Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Russian Deputy Prime Minister:ରାଷ୍ଟ୍ରପତିଙ୍କ ପୂର୍ବରୁ ଭାରତରେ ପହଞ୍ଚିଲେ ରୁଷର ଉପପ୍ରଧାନମନ୍ତ୍ରୀ ଡେନିସ୍…

ନୂଆଦିଲ୍ଲୀ : ଆଉ କିଛି ସମୟରେ ଭାତରେ ପହଞ୍ଚିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ତେବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ, ରୁଷର  ଉପ-ପ୍ରଧାନମନ୍ତ୍ରୀ ତଥା  ଭାରତ-ରୁଷ ବାଣିଜ୍ୟ, ଅର୍ଥନୈତିକ, ବୈଜ୍ଞାନିକ, ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସହଯୋଗ…

ଆସିଲା ନୂଆ ପଦ୍ଧତି, ବିନା ଡ଼କ୍ୟୁମେଣ୍ଟରେ କରିପାରିବେ ଆଧାର କାର୍ଡ଼ ଅପଡ଼େଟ

ନୂଆଦିଲ୍ଲୀ : ଯଦି ଆପଣ ବାରମ୍ବାର ଆଧାର କାର୍ଡ ଅପଡେଟ୍ କରିବା ପାଇଁ ଆଧାର କେନ୍ଦ୍ରକୁ ଯାଇ ଥକି ଯାଇଛନ୍ତି, ତେବେ ଆଉ କୌଣସି ଚିନ୍ତା କରନ୍ତୁ ନାହିଁ । UIDAI ସାଧାରଣ ଜନତାଙ୍କୁ ନୂତନ ଆଧାର ଆପ୍ ମାଧ୍ୟମରେ ଘରେ ବସି ସେମାନଙ୍କର ମୋବାଇଲ୍ ନମ୍ବର ଅପଡେଟ୍ କରିବାର ଅନୁମତି ଦେଇ ସେମାନଙ୍କୁ…

କୋଲ୍ଡ ମୁନ କଣ? ଆଜି ଆକାଶରେ ସାଧାରଣ ଚନ୍ଦ୍ରଠୁ ୧୦ ପ୍ରତିଶତ ବଡ଼ ଦିଶିବ

ନୂଆଦିଲ୍ଲୀ: ସାରା ବିଶ୍ୱର ଲୋକଙ୍କ ପାଇଁ ଆଜି ଏକ ବିଶେଷ ଦିନ ହେବାକୁ ଯାଉଛି। ହିନ୍ଦୁ ଧର୍ମରେ, ଆଜି ମାର୍ଗଶୀର ପୂର୍ଣ୍ଣିମା ଏବଂ ଅନ୍ନପୂର୍ଣ୍ଣା ଜୟନ୍ତୀ ପାଳନ କରାଯାଉଛି। ଆଉ ଆଜି ସନ୍ଧ୍ୟାରେ ଆକାଶର ଶୋଭା ବଢ଼ାଇବ ବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ର (କୋଲ୍ଡ ମୁନ୍)। ଏହା ବର୍ଷର ସର୍ବୋଚ୍ଚ…

Sanchar Saathi App :ସରକାର ବଦଳାଇଲେ ନିଜ ନିଷ୍ପତ୍ତି, ‘ସଞ୍ଚାର ସାଥୀ ଆପ୍‌’ ବାଧ୍ୟତାମୂଳକ…

ନୂଆଦିଲ୍ଲୀ: ଭାରତ ବଜାରରେ ବିକ୍ରି ପାଇଁ ଉପଲବ୍ଧ ପ୍ରତ୍ୟେକ ମୋବାଇଲରେ ସଞ୍ଚାର ସାଥୀ ଆପ୍‌କୁ ଆଗୁଆ ଇନଷ୍ଟଲ୍‌ କରିବାକୁ ସରକାର ଦେଇଥିବା ନିର୍ଦେଶକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି। ସଞ୍ଚାର ସାଥୀର ବର୍ଦ୍ଧିତ ଗ୍ରହଣୀୟତାକୁ ଦୃଷ୍ଟିରେ ରଖି, ସରକାର ମୋବାଇଲ୍ ନିର୍ମାତାଙ୍କ ପାଇଁ…

Fighter Jet Crash: ବଡ଼ ବିମାନ ଦୁର୍ଘଟଣା, ଅଳ୍ପକେ ବଞ୍ଚିଗଲା ପାଇଲଟଙ୍କ ଜୀବନ…

ନୂଆଦିଲ୍ଲୀ: ତାଲିମ ସମୟରେ ଘଟିଲା ଦୁର୍ଘଟଣା । କାଲିଫର୍ନିଆରେ ଏକ F-16 ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମେରିକା ବାୟୁସେନାର ଏଲିଟ୍ ଥଣ୍ଡରବର୍ଡସ୍ ସ୍କ୍ୱାର୍ଡର ଏକ F-16 ଲଢ଼ୁଆ ବିମାନ କାଲିଫର୍ନିଆର ଟ୍ରୋନା ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ…

Russian President :ଆଜି ଭାରତ ଆସୁଛନ୍ତି  ଋଷ୍ ରାଷ୍ଟ୍ରପତି ପୁଟିନ୍‌, ଭାରତ ସହ କରିପାରନ୍ତି ବଡ଼ ଡ଼ିଲ୍!

ନୂଆଦିଲ୍ଲୀ: ଆଜି ଭାରତ ଆସୁଛନ୍ତି ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଆଜିଠୁ ୨ ଦିନିଆ ଭାରତ ଗସ୍ତରେ ଆସୁଥିବାବେଳେ ଏହି ଅବସରରେ ୨ ଦେଶ ମଧ୍ୟରେ ବେସାମରିକ ଆଣବିକ ସହଯୋଗ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହେବାକୁ ଯାଉଛି।ସେ ପ୍ରାୟ…

Naxal Encounter: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୨ ମାଓବାଦୀ ନିହତ; ୩ ଯବାନ ସହିଦ

ରାୟପୁର: ଛତିଶଗଡ଼ର ଦାନ୍ତେୱାଡ଼ା-ବିଜାପୁର ସୀମାରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବୁଧବାର ବଡ଼ଧରଣର ଏନ୍‌କାଉଣ୍ଟର ହୋଇଛି। ଏଥିରେ ୧୨ ମାଓବାଦୀ ନିପାତ ହୋଇଛନ୍ତି। ଅନ୍ୟପଟେ ଏହି ଏନ୍‌କାଉଣ୍ଟରରେ ଡିଆର୍‌ଜି (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ)ର ୩ ଯବାନ ସହିଦ ହୋଇଛନ୍ତି। ସେମାନେ ହେଲେ…

ବାବା ଭେଙ୍ଗାଙ୍କ ବ୍ୟତୀତ ଆଉ କେଉଁମାନଙ୍କ ଭବିଷ୍ୟବାଣୀ ହୋଇଛି ସତ ? ଜାଣନ୍ତୁ…

ନୂଆଦିଲ୍ଲୀ: ଦୁନିଆରେ ଭବିଷ୍ୟତ ଦେଖୁଥିବା ଲୋକଙ୍କ କାହାଣୀ ନୂଆ ନୁହେଁ, କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ପ୍ରତି କିଛି ବର୍ଷରେ କେତେକ ନାମ ସବୁ ଚର୍ଚ୍ଚାକୁ ଚିରି ଉପରକୁ ଉଠିଆସେ। ବାବା ଭେଙ୍ଗାଙ୍କ ପରେ ବି ଏପରି ଅନେକ ଭବିଷ୍ୟବକ୍ତା ଉଭା ହୋଇଛନ୍ତି, ଯାହାଙ୍କ କଥା ଆଜି ବି ଲୋକେ ବିଶ୍ୱାସ…

Fake News Threat To Democracy: ଫେକ୍ ନ୍ୟୁଜ ଗଣତନ୍ତ୍ର ପାଇଁ ବିପଦ: ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ…

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଏବଂ ଫେକ୍ ନ୍ୟୁଜ୍ ସମସ୍ୟା ଅତ୍ୟନ୍ତ ଗମ୍ଭୀର। ଫେକ୍ ନ୍ୟୁଜ୍ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରୁଛି। ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଭୁଲ ସୂଚନା ଏବଂ ଏଆଇ-ଜେନେରେଟେଡ୍ ଡିପ୍ ଫେକ୍ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ। କେନ୍ଦ୍ର ସୂଚନା…

ଏହି ଲୋକମାନେ ପରମାଣୁ ବୋମାକୁ ସେତିକି ଭୟ କରନ୍ତିନି, ଯେତିକି ଇସଲାମକୁ କରନ୍ତି…

ନୂଆଦିଲ୍ଲୀ: ଜମିୟତ ଉଲେମା-ଏ-ହିନ୍ଦର ଅଧ୍ୟକ୍ଷ ଅରଶଦ ମଦାନୀ କହିଛନ୍ତି ଯେ କିଛି ସାମ୍ପ୍ରଦାୟିକ ଲୋକମାନେ ଇସଲାମକୁ ଭୟ କରନ୍ତି ଏବଂ ଏହାକୁ ବଦନାମ କରିବା ପାଇଁ ମିଥ୍ୟା ପ୍ରଚାର ପ୍ରସାର କରନ୍ତି। ସେ କହିଛନ୍ତି ଯେ ଇସଲାମକୁ ଆତଙ୍କବାଦ ସହିତ ଯୋଡିବା ଭୁଲ, କାରଣ ଇସଲାମ ଶାନ୍ତି, ପ୍ରେମ ଏବଂ…