Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

Sonia Gandhi Health: ହଠାତ୍ ବିଗିଡିଲା ସୋନୀଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟ, ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବିଗିଡିଲା ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା । ତାଙ୍କୁ ମଙ୍ଗଳବାର ସକାଳେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ସୂତ୍ର ଅନୁଯାୟୀ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଅଛି ଏବଂ ସେ ଜଣେ ଚେଷ୍ଟ…

banned junk food: ବ୍ୟାନ ହେଲା ପିଜା-ବର୍ଗର,ଏପରିକି ଜଙ୍କ ଫୁଡ୍ ବିଜ୍ଞାପନ ମଧ୍ୟ ଚାଲିବନି…

ନୂଆଦିଲ୍ଲୀ: ଜଙ୍କଫୁଡ୍‌ ବିଜ୍ଞାପନ ଉପରେ ବ୍ୟାନ। ମୋଟାପା ବିରୋଧରେ ବଡ଼ ଅଭିଯାନ ଆରମ୍ଭ କରିଛି ବ୍ରିଟେନ । ଦେଶର ବଦ୍ଧିତ ମେଦବହୁଳତା ହାର ରୋକିବାକୁ ଏହି ନୂତନ ପଦକ୍ଷେପ ନିଆଯାଉଛି। ସୋମବାର ଠାରୁ ବ୍ରିଟେନରେ ନୂତନ ନିୟମ କାର୍ଯ୍ୟକାରୀ ହୋଇଛି। ଯେଉଁଥରି ଦିନ ସମୟରେ ଟିଭି ଏବଂ ଜଙ୍କ ଫୁଡ୍…

Slogans Against Modi, Shah: ହେବ ମୋଦୀ-ଶାହାଙ୍କ କବର…JNUରେ ତାତିଲେ ଛାତ୍ର

ନୂଆଦିଲ୍ଲୀ: ପୁଣି JNUରେ ପ୍ରତିବାଦର ସ୍ୱର ମୋଦି, ଶାହଙ୍କୁ ନେଇ ଦେଲେ ଆପତ୍ତିଜନକ ସ୍ଲୋଗାନ ଭାଇରାଲ ହେଉଛି ଭିଡ଼ିଓ ବିଜେପି ରଖିଲା କଡ଼ା ମନ୍ତବ୍ୟ କହିଲା, ଛଟପଟ ହେଉଛନ୍ତି... ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU) ପୁଣି ଥରେ ଖବରରେ। ଏହାର କାରଣ ପୁଣି ନୂଆ…

ପ୍ରକାଶ ପାଇବ ଉତ୍ତରପ୍ରଦେଶ SIRର ଡ୍ରାଫ୍ଟ, ଭୋଟର ତାଲିକାରୁ ବାଦ ପଡିଯିବ ଏତେ କୋଟି ନାଁ!

ଲକ୍ଷ୍ନୌ: ଆଜି ଉତ୍ତର ପ୍ରଦେଶ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଭୋଟର ତାଲିକାର ଡ୍ରାଫ୍ଟ ତାଲିକା ପ୍ରକାଶିତ ହେବ। ଏଥିରେ ରାଜ୍ୟର ପ୍ରାୟ ୧୨.୫୫ କୋଟି ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ ହେବ। ତଥାପି, ଏହି ତାଲିକାରୁ ୨.୮୯ କୋଟି ଭୋଟରଙ୍କ ନାମ ବାଦ ଦିଆଯାଇପାରେ। ଏଥିରେ ଯେଉଁମାନେ ସ୍ଥାନାନ୍ତରିତ…

Israel strikes In Lebanon: ଲେବାନନରେ ଉପରେ ଆକ୍ରମଣ କଲା ଇସ୍ରାଏଲ, ଅନେକ ହିଜବୋଲା ଲକ୍ଷ୍ୟସ୍ଥଳକୁ…

ନୂଆଦିଲ୍ଲୀ: ଇସ୍ରାଏଲୀ ବାୟୁସେନା ସୋମବାର ବିଳମ୍ବିତ ଏବଂ ମଙ୍ଗଳବାର ପ୍ରତ୍ୟୁଷରେ ଦକ୍ଷିଣ ଏବଂ ପୂର୍ବ ଲେବାନନରେ ଅନେକ ଅଞ୍ଚଳରେ ଆକ୍ରମଣ କରିଛି, ଯେଉଁଥିରେ ଲେବାନନର ତୃତୀୟ ବୃହତ ସହର ଅନ୍ତର୍ଭୁକ୍ତ। ମଙ୍ଗଳବାର ଦିନ ପ୍ରାୟ ୧ଟା ସମୟରେ ଘଟିଥିବା ଏହି ଆକ୍ରମଣରେ ଦକ୍ଷିଣ ଉପକୂଳବର୍ତ୍ତୀ ସହର…

Former Union Minister Suresh Kalmadi: ବରିଷ୍ଠ କଂଗ୍ରେସ ନେତା ସୁରେଶ କଲମାଡିଙ୍କ ଦେହାନ୍ତ

ପୁଣେ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ କଲମାଡିଙ୍କର ମଙ୍ଗଳବାର ଭୋର ସମୟରେ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ କଲମାଡୀ । ୮୨ ବର୍ଷ ବୟସରେ ମହାରାଷ୍ଟ୍ରର ପୁଣେରେ ତାଙ୍କର ପରଲୋକ ହୋଇଛି। ତାଙ୍କର ଶେଷକୃତ୍ୟ ଅପରାହ୍ନ ୩ଟା ୩୦ ରେ ପୁଣେର ବୈକୁଣ୍ଠ…

ଭାରତରେ ଗୁପ୍ତଚର ପାଇଁ ଛୋଟ ପିଲାଙ୍କୁ ବ୍ୟବହାର କରୁଛି ଆଏସଆଇ, ପଞ୍ଜାବରେ ୧୫ ବର୍ଷର ନାବାଳକ ଗିରଫ

ଚଣ୍ଡିଗଡ: ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ମାଧ୍ୟମରେ ଭାରତକୁ କ୍ଷତି ପହଞ୍ଚାଇବା ପାଇଁ ବିଭିନ୍ନ କାର୍ଯ୍ୟକଳାପ ଚଳାଇଛି । ଏବେ, ଏହା ଭାରତର ଛୋଟ ପିଲାମାନଙ୍କ ଉପରେ ନଜର ରଖିଛି, ଯାହା ଫଳରେ ପାକିସ୍ତାନର ISI ଏଜେନ୍ସି ସେମାନଙ୍କୁ ଟାର୍ଗେଟ କରୁଛି । ପଠାନକୋଟରେ ସମାନ ଏକ ଘଟଣା…

ବାଂଲାଦେଶରେ ହିନ୍ଦୁ ମହିଳାଙ୍କୁ ଗଣଦୁଷ୍କର୍ମ, ଗଛରେ ବାନ୍ଧି ପୀଡିତାଙ୍କ ଚୁଟି କାଟିଦେଲେ…

ଢାକା: ବାଂଲାଦେଶରେ ସବୁ ସୀମା ଟପିଲାଣି ବର୍ବରତା । ଜଣକ ପରେ ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଉଛି । ୧୮ ଦନରେ ୫ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏବେ ପୁଣି ଆଉ ଜଣେ ହିନ୍ଦୁ ମହିଳାଙ୍କ ଉପରେ ହୋଇଥିବା ବର୍ବରତାର ଘଟଣା ସାମ୍ନାକୁ ଆସିଛି । ବାଂଲାଦେଶର ଝିନୈଦାହ…

Jeep Fell Mountain: ଶହେ ମିଟର ଘାଟି ରାସ୍ତାରୁ ତଳକୁ ଖସିଲା ଜିପ୍, ୨ ଭାରତୀୟଙ୍କ ସମେତ ୬ ମୃତ

କାଠମାଣ୍ଡୁ: ନେପାଳର ମକୱାନପୁର ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଜିପ୍ ରେ ନଅ ଜଣ ଯାତ୍ରା କରୁଥିବା ବେଳେ ପାହାଡ଼ି ରାସ୍ତାରୁ ୧୦୦ ମିଟର ତଳକୁ ଏକ ଘାଟିରେ ଖସି ପଡ଼ିଥିଲା । ଏଥିରେ ଦୁଇ ଜଣ ଭାରତୀୟଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାଟି ଶନିବାର ରାତିରେ…