Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଙ୍ଗଳାର ୩୨ ହଜାର ଶିକ୍ଷକଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି: ବିରୋଧ କରୁଛି ବିଜେପି

କୋଲକାତା:  ପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ ଖୁସି ଖବର। ଏଣିକି ପଶ୍ଚିମବଙ୍ଗର ପ୍ରାଥମିକ ବିଦ୍ୟାଳୟରେ ୩୨ ହଜାର ଶିକ୍ଷକଙ୍କ ଚାକିରି ବଜାୟ ରହିବ। କଲିକତା ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଏକକ ବେଞ୍ଚ ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛି। କିନ୍ତୁ ଏବେ ବି ଚିନ୍ତା ଟିଳିନି। କାରଣ…

Naxal Encounter: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ମାଓବାଦୀ ନିହତ;ଜଣେ ଯବାନ ସହିଦ, ଆଉ ଜଣେ ଆହତ

ରାୟପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏନକାଉଣ୍ଟରରେ ପାଞ୍ଚ ଜଣ ମାଓବାଦୀ ନିହତ। ଏହି ଏନକାଉଣ୍ଟରରେ ଜଣେ ଜିଲ୍ଲା ରିଜର୍ଭ ଗାର୍ଡ (DRG) ଯବାନ ମଧ୍ୟ ସହିଦ ହୋଇଛନ୍ତି। ବିଜାପୁର ଏବଂ ଦାନ୍ତେୱାଡା ସୀମାରେ ନକ୍ସଲ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ରହିଛି । ଉଭୟ…

ଚର୍ଚ୍ଚାରେ ବେଲଜିୟମର କୁନି ଆଇନଷ୍ଟେଇନ

ନୂଆଦିଲ୍ଲୀ: ବେଲଜିୟମର ୧୫ ବର୍ଷୀୟ ଲରେଂଟ ସିମନ୍ସ ଏବେ ଚର୍ଚ୍ଚାରେ । ମାତ୍ର ୧୫ ବର୍ଷ ବୟସରେ କ୍ୱାଂଟମ ଫିଜିକ୍ସରେ ସେ ପିଏଚଡି କରି ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଏଂଟର୍ପ ବିଶ୍ୱବିଦ୍ୟାଳୟରେ ସେ ତାଙ୍କର ଡକ୍ଟେରେଟ ଥେସିସି ଜମା କରିବା ପରେ ସେ ବିଶ୍ୱର ସର୍ବକନିଷ୍ଠ ଛାତ୍ର ଭାବେ…

ପୁଟିନଙ୍କ ଗସ୍ତ ପୂର୍ବରୁ ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିକୁ ମଞ୍ଜୁରୀ ଦେଲା ଋଷ

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ନେଇ ଚର୍ଚ୍ଚା ଜୋର ଧରିଛି। ବ୍ଲାଦିମିର ପୁଟିନ୍ ଦୁଇ ଦିବସୀୟ ଯାତ୍ରାରେ ଗୁରୁବାର ଭାରତ ଆସୁଛନ୍ତି। କିନ୍ତୁ ପୁଟିନ ଆସିବା ପୂର୍ବରୁ ଋଷ ସଂସଦ ବା ଡୁମା ଭାରତ ସହ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତିକୁ ମଞ୍ଜୁରୀ ଦେଇଛି। ଏହି ପ୍ରତିରକ୍ଷା…

Bomb threat emails: ଏହି ବିଶ୍ୱବିଦ୍ୟାଳୟର ଦୁଇଟି କଲେଜକୁ ବୋମା ଧମକ, ସୁରକ୍ଷା ଏଜେନ୍ସି ସଜାଗ

ନୂଆଦିଲ୍ଲୀ:ଜାତୀୟ ରାଜଧାନୀରେ ପୁଣି ଥରେ ବୋମା ଧମକ ମିଳିଛି। ବୁଧବାର ସକାଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୁଇଟି କଲେଜ ରାମଜସ କଲେଜ ଏବଂ ଦେଶବନ୍ଧୁ କଲେଜକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଥିଲା। ଇମେଲ ରେ କୁହାଯାଇଥିଲା ଯେ, ସେମାନେ ଦିନ ୧:୧୫ ରେ ବୋମା ବିସ୍ଫୋରଣ କରିବେ। ଧମକ ପରେ ଉଭୟ…

ଛାଡପତ୍ର ପରେ ମହିଳାମାନେ ଫେରି ପାଇବେ ଯୌତୁକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଛାଡପତ୍ର ପରେ ମହିଳାମାନେ ଫେରି ପାଇବେ ଦେଇଥିବା ଯୌତୁକ। ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଛାଡପତ୍ର ଏବଂ ଯୌତୁକ ଉପରେ ଏକ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ଜଣେ ଛାଡପତ୍ରପ୍ରାପ୍ତ ମୁସଲିମ ମହିଳା ବିବାହ ସମୟରେ ତାଙ୍କ ସ୍ବାମୀଙ୍କ ଘରକୁ ନେଇଥିବା ଯୌତୁକ ଯଥା-…

Stray dogs: ନବଜାତ ଶିଶୁକୁ ରାସ୍ତାକଡ଼ରେ ଛାଡ଼ିଗଲେ ବାପା-ମା, ବୁଲା କୁକୁର ଦେଲେ ସୁରକ୍ଷା

ନୂଆଦିଲ୍ଲୀ : ନିଷ୍ଠୁର ହୋଇଗଲେ ନିଜ ବାପା-ମା । ଶୀତ ରାତିରେ ନବଜାତ ଶିଶୁକୁ ରାସ୍ତାକଡ଼ରେ ଫୋପାଡ଼ିଦେଲେ । ଛୁଆଟିର କୁଆଁ କୁଆଁ କାନ୍ଦ ଶୁଣି ଧାଇଁ ଆସିଲେ କିଛି ବୁଲାକୁକୁର । ସରା ରାତି  ଶିଶୁଟିର ପାଖରେ ବସି ଦେଲେ ସୁରକ୍ଷା । କେମିତିକା ବାପା-ମାଆ! ଅଲୋଡ଼ା ହେଲା ନବଜାତ ଶିଶୁ ।…

ପ୍ରଥମ ଥର ପାଇଁ ଦ୍ରୁତ ଗତିରେ ହ୍ରାସ ପାଇଲା ଭାରତୀୟ ମୁଦ୍ରାର ମୂଲ୍ୟ, ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା

ନୂଆଦିଲ୍ଲୀ: ଆଜି (ବୁଧବାର) ଭାରତୀୟ ମୁଦ୍ରା 'ଟଙ୍କା'ର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି। ପ୍ରଥମ ଥର ପାଇଁ ଡଲାର ତୁଳନାରେ ୯୦ସ୍ତର ଅତିକ୍ରମ କରିଛି ଟଙ୍କା। ପ୍ରଥମ ଥର ପାଇଁ ଦ୍ରୁତ ଗତିରେ ହ୍ରାସ ପାଇଲା ଭାରତୀୟ ମୁଦ୍ରାର ମୂଲ୍ୟ। ଆମେରିକୀୟ ଡଲାର ତୁଳନାରେ ମୁଦ୍ରା ଆଜି ମଧ୍ୟାହ୍ନ ୧୨…

ଭାରତର ସବୁଠୁ ମହଙ୍ଗା ହୋଟେଲରେ କେତେ ଆସିବ ବିବାହ ଖର୍ଚ୍ଚ ? ଜାଣନ୍ତୁ ଭୋଜିଠୁ ଡେକୋରେସନ ଯାଏ…

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ କପୁଲ୍ ଚାହାନ୍ତି ଯେ ସେମାନଙ୍କର ସେହି ବଡ଼ ଦିନ ଠିକ୍ ବଲିଉଡ୍ ଫିଲ୍ମ ଭଳି ରାଜକୀୟ, ଆଲିଶାନ ଓ ହୃଦୟସ୍ପର୍ଶୀ ହେଉ। ଏହି କାରଣରୁ ୫-ଷ୍ଟାର୍ ହୋଟେଲ, ରାଜପ୍ରାସାଦ ଓ ଲଗ୍‌ଜରି ରିସର୍ଟରେ ବିବାହର ଚାହିଦା କେତେକ ଗୁଣ ବଢ଼ିଯାଇଛି। ତାଜ୍, ଓବେରୟ, ଲୀଲା…

ଫୋନ ହଜିଯାଇଥିଲେ ଗୋଟିଏ ସେକେଣ୍ଟରେ ହେବ ବ୍ଲକ୍ ! Sanchar Saathiର ଏହି ୫ ଫିଚର୍ସ ଚୋର ପାଇଁ ବିପଦ

ନୂଆଦିଲ୍ଲୀ: ଫୋନ୍ ହଜିବା କିମ୍ବା ଚୋରି ହେଲେ ସବୁଠାରୁ ବଡ଼ ଭୟ ରହୁଛି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ (ଫଟୋ, ବ୍ୟାଙ୍କ ଡିଟେଲ୍ସ, ପାସୱାର୍ଡ) ଅନ୍ୟ କାହା ହାତକୁ ଚାଲିଯିବା। କିନ୍ତୁ ଏବେ ଏହି ସମସ୍ୟାର ପୂର୍ଣ୍ଣ ସମାଧାନ କେନ୍ଦ୍ର ସରକାର ଦେଇସାରିଛନ୍ତି। ‘ସଞ୍ଚାର ସାଥୀ’ (Sanchar Saathi)…