Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି କ୍ରାସ୍ ହେଲା ମସ୍କଙ୍କ ସ୍ପେସଏକ୍ସ ଷ୍ଟାରସିପ୍ ରକେଟ୍

ଟେକ୍ସାସ୍: ସ୍ପେସଏକ୍ସର ଷ୍ଟାରସିପ୍ ରକେଟ୍ ପରୀକ୍ଷଣ ଉଡ଼ାଣ ସମୟରେ ଗୁରୁବାର ଦିନ ସମ୍ପର୍କ ହରାଇବା ସହ ମହାକାଶରେ ଜଳିଯାଇଛି। ସୂଚନା ଅନୁଯାୟୀ, ଲଞ୍ଚ ହେବାର ମାତ୍ର କିଛି ମିନିଟ୍ ପରେ ଷ୍ଟାରସିପର ଇଞ୍ଜିନଗୁଡ଼ିକ କାମ କରିବା ବନ୍ଦ କରିଦେଇଥିଲା। ଏହାପରେ ରକେଟର ଅଂଶ ଗୁଡ଼ିକ ଖଣ୍ଡ ଖଣ୍ଡ…

କୋଇଲା ଖଣିରେ ଅଘଟଣ, ସ୍ଲାବ ଖସି ୩ ମୃତ

ବୈତୁଲ: ମଧ୍ୟପ୍ରଦେଶର ବୈତୁଲରେ ଥିବା କୋଇଲା ଖଣିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ୱେଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡର ଏକ ଖଣିରେ ସ୍ଲାବ୍ ଭୁଶୁଡ଼ି ପଡ଼ିବା ପରେ ଅନେକ ଶ୍ରମିକ ଫସି ଯାଇଥିଲେ। ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଶ୍ରମିକ ଆହତ ହୋଇଥିବା ସୂଚନା…

ଜୟଶଙ୍କରଙ୍କ ପିଓକେ ବୟାନକୁ ନେଇ ଚିନ୍ତାରେ ପାକିସ୍ତାନ

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବର୍ତ୍ତମାନ ଲଣ୍ଡନ ଗସ୍ତରେ ଅଛନ୍ତି। ଏହି ସମୟରେ ଜୟଶଙ୍କର ତାଙ୍କ ଭାଷଣ ମାଧ୍ୟମରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ବୁଧବାର ଦିନ ଲଣ୍ଡନରେ ଚୈଥାମ ହାଉସ ଥିଙ୍କ-ଟ୍ୟାଙ୍କ ଅଧିବେଶନକୁ ଜୟଶଙ୍କର ସମ୍ବୋଧିତ କରି କହିଥିଲେ ଯେ ପାକିସ୍ତାନ…

ସୁନା ସ୍ମଗଲିଂ ମାମଲାରେ ଆସିଲା ଅଭିନେତ୍ରୀ ରନ୍ୟାଙ୍କ ପ୍ରଥମ ଫଟୋ… 

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଏୟାରପୋର୍ଟରୁ ସୁନା ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ରନ୍ୟା ରାଓ ଙ୍କର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ତେବେ ଆର୍ଥିକ ଅପରାଧ ଅଦାଲତ ଏହି ମାମଲାରେ ତାଙ୍କ ଜାମିନ ଆବେଦନକୁ ସଂରକ୍ଷିତ ରଖିଛନ୍ତି। ଯାହା ଫଳରେ ତାଙ୍କର ଆଇନଗତ ପଦକ୍ଷେପ…

ଡୁପଲିକେଟ୍ ଚାର୍ଜର ବ୍ୟବହାର କରୁଛନ୍ତି? ବ୍ଲାଷ୍ଟ ହୋଇପାରେ ଆପଣଙ୍କ ଫୋନ୍..

ନୂଆଦିଲ୍ଲୀ: ଯଦି ଆପଣଙ୍କର ଅଫିସ୍ ଯିବା ସମୟରେ ଜଲଦି ଜଲଦିରେ ଫୋନ ଚାର୍ଜର ଭୁଲିଯିବାର ଅଭ୍ୟାସ ଅଛି, ତେବେ ଏହି ଅଭ୍ୟାସକୁ ବଦଳାନ୍ତୁ । ଯଦି ଆପଣ ଅଫିସକୁ ଯାଇ ଆପଣଙ୍କ ସହକର୍ମୀଙ୍କ ଠାରୁ ଚାର୍ଜର ନେଇ ଆପଣଙ୍କ ଫୋନ ଚାର୍ଜ କରନ୍ତି, ତେବେ ଆପଣଙ୍କର ଏହି ଛୋଟ ଭୁଲ୍ ଆପଣଙ୍କୁ ହଜାର ହଜାର…

ଆଇସିୟୁରୁ ଦୌଡିକି ଆସିଲେ କୋମା ପେସେଣ୍ଟ, ହସ୍ପିଟାଲ ବିରୋଧରେ ଆଣିଲେ ସାଘାଂତିକ ଅଭିଯୋଗ

ରତଲାମ: ମଧ୍ୟପ୍ରଦେଶର ରତଲାମ ଜିଲ୍ଲାର ଏକ ହସ୍ପିଟାଲର ଦାଦାଗିରି ବର୍ତ୍ତମାନ ସମସ୍ତଙ୍କ ସାମ୍ନାକୁ ଆସିଛି। ଟଙ୍କା ହଡପ କରିବା ପାଇଁ ସାମାନ୍ଯ ଆହତ ରୋଗୀଙ୍କୁ ଜବରଦସ୍ତି ଆଇସିୟୁରେ ବାନ୍ଧି ରଖାଯାଉଥିବା ଅଭିଯୋଗ ହୋଇଛି। ଏପରିକି ରୋଗୀ ଜଣକ କୋମାକୁ ଚାଲିଯାଇଥିବା କହି ଚିକିତ୍ସା  ପାଇଁ…

ସାମରିକ ବିମାନ ପଠାଇ କ୍ଷତି ସହିଲେ ଟ୍ରମ୍ପ, କହିଲେ ଖର୍ଚ୍ଚ ବହୁତ ହୋଇଗଲା

ନୂଆଦିଲ୍ଲୀ : ଖର୍ଚ୍ଚ ବହୁତ ହେଲା, ତେଣୁ ଏବେଠୁ ଆଉ ସାମରିକ ବିମାନରେ ଅନ୍ୟ ଦେଶର ଲୋକଙ୍କୁ ପଠାଇବ ନାହିଁ ଆମେରିକା । ମାର୍ଚ୍ଚ ପହିଲାରେ ଶେଷ ଥର ପାଇଁ ଗୁଏତନାମୋ ବେ’କୁ ବେଆଇନ ଅନୁପ୍ରବେଶକାରୀଙ୍କୁ ନେଇ ଯାଇଥିଲା ସାମରିକ ବିମାନ । ଭାରତକୁ ମଧ୍ୟ ୩ ଥର ଆସିଛି ଆମେରିକାର ସାମରିକ ବିମାନ…

ଗୁଗୁଲ ସର୍ଚ୍ଚରେ ହେବ ପରିବର୍ତ୍ତନ! ଖୁବଶୀଘ୍ର ଆସିବ ଏହି ଫର୍ମାଟ୍

ନୂଆଦିଲ୍ଲୀ: ଗୁଗୁଲ୍ ଗୋଟିଏ ପରେ ଗୋଟିଏ AI ସହ ଜଡିତ ନୂତନ ଘୋଷଣା କରୁଛି । କମ୍ପାନୀ ନିକଟରେ କହିଛି ଯେ ଆଗାମୀ ସମୟରେ AI କେତେ ଗୁରୁତ୍ୱପୂର୍ଣ୍ଣ ହେବ । ସେହି ସମୟରେ, କମ୍ପାନୀ ଏବେ ଆଉ ଏକ ଘୋଷଣା କରି କହିଛି ଯେ ଗୁଗୁଲ୍ ସର୍ଚ୍ଚରେ AI ସମନ୍ୱୟକୁ ଆହୁରି ବିସ୍ତାର କରିବାର ଯୋଜନା ରହିଛି ।…

ଡୋନାଲ୍‌ଡ ଟ୍ରମ୍ପଙ୍କ ଶେଷ ଚେତାବନୀ, କଥା ନଶୁଣିଲେ ଆଗକୁ ହେବ ଭୟଙ୍କର

ନୂଆଦିଲ୍ଲୀ:ହାମାସକୁ ଶେଷ ଚେତାବନୀ ଶୁଣାଇ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । ହାମାସ୍ ଯେଉଁସବୁ ଆମେରିକୀୟଙ୍କୁ ବନ୍ଧକ ରଖିଛି, ତୁରନ୍ତ ସେମାନଙ୍କୁ ମୁକ୍ତ କରୁ । ଯେଉଁମାନଙ୍କୁ ହତ୍ୟା କରିଛି, ତୁରନ୍ତ ସେମାନଙ୍କ ମୃତଦେହ ହସ୍ତାନ୍ତର କରୁ । ପରେ ନୁହେଁ, ତୁରନ୍ତ ଏସବୁ…

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ଜେଡ୍ ବର୍ଗର ସୁରକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆମ ଆଦମୀ ପାର୍ଟିର ସଂଯୋଜକ ହେଉଛନ୍ତି ଅରବିନ୍ଦ କେଜରିୱାଲଙ୍କୁ Z ବର୍ଗର ସୁରକ୍ଷା ଜାରି ରହିବ । ସୁରକ୍ଷା ସମୀକ୍ଷା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କେଜ୍ରିୱାଲଙ୍କୁ Z ବର୍ଗର ସୁରକ୍ଷା ବର୍ତ୍ତମାନ…