Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଇଏସଆଇଏସର ଭାରତ ମୁଖ୍ୟ ସାକିବର ମୃତ୍ୟୁ ; ଜାଣନ୍ତୁ ମୃତ୍ୟୁର କାରଣ ..

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଭାରତ ମୁଖ୍ୟ ସାକିବ ନାଚନର ଦେହାନ୍ତ । ବ୍ରେନ ହେମରେଜ ଯୋଗୁଁ ସାକିବର ମୃତ୍ୟୁ ହୋଇଛି । ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସାକିବର ବୟସ ୫୭ ବର୍ଷ ଥିଲା। ଅସୁସ୍ଥତା କାରଣରୁ ସାକିବକୁ ତିହାର ଜେଲରୁ…

୮୦ ବର୍ଷୀୟା ବୃଦ୍ଧା ଚଳାଇଲେ ଟ୍ରାକ୍ଟର

ନୂଆଦିଲ୍ଲୀ: ପ୍ରତ୍ୟେକ ମୂହର୍ତରେ ଆମେ ମୃତ୍ୟୁର ନିକଟତର ହେଉଛେ । ଏହା ମଧ୍ୟରେ କେତେଜଣଙ୍କ କାର୍ଯ୍ୟକଳାପ ଅନେକଙ୍କୁ ପ୍ରେରଣା ଯୋଗାଇଥାଏ । ଏବେ ସୋସିଆଲ ମିଡିଆରେ ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ଡ୍ରାଇଭିଂ ବେଶ ଚର୍ଚ୍ଚାର କାରଣ ସାଜିଛିି । ବୃଦ୍ଧାଜଣଙ୍କ ସମ୍ପୂର୍ଣ୍ଣ ଷ୍ଟାଇଲରେ ଟ୍ରାକ୍ଟର…

ମୋଦୀଙ୍କ ସହ କଥା ହେଲେ ମହାକାଶଚାରୀ ଶୁଭାଂଶୁ; କହିଲେ ଗୋଡ ବାନ୍ଧି କଥା ହେଉଛି ନଚେତ୍…

ନୂଆଦିଲ୍ଲୀ: ଇତିହାସ ରଚିଛନ୍ତି ଶୁଭାଂଶୁ ଶୁକ୍ଲା । ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ ମହାକାଶକୁ ଯାତ୍ରା କରିଛନ୍ତି ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ଅନ୍ୟ ୩ଜଣ ମହାକାଶଚାରୀ । ଏହା ବ୍ୟତୀତ ମହାକାଶଚାରୀ ଶୁଭାଂଶୁ ଦ୍ୱିତୀୟ ଭାରତୀୟ ଯିଏ ମହାକାଶ ଯାତ୍ରା…

ପାକିସ୍ତାନର ସେନା କନଭେ ଉପରେ ଆତ୍ମଘାତୀ ଆକ୍ରମଣ, ୧୩ ଯବାନ ମୃତ ୧୦ ଗୁରୁତର

ଇସଲାମବାଦ: ଶନିବାର ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ଏକ ଆତ୍ମଘାତୀ ଆକ୍ରମଣ ହୋଇଛି । ଯେଉଁଥିରେ ୧୩ ଜଣ ସୈନିକଙ୍କ ପ୍ରାଣ ଯାଇଥିବାବେଳେ, ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଆକ୍ରମଣରେ ୧୯ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି । ଖାଇବର ପଖତୁନଖ୍ୱା…

ସ୍କୁଲରେ ଜୁମ୍ବା ଫିଟନେସ୍ କାର୍ଯ୍ୟକ୍ରମକୁ ନେଇ ମୁସଲିମ ସଂଗଠନର ପ୍ରତିବାଦ

କେରଳ: ମୁସଲିମ ସଂଗଠନଗୁଡ଼ିକ ସ୍କୁଲମାନଙ୍କରେ ନୃତ୍ୟ-ଭିତ୍ତିକ ଫିଟନେସ୍ କାର୍ଯ୍ୟକ୍ରମ ଜୁମ୍ବା ପ୍ରଚଳନକୁ ବିରୋଧ କରୁଛନ୍ତି। କେରଳ ଶିକ୍ଷା ବିଭାଗ ଦ୍ୱାରା ନିଶା ବିରୋଧୀ ଅଭିଯାନର ଏକ ଅଂଶ ଭାବରେ ସ୍କୁଲଗୁଡ଼ିକରେ ନୃତ୍ୟ-ଭିତ୍ତିକ ଫିଟନେସ୍ କାର୍ଯ୍ୟକ୍ରମ ଜୁମ୍ବା ପ୍ରଚଳନ କରିବାର…

ଇରାନରେ କମୁଛି କି ଖୋମେନେଇଙ୍କ ପ୍ରଭାବ ?

ନୂଆଦିଲ୍ଲୀ: ୧୨ଦିନର ନିରବତା ପରେ ଇରାନର ବିଜୟ ନେଇ ଭିଡିଓ ଜାରି କଲେ ସୁପ୍ରିମ ଲିଡର ଅଲୀ ଖୋମେନେଇ । ତେବେ ୮୬ବର୍ଷୀୟ ଖୋମେନେଇଙ୍କ ନା ସ୍ବରରେ ପୂର୍ବଭଳି ଦମ୍ଭ ଥିଲା ନା ଭାଷଣରେ ଥିଲା ଆଗ ପରି ଜୋଶ୍ । ଯୁଦ୍ଧ ପୂର୍ବରୁ ଯେବେବି ଖୋମେନେଇ ଜନତାଙ୍କୁ ସମ୍ବୋଧନ କରୁଥିଲେ, ସାମନାରେ ହଜାର…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା; ତଦନ୍ତରେ ସାମିଲ ହେବେ ICAO ବିଶେଷଜ୍ଞ

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ତଦନ୍ତରେ ସାମିଲ ହେବେ ICAOର ଜଣେ ବିଶେଷଜ୍ଞ। ଜୁନ ୧୨ରେ  ଅହମ୍ମଦାବାଦରୁ ଲଣ୍ଡନ ପାଇଁ ଉଡ଼ାଣ ଭରିବା ସମୟରେ  ଏୟାର ଇଣ୍ଡିଆ ବୋଇଂ ୭୮୭-୮ ବିମାନ ଏକ ମେଡିକାଲ୍ ହଷ୍ଟେଲ୍ କମ୍ପ୍ଲେକ୍ସରେ ଖସି ପଡ଼ି ଦୁର୍ଘଟଣାଗ୍ରସ୍ତ…

କାଉଡିଆ ଯାତ୍ରା ନେଇ ଆନ୍ତଃରାଜ୍ୟ ସମନ୍ୱୟ କମିଟିର ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଆରମ୍ଭ ହୋଇଯିବ ଶ୍ରାବଣ ମାସ । ଏହି ମାସରେ ହର ହର ମହାଦେବଙ୍କ ଉପରେ ଜଳଲାଗି ପାଇଁ କାଉଡିଆ ମାନେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥର କଉଡିଆ ଯାତ୍ରା ୧୧ ଜୁଲାଇରୁ ଆରମ୍ଭ ହେଉଛି । ଏପରି ପରିସ୍ଥିତିରେ, ସରକାରଙ୍କ ପକ୍ଷରୁ ଯାତ୍ରା ସମ୍ପର୍କରେ…

ଚୀନକୁ ଶକ୍ତିହୀନ କରିବ ଭାରତର ଏହି ଚାଲ୍….

ନୂଆଦିଲ୍ଲୀ: ଶକ୍ତିଶାଳୀ ହେଉଛି ଭାରତ । ଏବେ ଭାରତର କିଛି ଅଂଶ ଚୀନ ଏବଂ ପାକିସ୍ତାନ ଅଧିକୃତ ହୋଇ ମଧ୍ୟ ରହିଛି । ହେଲେ ଏବେ ଭାରତ ଏହାର ପ୍ରଭାବକୁ ଧିରେ ଧିରେ ଏଡାଇବା ପାଇଁ ପଦକ୍ଷେପ ଗ୍ରହଣ କରୁଛି । ଏହି ସମୟରେ ଭାରତର ରାଷ୍ଟ୍ରାୟତ୍ତ ମଝଗାଁଓ ଡକ୍ ସିପ୍ ବିଲ୍ଡର୍ସ ଲିମିଟେଡ୍ MDL ୫୨.୯୬…

ମଝି ଆକାଶରେ ବିମାନରେ ଯାନ୍ତ୍ରିକ ତ୍ରୁଟି; ବିପଦରେ ୩୦୦ ଯାତ୍ରୀଙ୍କ ଜୀବନ

ମୁମ୍ବାଇ: ଆଦିସ ଆବାବାରୁ ମୁମ୍ବାଇ ଆସୁଥିବା ଇଥିଓପିଆନ୍ ଏୟାରଲାଇନ୍ସର ବିମାନ ଇ ଟି ୬୪୦ ଶୁକ୍ରବାର ବିଳମ୍ବିତ ରାତିରେ ଗମ୍ଭୀର ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇଥିଲା। ବିମାନ କମ୍ପାନୀର ବୋଇଂ ୭୮୭ ଡ୍ରିମଲାଇନର୍ ରେ  ମିଡ ଏୟାର ଡିପ୍ରେସରାଇଜେସନ ସୃଷ୍ଟି ହୋଇଥିଲା। ଯାହା ଫଳରେ…