Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

Cockroach Fear: ଭାରତର ‘କକ୍ରୋଚ’ଙ୍କୁ କାହିଁକି ଡରିଲେ ପାକିସ୍ତାନ ସରକାର? ମନ୍ତ୍ରୀଙ୍କ ମନରେ ଛନକା…

ନୂଆଦିଲ୍ଲୀ: ଭାରତରେ ପେପର ଲିକ୍ ବିରୋଧୀ ଆନ୍ଦୋଳନ ପରେ ଚର୍ଚ୍ଚାକୁ ଆସିଥିବା 'କକ୍ରୋଚ୍' ଶବ୍ଦ ଏବେ ପାକିସ୍ତାନର ରାଜନୀତିରେ ମଧ୍ୟ ଶୁଣିବାକୁ ମିଳିଛି। ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭି ଦେଶର ଅର୍ଥନୈତିକ ସଙ୍କଟ ଓ ଯୁବପିଢ଼ିଙ୍କ ଅସନ୍ତୋଷ ପ୍ରସଙ୍ଗ ଉଠାଇ ଏହି ଶବ୍ଦ ବ୍ୟବହାର…

PM Modi: “ଦାନ୍ତ ତଳକୁ ଚାଲିଆସେ ଜିଭ, ଆମେ ଦାନ୍ତ ଭାଙ୍ଗୁନା…”, ଇଣ୍ଟରନେଟରେ ଛାଇଲା ପିଏମ୍ ମୋଦିଙ୍କ ଆଉ ଏକ ଭିଡିଓ,…

ନୂଆଦିଲ୍ଲୀ: ପୁଣି ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଉ ଏକ ଭିଡିଓ । ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କୁ ଏବଂ ତାଙ୍କ ମା’ଙ୍କ ପ୍ରତି ବ୍ୟବହାର ହୋଇଥିବା ଅପଶବ୍ଦ ସମ୍ପର୍କରେ ଉଲ୍ଲେଖ କରି ଭିଡିଓ ଛାଡିଛନ୍ତି ମୋଦି । ରାତି ପ୍ରାୟ ୧୧ଟାରେ ପୋଷ୍ଟ ହୋଇଥିବା…

କୁଲଗାମରେ ଆତଙ୍କବାଦୀ ହମ୍‌ଲା; ୨ ଶ୍ରମିକ ମୃତ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶ୍ରୀନଗର: ଜାମ୍ମୁ କଶ୍ମୀର କୁଲଗାମରେ ଆତଙ୍କବାଦୀ ଅକ୍ରମଣରେ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଗୁରୁତର ଦ୍ବିତୀୟ ପ୍ରବାସୀ ଶ୍ରମିକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। କାଲି ଜଣଙ୍କ ମୃତ୍ୟୁ ହୋଇଥିଲା। ଉଭୟଙ୍କ ଘର ଛତିଶଗଡ଼ରେ ଥିବା ଜଣାପଡିଛି। ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ୍…

Baby Girl Born: ୫୨ ବର୍ଷ ପରେ ଘରେ ପଡିଲା ଲକ୍ଷ୍ମୀଙ୍କ ପାଦ! କୁନି ମୁହଁକୁ ଦେଖି ଭାବବିହ୍ୱଳ ହୋଇପଡିଲେ ପୂରା…

ଇନ୍ଦୋର: କିଛି ମୁହୂର୍ତ୍ତ କେବଳ ଗୋଟିଏ ପରିବାର ପାଇଁ ନୁହେଁ, ପିଢ଼ି ପିଢ଼ିର ଅପେକ୍ଷାର ଅନ୍ତ ଘଟାଏ । ଏ ଅପେକ୍ଷା ବର୍ଷେ, ଦୁଇ ବର୍ଷ କି ୧୦ ବର୍ଷ ନୁହେଁ, ପୂରା ୫୨ ବର୍ଷ ପରେ ଶେଷ ହୋଇଛି । ପରିବାରରେ ଏକ ଝିଅର ପାଦ ପଡିଛି । ଦିନ ଥିଲା ଝିଅ ଜନ୍ମ ନେଲେ ପରିବାରରେ ପ୍ରାୟ ସମସ୍ତଙ୍କ…

‘ଅପରେସନ ସିନ୍ଦୁର’ କଥା ପୁଣି ଦୋହରାଇଲେ ଟ୍ରମ୍ପ: କହିଲେ- ଟାରିଫ୍ ଧମକ ଦେବାରୁ ଟଳିଲା…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ-ପାକିସ୍ତାନ ଯୁଦ୍ଧ କଥା ଦୋହରାଇଛନ୍ତି। ସେ ଦାବି କରିଛନ୍ତି ଯେ ସେ ଅପରେସନ ସିନ୍ଦୁର ସମୟରେ ଯୁଦ୍ଧକୁ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ କହିଛନ୍ତି ଯେ ଆମେରିକାର କୂଟନୈତିକ ଚାପ ଏବଂ ଶୁଳ୍କ ଧମକ ଭାରତ ଏବଂ…

ମାସର ପ୍ରଥମ ଦିନରୁ ଖୁସି ଖବର: ଶସ୍ତା ହେଲା LPG ସିଲିଣ୍ଡର

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର। ହ୍ରାସ ପାଇଲା କମର୍ସିଆଲ୍ LPG ସିଲିଣ୍ଡର ଦର। ବିଶେଷ କରି ୧୯ କେଜି ବିଶିଷ୍ଟ କମର୍ସିଆଲ ବା ବାଣିଜ୍ୟିକ ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଏହା ବଡ଼ ଖୁସିର ଖବର । ୧୯ କେଜିଆ କମର୍ସିଆଲ ସିଲିଣ୍ଡର ପିଛା ଦର ୨୦୯ ଟଙ୍କା…

Terror attack in J&K:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ;ଜଣେ ମୃତ, ଅନ୍ୟ ଜଣେ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମ୍ ଜିଲ୍ଲାର କିଲମ୍ ଅଞ୍ଚଳରେ ଏକ ଆତଙ୍କବାଦୀ ଆକ୍ରମଣ ଘଟିଛି । ଆତଙ୍କବାଦୀମାନେ ଅଣ-ସ୍ଥାନୀୟ ବାହାର ରାଜ୍ୟର ଦୁଇଜଣ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରି ଗୁଳି ଚଳାଇଥିଲେ; ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି।…

ଇପିଏଫଓ ଆକାଉଣ୍ଟରୁ ଉଡ଼ିଗଲା ୧୯.୩୩ କୋଟି ଟଙ୍କା! ନୋକିଆ କର୍ମଚାରୀଙ୍କ ନାଁରେ CBI ର ଏଫଆଇଆର୍

ନୂଆଦିଲ୍ଲୀ: କର୍ମଚାରୀଙ୍କ ଝାଳବୁହା ଧନ ଉପରେ ପଡ଼ିଲା କଳାକନା। ଦେଶର ଅନ୍ୟତମ ପ୍ରମୁଖ ଟେଲିକମ୍ କମ୍ପାନୀ 'ନୋକିଆ'ର କିଛି ଅସାଧୁ କର୍ମଚାରୀଙ୍କ ନାମରେ ଏକ ବଡ଼ ଧରଣର ଆର୍ଥିକ ଜାଲିଆତି ଅଭିଯୋଗ ସାମ୍ନାକୁ ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରୁ ପ୍ରାୟ ୧୯.୩୩ କୋଟି ଟଙ୍କାର ବ୍ୟାପକ…

ବନ୍ୟା ପାଣିରେ ବୁଡିଲା BSF କ୍ୟାମ୍ପ, ଛାତ ଉପରେ ଯବାନ

ନୂଆଦିଲ୍ଲୀ: ଲଗାତାର ମୁଷଳଧାରାରେ ବର୍ଷା ଯୋଗୁଁ ନାରାୟଣପୁର ଜିଲ୍ଲାର ଆବୁଝମାଦ ଅଞ୍ଚଳରେ ସ୍ଥିତି ଆହୁରି ଖରାପ ହୋଇଛି। ନଦୀ ଜଳସ୍ତର ବୃଦ୍ଧି ଯୋଗୁଁ ଅନେକ ଗାଁ ଜିଲ୍ଲା ମୁଖ୍ୟାଳୟ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହି ସମୟରେ ନକ୍ସଲ ପ୍ରଭାବିତ ବାଲେବେଡା ବିଏସଏଫ ଶିବିର ମଧ୍ୟ ବୁଡ଼ି…

ଖେଲୋ ଇଣ୍ଡିଆ: ୫ ବର୍ଷରେ ହେବ ୩୬,୪୪୧ କୋଟି ଖର୍ଚ୍ଚ, ଅଲମ୍ପିକ୍ସରେ…

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ଦିନ ଖେଲୋ ଇଣ୍ଡିଆ ଯୋଜନାର ବିସ୍ତାର ଏବଂ ଜାତୀୟ କ୍ରୀଡା ମହାସଂଘ (NSF) କୁ ସହାୟତା ପାଇଁ ବଜେଟରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୩୬,୪୪୧ କୋଟି ଖର୍ଚ୍ଚକୁ ଅନୁମୋଦନ କରିଛି। ସରକାର ଆଗାମୀ ପାଞ୍ଚ ବର୍ଷ ପାଇଁ ଖେଲୋ ଇଣ୍ଡିଆ ଯୋଜନା ପାଇଁ ୨୯,୦୫୪…