Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

Middle East Tensions: ଇରାନ ଉପରେ ବଡ଼ ଆକ୍ରମଣ କରିବେ ଟ୍ରମ୍ପ? ମଧ୍ୟପ୍ରାଚ୍ୟ ଛାଡ଼ିବାକୁ ଆମେରିକୀୟ ନାଗରିକଙ୍କୁ…

ୱାଶିଂଟନ୍: ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ଗମ୍ଭୀର ହେବାର ଆଶଙ୍କା ସୃଷ୍ଟି ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ କଡ଼ା ସାମରିକ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଇଥିବା ବେଳେ, ଆମେରିକୀୟ ବୈଦେଶିକ ବିଭାଗ ମଧ୍ୟପ୍ରାଚ୍ୟରେ ଥିବା ନିଜ ନାଗରିକଙ୍କ…

Odisha Floods: ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ବଡ ସହାୟତା, ଓଡିଶା ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର…

ଭୁବନେଶ୍ୱର/ନୂଆଦିଲ୍ଲୀ: ଲଗାଣ ବର୍ଷା ଓ ବନ୍ୟାରେ ପ୍ରଭାବିତ ରାଜ୍ୟଗୁଡ଼ିକ ପାଇଁ କେନ୍ଦ୍ର ସରକାର ବଡ଼ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଶନିବାର କେନ୍ଦ୍ର ସରକାର ୭ଟି ବନ୍ୟା ପ୍ରଭାବିତ ରାଜ୍ୟ ପାଇଁ ମୋଟ ୨,୧୧୭.୮୫ କୋଟି ଟଙ୍କାର ଅଗ୍ରୀମ ଆର୍ଥିକ ସହାୟତା ମଞ୍ଜୁର କରିଛନ୍ତି। ଏହି ରାଶି…

Bomb-making document found:ମେଡିକାଲ୍ କଲେଜରେ ମିଳିଲା ବୋମା ତିଆରି ସମ୍ବନ୍ଧୀୟ ତଥ୍ୟ ଥିବା ଏକ କାଗଜ ଖଣ୍ଡ ;ଛାତ୍ର…

ନୂଆଦିଲ୍ଲୀ:ଅଯୋଧ୍ୟାର ଦର୍ଶନନଗର ସ୍ଥିତ ରାଜର୍ଷି ଦଶରଥ ମେଡିକାଲ୍ କଲେଜରେ ଜଣେ ଛାତ୍ରଙ୍କ ନିକଟରୁ ବୋମା ତିଆରି ସମ୍ବନ୍ଧୀୟ ତଥ୍ୟ ଥିବା ଏକ କାଗଜ ଖଣ୍ଡ ମିଳିବା ପରେ କଲେଜ କର୍ତ୍ତୃପକ୍ଷ ଓ ସୁରକ୍ଷା ଏଜେନ୍ସି ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏନେଇ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ଏହା…

ନୌସେନାର ନୂଆ ଡେପୁଟି ଚିଫ ହେଲେ ଭାଇସ୍ ଆଡମିରାଲ୍ ଏଏନ୍ ପ୍ରମୋଦ

ନୂଆଦିଲ୍ଲୀ: ଭାଇସ୍ ଆଡମିରାଲ୍ ଏଏନ୍ ପ୍ରମୋଦ ଶନିବାର ଦିନ ଭାରତୀୟ ନୌସେନାର ଡେପୁଟି ଚିଫ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଭାଇସ୍ ଆଡମିରାଲ୍ ତରୁଣ ସୋବତିଙ୍କ ସ୍ଥାନ ନେଇଛନ୍ତି। ଯିଏ ୩୮ ବର୍ଷରୁ ଅଧିକ ସମୟ ସେବା ପରେ ୩୧ ଜୁଲାଇରେ ଅବସର ନେଇଥିଲେ। ଏଏନ୍ ପ୍ରମୋଦ ଅପରେସନ୍…

ଡୋଭାଲଙ୍କୁ ସମ୍ମାନଜନକ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର;ଯୁବବର୍ଗଙ୍କୁ କହିଲେ-ଜାତୀୟ ସ୍ୱାର୍ଥ ପାଇଁ ନିଜ ଜୀବନ…

ନୂଆଦିଲ୍ଲୀ:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଦିନ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କୁ ‘ଲୋକମାନ୍ୟ ତିଳକ ଜାତୀୟ ପୁରସ୍କାର-୨୦୨୬’ ପ୍ରଦାନ କରିବା ସହ ତାଙ୍କର ପ୍ରଶଂସା କରିଛନ୍ତି। ଦେଶର ଆଭ୍ୟନ୍ତରୀଣ ଏବଂ ବାହ୍ୟ ସୁରକ୍ଷାରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଜିତ…

ଆଣ୍ଟି ପେପର ଲିକ୍‌ ବିଲ୍‌କୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ କୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି। ଏହା ସହିତ ପେପର ଲିକ୍ ଆଇନରେ ଦଣ୍ଡ ବ୍ୟବସ୍ଥା ଆହୁରି କଠୋର ହୋଇଯାଇଛି। ନୂଆ ବ୍ୟବସ୍ଥା ଅନୁଯାୟୀ, ପେପର ଲିକ୍ ମାମଲାରେ ନିଷ୍ପତ୍ତି ତିନି ମାସ ମଧ୍ୟରେ ନିଆଯିବ। ଦୋଷୀ ସାବ୍ୟସ୍ତ ହୋଇଥିବା…

ଭୂମିକମ୍ପରେ ଥରିଲା ଜାପାନ; ତୀବ୍ରତା ୫.୮

ଟୋକିଓ: ଶନିବାର ଦିନ ଉତ୍ତର ଜାପାନର ଆଓମୋରି ପ୍ରିଫେକ୍ଚର ନିକଟରେ ୫.୮ ତୀବ୍ରତାର ଏକ ଭୂମିକମ୍ପ ହୋଇଛି। ଜାପାନ ପାଣିପାଗ ବିଭାଗ ଅନୁଯାୟୀ, ସ୍ଥାନୀୟ ସମୟ ସକାଳ ୧୧:୪୮ରେ ଆଓମୋରିର ପ୍ରଶାନ୍ତ ମହାସାଗରୀୟ ଉପକୂଳରୁ ପ୍ରାୟ ୮୦ କିଲୋମିଟର ଗଭୀରତାରେ ଭୂମିକମ୍ପ ହୋଇଥିଲା। ଜାପାନୀ ସ୍କେଲରେ…

ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୮୨କୁ ବୃଦ୍ଧି, ଅନେକ ଗାଁ ଜଳମଗ୍ନ…

ନୂଆଦିଲ୍ଲୀ: ଆସାମର ଶିବସାଗର, ଗୋଲାଘାଟ, ଜୋରହାଟ, ନାଗାଓଁ ଏବଂ ଚରାଇଦେଓ ଜିଲ୍ଲା ବନ୍ୟାରେ ବୁଡ଼ି ରହିଛି। ଯାହା ଫଳରେ ରାଜ୍ୟରେ ଏବେ ବି ୧.୯୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଆଉ ଏବେ ମୃତ୍ୟୁ ସଂଖ୍ୟା ୮୨ରେ ପହଞ୍ଚିଛି। ଗୁରୁବାର ଠାରୁ ବନ୍ୟା ପରିସ୍ଥିତିରେ ଉନ୍ନତି ଆସିଥିବା ବେଳେ…

CJP ପ୍ରତିବାଦ ବେଳେ ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ; କ୍ଷମା ମାଗିଲେ ଛାତ୍ରୀ…

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ଝିଅ ସାର୍ବଜନୀନ ଭାବରେ କ୍ଷମା ମାଗିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମୋଦି ଇନଷ୍ଟାଗ୍ରାମରେ ଏକ ଭିଡିଓ ଜାରି…

“Modi ‘Vishnu avatar’”: ‘ମୋଦିଙ୍କ ପାଦ ଧୋଇ ପିଇବାକୁ ଚାହେଁ ପାଣି…”, ପୋଡକାଷ୍ଟରେ…

ନୂଆଦିଲ୍ଲୀ: “ବିଷ୍ଣୁଙ୍କ ଅବତାର ପ୍ରଧାନମନ୍ତ୍ରୀ ମୋଦି” “ଦେଶ ଚଳାଉଛନ୍ତି ଏହି ପଞ୍ଚୁ ପାଣ୍ଡବ…” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ଅଭିନେତା । କହିଦେଲେ କିଛି ଏମିତି ପଡିଗଲା ଚାରିଆଡେ ଚହଳ…ବଲିଉଡ୍ ଓ ଟେଲିଭିଜନର ବରିଷ୍ଠ ଅଭିନେତା ସୁଦେଶ ବେରୀ…