Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦୁଇ ଶ୍ରମିକଙ୍କୁ ଧକ୍କା ଦେଲା ଲାମ୍ବୋର୍ଗିନୀ କାର

ନୋଏଡା: ଦିଲ୍ଲୀର ନୋଏଡାର ସେକ୍ଟର ୯୪ରେ ଥିବା M3M ପ୍ରୋଜେକ୍ଟ ନିକଟରେ ଫୁଟପାଥରେ ବସିଥିବା ଦୁଇଜଣ ଶ୍ରମିକଙ୍କୁ ଏକ ଦ୍ରୁତଗାମୀ ଲାମ୍ବୋର୍ଗିନୀ କାର ଧକ୍କା ଦେଇଥିଲା। ଯାହା ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଏକ ଘରୋଇ…

ମିଆଁମାର ଭୂମିକମ୍ପ: ମୃତ୍ୟୁସଂଖ୍ୟା ୧୭୦୦କୁ ବୃଦ୍ଧି

ନୂଆଦିଲ୍ଲୀ: ଗତ ଶୁକ୍ରବାର ଭାରତର ପଡ଼ୋଶୀ ଦେଶ ମିଆଁମାରରେ ଲଗାତାର ତିନି ଥର ଭୟଙ୍କର ଭୂମିକମ୍ପ ଘଟିଛି । ଏହି ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ୧୭୦୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୪୦୦ ଜଣ ହୋଇଥିବା ନେଇ ସୂଚନା ମିଳିଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶା କରାଯାଉଛି…

ଘାରିଛି ଘିବଲି ନିଶା, ସାରା ବିଶ୍ଵରେ ଚାଟଜିପିଟି ଡାଉନ୍

ନୂଆଦିଲ୍ଲୀ: ଏବେ ଯୁବପିଢିଙ୍କୁ ଘାରିଛି AI-generated Ghibli-style images ନିଶା । ଇଣ୍ଟରନେଟ ଖୋଲିବା ମାତ୍ରେ ହିଁ, ତାହାର ଝଲକ ଦେଖିବାକୁ ମିଳୁଛି । ନିଜର ପ୍ରକୃତ ଫଟୋକୁ AI-generated Studio Ghibli-style imagesରେ ପରିଣତ କରି ଇନଷ୍ଟା ରିଲ ଏବଂ ୟୁଟ୍ୟୁବ୍ ସଟସ୍, ଫେସବୁକ୍…

ଏଣିକି ଲୁଣି ପାଣିରେ ବିଘଟିତ ହେବ ପ୍ଲାଷ୍ଟିକ! 

ନୂଆଦିଲ୍ଲୀ: ଆଜିକାଲି ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁଁ ଏହା ପରିବେଶ ପାଇଁ କ୍ଷତିକାରକ ସାବ୍ୟସ୍ତ ହେଉଛି। ଏପରି ସ୍ଥିତିରେ ଜାପାନର ଗବେଷକମାନେ ଏକ ନୂତନ ଗବେଷଣା କରିଛନ୍ତି ଯେଉଁଥିରେ ସେମାନେ ଏକ ଏପରି ପ୍ଲାଷ୍ଟିକ ପ୍ରସ୍ତୁତ କରିଛନ୍ତି ଯାହାକି  ମାତ୍ର କିଛି ଘଣ୍ଟା ମଧ୍ୟରେ ଲୁଣିଆ ପାଣି…

ଇରାନକୁ ଟ୍ରମ୍ପଙ୍କ ବୋମାମାଡ଼ ଧମକ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ନେଇ ବଡ ବୟାନ ଦେଇଛନ୍ତି। ଇରାନକୁ ଏକପ୍ରକାର ସ୍ପଷ୍ଟ ଧମକ ଦେଇଛନ୍ତି ଟ୍ରମ୍ପ । ନ୍ୟୁକ୍ଲିୟର ବୁଝାମଣାରେ ସହମତି ନଦେଲେ ଇରାନ ଉପରେ ବୋମାମାଡ ହେବ ବୋଲି କହିଛନ୍ତି। ଏହା ସହିତ ଦେଶକୁ ବଡ ଆର୍ଥିକ ସଙ୍କଟର ସାମନା କରିବାକୁ ପଡିବ…

ଧୋନିଙ୍କୁ କାହିଁକି ଏସବିଆଇ ଦିଏ ୬ କୋଟି ଟଙ୍କା? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭୁବନେଶ୍ୱର: ଭାରତର ସର୍ବବୃହତ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ଦେଶର ଅର୍ଥନୀତିର ଏକ ମଜବୁତ ସ୍ତମ୍ଭ ଭାବେ ଜଣାଯଆଏ। ୫୦ କୋଟିରୁ ଅଧିକ ଗ୍ରାହକ, ୫୦,୦୦୦ରୁ ଅଧିକ କର୍ମଚାରୀ ଏବଂ ୨୨,୫୦୦ରୁ ଅଧିକ ଶାଖା ସହିତ ଏହା ଦେଶ ତଥା ବିଦେଶରେ ନିଜର ଉପସ୍ଥିତି ଜାହିର କରିଛି। କିନ୍ତୁ…

ଇଣ୍ଡିଗୋ ଉପରେ ୯୪୪ କୋଟି ଟଙ୍କାର ଜୋରିମାନା

ନୂଆଦିଲ୍ଲୀ: ଭାରତର ଅନ୍ୟତମ ବିମାନ କମ୍ପାନୀ ଇଣ୍ଡିଗୋ ଉପରେ ଆୟକର ବିଭାଗ ୯୪୪.୨୦ କୋଟି ଟଙ୍କାର ଜୋରିମାନା ଲଗାଇଛି। ଏହି ଅର୍ଡର ଶନିବାର ଦିନ ଇଣ୍ଡିଗୋର ମୂଳ କମ୍ପାନୀ ଇଣ୍ଟରଗ୍ଲୋବ ଆଭିଏସନ୍ କୁ ମିଳିଛି। ରବିବାର ଏକ ନିୟାମକ ଫାଇଲିଂରେ, ଇଣ୍ଡିଗୋ କହିଛି ଯେ ଆୟକର ବିଭାଗର ମୂଲ୍ୟାୟନ…

ସୁକମା ଏନକାଉଣ୍ଟର: ପୁଣି ଜଣେ ନକ୍ସଲ ମୃତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ୧୭  ନକ୍ସଲଙ୍କ ଏନକାଉଣ୍ଟରରେ ମୃତ୍ୟୁ ଘଟିଥିଲା। ଆଜି ପୁଣି ସୁକମା ବାସାଗୁଡା ଥାନା ଅଞ୍ଚଳର ଟେକମେଟା ଜଂଗଲରେ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ମୃତ ନକ୍ସଲ ମୁଣ୍ଡରେ ରହିଥିଲା ଲକ୍ଷେ ଟଙ୍କାର ପୁରସ୍କାର। ସୂତ୍ର…

ବରବାଦ୍ ହେଉଛି ପାକିସ୍ତାନ, ରାତ୍ରିକାଳୀନ ଯାତାୟତ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ପାକିସ୍ତାନର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ପୁଣିଥରେ ବଲୁଚିସ୍ତାନକୁ ନେଇ ଚିନ୍ତାରେ ଏହି ଆତଙ୍କୀ ଦେଶ। ସ୍ଥିତି ଏପରି ହେଲାଣି ଯେ ଶେଷରେ ପାକିସ୍ତାନ ସରକାରକୁ ଯାତାୟତ ଉଉରେ ମଧ୍ୟ ପ୍ରତିବନ୍ଧ ଲଗାଇବାକୁ ପଡ଼ିଛି। ନିକଟରେ ବଲୋଚିସ୍ତାନ ଆତଙ୍କବାଦୀଙ୍କ…

ପୁଣି ବଡ଼ ଭୂକମ୍ପ, ସୁନାମୀ ଚେତାବନୀ ଜାରି କଲା ଆମେରିକା

ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ର ଟୋଙ୍ଗାରେ ରବିବାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ମାପା ଯାଇଛି। ଏହି ଭୂମିକମ୍ପ ପାଙ୍ଗାଇ ଗାଁଠାରୁ ୯୦ କିଲୋମିଟର ଦକ୍ଷିଣ-ପୂର୍ବରେ ଏବଂ ମାତ୍ର ୧୦ କିଲୋମିଟର ଗଭୀରତାରେ କେନ୍ଦ୍ରିଭୂତ…