Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଖେଲୋ ଇଣ୍ଡିଆ: ୫ ବର୍ଷରେ ହେବ ୩୬,୪୪୧ କୋଟି ଖର୍ଚ୍ଚ, ଅଲମ୍ପିକ୍ସରେ…

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ଦିନ ଖେଲୋ ଇଣ୍ଡିଆ ଯୋଜନାର ବିସ୍ତାର ଏବଂ ଜାତୀୟ କ୍ରୀଡା ମହାସଂଘ (NSF) କୁ ସହାୟତା ପାଇଁ ବଜେଟରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୩୬,୪୪୧ କୋଟି ଖର୍ଚ୍ଚକୁ ଅନୁମୋଦନ କରିଛି। ସରକାର ଆଗାମୀ ପାଞ୍ଚ ବର୍ଷ ପାଇଁ ଖେଲୋ ଇଣ୍ଡିଆ ଯୋଜନା ପାଇଁ ୨୯,୦୫୪…

ରାଜନୀତିର ଚାପ ଭିତରେ କିପରି ନିଜକୁ ଫିଟ୍ ରଖନ୍ତି ଶେହଜାଦ୍ ପୁନାୱାଲା? ଜାଣନ୍ତୁ ତାଙ୍କ ସିକ୍ରେଟ୍ ରୁଟିନ୍

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ନିଜର ଦୃଢ଼ ଯୁକ୍ତି ଓ ବାକ୍‌ପଟୁତା ପାଇଁ ବେଶ୍ ପରିଚିତ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ୍ ପୁନାୱାଲା। ଟିଭି ପରଦାରେ ବିତର୍କ ହେଉ କିମ୍ବା ରାଜନୈତିକ ମଞ୍ଚ, ଶେହଜାଦ୍ ସର୍ବଦା ଆକ୍ଟିଭ୍ ନଜର ଆସନ୍ତି। ତେବେ ତାଙ୍କର ଏହି ଶକ୍ତି ଏବଂ ସକ୍ରିୟତାର…

ବିଜେପି ଛାଡ଼ିଲେ କି ଶେହଜାଦ୍ ପୁନାୱାଲା? ଏକ୍ସ (X) ବାୟୋରୁ ହଟିଲା ଦଳର ନାଁ, ବଢ଼ିଲା ରାଜନୈତିକ ସସ୍‌ପେନ୍ସ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ୍ ପୁନାୱାଲା ରାଜନୀତିରୁ ସନ୍ନ୍ୟାସ ନେବା ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଶୁକ୍ରବାର ଦିନ ସେ ନିଜର ଏକ୍ସ ପ୍ରୋଫାଇଲ୍‌ରୁ 'ବିଜେପି'ର ନାମ ହଟାଇ ଦେବା ପରେ ଏହି ସନ୍ଦେହ ଆହୁରି ଘନୀଭୂତ ହୋଇଛି। ବିଭିନ୍ନ…

୧୯ ବର୍ଷ ପରେ କୋଲକାତାରେ ତସଲିମା: ରାଜନୀତି ସରଗରମ, ଶୁଭେନ୍ଦୁଙ୍କ ସହ ମଞ୍ଚ କରିବେ ସେୟାର!

କୋଲକାତା: ପ୍ରାୟ ଦୁଇ ଦଶନ୍ଧିର ଲମ୍ବା ବ୍ୟବଧାନ ପରେ ପୁଣି ଥରେ କୋଲକାତା ମାଟିରେ ପାଦ ଥାପିଛନ୍ତି ନିର୍ବାସିତ ବାଂଲାଦେଶୀ ଲେଖିକା ତସଲିମା ନସରିନ୍। ଶୁକ୍ରବାର ଦିନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ସମର୍ଥକମାନେ ଭବ୍ୟ ସ୍ୱାଗତ କରିଥିଲେ।…

ଆଉ ୫ ବର୍ଷ ବଢିଲା ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅବଧି, ଖର୍ଚ୍ଚ ହେବ ୩.୧୫ ଲକ୍ଷ କୋଟି

ନୂଆଦିଲ୍ଲୀ: କୃଷକମାନଙ୍କୁ ଖୁସି ଖବର ଦେଲେ କେନ୍ଦ୍ର ସରକାର।ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ କିଷାନ ଯୋଜନା) ଯୋଜନାକୁ ଆଗାମୀ ପାଞ୍ଚ ବର୍ଷ ପାଇଁ ଅର୍ଥାତ୍ 2030-31 ପର୍ଯ୍ୟନ୍ତ ବୃଦ୍ଧି କରି ସରକାର। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ…

ଅମିତ ଶାହାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିରନ୍ତର ପ୍ରେରଣାରେ ବିକାଶ, ପ୍ରଗତି ଓ ସମୃଦ୍ଧିର ଏକ ନୂତନ ପଥରେ ଓଡ଼ିଶା ଦ୍ରୁତ ଗତିରେ ଆଗେଇ…

PM Modi PAK Visit?: SCO ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ ପଠାଇବ ପାକିସ୍ତାନ! ଇସଲାମାବାଦ ଯିବେ କି…

ନୂଆଦିଲ୍ଲୀ: ପାକିସ୍ତାନ ଯିବେ କି ପ୍ରଧାନମନ୍ତ୍ରୀ? ଶାହବାଜଙ୍କ ନିମନ୍ତ୍ରଣ ରକ୍ଷା କରି ଇସଲାମାବାଦ ଯିବେ କି ମୋଦି? ପାକିସ୍ତାନରେ ହେବାକୁ ଥିବା ୨୦୨୭ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯିବ ବୋଲି ପାକିସ୍ତାନ…

୬ ବର୍ଷ ପରେ ଭାରତ ଆସିବେ ଚୀନ୍ ରାଷ୍ଟ୍ରପତି, ବୈଠକ ଉପରେ ନଜର

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୨ ଏବଂ ୧୩ ତାରିଖରେ ଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ପୁଟିନ ଏବଂ ସି ଜିନପିଙ୍ଗଙ୍କ ଭଳି ପ୍ରମୁଖ ବ୍ୟକ୍ତିତ୍ୱ ସମେତ ଅନେକ ବିଶ୍ୱ ନେତା ଯୋଗଦେବେ। କୁହାଯାଉଛି ଯେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରାୟ ଛଅ ବର୍ଷ…

ରାମ ମନ୍ଦିର ‘ଚାନ୍ଦା ଚୋରି’ର ଲାଇଭ୍ ଡେମୋ: ପୂଜକ ବେଶରେ ଆସି ଟଙ୍କା ଧରି ଖସିଲେ ପପୁ ଯାଦବ!

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ କଥିତ 'ଚାନ୍ଦା ଚୋରି' ପ୍ରସଙ୍ଗକୁ ନେଇ ଶୁକ୍ରବାର ସଂସଦ ପରିସରରେ ଦେଖିବାକୁ ମିଳିଛି ଏକ ନିଆରା ତଥା ରୋଚକ ଡ୍ରାମା। ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ସାଂସଦମାନେ ଏକାଠି ହୋଇ ସଂସଦ ବାହାରେ ଏକ ସାଙ୍କେତିକ ନାଟକ କରିଛନ୍ତି, ଯାହା ଏବେ ସାରା ଦେଶରେ…

ଖଣିରେ ବିସ୍ଫୋରଣ, ୩୪ ମୃତ, ଫସିରହିଛନ୍ତି ଅନେକ..

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ପାକିସ୍ତାନର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୩୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଏବେ ବି ଭିତରେ ଫସି ରହିଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ଫସିଥିବା ଶ୍ରମିକଙ୍କ ଜୀବନ ବିପଦରେ ରହିଛି। ଆସୋସିଏଟେଡ୍ ପ୍ରେସ୍…