Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Chinese National Detained: କାଶ୍ମୀରରେ ଚୀନ୍ ନାଗରିକ ଅଟକ; ଫୋନ୍ ରୁ ମିଳିଲା ସମ୍ବେଦନଶୀଳ ସୂଚନା…

ନୂଆଦିଲ୍ଲୀ:କାଶ୍ମୀରର ସୁରକ୍ଷା ଏଜେନ୍ସିଗୁଡ଼ିକ ଜଣେ ଚୀନ୍ ନାଗରିକଙ୍କୁ ଅଟକ ରଖିଛନ୍ତି । ଉକ୍ତ ଅଟକ ଚୀନ ନାଗରିକ ବିନା ଅନୁମତିରେ ଲଦାଖ ଏବଂ କାଶ୍ମୀରର ସମ୍ବେଦନଶୀଳ ଅଞ୍ଚଳରେ ବୁଲୁଥିଲା। ୨୯ ବର୍ଷୀୟ ହୁ କଙ୍ଗଟାଇ (Hu Congtai)ନଭେମ୍ବର ୧୯ ତାରିଖରେ ଏକ ପର୍ଯ୍ୟଟନ ଭିସାରେ ଦିଲ୍ଲୀ…

Delhi Blast case: ଲାଲକିଲ୍ଲା ବିସ୍ଫୋରଣ ମାମଲା: NIA ହେପାଜତରେ ଚାରି ଅଭିଯୁକ୍ତ, ପୁଣି ବଢିଲା ରିମାଣ୍ଡ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣର ତଦନ୍ତ ଜାରି ରହିଛି। ତେବେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ଚାରି ଅଭିଯୁକ୍ତଙ୍କ ଏନଆଇଏ ହେପାଜତକୁ ଆଉ ଚାରି ଦିନ ବୃଦ୍ଧି କରିଛନ୍ତି। ଏହି ଅଭିଯୁକ୍ତମାନଙ୍କ ନାମ ହେଉଛି ଡକ୍ଟର ମୁଜାମ୍ମିଲ,…

ଭଗବାନ କାହ୍ନାଙ୍କ ପ୍ରତିମୂର୍ତିଙ୍କୁ ବିବାହ କଲେ ଯୁବତୀ

ଲକ୍ଷ୍ନୌ: ଉତରପ୍ରଦେଶର ବଦାୟୁଁର ଏକ ଆଶ୍ଚଯ୍ୟଜନକ ଖବର ସମ୍ମୁଖକୁ ଆସିଛି । ଏଠାରେ କୃଷ୍ଣ ପ୍ରେମରେ ଜଣେ ଯୁବତୀ ଏତେ ମଜିଗଲେ ଯେ, ଶେଷରେ ତାଙ୍କୁ ବିବାହ କରିବା ପାଇଁ ନିଷ୍ପତି ନେଲେ । ସୁରେଶ ଚନ୍ଦ୍ର ଶର୍ମା ଝିଅ ପିଙ୍କିଙ୍କ ଜିଦ ଆଗରେ ହାର ମାନିଥିଲେ । ଶେଷରେ କାହ୍ନାଙ୍କ ସହ ବିବାହ…

୨ ସପ୍ତାହ ମଧ୍ୟରେ ୮୨୭ କୋଟି ରିଫଣ୍ଡ, ୪୫୦୦ ବ୍ୟାଗେଜ ଫେରାଇଲା ଇଣ୍ଡିଗୋ…

ନୂଆଦିଲ୍ଲୀ: ଇଣ୍ଡିଗୋ ପକ୍ଷରୁ ଲଗାତାର ବିମାନ ଉଡ଼ାଣ ବାତିଲ ହେବାରେ ଲାଗିଛି। ଯାହାଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଇଣ୍ଡିଗୋ ଟିକେଟ୍ ବୁକ୍ କରିଥିବା ଯାତ୍ରୀମାନେ ଯାତ୍ରା କରିପାରୁନଥିଲେ ମଧ୍ୟ ସେମାନଙ୍କର ରିଫଣ୍ଡ  ବିଚାରାଧୀନ ଅବସ୍ଥାରେ ରହିଅଛି।ଏଥିସହିତ  …

ବନ୍ଦେ ମାତରମ୍”କୁ ନେଇ ଚର୍ଚ୍ଚା; ମୋଦି କହିଲେ ଜିନ୍ନାଙ୍କ ଆଗରେ ନଇଁ ଯାଇଥିଲେ ନେହେରୁ 

ନୂଆଦିଲ୍ଲୀ: ଲୋକସଭାରେ "ବନ୍ଦେ ମାତରମ୍" ଉପରେ ଆଲୋଚନା ସମୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ "ବନ୍ଦେ ମାତରମ୍" ଗୀତ ଦେଶର ସ୍ୱାଧୀନତାକୁ ଉର୍ଜା ଦେଇଥିଲା। ସେ କହିଛନ୍ତି ଯେ "ବନ୍ଦେ ମାତରମ୍" ଗୀତରେ ହଜାର ହଜାର ବର୍ଷର ସାଂସ୍କୃତିକ ଶକ୍ତି, ସ୍ୱାଧୀନତାର ଭାବନା…

‘ଏବେ ବଙ୍ଗଳାର ପାଳି’… ମୋଦିଙ୍କ ଏଣ୍ଟ୍ରି ବେଳେ ବିଜେପି ସାଂସଦଙ୍କ ନାରାରେ କମ୍ପିଲା ଗୃହ

ନୂଆଦିଲ୍ଲୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ଲୋକସଭାରେ "ବନ୍ଦେ ମାତରମ୍"ର ୧୫୦ତମ ବାର୍ଷିକୀ ଉପରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ପ୍ରବେଶ କରିବା ମାତ୍ରେ ବିଜେପି ସାଂସଦମାନେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ସ୍ଲୋଗାନରେ ଥିଲା- "ବିହାର କି…

ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ପ୍ରସିଦ୍ଧ ମାଲାୟାଲମ ଅଭିନେତା ଦିଲ୍ଲୀପ

ଥିରୁଅନନ୍ତପୁରମ୍: ୨୦୧୭ ଅପହରଣ ଓ ଦୁଷ୍କର୍ମ ମାମଲାରେ ମାଲାୟଲମ ଅଭିନେତା ଦିଲ୍ଲୀପଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । କେରଳର ଏକ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ୬ ଜଣଙ୍କୁ ଦୋଷୀ ଘୋଷଣା କରିଛନ୍ତି କୋର୍ଟ । ସେସନ୍ସ ଜଜ୍ ହନି ଏମ୍.…

ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ ଜେଲ୍

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହେଉ କିମ୍ବା ଅନ୍ୟ କିଛି କାରଣ ପାଇଁ, ଅନେକ ସମୟରେ ଦେଖିବାକୁ ମିଳେ କି କ୍ଷତିପୂରଣ ଦାବି କରି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ ହୋଇଥାଏ। ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କରୁଛନ୍ତି ଲୋକେ। ରାସ୍ତା ବନ୍ଦ ହେବାରୁ ଲୋକଙ୍କୁ ଟ୍ରାଫିକ୍…

ଇଣ୍ଡିଗୋ ସଙ୍କଟରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଇଣ୍ଡିଗୋ ସଙ୍କଟରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ଭାରତର ମୁଖ୍ୟ ବିଚାରପତି କହିଛନ୍ତି ଯେ ସରକାର ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଯଦି ପରିସ୍ଥିତି ସମାନ ରହିଥାନ୍ତା ତେବେ ଏହା ଭିନ୍ନ ହୋଇଥାନ୍ତା। ଆମେ ବୁଝୁଛୁ ଯେ ଲକ୍ଷ ଲକ୍ଷ ଲୋକ ଏହି…

ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରତି ସତର୍କ ରୁହନ୍ତୁ, ଚିହ୍ନଟ ପରେ ହିଁ ନିଯୁକ୍ତି ଦିଅନ୍ତୁ:…

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ସେ ପୋଲିସକୁ ଅନେକ ନିର୍ଦ୍ଦେଶ ଜାରି କରିଥିବା ବେଳେ, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ…