Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବରବାଦ୍ ହେଉଛି ପାକିସ୍ତାନ, ରାତ୍ରିକାଳୀନ ଯାତାୟତ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ପାକିସ୍ତାନର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ପୁଣିଥରେ ବଲୁଚିସ୍ତାନକୁ ନେଇ ଚିନ୍ତାରେ ଏହି ଆତଙ୍କୀ ଦେଶ। ସ୍ଥିତି ଏପରି ହେଲାଣି ଯେ ଶେଷରେ ପାକିସ୍ତାନ ସରକାରକୁ ଯାତାୟତ ଉଉରେ ମଧ୍ୟ ପ୍ରତିବନ୍ଧ ଲଗାଇବାକୁ ପଡ଼ିଛି। ନିକଟରେ ବଲୋଚିସ୍ତାନ ଆତଙ୍କବାଦୀଙ୍କ…

ପୁଣି ବଡ଼ ଭୂକମ୍ପ, ସୁନାମୀ ଚେତାବନୀ ଜାରି କଲା ଆମେରିକା

ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ର ଟୋଙ୍ଗାରେ ରବିବାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ମାପା ଯାଇଛି। ଏହି ଭୂମିକମ୍ପ ପାଙ୍ଗାଇ ଗାଁଠାରୁ ୯୦ କିଲୋମିଟର ଦକ୍ଷିଣ-ପୂର୍ବରେ ଏବଂ ମାତ୍ର ୧୦ କିଲୋମିଟର ଗଭୀରତାରେ କେନ୍ଦ୍ରିଭୂତ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଗସ୍ତ ପୂର୍ବରୁ ଆତ୍ମ ସମର୍ପଣ କଲେ ମାଓବାଦୀ

ବିଜାପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଛତିଶଗଡ଼ଗସ୍ତରଠିକ୍କିଛିଘଣ୍ଟାପୂର୍ବରୁବିଜାପୁରଜିଲ୍ଲାରେଏକବଡ଼ଅଘଟଣଘଟିଛି। ବିଜାପୁରରେ ୫୦ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଏ ହେଉଛନ୍ତି ସେହି ମାଓବାଦୀ ଯେଉଁମାନଙ୍କ ଉପରେ ୬୮ଲକ୍ଷଟଙ୍କାରପୁରସ୍କାରରାଶିଘୋଷଣାହୋଇଥିଲା…

କୁଲ୍ଲୁରେ ଭୂସ୍ଖଳନ: ଚାଲିଗଲା ୬ ଜୀବନ, ଏକାଧିକ ଆହତ

ହିମାଚଳପ୍ରଦେଶ: ରବିବାର ଅପରାହ୍ନରେ କୁଲ୍ଲୁ ଜିଲ୍ଲାର ଧାର୍ମିକ ସହର ମଣିକର୍ଣ୍ଣଠାରେ ଭୂସ୍ଖଳନ ହୋଇଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ମଣିକର୍ଣ୍ଣ…

ମଣିପୁର,ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶରେ ଆହୁରି ୬ ମାସ ଲାଗୁ ରହିବ AFSPA

ନୂଆଦିଲ୍ଲୀ: ମଣିପୁର ରାଜ୍ୟରେ ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସଶସ୍ତ୍ର ବାହିନୀର ସ୍ୱତନ୍ତ୍ର ଶକ୍ତି ଆଇନ (AFSPA)କୁ ଛଅ ମାସ ପାଇଁ ବଢେଇ ଦିଆଯାଇଛି । ଗୃହ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏପ୍ରିଲ ୧,୨୦୨୫ରୁ ମଣିପୁର ରାଜ୍ୟକୁ ପୁଣିଥରେ ଛଅ ମାସ…

ନିତୀଶ କହିଦେଲେ ବଡ କଥା: ‘ଇଆଡେ ସିଆଡେ ଆଉ ନୁହେଁ, ଏଥର ତୁମ ସହ…’

ପାଟନା: ପୂରା ଦେଶରେ ପଲଟୁରାମ ନାମରେ ନାମିତ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର । କେତେବେଳେ ଏନଡିଏ, ତ ଆଉ କେତେବେଳେ ଇଣ୍ଡି ମେଣ୍ଟ, ଠିକ୍ ସମୟରେ ନିତୀଶଙ୍କ ଦଳ ଡିଆଁ ନୀତି ମେଣ୍ଟ ଦଳକୁ ଭାରି ବାଧେ । ହେଲେ ଏବେ କାଳେ ନିଷ୍ପତ୍ତି ନେଇସାରିଛନ୍ତି ଜେଡିୟୁ ମୁଖିଆ । ଆଉ ଦଳ ଡେଇଁବେନି ।…

ଯୁବ ପିଢିଙ୍କୁ ଘାରିଛି ‘ଘିବଲି’: ସାମ୍ କହିଲେ, ‘ଟିକେ ବିରତି ଦିଅ’

ନୂଆଦିଲ୍ଲୀ: ଏବେ ଯୁବପିଢିଙ୍କୁ ଘାରିଛି AI-generated Ghibli-style images ନିଶା । ଇଣ୍ଟରନେଟ ଖୋଲିବା ମାତ୍ରେ ହିଁ, ତାହାର ଝଲକ ଦେଖିବାକୁ ମିଳୁଛି । ନିଜର ପ୍ରକୃତ ଫଟୋକୁ AI-generated Studio Ghibli-style imagesରେ ପରିଣତ କରି ଇନଷ୍ଟା ରିଲ ଏବଂ ୟୁଟ୍ୟୁବ୍ ସଟସ୍, ଫେସବୁକ୍…

ମୋ ସ୍ତ୍ରୀର ୪ ବୟଫ୍ରେଣ୍ଡ; ମୋତେ ମାରିବାକୁ ଧମକ ଦେଇଛନ୍ତି… 

ଗ୍ବାଲିୟର: ମୋ ସ୍ତ୍ରୀର ୪ ବୟଫ୍ରେଣ୍ଡ। ମୋତେ ମାରିବାକୁ ଧମକ ଦେଇଛନ୍ତି। ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ଫୁଲବାଗ ଛକରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ତଳେ ଧାରଣାରେ ବସିଥିଲେ। ସେ ଦାବି କରିଛନ୍ତି ଯେ ତାଙ୍କ ସ୍ତ୍ରୀଙ୍କର ୩ରୁ…

ସାଉଦି ଆରବରେ ଦୃଶ୍ୟମାନ୍‌ ହେଲା ଇଦ୍ ଚାନ୍ଦ, ଭାରତରେ କାଲି ଇଦ୍

ନୂଆଦିଲ୍ଲୀ: ମୁସଲମାନ ସଂପ୍ରଦାୟର ପବିତ୍ର ପର୍ବ ‘ଇଦ’ ଆସନ୍ତାକାଲି ତଥା ମାର୍ଚ୍ଚ ୩୧ ରେ ପାଳନ ହେବ । କିନ୍ତୁ ଏହା ପୂର୍ବରୁ ଆଜି ସାଉଦି ଆରବରେ ଇଦ୍ ପାଳନ କରାଯାଉଛି । ଗତକାଲି ସାଉଦି ଆରବରେ ପ୍ରଥମେ ଇଦ୍ ଚାନ୍ଦ ଦେଖାଯାଇଛି। ଚନ୍ଦ୍ର ଦେଖିବା ପରେ, ସାଉଦି ଆରବ ଆନୁଷ୍ଠାନିକ ଭାବରେ ଘୋଷଣା…

ସାନିଆ ମିର୍ଜାଙ୍କ ଭଉଣୀଙ୍କ ଦାୱତ-ଏ-ରମଜାନ ପ୍ରଦର୍ଶନୀରେ ଗୁଳିମାଡ଼

ହାଇଦ୍ରାବାଦ: ଭାରତର କିମ୍ବଦନ୍ତୀ ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଭଉଣୀ ଅନମ ମିର୍ଜା ହାଇଦ୍ରାବାଦରେ ଏକ ଦାୱତ-ଏ-ରମଜାନ ପ୍ରଦର୍ଶନୀର ଆୟୋଜନ କରିଥିଲେ। ଯେଉଁଠାରେ ହଠାତ୍ ଗୁଳିଚାଳନା ହେବାରୁ ଉତ୍ତେଜନା ଦେଖାଦେଇଥିଲା। ସୂଚନା ଅନୁଯାୟୀ, ଅନମ ମିର୍ଜାଙ୍କ ଦ୍ୱାରା କିଙ୍ଗସ୍ ପ୍ୟାଲେସରେ…