Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାଙ୍ଗୁଛି ମାଓଗଡ଼: ଏନକାଉଣ୍ଟରରେ ପୁଣି ଜଣେ ଦୁର୍ଦ୍ଦାନ୍ତ ମାଓନେତା ନିହତ

ରାୟପୁର: ଭୁଶୁଡୁଛି ମାଓ ଦୁର୍ଗ। ପୁଣି ଜଣେ ଦୁର୍ଦ୍ଦାନ୍ତ ମାଓନେତା ନିହତ। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଶୁକ୍ରବାର ପୁଣି ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଭିତରେ ଏହି ବଡ଼ ଏନକାଉଣ୍ଟର ହୋଇଛି। ଏଥିରେ ତେଲଙ୍ଗାନାର ମୋଷ୍ଟ…

ରାଜ୍ୟସଭାକୁ ଯିବେ ସାଉଥ୍ ସୁପରଷ୍ଟାର କମଲ ହାସନ, ପ୍ରାର୍ଥୀପତ୍ର କଲେ ଦାଖଲ

ଚେନ୍ନାଇ: ରାଜ୍ୟସଭାକୁ ଯିବେ ସାଉଥ୍ ସୁପରଷ୍ଟାର କମଲ ହାସନ। ଡିଏମକେ ତରଫରୁ ସେ ରାଜ୍ୟସଭାକୁ ଯାଉଛନ୍ତି। ସେ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରକୃତରେ, ତାମିଲନାଡୁର ଶାସକ ଡିଏମକେ ତାଙ୍କ କୋଟାର ଚାରୋଟି ରାଜ୍ୟସଭା ଆସନ ମଧ୍ୟରୁ ଗୋଟିଏ କମଲ ହାସନଙ୍କ ଦଳ ମକ୍କାଲ ନିଧି ମୟମ…

ଟ୍ରମ୍ପ Vs ମସ୍କ…କାହାଣୀରେ ବଲିଉଡ୍ ଟୁଇଷ୍ଟ

ନୂଆଦିଲ୍ଲୀ: ଦିନେ ଥିଲେ ଖାସ୍, ଏବେ ଜୟ-ବୀରୁ ପରସ୍ପରର ବିରୋଧୀ। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଟେସଲା ସିଇଓ ଏଲନ ମସ୍କ ମୁହାଁମୁହିଁ। ଖୋଲାଖୋଲି ପରସ୍ପର ବିରୋଧରେ କରୁଛନ୍ତି ବୟାନବାଜି। ମସ୍କ ପ୍ରଥମେ ଡିଓଜିଇରୁ ଇସ୍ତଫା ଦେଲେ, ଆଉ ତାପରେ ସେ ଟ୍ରମ୍ପଙ୍କୁ ଟାର୍ଗେଟ କରିବାର…

ମିଠି ନଦୀ ପୁନରୁଦ୍ଧାର ସ୍କାମ ମାମଲା: ବଲିଉଡ ଅଭିନେତା ଡିନୋ ମୋରିଆଙ୍କ ବାସଭବନରେ ଇଡି ରେଡ

ମୁମ୍ବାଇ: ବଲିଉଡ ଅଭିନେତା ଡିନୋ ମୋରିଆଙ୍କ ଘରେ ଇଡି ଚଢାଉ। ମିଠି ନଦୀ ପୁନରୁଦ୍ଧାର ମାମଲାରେ ଡିନୋ ମୋରିଆଙ୍କ ବିରୋଧରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବରୁ ମଧ୍ୟ ଏହି ମାମଲାରେ ଅଭିନେତା ଡିନୋ ମୋରିଆଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା…

‘୬ ମେ ରାତି, ପାକିସ୍ତାନର ମନେରହିବ’: କାଶ୍ମୀର ମାଟିରୁ ପାକିସ୍ତାନକୁ ଚେତାବନୀ ଦେଲେ ମୋଦି

ଶ୍ରୀନଗର: '୬ ମେ ରାତି ଏକ ବିପର୍ଯ୍ୟୟ ଥିଲା, ପାକିସ୍ତାନ ତା'ର ପରାଜୟକୁ ମନେ ରଖିବ' । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ ଏବଂ କାଶ୍ମୀରର ରିଆସି ଜିଲ୍ଲାରେ ଚେନାବ ସେତୁର ଉଦଘାଟନ କରି ନିଜ ଉଦବୋଧନରେ ପୁଣି ଆଜି ପାକିସ୍ତାନ ଉପରେ ବର୍ଷି କିଛି ଏପରି କହିଛନ୍ତି ମୋଦି ।…

ସାରା ଦେଶରେ AI ଶିକ୍ଷାର ହେବ ବିସ୍ତାର; ‘OpenAI ଏକାଡେମୀ ଇଣ୍ଡିଆ’ ହେଲା ଲଞ୍ଚ

ନୂଆଦିଲ୍ଲୀ:ଉନ୍ନତ ସ୍ତରର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ପାଠ୍ୟକ୍ରମ ଶିଖିବାର ଭାରତର ସ୍ୱପ୍ନ ହେବ ପୂରଣ । ChatGPTର ନିର୍ମାତା OpenAI ଜୁନ୍ ୬ତାରିଖରେ ଦେଶରେ OpenAI ଏକାଡେମୀ ଇଣ୍ଡିଆ ଆରମ୍ଭ କରିଛି। ଏହା AI ଶିକ୍ଷା ପ୍ଲାଟଫର୍ମର ପ୍ରଥମ ଆନ୍ତର୍ଜାତୀୟ ରୋଲଆଉଟ୍। ଯାହାକି ଏଆଇ…

କେବଳ ଚେନାବ୍ ନୁହେଁ, ହୋସ୍ ଉଡେଇଦେବ ଭାରତର ଏହି ସବୁ ବ୍ରିଜର ସୌନ୍ଦର୍ଯ୍ୟ ଆଉ ନିର୍ମାଣ ଶୈଳୀ…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ ଏବଂ କାଶ୍ମୀରରେ ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସର୍ବୋଚ୍ଚ ରେଳ ସେତୁକୁ ଉଦଘାଟନ କରିଛନ୍ତି । ଚେନାବ ରେଳ ସେତୁ ନଦୀ ଶଯ୍ୟାରୁ ୩୫୯ ମିଟର ଉଚ୍ଚତାରେ ନିର୍ମିତ ହୋଇଛି, ଯାହା ଆଇଫେଲ୍ ଟାୱାର ଠାରୁ ୩୫ ମିଟର ଉଚ୍ଚ ଏବଂ କୁତୁବ…

ଚେନାବ କେବଳ ଏକ ବ୍ରିଜ୍ ନୁହେଁ, ଏହା ଭାରତର ଶକ୍ତିର ପ୍ରତୀକ: ପ୍ରଧାନମନ୍ତ୍ରୀ

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଜମ୍ମୁ ଓ କଶ୍ମୀର ଗସ୍ତରେ ଅଛନ୍ତି । ଏଠାରେ ସେ ବିଶ୍ୱର ଉଚ୍ଚତମ ଚେନାବ ବ୍ରିଜ, ଅଞ୍ଜି କେବୁଲ ବ୍ରିଜ୍ ଏବଂ କଟରା-ଶ୍ରୀନଗର ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଉଦଘାଟନ ପରେ, ପ୍ରଧାନମନ୍ତ୍ରୀ…

ଲକ୍ଷ ଲକ୍ଷ Android ୟୁଜର୍ସଙ୍କ ପାଇଁ ବିପଦ ! ଭାରତ ସରକାର ଜାରିକଲେ ଚେତାବନୀ

ନୂଆଦିଲ୍ଲୀ: ଭାରତ ସରକାର କୋଟି କୋଟି ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଚେତାବନୀ ଜାରି କରିଛନ୍ତି। ଏହି ଚେତାବନୀ କ୍ୱାଲକମ୍‌ ଚିପସେଟ୍‌ରେ ଚାଲୁଥିବା ଡିଭାଇସଗୁଡ଼ିକ ପାଇଁ। ଭାରତୀୟ କମ୍ପ୍ୟୁଟର ଇମରଜେନ୍ସି ରେସପନ୍ସ ଟିମ୍‌ (CERT-In) ଏହି ଚେତାବନୀ ଜାରି…

ପାକିସ୍ତାନ ସହ ଯୁଦ୍ଧ ହେଲେ ଚିନାବ ବ୍ରିଜର ଭୂମିକା କଣ ରହିବ ? ବର୍ଡରଠୁ ମାତ୍ର ଏତିକି ଦୂର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କାଶ୍ମୀରରେ ନିର୍ମିତ ବିଶ୍ୱର ସବୁଠୁ ଉଚ୍ଚ ରେଳ ଆର୍କ ବ୍ରିଜ ‘ଚିନାବ ବ୍ରିଜ’ର ଉଦଘାଟନ କରିଛନ୍ତି। ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ଏହି ବ୍ରିଜର ନିରୀକ୍ଷଣ କରିଥିଲେ। ଏହା ପରେ ଆଜିଠାରୁ କଟ୍ରାରୁ ସଙ୍ଗଲଦାନ ମଧ୍ୟରେ ୬୩…