Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୯୯୮ରେ ଭାରତକୁ ଟାର୍ଗେଟ କରିବାକୁ ଯୋଜନା କରୁଥିଲା ଲାଡେନ

ନ୍ୟୁୟର୍କ:  ୯/୧୧ ଆମେରିକା ଆତଙ୍କବାଦୀ ଆକ୍ରମଣର ୨୫ ବର୍ଷ ପୂର୍ତ୍ତି ଅବସରରେ ଆମେରିକାର ଗୁପ୍ତଚର ସଂସ୍ଥା ସିଆଇଏ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ସାର୍ବଜନୀନ କରିଛି। ଏହି ରିପୋର୍ଟରୁ ଏକ ବଡ଼ ଖୁଲାସା ହୋଇଛି। ୧୯୯୮ ମସିହାରେ ଅଲ-କାଏଦା ମୁଖିଆ ଓସାମା ବିନ୍ ଲାଡେନ୍ ଭାରତ ସମେତ ବିଶ୍ୱର…

ବ୍ରିକ୍ସ୍ ସମ୍ମିଳନୀରେ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ବଲିଉଡ୍ ଅନ୍ଦାଜ୍

ନୂଆଦିଲ୍ଲୀ : ଆର୍ନ୍ତଜାତୀୟ ମଞ୍ଚରେ ଏବେ ବେଶ୍ ଚର୍ଚ୍ଚାରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ। ଭାରତ ମଣ୍ଡପମରେ ଆୟୋଜିତ ରାତ୍ରିଭୋଜନ କାର୍ଯ୍ୟକ୍ରମ ମଞ୍ଚରେ ଉପସ୍ଥିତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶ୍ୱର ବହୁ ପ୍ରତିଷ୍ଠିତ ନେତା। ଏହି ସମୟରେ ମାଲେସିଆ…

ଜି – ୨୦ରେ ପୁଟିନ – ଜେଲେନସ୍କି ସାକ୍ଷାତକାର ଅସମ୍ଭବ : କ୍ରେମଲିନ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ମାସରେ ଆମେରିକାର ମିଆମିଠାରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ଅବସରରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ କୌଣସି ଦ୍ବିପାକ୍ଷିକ ସାକ୍ଷାତକାର ହେବାର ସମ୍ଭାବନାକୁ ସିଧାସଳଖ…

ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜକୁ ଆକ୍ରମଣ, ୧୪ ଭାରତୀୟ କ୍ରୁ ଥିଲେ..

ନୂଆଦିଲ୍ଲୀ: ଓମାନ ଉପକୂଳରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣପରେ ଏହି ଅଞ୍ଚଳରେ ସାମୁଦ୍ରିକ ସୁରକ୍ଷା ନେଇ ଚିନ୍ତା ସୃଷ୍ଟି ହୋଇଛି।  MT ଏଲ୍ ଗାୟା ଉପରେ ଆକ୍ରମଣକୁ ନିନ୍ଦା କରିଛି ଭାରତ। ସୂଚନା ଅନୁଯାୟୀ, ଏଥିରେ ମୋଟ ୧୪ ଜଣ ଭାରତୀୟ କ୍ରୁ ସଦସ୍ୟ ଥିଲା ବେଳେ ଏପର୍ଯ୍ୟନ୍ତ ୧୩ …

AI ଉପରେ ଟ୍ରମ୍ପଙ୍କ ସ୍ପଷ୍ଟୀକରଣ, କୌଣସି ପରିସ୍ଥିତିରେ ଚୀନକୁ…

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (AI) ରେ ନିୟନ୍ତ୍ରଣ ପାଇଁ ଦାବି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ ଆମେରିକା AI କ୍ଷେତ୍ରରେ ଚୀନ୍ ଠାରୁ ଆଗରେ ଅଛି ଏବଂ ଏହି ନେତୃତ୍ୱକୁ ବଜାୟ ରଖିବାକୁ ଚାହେଁ। ଆମେରିକାକୁ ବିଶ୍ୱର ସବୁଠାରୁ ଉନ୍ନତ ଦେଶ ମଧ୍ୟରୁ…

ଏମଆଇଟି ଗବେଷକଙ୍କୁ ବଡ ସଫଳତା: ପରିସ୍କାର ପାଣି ପାଇଁ ଗଛ ଛାଲରୁ ପ୍ରସ୍ତୁତ ହୋଇଛି ଫିଲ୍ଟର

ନୂଆଦିଲ୍ଲୀ: ଏମଆଇଟି ଗବେଷକଙ୍କୁ ଏକ ବଡ ସଫଳତା ମିଳିଛି । ସହଜ ଓ ସୁବିଧାରେ କିପରି ଶୁଦ୍ଧ ପାନୀୟ ଜଳ ମିଳିପାରିବ ସେ ନେଇ ସେମାନେ ଗବେଷଣା କରିଥିଲେ । ଗଛର ଛାଲକୁ ଫିଲ୍ଟର ଭାବେ ବ୍ୟବହାର କରି ବିଶୁଦ୍ଧ ପାନୀୟ ଜଳ ବାହାର କରିବାରେ ସେମାନେ ସଫଳ ହୋଇଛନ୍ତି । ଆମେରିକାର ମାସାଚୁସେଟ୍ସ…

ପ୍ରଧାନମନ୍ତ୍ରୀଙ୍କୁ ନ୍ୟାୟ ପାଇଁ ଗୁହାରି କଲେ ସ୍କୁଲ ସାଥୀ…

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନ୍ୟାୟ ମାଗିଲେ ମହାରାଷ୍ଟ୍ରର ମୀରା ରୋଡର ବାସିନ୍ଦା ୮୧ ବର୍ଷୀୟ ଅସଗର ଅଲି ଭୋହରା। ତାଙ୍କର ଦଶନ୍ଧି ଧରି ଚାଲିଥିବା ଜମି ବିବାଦର CBI ତଦନ୍ତ ପାଇଁ ଆବେଦନ କରିଛନ୍ତି। ଗୁଜରାଟର ଭାଡନଗରର BN ସ୍କୁଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ…

ଇସ୍ରୋର ଚେତାବନୀ; ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆସିବ ୩ ବାତ୍ୟା!

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଭାରତର ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଏକ ଗମ୍ଭୀର ସତର୍କତା ଜାରି କରିଛି। ଇସ୍ରୋ ଅନୁଯାୟୀ, ଅକ୍ଟୋବର ଏବଂ ଡିସେମ୍ବର ୨୦୨୬ ମଧ୍ୟରେ ଉତ୍ତର ଭାରତ ମହାସାଗରରେ ତିନୋଟି ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାର ସମ୍ଭାବନା ଅଛି। ଏହି…

ବିଦେଶୀ ନେତାଙ୍କୁ କାହିଁକି ଦିଆଗଲା ଶାକାହାରୀ ଖାଦ୍ୟ? ମେନୁକୁ ନେଇ କଂଗ୍ରେସର ଆକ୍ଷେପ, ବର୍ଷିଲା ବିଜେପି

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ବହୁ ପ୍ରତୀକ୍ଷିତ ବ୍ରିକ୍ସ ଶିଖର ସମ୍ମିଳନୀରେ କେବଳ କୂଟନୈତିକ ତଥା ଅର୍ଥନୈତିକ ଆଲୋଚନା ହେଉନାହିଁ, ବରଂ ଏହାର ସ୍ୱତନ୍ତ୍ର ମେନୁକୁ ନେଇ ଏବେ ଦେଶରେ ରାଜନୀତି ସରଗରମ ହୋଇଛି । ବିଶ୍ୱସ୍ତରୀୟ ନେତାମାନଙ୍କୁ କେବଳ ଶୁଦ୍ଧ ଭେଜିଟେରିଆନ୍ ଖାଦ୍ୟ…

Trump Home: କୋଟି କୋଟି ଟଙ୍କାରେ ବିକ୍ରି ହେଲା ଟ୍ରମ୍ପଙ୍କ ପିଲାଦିନର ଘର, ଜାଣନ୍ତୁ ଏହାର ବିଶେଷତ୍ୱ

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପିଲାଦିନର ଘର ଏବେ ପୁଣିଥରେ ନୂଆ ମାଲିକଙ୍କ ହାତକୁ ଯାଇଛି । ନ୍ୟୁୟର୍କ ସହରର କ୍ୱିନ୍ସ ଅଞ୍ଚଳରେ ଥିବା ଏହି ଐତିହାସିକ 'ଟ୍ୟୁଡର-ଷ୍ଟାଇଲ୍' ଘରଟି ନିକଟରେ ପ୍ରାୟ ୧୬ କୋଟି ଟଙ୍କାରେ ବିକ୍ରି ହୋଇଛି । ଗତ କିଛି ବର୍ଷ ଧରି ଅବହେଳିତ…