Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଲିରୁ ବ୍ୟାଟେରୀ ପ୍ରସ୍ତୁତ କରି ଚକିତ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ଫିନଲ୍ୟାଣ୍ଡ ଏକ ପ୍ରକାର ଶୀତଳ ମରୁଭୂମି କହିଲେ ଭୁଲ ହେବନି । ଏଠାକାର ବାସିନ୍ଦାଙ୍କ ପାଇଁ ଗରମ ପରିବେଶର ଆବଶ୍ୟକତା ରହିଛି । ଏବେ ବୈଜ୍ଞାନିକମାନେ ବାଲିରୁ ବ୍ୟାଟେରୀ ପ୍ରସ୍ତୁତ କରି ସମସ୍ତଙ୍କୁ ଚକିତ କରିଛନ୍ତି । ଏହା କୌଣସି ସାଧାରଣ ବ୍ୟାଟେରୀ ନୁହେଁ । ୧୩ ମିଟର ଉଚ୍ଚତା…

ଆମେରିକାରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା; କଡ଼ା ନିନ୍ଦା କଲା ଭାରତ

ନୂଆଦିଲ୍ଲୀ: ଆମେରିକାରେ ହିନ୍ଦୁ ମନ୍ଦିର ମାନଙ୍କରେ ନିରନ୍ତର ଭାବରେ ଆକ୍ରମଣର ଘଟଣା ଶୁଣିବାକୁ ମିଳୁଛି। ନିକଟରେ ଅଗଷ୍ଟ ୧୦ ତାରିଖରେ ଇଣ୍ଡିଆନାର ଗ୍ରୀନଉଡ୍ ସିଟିର BAPS ସ୍ୱାମୀନାରାୟଣ ମନ୍ଦିରରେ ଆକ୍ରମଣ ହୋଇଥିଲା। ଏହିପରି ଘଟଣାକୁ ଚିକାଗୋରେ ଥିବା ଭାରତୀୟ କନସୁଲେଟ୍ କଡା ନିନ୍ଦା…

ମଲ୍ଲଯୋଦ୍ଧା ସୁଶୀଲ କୁମାରଙ୍କ ଜାମିନ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଲମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାରଙ୍କ ବିରୁଦ୍ଧରେ ମଲ୍ଲଯୋଦ୍ଧା ସାଗର ଧନକରଙ୍କୁ ହତ୍ୟା କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। ଯାହାକୁ ନେଇ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଜାମିନ ମଧ୍ୟ ପ୍ରଦାନ କରିଥିଲେ। କିନ୍ତୁ ବର୍ତ୍ତମାନ୍ ସୁପ୍ରିମକୋର୍ଟ ସୁଶୀଲ କୁମାରଙ୍କ ଜାମିନକୁ…

ବିହାରରେ ବିରୋଧୀଙ୍କ ହାତରେ ବ୍ରହ୍ମାସ୍ତ୍ର !

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ଆଗରୁ ବିରୋଧୀଙ୍କ ବଡ଼ ରଣନୀତି। ଆସନ୍ତା 17ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭୋଟର ଅଧିକାର ଯାତ୍ରା। ପ୍ରାୟ ଦୁଇ ସପ୍ତାହ ଧରି ପ୍ରସ୍ତାବିତ ଏହି ଯାତ୍ରା ନେଇ ନିକଟରେ ବସିଥିବା ଇଣ୍ଡିଆ ମେଣ୍ଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଭୋଟ ଚୋରିକୁ ଅସ୍ତ୍ର…

କେମିତି ପ୍ରମାଣ କରିବେ, ଆପଣ ଭାରତୀୟ ନାଗରିକ?

ନୂଆଦିଲ୍ଲୀ: ଆଧାରକାର୍ଡ, ପାନ୍ କାର୍ଡ କି ଭୋଟ ପରିଚୟ ପତ୍ର ଆପଣଙ୍କ ନାଗରିକତାର ପ୍ରମାଣ ଦେବ ନାହିଁ । କେବଳ ଆଧାର କାର୍ଡ ଦର୍ଶଇ ପାରିବ ନାହିଁ ଯେ ଆପଣ ଭାରତର ନାଗରିକ । ବମ୍ବେ ହାଇକୋର୍ଟରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏନେଇ ସ୍ପଷ୍ଟିକରଣ ରଖିସାରିଛନ୍ତି । ମଙ୍ଗଳବାର…

କାହା ଦମରେ ଧମକ ଦେଉଛନ୍ତି ମୁନିର?

ନୂଆଦିଲ୍ଲୀ: ଭାରତ ବିରୋଧରେ ପରମାଣୁ ଧମକ ଦେଇଛନ୍ତି ପାକିସ୍ତାନର ସେନା ମୁଖ୍ୟ ଅସିମ ମୁନିର। ଭବିଷ୍ୟତରେ ପାକିସ୍ତାନ ଉପରକୁ ବିପଦ ଆସିଲେ, ପରମାଣୁ ହତିଆରରେ କେବଳ ଭାରତ ନୁହେଁ ଅଧା ବିଶ୍ବକୁ ଧ୍ବଂସ କରିଦେବେ ବୋଲି କହିଛନ୍ତି ମୁନିର। ପାକିସ୍ତାନ ପାଖରେ 170ଟି ପରମାଣୁ ଅସ୍ତ୍ର ରହିଛି,…

‘ରାହୁଲ ଗାନ୍ଧୀଙ୍କ ଯୋଗାଯୋଗରେ ଅଛନ୍ତି ଚନ୍ଦ୍ରବାବୁ ନାଇଡୁ’, ବଡ ଦାବି କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ….

ନୂଆଦିଲ୍ଲୀ: ଭୋଟ ଜାଲିଆତି ତାତି ଭିତରେ ଏବେ ବଡ ବିସ୍ଫୋରଣ କରିଚନ୍ତି ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସଆରସିପି ମୁଖ୍ୟ ଜଗନ ମୋହନ ରେଡ୍ଡି । ରେଡ୍ଡି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ଜଗନ ମୋହନ ରେଡ୍ଡି କହିଛନ୍ତି ଯେ…

ବୁଲା କୁକୁର ହଟାଇବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି ସୁପ୍ରିମକୋର୍ଟ?, ଏମିତି କହିଲେ ମୁଖ୍ୟ ବିଚାରପତି……

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ରାସ୍ତାରୁ ବୁଲା କୁକୁର ହଟାଇବା ପାଇଁ ସୁପ୍ରିମକୋର୍ଟଙ୍କ ସାମ୍ପ୍ରତିକ ନିଷ୍ପତ୍ତିକୁ ନେଇ ଏବେ ହଙ୍ଗାମା ସୃଷ୍ଟି ହୋଇଛି । ଇଣ୍ଟରନେଟରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରତିଟି କୁକୁର ପ୍ରେମୀ । ସୁପ୍ରିମକୋର୍ଟଙ୍କ ଦ୍ୱାରା ଆଶ୍ରୟସ୍ଥଳୀକୁ ବୁଲା…

ଚାଲାଣ ଧମକ ଦେଇ ଜୋରଜବରଦସ୍ତ ଟଙ୍କା ଆଦାୟ କରୁଥିଲେ ଟ୍ରାଫିକ୍ ୱାର୍ଡେନ, ଏମିତି ହଟହଟା କଲେ ଯାତ୍ରୀ….

ମୁମ୍ବାଇ: ଚାଲାଣ ଧମକ ଦେଇ ଦାଦାଗିରି ଦେଖାଉଥିଲେ ଟ୍ରାଫିକ୍ ଓ୍ବାର୍ଡେନ୍ । ଏମିତି ଯାତ୍ରୀ ହଟହଟା କଲେ ଯେ ସବୁଦିନ ପାଇଁ ମନେରଖିବେ ।  ପୁନେ ଏକ୍ସପ୍ରେସୱେରେ ଟ୍ରାଫିକ୍ ୱାର୍ଡେନ ଚାଲାନ ଧମକ ଦେଇ ଜୋରଜବରଦସ୍ତ ଟଙ୍କା ଆଦାୟ କରିବା ପରେ, ଏହି ଘଟଣାର ପୀଡିତମାନେ ଟ୍ରାଫିକ୍ ୱାର୍ଡେନଙ୍କୁ…

ପୋଲିସ ଏନକାଉଣ୍ଟରରେ ନକ୍ସଲ ନିହତ; ଏସଏଲଆର ରାଇଫଲ ଜବତ

ଝାଡଖଣ୍ଡ:ପଶ୍ଚିମ ସିଂହଭୂମି ଜିଲ୍ଲାରେ ପୋଲିସ ଏବଂ ନକ୍ସଲ ମଧ୍ୟରେ ଏନକାଉଣ୍ଟର ହୋଇଛି। ଗୋଇଲକେରା ଥାନା ଅଞ୍ଚଳର ସୌତାରେ ଏହି ଏନକାଉଣ୍ଟର ହୋଇଥିଲା। ଏହି ସମୟରେ ଉଭୟ ପକ୍ଷରୁ ଅନେକ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା। ସୂଚନା ଅନୁଯାୟୀ, ଜଣେ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏକ SLR…