Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମିଶାଇଲ୍ ଆଟାକ ପରେ ୩ ଏୟାରବେସ୍ ବନ୍ଦ କଲା ପାକ୍

ନୂଆଦିଲ୍ଲୀ: ପାକିସ୍ତାନ ବାୟୁସେନା ଘାଟି ଉପରେ ଭାରତ କ୍ଷେପଣାସ୍ତ୍ର ମାଡ଼ କରିଥିବା ନେଇ ସେନା ଶନିବାର ପ୍ରକାଶ କରିଛି। ଯେଉଁଥିରେ ସେନା ମୁଖ୍ୟାଳୟ ନିକଟ ତଥା ଇସଲାମାବାଦର ଉପକଣ୍ଠରେ ଥିବା ଗୋଟିଏ ଏୟାରବେସ୍ ଅନ୍ତର୍ଭୁକ୍ତ। ସାମରିକ ମୁଖପାତ୍ର ଅହମ୍ମଦ ସରିଫ ଚୌଧୁରୀ ସରକାରୀ…

ଅପରେସନ ସିନ୍ଦୂରକୁ ତେଲେଙ୍ଗନା ବିଧାୟକ କରିବେ ଗୋଟିଏ ମାସର ଦରମା ଦାନ, ସବୁ ଦଳକୁ ଅନୁୁରୋଧ

ହାଇଦ୍ରାବାଦ: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ଶୁକ୍ରବାର ପାକିସ୍ତାନ ବିରୋଧରେ ଭାରତୀୟ ସେନା ଦ୍ୱାରା ଚାଲିଥିବା ‘ଅପରେସନ ସିନ୍ଦୁର’କୁ ସମର୍ଥନ କରି ଏକ ଅଧିକାରିକ ବୟାନ ଜାରି କରିଛନ୍ତି। ବୟାନରେ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ କହିଛନ୍ତି, “ଅପରେସନ ସିନ୍ଦୂର ଅଧୀନରେ…

ପାକିସ୍ତାନ ଲାହୋରରେ ଜୋରଦାର ବିସ୍ଫୋରଣ, ଏଣେତେଣେ ଦୌଡ଼ିଲେ ଲୋକେ

ଲାହୋର : ପାକିସ୍ତାନ ଲାହୋରରେ ବିସ୍ଫୋରଣ। ଲାହୋର ସହରର ଡିଫେନ୍ସ ହାଉସିଂ ଅଥରିଟି (DHA) ଅଞ୍ଚଳରେ ବିଳମ୍ୱିତ ରାତିରେ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଣାଯାଇଛି। ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଏହି ଶବ୍ଦ ଡ୍ରୋନ ବିସ୍ଫୋରଣ କିମ୍ବା ଯୁଦ୍ଧବିମାନର ସୋନିକ ବୁମ୍‌ ହୋଇପାରେ। ଲାହୋରର ଡିଫେନ୍ସ ହାଉସିଂ…

ଭୂକମ୍ପ ଝଟକାରେ ଦୋହଲିଲା ପାକିସ୍ତାନ, ଲୋକେ ଆତଙ୍କିତ

ଇସଲାମାବାଦ : ଯୁଦ୍ଧ ଭିତରେ ରାତି ଅଧରେ ଦୋହଲିଲା ପାକିସ୍ତାନ। ଶୁକ୍ରବାର ମଧ୍ୟ ରାତିରେ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଭାରତୀୟ ସମୟ ରାତି ୧:୪୪ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ନିରୀକ୍ଷଣ କେନ୍ଦ୍ର (National Center for Seismology) ଅନୁଯାୟୀ, ଏହି…

ଭାରତର ବିରୋଧ ସତ୍ତ୍ୱେ ଆଇଏମଏଫ ପାକିସ୍ତାନକୁ ଦେଲା ଋଣ; ଜାଣନ୍ତୁ କେତେ ଋଣ ପାରିତ ହେଲା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଶୁକ୍ରବାର ପାକିସ୍ତାନ ପାଇଁ ୧ ବିଲିୟନ ଆମେରିକୀୟ ଡଲାରର ଋଣ ମଞ୍ଜୁର କରିଛି। ବିଦ୍ୟମାନ ଏକ୍ସଟେଣ୍ଡେଡ୍ ଫଣ୍ଡ ସୁବିଧା ଅଧୀନରେ ପାକିସ୍ତାନକୁ ପ୍ରାୟ ୧ ବିଲିୟନ ଡଲାରର ତୁରନ୍ତ ସହାୟତା ମଞ୍ଜୁର କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ…

ପାକିସ୍ତାନକୁ ଆଇଏମଏଫରୁ ମିଳୁଥିବା ଋଣକୁ ବିରୋଧ କଲାନି ଭାରତ? ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ : ଭାରତ ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରା କୋଷ (IMF) ପକ୍ଷରୁ ପ୍ରଦାନ କରାଯାଉଥିବା ଋଣ ବିରୋଧରେ ମତଦାନରୁ ନିଜକୁ ଦୂରେଇ ରଖିଛି। ଏହାକୁ ନେଇ କଂଗ୍ରେସ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି ଯେ, ଗତ ୨୯ ଏପ୍ରିଲରେ କଂଗ୍ରେସ ଦାବି…

ଭାରତ-ପାକିସ୍ତାନକୁ ଯାଅ ନାହିଁ, ଚୀନ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡଭାଇଜରୀ

ନୂଆଦିଲ୍ଲୀ : ଭାରତ, ପାକିସ୍ତାନ ଓ ନେପାଳରେ ଥିବା ଚୀନ ଦୂତାବାସଗୁଡ଼ିକ ଶୁକ୍ରବାର ଦିନ ନାଗରିକମାନଙ୍କୁ ଦକ୍ଷିଣ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ସୁରକ୍ଷା ସତର୍କତା ବଢ଼ାଇବା ଏବଂ ଏହି ଦେଶଗୁଡ଼ିକରେ ଯାତ୍ରା କରିବା ସମୟରେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ଗତ ତିନି…

ଭାରତରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ଉପଲବ୍ଧ ରହିଛି: ପ୍ରହଲ୍ଲାଦ ଯୋଶୀ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରିତଶୋଧ କାର୍ଯ୍ୟାନୁଷ୍ଠାନ କରି ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନରେ ଥିବା ନଅଟି ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱଂସ କରିଛି ଭାରତ । ଏହାପରେ ପାକିସ୍ତାନ ବିକଳ ହୋଇ ଭାରତର ଚାରୋଟି ରାଜ୍ୟର ଅନେକ ସ୍ଥାନରେ ଡ୍ରୋନ ଆକ୍ରମଣ କରିବା ସହ ସୀମାରେ…

ଭାରତର ୨୬ ସ୍ଥାନରେ ପାକିସ୍ତାନ ଡ୍ରୋନ ଆକ୍ରମଣକୁ ପଣ୍ଡ କଲା ଭାରତୀୟ ସେନା

ନୂଆଦିଲ୍ଲୀ: ଶୁକ୍ରବାର ଦିନ ମଧ୍ୟ ପାକିସ୍ତାନ ଭାରତର ଅନେକ ସ୍ଥାନରେ ଡ୍ରୋନ୍ ବ୍ୟବହାର କରି ଦ୍ରୁତ ଆକ୍ରମଣ କରିଥିଲା ​​କିନ୍ତୁ ଭାରତୀୟ ସେନା ଏହି ଆକ୍ରମଣଗୁଡ଼ିକୁ ପଣ୍ଡ କରିଥିଲା। ଭାରତୀୟ ସେନା ଆକାଶରେ ହିଁ ଡ୍ରୋନଗୁଡିକୁ ଖସାଇ ଦେଇଥିଲା। ଉତ୍ତରରେ ବାରାମୁଲ୍ଲା ଠାରୁ ଦକ୍ଷିଣରେ ଭୁଜ…

ସାରା ଦେଶରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ-ପାକିସ୍ତାନ ମଧ୍ୟରେ ଆକ୍ରମଣ ଚରମ ସୀମାରେ ପହଞ୍ଚିଛି । ପାକିସ୍ତାନ ଦ୍ବାରା କରାଯାଉଥିବା ଗୁଳିବର୍ଷା ଓ ଡ୍ରୋନ୍ ଆକ୍ରମଣର ଉପଯୁକ୍ତ ଯବାବ ଦଉଛି ଭାରତୀୟ ସେନା । ଏହି ସମୟ ମଧ୍ୟରେ ସାରା ଦେଶରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ…