Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହେଲମେଟ୍ ପାଇଁ ଫାଇନ ୧୦ ଲକ୍ଷ, ଚିନ୍ତାରେ ଆଇନ ଛାତ୍ର

ଅହମ୍ମଦାବାଦ: ବିନା ହେଲମେଟରେ ଦୁଇଚକିଆ ଯାନ ଚଳାଇଲେ ମୋଟର ଯାନ ଆଇନ ଅନୁଯାୟୀ ଚାଲାଣ ରାଶି ୧୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏପରିକି କିଛି ରାଜ୍ୟରେ ଏହି ପରିମାଣ ଏବେ ବି ପାଞ୍ଚଶହ ଟଙ୍କା ରହିଛି। ତେବେ ଗୁଜରାଟର ଅହମ୍ମଦାବାଦରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ…

ଅଧକିଲୋ ଚିକେନର ଦାମ୍ ୫୫୦୦ ଟଙ୍କା, ଗ୍ରାହକ ଛାନିଆ

ନୂଆଦିଲ୍ଲୀ: ସବୁ ଲୋକଙ୍କ ପ୍ରାୟ ଇଚ୍ଛା ଥାଏ ଯେ ସେମାନେ ସପ୍ତାହକୁ ଅତି କମରେ ଥରେ ବାହାରକୁ ଯାଇ ରେଷ୍ଟୁରାଣ୍ଟରେ ଖାଇବେ । ଲୋକମାନେ ଏପରି ଏକ ହୋଟେଲ କିମ୍ବା ରେଷ୍ଟୁରାଣ୍ଟକୁ ଯିବାକୁ ମଧ୍ୟ ଚାହାଁନ୍ତି ଯେଉଁଠାରେ ସେମାନେ ଶସ୍ତା ଏବଂ ଭଲ ଖାଦ୍ୟ ପାଇପାରିବେ। ତଥାପି, କିଛି ରେଷ୍ଟୁରାଣ୍ଟ…

ଇଣ୍ଡିଆ ଭଳି ଆମେରିକାର ନିର୍ବାଚନ ପ୍ରକ୍ରିୟା ଚାହୁଁଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ନିର୍ବାଚନ ବ୍ୟବସ୍ଥାରେ କିଛି ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିବାକୁ ଚାହୁଁଛନ୍ତି। ଏହି ପରିବର୍ତ୍ତନ ମାଧ୍ୟମରେ ସେ ଆମେରିକାର ନିର୍ବାଚନକୁ ଅଧିକ ସୁରକ୍ଷିତ ଓ ପାରଦର୍ଶୀ କରିବାର ଲକ୍ଷ୍ୟ ରଖିଛନ୍ତି। ଏହା ସହିତ ଟ୍ରମ୍ପ ଭାରତର…

ଭାରତରୁୁ କେତେ ଟଙ୍କା ନେଇପାରିବେ ବିଦେଶକୁ? ରହିଛି ଅଜବ ନିୟମ

ଦିନକୁ ଦିନ ବଢୁଛି ସୁନା ତସ୍କରୀର ମାମଲା। ନିକଟରେ ଜଣେ ପ୍ରସିଦ୍ଧ କନ୍ନଡ ଅଭିନେତ୍ରୀ ଏହି ଅଭିଯୋଗରେ ଫସିଥିବାର ଖବର ସାମ୍ନାକୁ ଆସିଛି। ଏହା ପରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି - ବିଦେଶରୁ ଭାରତକୁ କେତେ ସୁନା ଆଣିହେବ ଓ ଭାରତରୁ ବିଦେଶକୁ ସୁନା ତଥା ନଗଦ ଟଙ୍କା ନେବାର ନିୟମ କ’ଣ? ଯଦି…

କାହିଁକି ଆରଜେଡି ସହ ହାତ ମିଳାଇଲା କଂଗ୍ରେସ ?

ନୂଆଦିଲ୍ଲୀ: ବିହାରରେ ଏକାଠି ଲଢିବେ କଂଗ୍ରେସ ଓ ଆରଜେଡି । ମହାଗଠବନ୍ଧନରେ ରହି ହିଁ ଆଗାମୀ ବିଧାନସଭା ନିର୍ବାଚନ ଲଢିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ଦିଲ୍ଲୀରେ ବିହାର ନେତାଙ୍କ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବିହାରରେ ବିଜେପିକୁ କିପରି କ୍ଷମତାରୁ ଦୂରରେ ରଖାଯିବ ସେନେଇ…

ବିଦେଶରେ ଟୀକାକରଣ ତାଲିମ ଦେଉଛନ୍ତି ଭାରତୀୟ ସ୍ୱାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଗେଇଛି ଦେଶ। ଏହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଜାତୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସଂସ୍ଥାନ ବିଶ୍ୱର ଅନେକ ଦେଶଗୁଡ଼ିକୁ ଟୀକାକରଣ ତାଲିମ ଦେବା ଆରମ୍ଭ କରିଛି। ଭାରତ ପକ୍ଷରୁ ମାଳଦ୍ୱୀପ, ମଲାୱି ଏବଂ ନେପାଳ ଯାଇ ଏହି…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢ଼ିଲା ୪% ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧିର ଅପେକ୍ଷା ଦୀର୍ଘ ଦିନରୁ ଚାଲିଛି, କିନ୍ତୁ ଏହାର ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ। ଅନ୍ୟପକ୍ଷରେ, ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟ କର୍ମଚାରୀଙ୍କୁ ୪% DA ବୃଦ୍ଧିର ଉପହାର ଦେଇ ସାରିଛନ୍ତି, ଯାହା ଫଳରେ ସେମାନଙ୍କ DA…

ଗଜା ହୋଇଥିବା ଆଳୁ ଖାଉଛନ୍ତି କି? ଭୋଗିପାରନ୍ତି ଏହି ସମସ୍ୟା

ନୂଆଦିଲ୍ଲୀ: ଆମ ସମସ୍ତଙ୍କ ରୋଷେଇ ଘରେ ଆଳୁର ଏକ ସ୍ୱତନ୍ତ୍ର ସ୍ଥାନ ଅଛି । ଏଥିରୁ ତିଆରି ଖାଦ୍ୟ ସବୁବେଳେ ସବୁବେଳେ ସମସ୍ତଙ୍କର ପ୍ରିୟ ହୋଇଥାଏ । ଆଳୁକୁ ପନିପରିବାର ରାଜା ମଧ୍ୟ କୁହାଯାଏ । ଏହାକୁ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ…

ସେନା ସସପେନ୍ସ…ଚୀନ୍ ଶରଣରେ ୟୁନୁସ !

ସ୍ବାଧୀନତା ଦିବସ ପାଳନ କରିଛି ବାଂଲାଦେଶ । ତେବେ ଦେଶରେ ଲାଗିରହିଥିବା ଅସ୍ଥିରତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟେପଟେ ସେନାକୁ ନେଇ ସସପେନ୍ସ ରହିଛି ତ ବିରୋଧୀ ବି ସକ୍ରିୟ ହୋଇଥିବା କୁହାଯାଉଛି । ଛାତ୍ର ନେତାଙ୍କ ମଧ୍ୟରେ ମତଭେଦ ରହିଥିବା ବେଳେ ଚୀନ୍ ଗସ୍ତରେ ଯାଇଛନ୍ତି ମହମ୍ମଦ ୟୁନୁସ…

ଏସି ମସଜିଦରେ ପୂଜା ପାଉଛନ୍ତି ଗଣେଷ ଭଗବାନ

ମୁମ୍ବାଇ: ଭାରତ ଏକ ପାରମ୍ପାରିକ ଓ ଧାର୍ମିକ ଦେଶ । ବିବିଧତା ମଧ୍ୟରେ ଏକତା ଦେଖିବାକୁ ମିଳିଥାଏ । ଏହାର ଜ୍ୱଳନ୍ତ ଉଦାହରଣ ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାରେ ଦେଖିବାକୁ ମିଳିଥାଏ । ବିଶ୍ୱାସ ନ ହେଲେ ବି ଏଠାରେ ଏକ ମସଜିଦରେ ଭଗବାନ ଗଶେଷ ପୂଜା ପାଇଥାନ୍ତି । ୪୦ ବର୍ଷ ହେବ ହିନ୍ଦୁ ଓ…