Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀରୁ ଉଡ଼ିଲା ବିମାନ, ବାଟ ଭୁଲି ସିଧା ପଶିଗଲା ପାକିସ୍ତାନ ସୀମାରେ! ତା’ପରେ କଣ ହେଲା ଜାଣନ୍ତୁ…

ନୂଆଦିଲ୍ଲୀ: ଦିଲ୍ଲୀରୁ ପଞ୍ଜାବର ଅମୃତସର ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ଏକ ଯାତ୍ରୀବାହୀ ବିମାନ ଆକାଶ ମାର୍ଗରେ ବାଟ ହୁଡ଼ି ସିଧା ପାକିସ୍ତାନ ସୀମା ଭିତରକୁ ପଶିଯାଇଛି। ସୋମବାର (୨୨ ଜୁନ୍) ବିଳମ୍ବିତ ରାତିରେ ଏହି ରୋମାଞ୍ଚକର ତଥା ସମ୍ବେଦନଶୀଳ ଘଟଣା ଘଟିଛି। ବିମାନଟି ସୀମା…

ଯୁବକଙ୍କ ନାଁରେ ଆସିଲା ୧୦୦ ଟ୍ରାଫିକ୍ ଚାଲାଣ, ଲମ୍ବା ରସିଦ ଦେଖି ତାଜୁବ ଟ୍ରାଫିକ ପୋଲିସ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜଣେ ଯୁବକଙ୍କ ନାଁରେ ଆସିଛି ୧୦୦ ଟ୍ରାଫିକ୍ ଚାଲାଣ । ଯାହା ପୋଲିସ ସହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଚାଲାଣ ଅର୍ଥ ଜମା କରିବା ସମୟରେ ବ୍ୟକ୍ତି ଟ୍ରାଫିକ୍ ନିୟମ ପାଳନ କରିବାକୁ କଥା ଦେଇଥିବା ପୋଲିସ ସ୍ପଷ୍ଟ କରିଛି । ଏହି ଦୁଇ ଚକିଆ ଯାନ ଚାଳକଙ୍କ…

ପ୍ରେମିକ ସହ ମିଶି ଭାଵି ସ୍ୱାମୀକୁ ପାହାଡ଼ରୁ ଠେଲି ଦେଲା ଝିଅ : ପୁଣେ ଲୋହଗଡ଼ ଦୁର୍ଗ ହତ୍ୟାକାଣ୍ଡର ସାଂଘାତିକ ଖୁଲାସା

ପୁଣେ: ମହାରାଷ୍ଟ୍ରର ପୁଣେସ୍ଥିତ ଐତିହାସିକ ଲୋହଗଡ଼ ଦୁର୍ଗରେ ଘଟିଥିବା କେତନ ଅଗ୍ରୱାଲ ହତ୍ୟାକାଣ୍ଡ ମାମଲାରେ ପୋଲିସ ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ରୋମାଞ୍ଚକର ଓ ସାଂଘାତିକ ତଥ୍ୟ ସାମ୍ନାକୁ ଆସୁଛି। କେତନଙ୍କ ମୃତ୍ୟୁ କୌଣସି ଦୁର୍ଘଟଣା ନଥିଲା, ବରଂ ତାଙ୍କ ଭାବି ପତ୍ନୀ ସିୟା ଗୋୟଲ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ପ୍ରତିବର୍ଷ ନବଜାତଙ୍କୁ ମିଳିବ ସୁନା ମୁଦି

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଟିଭିକେ ମୁଖ୍ୟ ବିଜୟ ନିଜ ରାଜ୍ୟର ଲୋକଙ୍କୁ ସ୍ବତନ୍ତ୍ର ଉପହାର ଘୋଷଣା କରିଛନ୍ତି। ଯାହାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଚାଲିଛି। ମୁଖ୍ୟମନ୍ତ୍ରୀ ବିଜୟ ଏକ ନୂଆ ଯୋଜନା ଥାଇ ମାମନ ଗୋଲ୍ଡ ରିଙ୍ଗ ସ୍କିମ ଆରମ୍ଭ କରିଛନ୍ତି। ଏହା ଅଧିନରେ ସରକାରୀ…

ଟିଏମସି ସଙ୍କଟ ମଧ୍ୟରେ ମହୁଆଙ୍କ ନୂଆ ଚାଲ୍‌: ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କୁ ପ୍ରଶଂସା କରି ବଢ଼ାଇଲେ ରାଜନୈତିକ ସରଗରମ

କୋଲକାତା: ପଶ୍ଚିମବଙ୍ଗର ବିରୋଧୀ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ଚାଲିଥିବା ଭେଦଭାବ ଓ ବିବାଦ ମଧ୍ୟରେ ଏବେ ଏକ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ଦଳର ଫାୟାରବ୍ରାଣ୍ଡ୍ ସାଂସଦ ମହୁଆ ମୈତ୍ର ହଠାତ୍ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରଶଂସା କରି…

End To US Arms Dependency:ଇସ୍ରାଏଲ ଅସ୍ତ୍ରଶସ୍ତ୍ର ପାଇଁ ଆମେରିକା ଉପରେ ନିର୍ଭରଶୀଳତାରୁ ନିଜକୁ…

ତେଲ ଅଭିଭ: ଇସ୍ରାଏଲକୁ ସାମରିକ ଭାବରେ ଅଧିକ ଆତ୍ମନିର୍ଭରଶୀଳ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି, ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ଦେଶକୁ ନିଜର ଅସ୍ତ୍ରଶସ୍ତ୍ର ନିର୍ମାଣ କ୍ଷମତା ବିକଶିତ କରିବାକୁ ପଡିବ ଏବଂ ବିଦେଶୀ ଯୋଗାଣକାରୀଙ୍କ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ…

CBSE ଦ୍ୱାଦଶ ଶ୍ରେଣୀ ପୁନଃମୂଲ୍ୟାୟନରେ ୫୦୦ରୁ ୫୦୦ ନମ୍ବର ରଖି ରେକର୍ଡ ସୃଷ୍ଟି କଲେ ରାଞ୍ଚି ଝିଅ

ରାଞ୍ଚି: କୁହାଯାଏ ଅଦମ୍ୟ ଇଚ୍ଛା ଶକ୍ତି ଏବଂ ଦୃଢ଼ ଆତ୍ମବିଶ୍ୱାସ ବଳରେ ସବୁକିଛି ସମ୍ଭବ ହୋଇଥାଏ । ଏହି ମନୋଭାବ ରହିଲେ ଅସମ୍ଭବ କାର୍ଯ୍ୟ ମଧ୍ୟ ସହଜ ହୋଇଯାଏ ଏବଂ ଜଣେ ବ୍ୟକ୍ତି ନିଜ ଜୀବନରେ ଯେକୌଣସି ଲକ୍ଷ୍ୟ ହାସଲ କରିପାରେ। କଥାରେ ଅଛି ପରିଶ୍ରମ ହିଁ ସଫଳତାର ଚାବିକାଠି। ଆଉ ଏହାକୁ ଅଙ୍ଗେ…

Mumbai Rain: କିଛି ଘଣ୍ଟା ବର୍ଷାରେ ବୁଡିଲା ମୁମ୍ବାଇ! ବୁଲି ଦେଖିବାକୁ ଆସିଥିଲେ ମେୟର, ସାମ୍ନାରେ ହିଁ ଡ୍ରେନରେ…

ମୁମ୍ବାଇ: ବର୍ଷାରେ ଜଳମଗ୍ନ ହୋଇଯାଇଛି ମାୟାନଗରୀ । ଗତ କିଛି ଘଣ୍ଟା ଧରି ମୁମ୍ବାଇରେ ପ୍ରବଳ ବର୍ଷା ହେଉଛି। ରାସ୍ତାରେ ପାଣି ଜମିବା, ଟ୍ରାଫିକ୍ ବାଧାପ୍ରାପ୍ତ ହେବା ଓ ଦୁର୍ଘଟଣା ଘଟିବା ଘଟଣା ଲଗାତାର ସାମ୍ନାକୁ ଆସୁଛି। ଏହି ସମୟରେ, ମୁମ୍ବାଇ ମେୟର ରିତୁ ତାୱଡେ ଜଳବନ୍ଦୀ ହୋଇଥିବା…

Donald Trump Avenue: ‘ଡୋନାଲ୍ଡ ଟ୍ରମ୍ପ ଆଭେନ୍ୟୁ’…ଆମେରିକା ରାଷ୍ଟ୍ରପତିଙ୍କ ନାଁରେ ନାମିତ ହେଲା ଭାରତର ଏହି…

ନୂଆଦିଲ୍ଲୀ: ଭାରତର ଏକ ରାସ୍ତାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନାମିତ କରାଯାଇଛି। ହାଇଦ୍ରାବାଦର ଏକ ରାସ୍ତା ଏବେ 'ଡୋନାଲ୍ଡ ଟ୍ରମ୍ପ ଆଭେନ୍ୟୁ' ନାମରେ ଜଣାଯିବ। ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଏବଂ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭାଟି ବିକ୍ରମାର୍କ…

ନୀରବ ମୋଦିକୁ ଝଟକା; ୧୪ ବର୍ଷ ପୁରୁଣା ମାମଲାରେ ରାୟ ଶୁଣାଇଲେ ଲଣ୍ଡନ ହାଇକୋର୍ଟ, ଏହି ବ୍ୟାଙ୍କକୁ ଦେବେ ୧୦୦ କୋଟି…

ନୂଆଦିଲ୍ଲୀ: ଲଣ୍ଡନର ଏକ କୋର୍ଟ ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଏକ ବଡ଼ ଝଟକା ଦେଇଛି । ଲଣ୍ଡନ ହାଇକୋର୍ଟ ଏକ ମାମଲାରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ସପକ୍ଷରେ ରାୟ ଦେବା ସମୟରେ ନୀରବ ମୋଦିଙ୍କୁ ବ୍ୟାଙ୍କର ୧୦.୭ ମିଲିୟନ ଡଲାର ତଥା ୧୦୦ କୋଟି ଟଙ୍କାରୁ ଅଧିକ ଋଣ ପରିଶୋଧ କରିବାକୁ…