Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ହର୍ମୁଜରେ ଆକ୍ରମଣ; ଅଶୋଧିତ ତୈଳ ମୂଲ୍ୟ ୩% ବୃଦ୍ଧି

ତେହେରାନ: ହର୍ମୁଜ ପ୍ରଣାଳୀ ଏବଂ ଉପସାଗରୀୟ ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଉପରେ ନିକଟରେ ହୋଇଥିବା ଆକ୍ରମଣ ବିଶ୍ୱ ଯୋଗାଣ ସଙ୍କଟକୁ ଆହୁରି ବଢ଼ାଇଛି। ସୋମବାର ଦିନ ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୩% ବୃଦ୍ଧି ପାଇ $୧୦୭.୭୪…

ଭାରତୀୟ କ୍ରିକେଟ ପାଇଁ ଗର୍ବର ମୁହୂର୍ତ୍ତ; ପ୍ରଶଂସା କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୁବାଇରେ ଅନୁଷ୍ଠିତ ମହିଳା ଟି-୨୦ ଏସିଆ କପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ଦମଦାର ବିଜୟ ହାସଲ କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଭାରତୀୟ ମହିଳା କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଏହି…

ଟାର୍ଗେଟ୍ ହେଲା ‘ଏମଟି ଏଲ୍-ଗାଇଆ’: ନିଖୋଜ ଭାରତୀୟ ନାବିକଙ୍କ ପାଇଁ ସର୍ଚ୍ଚ ଅପରେସନ୍ ଜାରି

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟର ଅଶାନ୍ତ ସମୁଦ୍ର ପଥରେ ପୁଣି ଥରେ ଘନେଇଛି ବିପଦ। ଓମାନ ଉପକୂଳ ନିକଟରେ ଯାଉଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହଠାତ୍ ହୋଇଥିବା ଘାତକ ଆକ୍ରମଣ ଘଟଣାକୁ ଭାରତ ସରକାର ଅତ୍ୟନ୍ତ କଠୋର ଭାଷାରେ ନିନ୍ଦା କରିଛନ୍ତି। ବିଳମ୍ବିତ ରାତିରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ…

ମୋଦୀ, ପୁଟିନ୍ ଓ ଜିନପିଙ୍ଗଙ୍କ ସହ ଗୋଟିଏ ଫ୍ରେମ୍‌ରେ ନଜର ଆସିଲେ ଏହି ଯୁବକ! ଜାଣନ୍ତୁ କିଏ ଏହି ସିଦ୍ଧାର୍ଥ ବାବୁ?

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ବ୍ରିକ୍ସ ଶିଖର ସମ୍ମିଳନୀର ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋରେ ବିଶ୍ୱର ତିନି ପ୍ରଭାବଶାଳୀ ନେତା ତଥା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଚୀନ୍ ରାଷ୍ଟ୍ରପତି…

ବାହାରକୁ ଯେତିକି ଚାକଚକ୍ୟ, ଭିତରେ ସେତିକି ତ୍ୟାଗ: ପଡକାଷ୍ଟରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଅଧିକାରୀଙ୍କ ଜୀବନଶୈଳୀର…

ନୂଆଦିଲ୍ଲୀ: ସାଧାରଣତଃ ଟିଭି ପରଦାରେ କିମ୍ବା କୌଣସି ସରକାରୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ପଛରେ ଠିଆ ହୋଇଥିବା ସୁରକ୍ଷା ଅଧିକାରୀ ବା ଏଡ୍-ଡି-କ୍ୟାମ୍ପଙ୍କୁ ଦେଖିଲେ ଖୁବ୍ ଗର୍ବ ଅନୁଭବ ହୁଏ । ବାହାରକୁ ଏହି ପଦବୀ ଯେତିକି ଶକ୍ତିଶାଳୀ ଓ ସମ୍ମାନଜନକ ଲାଗେ, ପ୍ରକୃତରେ ସେହି ଉର୍ଦ୍ଦି…

୧୯୯୮ରେ ଭାରତକୁ ଟାର୍ଗେଟ କରିବାକୁ ଯୋଜନା କରୁଥିଲା ଲାଡେନ

ନ୍ୟୁୟର୍କ:  ୯/୧୧ ଆମେରିକା ଆତଙ୍କବାଦୀ ଆକ୍ରମଣର ୨୫ ବର୍ଷ ପୂର୍ତ୍ତି ଅବସରରେ ଆମେରିକାର ଗୁପ୍ତଚର ସଂସ୍ଥା ସିଆଇଏ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ସାର୍ବଜନୀନ କରିଛି। ଏହି ରିପୋର୍ଟରୁ ଏକ ବଡ଼ ଖୁଲାସା ହୋଇଛି। ୧୯୯୮ ମସିହାରେ ଅଲ-କାଏଦା ମୁଖିଆ ଓସାମା ବିନ୍ ଲାଡେନ୍ ଭାରତ ସମେତ ବିଶ୍ୱର…

ବ୍ରିକ୍ସ୍ ସମ୍ମିଳନୀରେ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ବଲିଉଡ୍ ଅନ୍ଦାଜ୍

ନୂଆଦିଲ୍ଲୀ : ଆର୍ନ୍ତଜାତୀୟ ମଞ୍ଚରେ ଏବେ ବେଶ୍ ଚର୍ଚ୍ଚାରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ। ଭାରତ ମଣ୍ଡପମରେ ଆୟୋଜିତ ରାତ୍ରିଭୋଜନ କାର୍ଯ୍ୟକ୍ରମ ମଞ୍ଚରେ ଉପସ୍ଥିତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶ୍ୱର ବହୁ ପ୍ରତିଷ୍ଠିତ ନେତା। ଏହି ସମୟରେ ମାଲେସିଆ…

ଜି – ୨୦ରେ ପୁଟିନ – ଜେଲେନସ୍କି ସାକ୍ଷାତକାର ଅସମ୍ଭବ : କ୍ରେମଲିନ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ମାସରେ ଆମେରିକାର ମିଆମିଠାରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ଅବସରରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ କୌଣସି ଦ୍ବିପାକ୍ଷିକ ସାକ୍ଷାତକାର ହେବାର ସମ୍ଭାବନାକୁ ସିଧାସଳଖ…

ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜକୁ ଆକ୍ରମଣ, ୧୪ ଭାରତୀୟ କ୍ରୁ ଥିଲେ..

ନୂଆଦିଲ୍ଲୀ: ଓମାନ ଉପକୂଳରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣପରେ ଏହି ଅଞ୍ଚଳରେ ସାମୁଦ୍ରିକ ସୁରକ୍ଷା ନେଇ ଚିନ୍ତା ସୃଷ୍ଟି ହୋଇଛି।  MT ଏଲ୍ ଗାୟା ଉପରେ ଆକ୍ରମଣକୁ ନିନ୍ଦା କରିଛି ଭାରତ। ସୂଚନା ଅନୁଯାୟୀ, ଏଥିରେ ମୋଟ ୧୪ ଜଣ ଭାରତୀୟ କ୍ରୁ ସଦସ୍ୟ ଥିଲା ବେଳେ ଏପର୍ଯ୍ୟନ୍ତ ୧୩ …

AI ଉପରେ ଟ୍ରମ୍ପଙ୍କ ସ୍ପଷ୍ଟୀକରଣ, କୌଣସି ପରିସ୍ଥିତିରେ ଚୀନକୁ…

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (AI) ରେ ନିୟନ୍ତ୍ରଣ ପାଇଁ ଦାବି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ ଆମେରିକା AI କ୍ଷେତ୍ରରେ ଚୀନ୍ ଠାରୁ ଆଗରେ ଅଛି ଏବଂ ଏହି ନେତୃତ୍ୱକୁ ବଜାୟ ରଖିବାକୁ ଚାହେଁ। ଆମେରିକାକୁ ବିଶ୍ୱର ସବୁଠାରୁ ଉନ୍ନତ ଦେଶ ମଧ୍ୟରୁ…