାଡୁନ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଓ ଏହାର ନିକଟବର୍ତ୍ତି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଅଳକନନ୍ଦା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଭୂସ୍ଖଳନ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ଦୃଷ୍ଟିରେ ରଖି କେଦାରନାଥ ଯାତ୍ରାକୁ ବନ୍ଦ ରଖାଯାଇଛି । ଯାତ୍ରୀଙ୍କୁ ସୋନପ୍ରୟାଗ ଓ ଗୌରୀକୁଣ୍ଡରେ…

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ରେସରେ ୩ ମହିଳା ନେତ୍ରୀ

ନୂଆଦିଲ୍ଲୀ: କିଏ ହେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ? ଆସନ୍ତା କିଛି ଦିନ ମଧ୍ୟରେ ବିଜେପିକୁ ମିଳିପାରନ୍ତି ନୂଆ ମୁଖିଆ । ଅଧିକାଂଶ ରାଜ୍ୟ ବିଜେପିକୁ ନୂଆ ସଭାପତି ମିଳି ସାରିଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନରେ ଏମାନଙ୍କର ଭୂମିକା ରହିଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି…

ପାକିସ୍ତାନରେ ବଡ଼ ହଲଚଲ୍…ଇତିହାସ ଦୋହରାଇବ ଜୁଲାଇ !

ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ଏକ ବଡ଼ ରାଜନୈତିକ ହଲଚଲ ଦେଖିବାକୁ ମିଳିପାରେ । ପରଦା ପଛରେ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଓ ସେନା ମୁଖ୍ୟ ଅସିମ ମୁନିରଙ୍କ ମଧ୍ୟରେ ଛକାପଞ୍ଝା ଲାଗିଥିବା ଚର୍ଚ୍ଚା ହେଉଛି । କୁହାଯାଉଛି, ଜର୍ଦ୍ଦାରୀଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବାକୁ ପ୍ରସ୍ତୁତି…

ମୁମ୍ବାଇ ସମୁଦ୍ରରେ ସନ୍ଦିଗ୍ଧ ଡଙ୍ଗା, ଆଲର୍ଟରେ ଯାଞ୍ଚ ଏଜେନ୍ସୀ 

ମୁମ୍ବାଇ: ମୁରୁଦ ତାଲୁକାର କୋରଲାଇ ସମୁଦ୍ରରେ ଏକ ସନ୍ଦେହଜନକ ଡଙ୍ଗା ଦେଖାଯିବା ପରେ ପୋଲିସ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ସତର୍କ କରିଛି। ତେବେ ଏହି ସନ୍ଦିଗ୍ଧ ଡଙ୍ଗା ପାକିସ୍ତାନର ବୋଲି ସନ୍ଦେହ କରାଯାଉଛି। ୨୬/୧୧ରେ ମୁମ୍ବାଇ ଆକ୍ରମଣ କରିଥିବା ପାକିସ୍ତାନୀ ଆତଙ୍କବାଦୀମାନେ…

ଆଜି ହିଁ କିଣିନିଅନ୍ତୁ ସୁନା, ଭୁବନେଶ୍ୱରରେ କମିଗଲା ଏତେ ଟଙ୍କା

ଭୁବନେଶ୍ୱର: ବିବାହ ଋତୁ ଚାଲିଥିବା ବେଳେ ସୁନା ଦରରେ ଅସ୍ଥିରତା ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୯୮,୨୯୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ୯୦,୧୦୦ ଟଙ୍କାରେ କାରବାର ହେଉଛି। ଓଡ଼ିଶାର ରାଜଧାନୀ…

ଭାରତ ଫେରିବ ମୋଷ୍ଟ ୱାଣ୍ଟେଡ୍ ଖଲିସ୍ତାନି ଆତଙ୍କବାଦୀ ହାପି ପାସିଆ

ନୂଆଦିଲ୍ଲୀ: ଆଗାମୀ ଦିନରେ ମୋଷ୍ଟ ୱାଣ୍ଟେଡ୍ ଖଲିସ୍ତାନି ଆତଙ୍କବାଦୀ ହାପି ପାସିଆକୁ ଆମେରିକାରୁ ଭାରତ ପ୍ରତ୍ୟର୍ପଣ କରାଯିବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଆମେରିକା ହେପାଜତରେ ଥିବା ପାସିଆ ଖୁବ୍ ଶୀଘ୍ର କଡ଼ା ସୁରକ୍ଷା ମଧ୍ୟରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବ। ତେବେ…

ଛାନିଆ ଚୀନ ପାକିସ୍ତାନ!, ଭାରତ ବି ବନେଇଲାଣି ଏହି ଘାତକ ଅସ୍ତ୍ର….

ନୂଆଦିଲ୍ଲୀ: ଯୁଦ୍ଧାସ୍ତ୍ରରେ ଏବେ ଶକ୍ତିଶାଳୀ ହେଉଛି ଭାରତ । ଶତ୍ରୁ ଦେଶକୁ ମାତ୍ ଦେବାକୁ ଅଧିକ ଘାତକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିବାରେ ଲାଗିଛି । ଭାରତ ପ୍ରତିରକ୍ଷା ସଂସ୍ଥା ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଆଉ ଏକ ବଡ ପଦକ୍ଷେପ ନେଇଛି । ଯାହା ଶତ୍ରୁଦେଶ ଚୀନ ଏବଂ ପାକିସ୍ତାନକୁ ଚିନ୍ତାରେ…

ପୁଣି ଥରେ ଟ୍ରମ୍ପଙ୍କୁ ଟାର୍ଗେଟ କଲେ ମସ୍କ, କହିଲେ, ଟ୍ରୁଥ୍ ସୋସିଆଲ କ’ଣ?

ନୂଆଦିଲ୍ଲୀ: ପୁଣି ଏବେ ସ୍ପେସଏକ୍ସ ଏବଂ ଟେସଲା ମାଲିକ ଏଲୋନ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଟ୍ରମ୍ପ ଆମେରିକାରେ ତୃତୀୟ ପକ୍ଷ ଗଠନ କରିବା ପାଇଁ ମସ୍କଙ୍କ ବିରୁଦ୍ଧରେ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଖୁବ୍ ବର୍ଷିବା ପରେ , ଏବେ…

୧୬ ବିଲିୟନରୁ ଅଧିକ ପାସୱାର୍ଡ ଲିକ୍‌: Google ଓ Facebook ୟୁଜର୍ସଙ୍କ ପାଇଁ ଆଲର୍ଟ

ନୂଆଦିଲ୍ଲୀ : ଭାରତର ସାଇବର ସୁରକ୍ଷା ଏଜେନ୍ସି CERT-In ଏକ ବଡ଼ ଆଲର୍ଟ ଜାରି କରିଛି, ଯେଉଁଥିରେ କୁହାଯାଇଛି ଯେ ବିଶ୍ୱବ୍ୟାପୀ ୧୬ ବିଲିୟନରୁ ଅଧିକ ପାସୱାର୍ଡ ଲିକ୍‌ ହୋଇଛି। ଏହା ଏପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ବଡ଼ ଡାଟା ଲିକ୍‌ ଘଟଣାମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି। ଏହାର…