Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ଖସିଲା ସୁନା ଦର, ଆସନ୍ତା ସପ୍ତାହରେ ଏତେ ଟଙ୍କା କମିବ

ଭୁବନେଶ୍ୱର : ଲଗାତାର ଖସୁଛି ସୁନା ଦର । ତିନି ଦିନରେ କମିଲାଣି ଅଢ଼େଇ ହଜାର ଟଙ୍କା । ୨୨ କ୍ୟାରେଟ୍‌ ସୁନାର ଦାମ ୮୨ ହଜାର ୮୩୦ ଟଙ୍କା ଥିବା ବେଳେ ୯୦ ହଜାର ୩୬୦ ଟଙ୍କାରେ ପହଞ୍ଚିଛି ୨୪ କ୍ୟାରେଟ ସୁନାର ଦମ୍ । କାହିଁକି କମୁଛି ସୁନା ଦର ? ଏହା କେଉଁ ପର୍ଯ୍ୟନ୍ତ କମିବ ? ତାକୁ ନେଇ…

ଟ୍ରମ୍ପ୍‌ଙ୍କ ବିରୋଧରେ ବଡ଼ ବିକ୍ଷୋଭ, ଆଗକୁ ହୋଇପାରେ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ଆମେରିକାରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ବିରୋଧରେ ତେଜିଲା ସ୍ବର । ରାଜରାସ୍ତାରେ ନଜର ଆସିଲେ ହଜାର ହଜାର ଲୋକ । ଜାନୁଆରୀ ୨୦ରେ ରାଷ୍ଟପ୍ରତି ଦାୟିତ୍ବ ସମ୍ଭାଳିବା ପରେ ଟ୍ରମ୍ପଙ୍କ ବିରୋଧରେ ଏହା ସବୁଠୁ ବଡ଼ ବିକ୍ଷୋଭ । ଆମରିକାର ୧୨ଶହରୁ ଅଧିକ ସ୍ଥାନରେ ଲୋକେ…

‘କାହିଁକି ଇଂରାଜୀ ଭାଷା ବ୍ୟବହାର କରୁଛ?’ କଡ଼ା ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରାମେଶ୍ୱରମରେ ନୂତନ ପମ୍ବନ ରେଳ ସେତୁର ଉଦଘାଟନ କରିଛନ୍ତି। ଏହା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଭାଷା ବିବାଦକୁ ଉଗ୍ର କରିବା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏବଂ ତାଙ୍କ ଦଳ ଡିଏମକେକୁ ଟାର୍ଗେଟ କରିଥିଲେ।…

ସିପିଆଇ(ଏମ)ର ନୂତନ ସାଧାରଣ ସମ୍ପାଦକ ଭାବେ ଏମଏ ବେବି ନିର୍ବାଚିତ

ମଦୁରାଇ: ସିପିଆଇ(ଏମ)ର ବରିଷ୍ଠ ନେତା ତଥା କେରଳର ପୂର୍ବତନ ମନ୍ତ୍ରୀ ଏମଏ ବେବି ଦଳର ନୂତନ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ୭୧ ବର୍ଷୀୟ ଏହି ନେତା ସୀତାରାମ ୟେଚୁରୀଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାମିଲନାଡୁର ମଦୁରାଇରେ ଅନୁଷ୍ଠିତ ଦଳର ୨୪ତମ ପାର୍ଟି କଂଗ୍ରେସରେ…

ୟୁକେର ଏହି ସହର, ଦୁର୍ଗନ୍ଧରେ ଫାଟୁଛି….

ନୂଆଦିଲ୍ଲୀ: ୟୁକେ, ନା ଶୁଣିଲେ, ଆପଣଙ୍କ ଆଖି ଆଗରେ କେବଳ କିଛି ଦୃଶ୍ୟ ସାମ୍ନାକୁ ଆସୁଥିବ । ଚକାଚକ୍ ରାସ୍ତା, ଚାରିଆଡେ ପରିଷ୍କାର ପରିଚ୍ଛନ୍ନତା, ବଡ ବଡ ସୁଉଚ୍ଚ ଅଟ୍ଟଳିକା, ମନଲୋଭାକର ପରିବେଶ । ହେଲେ ଏବେକା ସ୍ଥିତି ଆପଣଙ୍କୁ ବାନ୍ତି କରାଇଦେବ, ବ୍ରିଟେନର ବର୍ମିଂହାମ ସହର ଆଜିକାଲି…

ଏହି କମ୍ପାନୀରେ ଇଣ୍ଟନସିପ କଲେ ମିଳେ ୧ ଲକ୍ଷ: ଜାଣନ୍ତୁ କେମିତି କରିବେ ଆପ୍ଲାଏ…..

ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ପ୍ରତିଷ୍ଠିତ କମ୍ପାନୀ ହେଉଛି ଗୁଗୁଲ  । ଗୁଗୁଲରେ ଚାକିରୀ କରିବା ପାଇଁ ବୋଧେ ସମସ୍ତଙ୍କ ସ୍ବପ୍ନ ଥାଏ । ସେଠିକା ଦରମା ତା ସାଙ୍ଗକୁ ଅଫିସର ପରିବେଶ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ହେଲେ ଗୁଗୁଲରେ ଚାକିରି କିମ୍ବା ଇଣ୍ଟର୍ନସିପ୍ ପାଇବା ସହଜ ନୁହେଁ ।…

ଆଉ ନାହାନ୍ତି ଜାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ମାଆ

ମୁମ୍ବାଇ: ଆରପାରିରେ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କ ମାଆ । ଜାକଲିନଙ୍କ ମାଆ କିମ ଫର୍ଣ୍ଣାଣ୍ଡିଜଙ୍କ ଆଜି ହୃଦଘାତରେ ଦେହାନ୍ତ ହୋଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ପରଲୋକ ହୋଇଛି । ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ଠୋସ୍ ସୂଚନା…

ସନ୍ଦେହର କରୁଣ ପରିଣତି; ବିଚ୍ ରାସ୍ତାରେ ସ୍ତ୍ରୀକୁ ହତ୍ଯା କଲା ସ୍ବାମୀ

ବେଙ୍ଗାଲୁରୁ: ପରକୀୟା ପ୍ରିତୀ ସନ୍ଦେହରେ ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ଶୁକ୍ରବାର ରାତିରେ ନିଜ ସ୍ତ୍ରୀଙ୍କୁ ବିଚ୍ ରାସ୍ତାରେ ହତ୍ୟା କରିଛନ୍ତି। ଘଟଣାଟି କର୍ଣ୍ଣାଟକ ରାଜଧାନୀର ଇଲେକ୍ଟ୍ରୋନିକ୍ ସିଟି ଅଞ୍ଚଳରେ ଘଟିଛି। ଉକ୍ତ ସ୍ବାମୀ ଜଣକ ୪୩ ବର୍ଷୀୟ କୃଷ୍ଣପ୍ପା ବୋଲି ଜଣାପଡିଛି। ଘରୋଇ…

ଆଇନରେ ପରିଣତ ହେଲା ଓ୍ବାକଫ୍ ବିଲ୍: ଏବେ କ’ଣ ରଦ୍ଦ କରିପାରିବେ ସୁପ୍ରିମକୋର୍ଟ?

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ପାରିତ ହେବା ପରେ ଆଜି ରାଷ୍ଟ୍ରପତିଙ୍କ ଅନୁମୋନ ଲାଭ କରିଛି ୱାକଫ ସଂଶୋଧନ ବିଲ୍ । ବର୍ତ୍ତମାନ ଏହା ଆଇନରେ ପରିଣତ ହୋଇଛି । ହେଲେ ଏହି ବିଲ୍ ବିରୋଧରେ ସୁପ୍ରିମକୋର୍ଟରେ ବିରୋଧୀଙ୍କ ପକ୍ଷରୁ ୪ଟି ପିଟିସନ ଦାଖଲ କରାଯାଇଛି । ଯେଉଁଥିରେ ଏହି ବିଲ୍ ସମ୍ବିଧାନର…

ଏହିପରି ଜାଣନ୍ତୁ ସୂତା କପଡା ଅସଲି କି ନକଲି..

ନୂଆଦିଲ୍ଲୀ: ବର୍ତ୍ତମାନ ବଜାରରେ ଏତେ ପ୍ରକାରର ପୋଷାକ ଉପଲବ୍ଧ ଯେ ଅସଲି ଏବଂ ନକଲି ମଧ୍ୟରେ ପାର୍ଥକ୍ୟ କରିବା ବହୁତ କଷ୍ଟକର ହୋଇଗଲାଣି । ବିଶେଷକରି ଯେତେବେଳେ ସୂତା ବା କଟନ ପୋଷାକ କଥା ଆସେ, ଅନେକ ଲୋକ ଠକାମିର ଶିକାର ହୁଅନ୍ତି । କପା ଏକ ଆରାମଦାୟକ, ଝାଳ ଶୋଷକ ଏବଂ ଚର୍ମ ଅନୁକୂଳ କପଡ଼ା…