Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏକ୍ସ ଉପରେ ସାଇବର ଆଟାକ

ନୂଆଦିଲ୍ଲୀ: ସୋମବାର (ମାର୍ଚ୍ଚ ୧୦) ଦିନ ଏଲୋନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (X)ର ସର୍ଭର ଅନେକ ଥର ଡାଉନ ହୋଇଥିଲା। ଗୋଟିଏ ଦିନରେ ଲକ୍ଷ ଲକ୍ଷ ଉପଭୋକ୍ତା ଦୁଇ ଥର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଅସୁବିଧାର ସମ୍ମୁଖୀନ ହେବା ପରେ ସନ୍ଧ୍ୟାରେ ତୃତୀୟ ଥର ପାଇଁ ଅସୁବିଧାର…

ଟ୍ରମ୍ପଙ୍କ ପାଇଁ ଭସ୍ମାସୁର ହୋଇପାରନ୍ତି ମସ୍କ

ନୂଆଦିଲ୍ଲୀ: ଆମେରିକାରେ ଜୋ ବାଇଡେନଙ୍କୁ କ୍ଷମତାରୁ ହଟାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିଥିଲେ ଏଲନ ମସ୍କ। ମସ୍କଙ୍କ ସହାୟତାରେ କ୍ଷମତାକୁ ଆସିଥିଲେ ଟ୍ରମ୍ପ । କ୍ଷମତାକୁ ଆସିବା ପରେ ଟ୍ରମ୍ପ ମସ୍କଙ୍କୁ ହ୍ୱାଇଟ୍ ହାଉସରେ ଏକ ବଡ଼ ଦାୟିତ୍ୱ ମଧ୍ୟ ଦେଇଥିଲେ। ମସ୍କଙ୍କୁ…

ପୁଣି ଡାଉନ ହେଲା ‘ଏକ୍ସ’

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ଡାଉନ ହୋଇଯାଇଛି। ୟୁଜର୍ସମାନେ ନିଜ ଆକାଉଣ୍ଟରେ ଲଗଇନ୍ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ସ୍ମାର୍ଟଫୋନ ସହିତ, କମ୍ପ୍ୟୁଟର ଏବଂ ଲାପଟପରେ ମଧ୍ୟ ଦେଖାଯାଉଛି। ଯାହାଫଳରେ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାରା…

ଟ୍ରମ୍ପ ଦେଲେ ଧୋକା, ଜେଲେନସ୍କିଙ୍କ ପାଇଁ ଭରସା କ୍ରାଉନ ପ୍ରିନ୍ସ

କିଭ୍: ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ସାଉଦି ଆରବର ଜେଦ୍ଦାହରେ ଆମେରିକା ଏବଂ ଋଷୀୟ ଅଧିକାରୀମାନେ ପୁଣି ଥରେ ସାକ୍ଷାତ କରିବାକୁ ଯାଉଛନ୍ତି। ତେବେ ଏହି ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପୂର୍ବରୁ ସୋମବାର ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ସାଉଦି ଆରବକୁ ଯାତ୍ରା କରିଛନ୍ତି।…

ହୋଲି ସମୟରେ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ୍, ଜାଣନ୍ତୁ… 

ଭୁବନେଶ୍ୱର: ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଗୁରୁତ୍ୱପୂର୍ଣ୍ଣ ଟ୍ରେନ ରୁଟରେ ଚାଲୁଥିବା ନିୟମିତ ଟ୍ରେନରେ ଯାତ୍ରୀମାନଙ୍କ ଭିଡକୁ ଦୂର କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ହୋଲି ଉତ୍ସବ ସମୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ତିନି ଯୋଡି…

ନେପାଳକୁ ଫେରିବ ରାଜା ଶାସନ !

ନୂଆଦିଲ୍ଲୀ: ନେପାଳକୁ ପୁଣି ଫେରିବ କି ରାଜା ଶାସନ? ୧୬ବର୍ଷ ତଳେ ନେପାଳ ବିଶ୍ବର ଏକମାତ୍ର ହିନ୍ଦୁ ରାଷ୍ଟ୍ର ଥିଲା । ୨୦୦୮ପର୍ଯ୍ୟନ୍ତ ନେପାଳରେ ରାଜତନ୍ତ୍ର ରହିଥିବା ବେଳେ, ରାଜା ଥିଲେ ଜ୍ଞାନେନ୍ଦ୍ର ଶାହା । ତେବେ ମାଓବାଦୀ ଆନ୍ଦୋଳନ ତଥା ବାମପନ୍ଥୀ କ୍ରାନ୍ତି ପରେ ନେପାଳରେ କ୍ଷମତା…

ମହିଳା ବିରୋଧୀ ହିଂସା ରୋକିବ ‘ଲିପଷ୍ଟିକ୍‌ ଗନ୍‌’

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋରଖପୁରରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ, ଦ୍ୱିତୀୟ ବର୍ଷ ବି.ଟେକ୍‌ର ୨ ଛାତ୍ରୀ ମହିଳାଙ୍କ ସୁରକ୍ଷା ପାଇଁ ଏକ ଅନନ୍ୟ 'ଲିପଷ୍ଟିକ୍ ଗନ୍' ତିଆରି କରିଛନ୍ତି। ଏହି ସ୍ୱତନ୍ତ୍ର ଡିଭାଇସ୍ ଦୁଷ୍କର୍ମ କିମ୍ବା ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ମହିଳାଙ୍କ…

କାହିଁକି ଡିଏମକେ ସାଂସଦଙ୍କ ଉପରେ ରାଗିଗଲେ ଧର୍ମେନ୍ଦ୍ର?

ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ମୁହାଁମୁହିଁ । ଭାଷାକୁ ନେଇ କଥା କଟାକଟି । ପ୍ରଶ୍ନକାଳରେ ବିରୋଧୀଙ୍କ ଜୋରଦାର ହଙ୍ଗାମା । ସଂସଦରେ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଚାଲିଥିବା ବେଳେ ପ୍ରଶ୍ନକାଳରେ ପିଏମ୍ ଶ୍ରୀରେ ସ୍କୁଲ ଫଣ୍ଡକୁ ନେଇ ପ୍ରଶ୍ନ ଉଠାଇଥିଲେ ଡିଏମକେ…

ଗୋଟିଏ ଫୋନ କଲରେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯାଇପାରେ, ଜାଣନ୍ତୁ Call Merging Scamରୁ କିପରି ବର୍ତ୍ତିବେ ?

ନୂଆଦିଲ୍ଲୀ: ଡିଜିଟାଲ ଆରେଷ୍ଟ ପରେ ଏବେ ଏକ ନୂଆ ସ୍କାମ ସାମ୍ନାକୁ ଆସିଛି। ଯେଉଁଥିରେ ବିନା OTPରେ ବି ଆପଣଙ୍କ ଆଉକାଉଣ୍ଟରୁ ଟଙ୍କା ଖାଲି ହୋଇଯିବ। ସବୁଦିନ ନୂଆ ନୂଆ ଉପାୟ ଖୋଜୁଛନ୍ତି ସାଇବର ଠକ। ଏବେ ଅପରି ଏକ ନୂଆ ସ୍କାମ୍ ସାମ୍ନାକୁ ଆସିଛି ଯେ ଆପଣଙ୍କ ଘରେ କିଏ ବି ସାଇବର ଠକାମୀର ଶିକାର…

IND vs NZ: ରୋହିତ-କୋହଲି ନୁହନ୍ତି, ଇରଫାନ୍ ପଠାନ୍ ଏହି ଖେଳାଳିଙ୍କୁ କହିଲେ ଭାରତର ସଙ୍କଟମୋଚନ

ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ। ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମୁକାବିଲାରେ ଭାରତ ଦମଦାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡକୁ 4 ୱିକେଟରେ ହରାଇ ବିଶ୍ୱ ଚାମ୍ପିୟନ ହୋଇଛି। ଫାଇନାଲରେ ଉଭୟ ବୋଲର ଓ ବ୍ୟାଟର ଚମତ୍କାର ପ୍ରଦର୍ଶନ କରିଥିଲେ। । ବିଶେଷକରି କୁଲଦୀପ ଯାଦବଙ୍କ ଦୁଇଟି…