Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏସି ମସଜିଦରେ ପୂଜା ପାଉଛନ୍ତି ଗଣେଷ ଭଗବାନ

ମୁମ୍ବାଇ: ଭାରତ ଏକ ପାରମ୍ପାରିକ ଓ ଧାର୍ମିକ ଦେଶ । ବିବିଧତା ମଧ୍ୟରେ ଏକତା ଦେଖିବାକୁ ମିଳିଥାଏ । ଏହାର ଜ୍ୱଳନ୍ତ ଉଦାହରଣ ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାରେ ଦେଖିବାକୁ ମିଳିଥାଏ । ବିଶ୍ୱାସ ନ ହେଲେ ବି ଏଠାରେ ଏକ ମସଜିଦରେ ଭଗବାନ ଗଶେଷ ପୂଜା ପାଇଥାନ୍ତି । ୪୦ ବର୍ଷ ହେବ ହିନ୍ଦୁ ଓ…

ଜଣାପଡ଼ିଗଲା ଭିତିରି ପ୍ଲାନ୍! ଟେନସନରେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାରେ ଏକ ଗମ୍ଭୀର ସୁରକ୍ଷା ତ୍ରୁଟି ସାମ୍ନାକୁ ଆସିଛି । ଟ୍ରମ୍ପ ସିକ୍ରେଟ୍ ଭାବେ ପ୍ଲାନ କରିଥିଲେ । କିନ୍ତୁ ଟ୍ରମ୍ପଙ୍କ ସରକାରର ଅଧିକାରୀ ଏହାକୁ ଲିକ୍ କରିଦେଇଛନ୍ତି । ଯାହାକୁ ନେଇ ହଟଚମଟ ଚାଲିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର ଶୀର୍ଷ ଅଧିକାରୀମାନେ…

ଯେକୌଣସି ସମୟରେ ପାକିସ୍ତାନ ଉପରେ ଆକ୍ରମଣ ! ପାକିସ୍ତାନ ଟିଭିରେ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଯେକୌଣସି ସମୟରେ ପାକିସ୍ତାନ ଉପରେ ହୋଇପାରେ ଆକ୍ସନ । ଚାଲିଛି ସିକ୍ରେଟ୍ ମିଟିଂ । କୁହାଯାଏ ଝଡ ଉପରେ ନିରବତା ଦେଖିବାକୁ ମିଳେ । ଆଉ ଏବେ ବୋଧହୁଏ ଠିକ୍ ସେହିପରି ଏକ ସମୟ ଚାଲିଛି କି ? ଯାହାକୁ ନେଇ ଜୋରଦାର ହେଉଛି ଚର୍ଚ୍ଚା । ନିକଟରେ ବଲୋଚିସ୍ତାନରେ ପାକିସ୍ତାନ ସେନା…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସାନି ତଦନ୍ତ କରାଇବେ କି ମହାରାଷ୍ଟ୍ର ସରକାର! 

ମୁମ୍ବାଇ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁକୁ ନେଇ ଦିନକୁଦିନ ବିବାଦ ବଢିବାରେ ଲାଗିଛି। ଏହି ମାମଲାରେ ସିବିଆଇ କ୍ଲୋଜର ରିପୋର୍ଟ ମଧ୍ଯ ଦାଖଲ କରିସାରିଲେନି। ତଥାପି ଏହି ପ୍ରସଙ୍ଗକୁ ରାଜନୀତି ଥମୁନାହିଁ। ସୁଶାନ୍ତ ସିଂହ ରାଜପୁତଙ୍କ ପିଏ ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା…

ଭାରତରେ ଅଛି କେତେ ରଙ୍ଗର ପାସପୋର୍ଟ? ଜାଣନ୍ତୁ ସେଗୁଡିକର ବିଶେଷତ୍ବ…

ନୂଆଦିଲ୍ଲୀ: ବିମାନରେ ବିଦେଶ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ପାସପୋର୍ଟ ପ୍ରଦାନ କରାଯାଏ । ଏହା ବିଦେଶରେ ବ୍ୟକ୍ତିର ଗୁରୁତ୍ୱପୂର୍ଣ୍ଣ ପରିଚୟ ଅଟେ । ଏହି କାରଣରୁ, ଆପଣ ଅନ୍ୟ ଏକ ଦେଶରେ ପ୍ରବେଶ କରିପାରିବେ । କିନ୍ତୁ ଆପଣ ଜାଣନ୍ତି କି କିଛି ଲୋକ ନୀଳ ରଙ୍ଗର ପାସପୋର୍ଟ ପାଆନ୍ତି, କିଛି…

ସେନା ଇତିହାସରେ ପ୍ରଥମ; ଭାରତୀୟ ସାମରିକ ଏକାଡେମୀରେ ମହିଳାଙ୍କୁ ଦିଆଯିବ ଟ୍ରେନିଂ

ନୂଆଦିଲ୍ଲୀ: ସେନାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ । ଭାରତୀୟ ସାମରିକ ଏକାଡେମୀ (IMA)ରେ ମହିଳାମାନଙ୍କୁ ଅଧିକାରୀ ହେବା ପାଇଁ ଟ୍ରେନିଂ ଦିଆଯିବ । କୁହାଯାଉଛି ଏହା ୯୨ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ହେବ । ଏହି ମହିଳା ଜୁନ୍‌ ମାସରେ ଜାତୀୟ ପ୍ରତିରକ୍ଷା…

ପରକୀୟା ପ୍ରୀତି ପାଇଁ ଭଡାଟିଆଙ୍କୁ ଜୀବନ୍ତ ପୋତିଦେଲେ…

ରୋହତକ: ଦୀର୍ଘ ତିନି ମାସ ଧରି ନିଖୋଜ ହରିୟାଣାର ରୋହତକ ସ୍ଥିତ ମସ୍ତନାଥ ପ୍ରତିଷ୍ଠାନର ଜଣେ ଫିଜିଓଥେରାପିଷ୍ଟଙ୍କ ମୃତଦେହ ସ୍ଥାନୀୟ ଏକ ଗାଁରୁ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଜଗଦୀପ (୪୫) ବର୍ଷ ଓ ସେ ଝଜ୍ଜରର ମାଣ୍ଡୋଥି ଗାଁର ବାସିନ୍ଦା ବୋଲି ଜଣାପଡିଛି। ଜଗଦୀପଙ୍କର ଜଣେ ମହିଳାଙ୍କ…

ଏଟିଏମରୁ ଟଙ୍କା ଉଠାଣ ହେବ ଅଧିକ ମହଙ୍ଗା, ମେ ୧ରୁ ଲାଗୁ

ନୂଆଦିଲ୍ଲୀ: ମେ ୧ ଠାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇବା ଉପରେ ଇଣ୍ଟରଚେଞ୍ଜ ଫି ବୃଦ୍ଧିକୁ ଅନୁମୋଦନ ଦେଇଛନ୍ତି। ଫାଇନାନ୍ସିଆଲ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, କେନ୍ଦ୍ରୀୟ ବ୍ୟାଙ୍କ ଆର୍ଥିକ କାରବାର ପାଇଁ ୨ ଟଙ୍କା ଏବଂ ଅଣ-ଆର୍ଥିକ କାରବାର ପାଇଁ ୧ ଟଙ୍କା ବୃଦ୍ଧି…

କଫି ମେସିନ ପାଇଁ ବଢୁଛି କୋଲେଷ୍ଟ୍ରଲ୍

ନୂଆଦିଲ୍ଲୀ: ପ୍ରାୟତଃ ଅଫିସରେ କାମ ସମୟରେ ନିଜକୁ ସତେଜ ରଖିବା ପାଇଁ ଆମେ କଫିର ସେବନ କରିଥାଉ। ତେଣୁ ଆଜିକାଲି ପ୍ରାୟ ସମସ୍ତ ଅଫିସରେ କଫି ମେସିନ ଉପଲବ୍ଧ ରହୁଛି। କିନ୍ତୁ ଏକ ଗବେଷଣାରୁ ଜଣାପଡିଛି ଯେ ଅଫିସରେ ଥିବା କଫି ମେସିନ୍ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। କାରଣ କ୍ୟାଫିନର ସେବନ…

ସ୍ତନ ଧରିବା ଦୁଷ୍କର୍ମ ନୁହେଁ; ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନାବାଳିକାଙ୍କ ସ୍ତନ ଧରିବା କିମ୍ବା ପୋଷାକ ଟାଣିବା ଦୁଷ୍କର୍ମ ନୁହେଁ।ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ବର୍ଷିଲେ ସୁପ୍ରିମକୋର୍ଟ।ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ନିଷ୍ପତ୍ତି ସମ୍ବେଦନଶୀଳତାର ଘୋର ଅଭାବକୁ ଦର୍ଶାଉଛି। ଶୁଣାଣି ସମୟରେ ଜଷ୍ଟିସ୍ ଭୂଷଣ ଆର ଗଭାଇ କହିଥିଲେ…