Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କର୍ମଚାରୀଙ୍କ ପାଇଁ ଆସୁଛି ବଡ଼ ଖୁସି ଖବର, ବଢ଼ିଯିବ ଏତେ ଦରମା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ମନରେ ଦୀର୍ଘ ଦିନ ଧରି ଗୋଟିଏ ପ୍ରଶ୍ନ ଘୁରି ବୁଲୁଛି – ଅଷ୍ଟମ ବେତନ କମିଶନ କେବେ ଲାଗୁ ହେବ? ସୂଚନା ଅନୁସାରେ, ମୋଦି ସରକାର ଚଳିତ ବର୍ଷ ଜାନୁଆରୀ ୧୬, ୨୦୨୫ରେ ଅଷ୍ଟମ ବେତନ କମିଶନ ଗଠନକୁ ଅନୁମୋଦନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ…

ଆମେରିକାରେ ଭୟଙ୍କର ବନ୍ୟା, ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆମେରିକାର ଟେକ୍ସାସରେ ଭୟଙ୍କର ବନ୍ୟା । ଗ୍ବାଡାଲୁପ ନଦୀରେ ଆସିଥିବା ଭୀଷଣ ବନ୍ୟାରେ ଛାରଖାର ହୋଇୟାଇଛି ସହର । ଘର ସବୁ ବୁଡ଼ି ଯାଇଛି । ଲୋକେ କେଉଁଠି ଗଛରେ ତ ଆଉ କେଉଁଛି ଛାତ ଉପରେ ଆଶ୍ରୟ ନେଇଛନ୍ତି । ଯୁଆଡେ ଦେଖିଲେ ସବୁଆଡ଼େ ବନ୍ୟା ବିଭୀଷିକାର ଚିତ୍ର । ପ୍ରକୃତିର…

ପକେଟ ଛୁରୀ, ହେୟାର କ୍ଲିପରେ ପ୍ରସବ କରାଇଲେ ସେନା ଡାକ୍ତର, ସବୁଠି ପ୍ରଶଂସା…

ଝାନ୍ସୀ: ଉତ୍ତର ପ୍ରଦେଶର ଝାନ୍ସୀ ଜିଲ୍ଲାର ରେଳ ଷ୍ଟେସନରେ ଜଣେ ଗର୍ଭବତୀ ମହିଳାଙ୍କ ସଫଳତାର ସହ ପ୍ରସବ କରାଯାଇଛି। ଏହି ପ୍ରସବ ପରେ ଝାନ୍ସୀ ସାମରିକ ହସ୍ପିଟାଲର ସେନା ଡାକ୍ତର ମେଜର ରୋହିତ ବାଚୱାଲାଙ୍କୁ ଖୁବ୍ ପ୍ରଶଂସା କରାଯାଉଛି। ଖବର ଅନୁଯାୟୀ, ୩୧ ବର୍ଷୀୟ ମେଜର ରୋହିତ ବାଚୱାଲା…

ନିଶାସକ୍ତ ଅଟୋ ଡ୍ରାଇଭର; ଟ୍ରେନ ଟ୍ରାକ ଉପରେ ଗାଡ଼ି ରଖି ଏଭଳି କଲେ…

ପାଟଣା: ବିହାରର ସୀତାମାଢ଼ିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଜିଲ୍ଲାର ମେହସୌଲ ଅଞ୍ଚଳର ବୋଲି ଜଣାପଡିଛି। ଜଣେ ଅଟୋ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡ଼ିକୁ ସିଧା ରେଳ ଟ୍ରାକ ଉପରେ ଚଢାଇ ଦେଇଥିଲେ। ସେହି ସମୟରେ ଏକ ଦ୍ରୁତଗାମୀ ଟ୍ରେନ୍ ମଧ୍ୟ ନିକଟବର୍ତ୍ତୀ…

ଆୟ ସମାନତାରେ ୪ର୍ଥ ସ୍ଥାନରେ ଭାରତ: ଚୀନ୍ ଏବଂ ଆମେରିକାକୁ ବି ପଛରେ ପକାଇଲା….

ନୂଆଦିଲ୍ଲୀ: ଆୟ ସମାନତାରେ ୪ର୍ଥ ସ୍ଥାନରେ ଭାରତ । ବିକାଶର ଲାଭ ସମସ୍ତ ନାଗରିକଙ୍କୁ ସମାନ ଭାବେ ବାଣ୍ଟୁଛି ଦେଶ । ଭାରତ ଆୟ ସମାନତା ରାଙ୍କିଂ ୨୦୨୫ରେ ଆୟ ସମାନତା ଦୃଷ୍ଟିରୁ ବିଶ୍ୱ ସ୍ତରରେ ଚତୁର୍ଥ ସ୍ଥାନରେ ରହିଛି। ଏନେଇ ବିଶ୍ୱ ବ୍ୟାଙ୍କର ଏକ ସାମ୍ପ୍ରତିକ ରିପୋର୍ଟରେ ପ୍ରକାଶ କରାଯାଇଛି…

ଫୋନରେ ମ୍ୟାଗ୍ନେଟିକ୍ ସ୍ପିକର ରହିଲେ କ’ଣ ଲାଭ? ଏହାର ବ୍ୟବହାର କାହିଁକି ହୋଇଥାଏ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯେକୌଣସି ନୂଆ ସ୍ମାର୍ଟଫୋନ୍ ଲଞ୍ଚ ହେଉଛି ଏହାର ସ୍ପିକର କ୍ବାଲିଟି ବିଷୟରେ ଆଲୋଚନା ହୋଇଥାଏ । ଅନେକ ବ୍ରାଣ୍ଡ ଏବେ ସେମାନଙ୍କ ମୋବାଇଲରେ ମ୍ୟାଗ୍ନେଟିକ୍ ସ୍ପିକର ଲଗାଇବା ଆରମ୍ଭ କରିଦେଇଛନ୍ତି । ଏହି ନାଁ ଶୁଣି ଆପଣଙ୍କ ମନରେ ଏହି ପ୍ରଶ୍ନ ଆସିଥିବ ଯେ ଫୋନରେ…

ହେବ କି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ…ନିର୍ବାଚନ ଲଢିପାରିବେ କି ମସ୍କ?, ନୂଆ ଦଳ ଘୋଷଣା ପରେ ଉଠିଲା…

ନୂଆଦିଲ୍ଲୀ: ଶିଳ୍ପପତି ତଥା କୋଟିପତି ଏବଂ ଟେସଲାର ସିଇଓ ଏଲନ ମସ୍କ ଏବେ ରାଜନୀତିରେ ପ୍ରବେଶ କରିଛନ୍ତି। ସେ ଶନିବାର ଦିନ ତାଙ୍କର ନୂତନ ଦଳ "ଆମେରିକା ପାର୍ଟି ଇନ୍ ଆମେରିକା" ଆରମ୍ଭ କରିବାର ଘୋଷଣା କରିଛନ୍ତି । ଏଲୋନ ମସ୍କ ସୋସିଆଲ ମିଡିଆ ପୁର୍ବରୁ ଏନେଇ ଏକ୍ସରେ ସଙ୍କେତ ଦେଇଥିଲେ । ଆଉ…

ବିଦେଶ ଗସ୍ତରେ ଛୋଟ ପିଲାଙ୍କ ସହ ମଜା କରୁଥିବାର ନଜର ଆସିଲେ ପ୍ରଧାନମନ୍ତ୍ରୀ ମୋଦି: ଭାଇରାଲ ହେଉଛି ଫଟୋ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆଠ ଦିନିଆ ବିଦେଶ ଗସ୍ତରେ ଅଛନ୍ତି । ତାଙ୍କର ଗସ୍ତରେ ପାଞ୍ଚଟି ଭିନ୍ନ ଦେଶ ଅନ୍ତର୍ଭୁକ୍ତ ରହିଛି । ସେ ଏହି ଦେଶଗୁଡ଼ିକ ମଧ୍ୟରୁ ତିନୋଟିକୁ ଗସ୍ତ ସମାପ୍ତ କରିଛନ୍ତି। ବର୍ତ୍ତମାନ, ସେ ବ୍ରାଜିଲରେ ଅଛନ୍ତି ଏବଂ ପରବର୍ତ୍ତୀ ସମୟରେ…

ଅବସରର ୮ମାସ ପରେ ବି ବଙ୍ଗଳା ଖାଲି କରିନାହାନ୍ତି ଚନ୍ଦ୍ରଚୂଡ: ସରକାରଙ୍କୁ ଚିଠି ଲେଖିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଏପର୍ଯ୍ୟନ୍ତ ସରକାରୀ ବାସଭବନ ଖାଲି କରିନାହାନ୍ତି । ଯାହାକୁ ନେଇ ଏବେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟ ପ୍ରଶାସନ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ଚନ୍ଦ୍ରଚୂଡ଼ଙ୍କୁ ଘର ଖାଲି…

ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ୧୦ ଘଣ୍ଟା କାମ କରିବେ କର୍ମଚାରୀ 

ହାଇଦ୍ରାବାଦ: ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ତେଲେଙ୍ଗାନାରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ବାଣିଜ୍ୟିକ ପ୍ରତିଷ୍ଠାନ ମାନଙ୍କରେ କର୍ମଚାରୀମାନେ ପ୍ରତିଦିନ ୧୦ ଘଣ୍ଟା ପର୍ଯ୍ୟନ୍ତ ଓ ସପ୍ତାହରେ ୪୮ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ନେଇ ଅନୁମତି ଦିଆଯାଇଛି। ରାଜ୍ୟର…