Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଭିନେତ୍ରୀ ରାନ୍ୟା ରାଓଙ୍କ ସାଂଘାତିକ ଅଭିଯୋଗ, ପୋଲିସ ମାରିଛି ୧୦ରୁ ୧୫ ଚାପୁଡ଼ା

ନୂଆଦିଲ୍ଲୀ: ଦୁବାଇରୁ ସୁନା ଚୋରାଚାଲଣ ଅଭିଯୋଗରେ ଗିରଫ ହୋଇଥିବା ୩୪ ବର୍ଷିଆ ଅଭିନେତ୍ରୀ ରାନ୍ୟା ରାଓ ଆଣିଛନ୍ତି ସାଂଘାତିକ ଅଭିଯୋଗ । ରାନ୍ୟା ଏକ ଚିଠି ଲେଖି ଅଭିଯୋଗ କରିଛନ୍ତି, ତାଙ୍କୁ ଗିରଫ ପରେ ୧୦ରୁ ୧୫ ଚାପୁଡା ମାଡ ମରାଯାଇଥିଲା । ପୋଲିସ କଷ୍ଟୋଡିରେ ଥିବା ବେଳେ ତାଙ୍କୁ ଶୋଇବାକୁ…

ଭାଷା ବିବାଦରେ ଫିଲ୍ମର ଏଣ୍ଟ୍ରି

ନୂଆଦିଲ୍ଲୀ: ଭାଷାକୁ ନେଇ ତାମିଲନାଡୁରେ ବିଦ୍ରୋହ ତେଜୁଛି। କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତିରେ ତ୍ରିଭାଷୀ ଫର୍ମୁଲାକୁ କୌଣସି ପରିସ୍ଥିତିରେ ଗ୍ରହଣ କରିବାକୁ ନାରାଜ ତାମିଲନାଡୁ। ଏବେ ଭାଷା ବିବାଦକୁ ଡେଇଁଛନ୍ତି ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ। ଟଙ୍କା ପାଇଁ ତାମିଲ…

‘ନାଚିକି ଦେଖାଅ, ନହେଲେ ନିଲମ୍ବନ ହେବ ‘: ହୋଲି ସେଲିବ୍ରେସନରେ ପୋଲିସଙ୍କୁ ଧମକ ଦେଲେ ଆରଜେଡି ନେତା 

ପାଟଣା: ଆଜି ସାରା ଦେଶ ହୋଲି ଖେଳରେ ମସଗୁଲ ଥିବା ବେଳେ ବିହାର ପାଟଣାରେ ଚାଲିଛି ଚିରାଚରିତ କୁର୍ତ୍ତା ଫାଡ ହୋଲି ସେଲିବ୍ରେସନରେ ଯୋଗ ଦେଇଥିଲେ ଆରଜେଡି ବିଧାୟକ ତେଜ ପ୍ରତାପ ଯାଦବ। ପାଟନାରେ ହୋଲି ପାଳନ କରୁଥିବା ସମୟରେ ତେଜ ସେଠି ଜଣେ କାର୍ଯ୍ୟରତ ପୋଲିସ୍ କର୍ମଚାରୀଙ୍କୁ ନାଚିବାକୁ ବାଧ୍ୟ…

ଏଣିକି ୫୦ ବର୍ଷର ମହିଳା ବି ବାଛିପାରିବେ ସରୋଗେସି: କେରଳ ହାଇକୋର୍ଟ

ଥିରୁବନନ୍ତପୁରମ: ବିବାହିତ ମହିଳାଙ୍କ ସପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେରଳ ହାଇକୋର୍ଟ। ଏଣିକି ଏଣିକି ୫୦ ବର୍ଷର ମହିଳା ବି ବାଛିପାରିବେ ସରୋଗେସି। ସରୋଗେସି (ନିୟନ୍ତ୍ରଣ) ଆଇନ, ୨୦୨୧ ଅନୁଯାୟୀ ମହିଳାଙ୍କୁ ଏହି ଅନୁମତି ଦିଆଯାଇଛି। ମହିଳାଙ୍କ ଅଧିକାର ଏବଂ ମାତୃତ୍ୱ…

କର୍ଣ୍ଣାଟକ ସରକାରଙ୍କୁ କରାଯାଉଛି ବ୍ଲାକମେଲ: ଉପମୁଖ୍ୟମନ୍ତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ତେଜୁଛି ଅଳିଆ ବିବାଦ। ବେଙ୍ଗାଲୁରୁରେ ଅଳିଆକୁ ନେଇ ରାଜନୀତି ଉଷ୍ମ ହେଉଛି। ରାଜ୍ୟ ସରକାରଙ୍କ ଉପରେ ଆରୋପ ପ୍ରତ୍ୟାରୋପ ଲଗାଯାଉଛି। ଖାଲି ସେତିକି ନୁହେଁ ବିଧାୟକମାନେ ସରକାରଙ୍କୁ ବ୍ଲାକମେଲ କରୁଥିବା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଦାବି କରିଛନ୍ତି।…

ବେଆଇନ ପ୍ରବାସ ରୋକିବାକୁ ୪୩ ଦେଶ ଉପରେ କଟକଣା ଲଗାଇଲା ଆମେରିକା

ନୂଆଦିଲ୍ଲୀ: ବେଆଇନ ପ୍ରବାସ ରୋକିବାକୁ ୪୩ ଦେଶ ଉପରେ କଟକଣା ଲଗାଇଲା ଆମେରିକା । ପାକିସ୍ତାନ, ଉତ୍ତର କୋରିଆ ସମେତ ୪୩ ଦେଶ ଉପରେ ଆମେରିକାର କଟକଣା । ୪୩ଟି ଦେଶକୁ ରେଡ୍‌, ଅରେଞ୍ଜ, ୟେଲୋ ୩ଟି କ୍ୟାଟେଗୋରୀରେ ଭାଗ କଲା ଟ୍ରମ୍ପ୍‌ ପ୍ରଶାସନ । ହ୍ବାଇଟ୍ ହାଉସର ଜଣେ ଅଧିକାରୀ କହିଛନ୍ତି, ଏବେ…

ଅମୃତସରର ମନ୍ଦିରରେ ଗ୍ରେନେଡ୍ ମାଡ଼

ଅମୃତସର: ପଞ୍ଜାବ ଅମୃତସର ଖଣ୍ଡୱାଲା ଅଞ୍ଚଳରେ ଥିବା ଠାକୁରଦ୍ୱାର ମନ୍ଦିର ଉପରେ ଗ୍ରେନେଡ ଆକ୍ରମଣ ହୋଇଛି। ଏହି ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦୁଇଜଣ ଯୁବକ ଏକ ବାଇକରେ ମନ୍ଦିର ଆଡ଼କୁ ଆସୁଥିବାର ଦେଖାଯାଉଛି। ତାଙ୍କ ହାତରେ ଏକ ପତାକା ମଧ୍ୟ ଦେଖାଯାଉଛି।…

୨୦୨୬ରେ ଅନ୍ତ ହେବ ବିଶ୍ୱ, ଭୟଭୀତ କରୁଛି ପଦାର୍ଥବିଜ୍ଞାନୀଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ପ୍ରସିଦ୍ଧ ପଦାର୍ଥବିଜ୍ଞାନୀ ହେଞ୍ଜ ୱନ୍ ଫୋର୍ଷ୍ଟରଙ୍କ ଅନୁସାରେ, ୨୦୨୬ ମାନବଜାତି ପାଇଁ ଏକ ବହୁତ ଖରାପ ବର୍ଷ ହୋଇପାରେ। ସେହି ବର୍ଷ ନଭେମ୍ବର ୧୩ ତାରିଖରେ ବିଶ୍ୱର ଅନ୍ତ ହୋଇପାରେ। ଫୋଷ୍ଟର ବିଶ୍ୱାସ କରନ୍ତି ଯେ ବିଶ୍ୱର ଦ୍ରୁତ ବର୍ଦ୍ଧିତ ଜନସଂଖ୍ୟା, ଖାଦ୍ୟ ସୁରକ୍ଷା,…

ହୋଲିରେ ହିଂସାକାଣ୍ଡ: ଦୁଇ ସମ୍ପ୍ରଦାୟ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ, ପୋଲିସ ଫୋର୍ସ ମୁତୟନ

ରାଞ୍ଚି: ହୋଲିରେ ହିଂସାକାଣ୍ଡ। ଦୁଇ ସମ୍ପ୍ରଦାୟ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ। ଦୋକାନରେ ନିଆଁ ଲଗାଇଦେଲେ ଅସାମାଜିକ। ଜଳିଲା ଦୋକାନ ଏବଂ ଗାଡ଼ି ମୋଟର। ଏହି ଘଟଣାରେ ଆହତ ହୋଇଛନ୍ତି ଅନେକ। ଶୁକ୍ରବାର ରାତିରେ ଝାଡ଼ଖଣ୍ଡର ଗିରିଡିହିରେ ଏଭଳି ଲଙ୍କାକାଣ୍ଡ ଘଟିଛି। କିଛି ଅସାମାଜିକ ତତ୍ତ୍ଵ ଏଭଳି…

ଫେରିବେ ସୁନୀତା: ଆଇଏସଏସ ଗଲା କ୍ରୁ-୧୦ ମିଶନ 

ନୂଆଦିଲ୍ଲୀ: ଅପେକ୍ଷାର ଘଟିଲା ଅନ୍ତ। ଶେଷରେ ବହୁ ପ୍ରତୀକ୍ଷା ପରେ ଘର ବାହୁଡ଼ିବେ ସୁନୀତା। ଶୁକ୍ରବାର ନାସା ଏବଂ ଏଲୋନ ମସ୍କଙ୍କ ସ୍ପେସଏକ୍ସ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) କୁ ଏକ ନୂଆ ଦଳ ପଠାଇଛି। ଯାହା ନଅ ମାସ ଧରି ଫସି ରହିଥିବା ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍…