Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦକ୍ଷିଣ ଭାରତକୁ ମୋଦିଙ୍କ ବଡ ଭେଟି: ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ସମୁଦ୍ର ସେତୁ ପାଇଲା ନୂଆ ରୂପ

ରାମେଶ୍ବରମ୍: ଦକ୍ଷିଣ ଭାରତକୁ ବଡ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ରାମନବମୀ ଅବସରରେ ତାମିଲନାଡୁର ରାମେଶ୍ୱରମରେ ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ସମୁଦ୍ର ସେତୁର ଉଦଘାଟନ କରିଚନ୍ତି ପ୍ରଧାନମନ୍ତ୍ରୀ । ଯାହାର ନାମ ପମ୍ବନ୍ ସେତୁ । ୫୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ…

ଶ୍ରୀ ରାମଲଲାଙ୍କ ଅଲୌକିକ ‘ସୂର୍ଯ୍ୟ ତିଳକ’ ଦେଖିଲେ ଦେଶବାସୀ

ଅଯୋଧ୍ୟା: ଆଜି ପବିତ୍ର ରାମ ନବମୀ ଅବସରରେ ସାରା ବିଶ୍ୱବାସୀ ଦର୍ଶନ କରିଛନ୍ତି ପ୍ରଭୁ ଶ୍ରୀ ରାମଲଲାଙ୍କ ଦିବ୍ୟ ‘ସୂର୍ଯ୍ୟ ତିଳକ’ । ଏହି ସମୟରେ ସୂର୍ଯ୍ୟଙ୍କ ଅଭିଷେକ ପାଇ ଝଲସି ଉଠିଥିଲେ ବାଲକ ରାମଲଲା । ସାରା ଅଯୋଧ୍ୟା ନଗରୀର ଖୁସି କହିଲେ ନସରେ । ଶ୍ରୀରାମଙ୍କ ଲଲାଟରେ ସୂର୍ଯ୍ୟଙ୍କ କିରଣର…

କିଛି ମାସ ପରେ ସାଜିଥାନ୍ତେ କନିଆ: ହେଲେ କାଳ ହେଲା ରୋଲର କୋଷ୍ଟର ରାଇଡ୍

ନୂଆଦିଲ୍ଲୀ: ଆଉ ମାସ କେଇଟା, କିଛି ମାସ ପରେ ହାତରେ ମେହେନ୍ଦି ଲଗେଇ, ବାଡୁଆ ପାଣିରେ ଗାଧୋଇ ନବବଧୂ ସାଜିଥାନ୍ତେ । ହେଲେ କାଳ ହେଲା ରୋଲର କୋଷ୍ଟର ରାଇଡ୍ ମଜା ନେବା । ଆମ୍ୟୁଜମେଣ୍ଟ ପାର୍କରେ ରୋଲର କୋଷ୍ଟରର ମଜା ନେଉଥିବା ବେଳେ, ଦୁର୍ଘଟଣା ଘଟି ଚାଲିଯାଇଛି ୨୪ ବର୍ଷୀୟ ମହିଳାଙ୍କ…

କାଉ ଡାକୁଛି ବାପା, ମା’, ଭିଡିଓ ଭାଇରାଲ, ସମସ୍ତେ ଆଶ୍ଚର୍ଯ୍ୟ

ମୁମ୍ବାଇ: ମହାରାଷ୍ଟ୍ର ପାଲଘରରେ ଏକ କାଉର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କାଉଟି ମଣିଷର ନକଲ କରୁଥିବା ଦେଖିବାକୁ ମିଳିଛି । ଭିଡିଓଟିରେ କାଉଟି ବାରମ୍ବାର ଏବଂ ସ୍ପଷ୍ଟତାର ସହ ‘ବାପା ବାପା’ ଡାକୁଥିବା ଦେଖିବାକୁ ମିଳିଛି । ବର୍ତ୍ତ କାଉଟିକୁ ନେଇ…

ପୃଥିବୀର ଅତିନିକଟରେ ହେବ ବଡ଼ ବିସ୍ଫୋରଣ ! ଜହ୍ନଠାରୁ 10 ଗୁଣା ଅଧିକ ବଡ଼

ନୂଆଦିଲ୍ଲୀ:  ମାତ୍ର ୧୫୦ ପ୍ରକାଶ-ବର୍ଷ ଦୂରରେ ଦୁଇଟି ଧଳା ବୌନା ତାରାଙ୍କର ଏକ ଅତ୍ୟନ୍ତ ଦୁର୍ଲଭ ଜୋଡ଼ି ଆବିଷ୍କାର କରିଛନ୍ତି ବୈଜ୍ଞାନିକ। ଏହି ଦୁଇ ତାରା ଆଗାମୀ ଅରବ ବର୍ଷ ମଧ୍ୟରେ ପରସ୍ପର ସହ ଟକ୍କର ହେବା ସହ ଏକ ଭୟଙ୍କର ଟାଇପ୍ ୧ଏ (Type 1a) ସୁପରନୋଭା ବିସ୍ଫୋରଣରେ ପରିଣତ ହେବ ବୋଲି…

ଟ୍ରମ୍ପଙ୍କ ବିରୋଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଲେ

ଓ୍ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଶନିବାର ଦିନ ଆମେରିକାର ବିଭିନ୍ନ ସହରରେ ଟ୍ରମ୍ପ ସରକାରଙ୍କ ନୀତି ବିରୁଦ୍ଧରେ ବିରାଟ ରାଲି ହୋଇଛି। ଏହି ରାଲିରେ ଲୋକମାନେ ଟ୍ରମ୍ପଙ୍କ ଟାରିଫ, କର୍ମଚାରୀ ଛଟେଇ, ଅର୍ଥନୀତିର…

ଓ୍ଵାକଫ ସଂଶୋଧନ ବିଲ୍‌ ଆଇନରେ ପରିଣତ, ରାଷ୍ଟ୍ରପତି ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦିନ ଓ୍ଵାକଫ (ସଂଶୋଧନ) ବିଲ୍‌ ୨୦୨୫କୁ ମଞ୍ଜୁରୀ ଦେଇଛନ୍ତି। ଏହା ପୂର୍ବରୁ ଲୋକସଭା ଓ ରାଜ୍ୟସଭାରେ ଦୀର୍ଘ ଆଲୋଚନା ପରେ ଏହି ବିଲ୍‌ ପାସ୍‌ ହୋଇଥିଲା। ଏବେ ଏହା ଆଇନରେ ପରିଣତ ହୋଇଛି। ଏହା ସହିତ ମୁସଲମାନ ଓ୍ଵାକଫ (ରଦ୍ଦ) ବିଲ୍‌ ୨୦୨୫କୁ…

ପ୍ରତି ମାସରେ ଆକାଉଣ୍ଟକୁ ଆସିବ ୫ ହଜାର, ଜାଣନ୍ତୁ ସରକାରଙ୍କ ଏହି ଯୋଜନା

ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତିଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅଟଳ ପେନସନ ଯୋଜନା (APY) ଏକ ଅଭିନବ ପଦକ୍ଷେପ ହୋଇଛି। ଏହି ଯୋଜନା ଅଧୀନରେ, ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକମାନେ ନିଜ ବୃଦ୍ଧାବସ୍ଥା ପାଇଁ ଏକ ସୁରକ୍ଷିତ ଆର୍ଥିକ ଭବିଷ୍ୟତ…

କାନାଡ଼ାରେ ଭାରତୀୟଙ୍କୁ ଛୁରି ଭୁସି ହତ୍ୟା

ଓଟାଓ୍ବା: କାନାଡାର ରକଲ୍ୟାଣ୍ଡରେ ଜଣେ ଭାରତୀୟ ନାଗରିକଙ୍କୁ ଛୁରି ଭୁସି ହତ୍ୟା  କରାଯାଇଛି। ଜଣେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣାରେ ଭାରତୀୟ ଦୂତାବାସ ଦୁଃଖ ପ୍ରକାଶ କରିଛି ଓ ପୀଡିତାଙ୍କ ପରିବାରକୁ ଯଥା ସମ୍ଭବ ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶୃତି ଦେଇଛି।…

କାମ୍ବୋଡିଆର ଏହି ମୂଷା କଲା ବିଶ୍ୱରେକର୍ଡ

ମଣିଷ ବିଭିନ୍ନ ପ୍ରକାର ଗବେଷଣା ପାଇଁ ମୂଷାଙ୍କ ମାତ୍ରାଧିକ ବ୍ୟବହାର କରିଥାଏ । ଜୀବବିଜ୍ଞାନୀମାନେ ମୂଷା ଯୋଗୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥାନ୍ତି । ମୂଷା ଖାଦ୍ୟ ଶୃଙ୍ଖଳକୁ ସମତୂଲ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେବେ କାମ୍ବୋଡିଆର ରୋନୀନ ନାମକ ମୂଷା…