Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଫଟୋ ଲାଗି ଗଲା ମନ୍ତ୍ରୀ ପଦ, ଇସ୍ତଫା ଦେଲେ ଧନଞ୍ଜୟ ମୁଣ୍ଡେ

ମୁମ୍ବାଇ: ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏନସିପି ଅଜିତ ପାୱାର ଦଳର ନେତା ଏବଂ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ । ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କୁ ଇସ୍ତଫା ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭିସ । ବୀଡରେ ସରପଞ୍ଚ ସନ୍ତୋଷ ଦେଶମୁଖ ହତ୍ୟା ମାମଲା ସହିତ…

ପୁଣି ମାଓବାଦୀଙ୍କ ବର୍ବରତା, ଘରୁ ଡାକିନେଇ ବୃଦ୍ଧଙ୍କୁ ନୃଶଂସ ହତ୍ୟା

ସୁକମା: ପୁଣି ମାଓବାଦୀଙ୍କ ବର୍ବରତା। ଘରୁ ଡାକିନେଇ ଗୁଳି କରିଦେଲେ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ମାଓବାଦୀ ଏଭଳି ବର୍ବରକାଣ୍ଡ ଘଟଣାଇଛନ୍ତି। ପୋଲିସ ଇନଫର୍ମର ସନ୍ଦେହରେ ବୃଦ୍ଧଙ୍କୁ ନୃଶଂସ ହତ୍ୟା କରିଛନ୍ତି। ମୃତକ ହେଲେ ପୂର୍ବତନ ବିଧାୟକ ମନୀଷ କୁଞ୍ଜମଙ୍କ ସାନ…

ଦୃତଗତିରେ ଯାଉଥିଲା ଟ୍ରେନ୍, ହଠାତ୍ ହେଇଗଲା ଅଲଗା!

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଚନ୍ଦୌଲିରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ। ଏଠାରେ ଦୃତଗତିରେ ଦିଲ୍ଲୀରୁ ଆସୁଥିବା ଏକ ଟ୍ରେନ୍ ହଠାତ୍ ଅଲଗା ହେଇଗଲା। ଟ୍ରେନଟି ଦୁଇଟି ଭାଗରେ ବିଭକ୍ତ ହୋଇଗଲା। ନନ୍ଦନକାନନ ଏକ୍ସପ୍ରେସ୍ ଆନନ୍ଦ ବିହାରରୁ ଓଡ଼ିଶାର ପୁରୀକୁ ଯାଉଥିଲା। ଚନ୍ଦୌଲିର ଦୀନ…

ଯୁଦ୍ଧର ସମାଧାନ ପାଇଁ ବଡ଼ ପଦକ୍ଷେପ: ୟୁକ୍ରେନକୁ ଅସ୍ଥାୟୀ ଭାବେ ସେବା ବନ୍ଦ

ୱାଶିଂଟନ: ରୁଷ-ୟୁକ୍ରେନ ଯୁଦ୍ଧର ସମାଧାନ ପାଇଁ ଆମେରିକାର ବଡ଼ ପଦକ୍ଷେପ। ୟୁକ୍ରେନକୁ ସେନା ସହାୟତା ବନ୍ଦ କଲା ଆମେରିକା। ଜେଲେନସ୍କି-ଟ୍ରମ୍ପଙ୍କ ବୈଠକ ପରେ ଆମେରିକା ନେଇଛି ଏପରି ନିଷ୍ପତ୍ତି। ସୋମବାର (ମାର୍ଚ୍ଚ ୩) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନକୁ ସମସ୍ତ ସାମରିକ…

CAR-T ଇଞ୍ଜେକ୍ସନ କ୍ୟାନସର ରୋଗୀଙ୍କ ପାଇଁ ବରଦାନ! ଜାଣନ୍ତୁ କେତେ ରହିଛି ଦାମ୍

ନୂଆଦିଲ୍ଲୀ: ହଂକଂ କର୍କଟ ରୋଗର ଚିକିତ୍ସା କରୁଥିବା CAR-T ଇଞ୍ଜେକ୍ସନ ସମ୍ପର୍କରେ ଏକ ବଡ଼ ଦାବି କରିଛି । ହଂକଂର ବୈଜ୍ଞାନିକମାନେ କହିଛନ୍ତି ଯେ ନଭେମ୍ବର ୨୦୨୪ରେ CAR-T ଇଞ୍ଜେକ୍ସନ ଦ୍ୱାରା ଚିକିତ୍ସା ହୋଇଥିବା ସମସ୍ତ ୫ ରୋଗୀ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ବୈଜ୍ଞାନିକମାନେ ମଧ୍ୟ ସେହି…

ସିଂହଙ୍କ ମେଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉଠାଇଲେ ଫଟୋ ଭିଡିଓ

ନୂଆଦିଲ୍ଲୀ:ଗୁଜରାଟର ଗିର ଅଭୟାରଣ୍ୟ ବୁଲିଲେ ପ୍ରଧାନମନ୍ତ୍ରୀ ମୋଦି । ସିଂହ ସଫାରିରେ ବୁଲିବା ସହ କ୍ୟାମେରା ଲେନ୍ସରେ ଜୀବଜନ୍ତୁଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରିଛନ୍ତି । ଆଜି ବିଶ୍ବ ବନ୍ୟପ୍ରାଣୀ ଦିବସ ଥିଲା । ଏହି ଅବସରରେ ଆଜି ଭୋରୁ ପ୍ରଧାନମନ୍ତ୍ରୀ ମୋଦି ସିଂହ ସଫାରି ବୁଲିଥିଲେ,…

ମହାକୁମ୍ଭର ଆଇଆଇଟି ବାବାଙ୍କୁ ବାନ୍ଧିଲା ଜୟପୁର ପୋଲିସ

ପ୍ରୟାଗରାଜ: ମହାକୁମ୍ଭ ବେଳେ ଭାଇରାଲ ହୋଇଥିବା ଆଇଆଇଟି ବାବା ଅଭୟ ସିଂହଙ୍କୁ ଜୟପୁର ପୋଲିସ ଅଟକ ରଖିଛି। ସୋସିଆଲ ମିଡିଆରେ ସେ ଆତ୍ମହତ୍ୟା ଧମକ ଦେବା ପରେ ସୋମବାର ଦିନ ଶିପ୍ରା ପଥ ପୋଲିସ ରିଦ୍ଧି ସିଦ୍ଧି ପାର୍କ କ୍ଲାସିକ୍ ହୋଟେଲରେ ପହଞ୍ଚି ଆଇଆଇଟି ବାବାଙ୍କୁ ହେପାଜତକୁ ନେଇଥିଲା।…

କଳା ହଳଦୀ: କ୍ୟାନସର ଭଳି ଅସାଧ୍ୟ ରୋଗର ଚିକିତ୍ସା ପାଇଁ ଭଲ ବିକଳ୍ପ

ଜୟପୁର: ପ୍ରଥମେ ଆସାମ ପଶ୍ଚିମବଙ୍ଗ, ଓ ଓଡିଶା ପରେ ଏବେ ରାଜସ୍ଥାନରେ ଆରମ୍ଭ ହୋଇଛି କଳା ହଳଦୀ ଚାଷ । ଏହା ଦେଖିବାକୁ ସାଧାରଣ ହଳଦୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସର୍ବପ୍ରଥମେ କାମାକ୍ଷା ମନ୍ଦିରର ପାର୍ବତୀୟ ଅଞ୍ଚଳରେ କଳା ହଳଦୀ ମିଳିଥିଲା । ପଶ୍ଚିମବଙ୍ଗ ଓ ଆସାମରେ ପୂଜା ଓ ଶୁଭ କାର୍ଯ୍ୟରେ…

ନବବିବାହିତ ଦମ୍ପତି ଶୀଘ୍ର ସନ୍ତାନ ଜନ୍ମ କରନ୍ତୁ; ଏଭଳି କାହିଁକି କହିଲେ ମୁଖ୍ୟମନ୍ତ୍ରୀ

ଚେନ୍ନାଇ: ନବବିବାହିତ ଦମ୍ପତି ଶୀଘ୍ର ସନ୍ତାନ ଜନ୍ମ କରନ୍ତୁ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ରାଜ୍ୟବାସୀଙ୍କୁ ଏଭଳି ଅନୁରୋଧ କରିଛନ୍ତି। ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ କରିବାର ପରିଣାମ ରାଜ୍ୟକୁ ଆଗାମୀ ଦିନ ମାନଙ୍କରେ ଭୋଗିବାକୁ ପଡ଼ିପାରେ ବୋଲି ସେ କହିଛନ୍ତି। ଯଦି…

ମାଲିକ ନୁହେଁ…. ଏଆଇ ବଢାଇବ ଦରମା

ନୂଆଦିଲ୍ଲୀ: ଧିରେ ଧିରେ ବିଶ୍ବ ଉପରେ କବଜା କରିବାକୁ ବସିଲାଣି ଏଆଇ । ଏହି ମନୁଷ୍ୟକୃତ ଏଆଇ ଏବେ ମନୁଷ୍ୟ ଉପରେ ତାର ରାଜ୍ ଦେଖାଉଛି । ମନୁଷ୍ୟ ଭଳି ସବୁ କାମ କରୁଛି, ତାହା ପୁଣି ମନୁଷ୍ୟ ଠାରୁ ୧୦୦ ଗୁଣା ଅଧିକ ବେଗରେ । ଆଉ ଏବେ ତ ଏହି ଯନ୍ତ୍ରାଂଶ ବୁଦ୍ଧିମତା ଭାବାବେଗ ବି ବୁଝିପାରିବାରେ…