Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓ୍ବାକର ସାହାର୍ଯ୍ୟରେ ଶିଶୁଙ୍କୁ ଚଲାଇବା ଉଚିତ୍ କି ନାହିଁ, କ’ଣ କହୁଛନ୍ତି ଏକ୍ସପର୍ଟ…

ନୂଆଦିଲ୍ଲୀ: ଯଦି ଘରେ ଗୋଟିଏ ଛୋଟ ପିଲା ଥାଏ, ତେବେ ସମସ୍ତେ ଚାହାଁନ୍ତି ଯେ ତାଙ୍କର ବୃଦ୍ଧି ଭଲ ଏବଂ ସଠିକ୍ ହେଉ ଯାହା ଦ୍ୱାରା ସେ ଭବିଷ୍ୟତରେ କୌଣସି ସମସ୍ୟାର ସମ୍ମୁଖୀନ ନହୁଏ । ଜଣେ ବ୍ୟକ୍ତି ତାଙ୍କ ଜୀବନକାଳ ମଧ୍ୟରେ କେତେ ସମୟ ବିନା ସମର୍ଥନରେ ନିଜ ପାଦରେ ଠିଆ ହୋଇପାରିବେ ତାହା ତାଙ୍କ…

ପୁଣି ଆତ୍ମସମର୍ପଣ କଲେ ୯ ମାଓବାଦୀ

ସୁକମା: ପୁଣି ଆତ୍ମସମର୍ପଣ କଲେ ୯ ଜଣ ମାଓବାଦୀ । ବୁଧବାର ଛତିଶଗଡ଼ର ସୁକମା ଜିଲ୍ଲାରେ ବରିଷ୍ଠ ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି ଏହି ମାଓବାଦୀ ମାନେ । ଆତ୍ମସମର୍ପଣକାରୀ ନକ୍ସଲଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି ସେମାନଙ୍କ…

ଅଷ୍ଟମ ବେତନ କମିଶନରେ ଏମାନଙ୍କର ବଢିବନି ଦରମା! ଜାଣନ୍ତୁ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଅଷ୍ଟମ ବେତନ କମିଶନ ଗଠନ ଘୋଷଣା ହେବା ପରଠାରୁ ପ୍ରାୟ ୩୬.୫୭ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୩୩.୯୧ ଲକ୍ଷ ପେନସନଭୋଗୀ ଦରମା ବଢିବା ନେଇ ଆଶା ଦ୍ଵିଗୁଣିତ ହୋଇଯାଇଛି । ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ଯେ ଏହି ବେତନ କମିଶନ ଲାଗୁ ହେବା ପରେ…

ଚୀନ ଔଷଧ ଉପରେ ଆମେରିକା କରିବ ରାଜ୍, ଚୁକ୍ତି ସ୍ଵାକ୍ଷରିତ

ନୂଆଦିଲ୍ଲୀ: ଆମେରିକୀୟ ଔଷଧ କମ୍ପାନୀ ମର୍କ ଚୀନର ଜିଆଙ୍ଗସୁ ହେଙ୍ଗରୁଇ ଫାର୍ମାସ୍ୟୁଟିକଲ୍ସ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି। ଏହି ଚୁକ୍ତି ଅନୁଯାୟୀ, ମର୍କକୁ ହୃଦରୋଗର ଏକ ନୂତନ ଔଷଧ HRS-5346 ଉପରେ ବିଶ୍ୱବ୍ୟାପୀ ଅଧିକାର ମିଳିଛି। ମୋଟ ୨ ବିଲିୟନ ଡଲାର, ପ୍ରାୟ ୧୬,୭୦୦ କୋଟି ଟଙ୍କାରେ…

ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ସିବିଆଇ ରେଡ୍

ରାୟପୁର: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍‌। ଭୂପେଶ ବଘେଲଙ୍କ ବାସଭବନରେ ଚଢ଼ାଉ କରିଛି ସିବିଆଇ। ରାୟପୁର ଓ ଭିଲାଇରେ ରେଡ୍‌ ଜାରି ରହିଛି। ୨୦୧୭ ସିଡି ମାମଲାରେ ସିବିଆଇ ରେଡ୍ କରୁଥିବା ସୂଚନା ମିଳିଛି। କୁହାଯାଉଛି ଯେ ସିବିଆଇ ଟିମ୍ ତଦନ୍ତ ପାଇଁ ରାୟପୁର ଏବଂ…

୯୨ ବର୍ଷରେ ପ୍ରଥମ; ଆଇଏମଏରେ ସାମିଲ ହେବେ ମହିଳା କ୍ୟାଡେଟ୍

ନୂଆଦିଲ୍ଲୀ: ଡେରାଡୁନର ଭାରତୀୟ ସାମରିକ ଏକାଡେମୀ (ଆଇଏମଏ)ରେ ୯୨ ବର୍ଷରେ ପ୍ରଥମଥର ପାଇଁ ଏକ ପରିବର୍ତ୍ତନ ହେବାକୁ ଯାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଜୁଲାଇ ୨୦୨୫ରେ ମହିଳା ଅଫିସର କ୍ୟାଡେଟମାନଙ୍କୁ ସାମିଲ କରାଯିବ। ସୁପ୍ରିମକୋର୍ଟ ମହିଳାଙ୍କ ପାଇଁ ଜାତୀୟ…

ବଦଳିବ ଦିଲ୍ଲୀ ବସ୍ତି ବାସିନ୍ଦାଙ୍କ ଭାଗ୍ୟ; ବଜେଟରେ ବଡ ଘୋଷଣା କଲେ ରେଖା ସରକାର

ନୂଆଦିଲ୍ଲୀ: ଦିଲ୍ଲୀର ରେଖା ଗୁପ୍ତା ସରକାର ମଙ୍ଗଳବାର ତାଙ୍କର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ ସେ ବସ୍ତି ଏବଂ ଜେଜେ କଲୋନିରେ ରହୁଥିବା ଲୋକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ସେ କହିଥିଲେ ଯେ ଦିଲ୍ଲୀର ଏକ ବଡ଼ ଅଂଶ ଏବେ ବି ବସ୍ତିରେ ବାସ କରନ୍ତି । ପୂର୍ବରୁ ବଜେଟ୍…

ମୁସଲମାନଙ୍କ ପାଇଁ ଇଦ୍ ଗିଫ୍ଟ; ବିଜେପି ଲଞ୍ଚ କଲା ‘ସୌଗାତ-ଏ-ମୋଦୀ’

ନୂଆଦିଲ୍ଲୀ: ରମଜାନ ମାସରେ ବିଜେପି ସରକାର ସଂଖ୍ୟାଲଘୁ ମୁସଲମାନଙ୍କ ପାଇଁ 'ସୌଗାତ-ଏ-ମୋଦୀ' ମୋର୍ଚ୍ଚା ଅଭିଯାନ ଆରମ୍ଭ କରିବାକୁ ଯାଉଛି। ତେବେ ଏହି ଅଭିଯାନ ବିଜେପି ସଭାପତି ଜେପି ନଡ୍ଡାଙ୍କ ତତ୍ତ୍ୱାବଧାନରେ ମଙ୍ଗଳବାର ଦିଲ୍ଲୀର ନିଜାମୁଦ୍ଦିନରୁ ଆରମ୍ଭ ହେବାକୁ ଯାଉଛି। ଏହାଦ୍ୱାରା ୩୨ ଲକ୍ଷ…

ଲୋକସଭାରେ ଆଗତ ହେଲା ବଏଲର୍ସ ବିଲ୍ ୨୦୨୪

ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର ଲୋକସଭାରେ ବଏଲର୍ସ ବିଲ୍, ୨୦୨୪ ଆଗତ କରିଛନ୍ତି । ଏହା ମାଧ୍ୟମରେ ବଏଲର୍ସ ଆଇନ, ୧୯୨୩ (୧୯୨୩ ର ୫)ର ବିଲୋପ କରାଯାଇଛି । ଏହି ବିଲ୍ ପୂର୍ବରୁ ୪ ଡିସେମ୍ବର, ୨୦୨୪ରେ ରାଜ୍ୟସଭାରେ ଗୃହୀତ ହୋଇଥିଲା ଏବଂ ଏବେ…

ମହାଗଠବନ୍ଧନରେ କାହାର କେତେ ଦମ୍?

ନୂଆଦିଲ୍ଲୀ: ଆଗକୁ ବିହାର ବିଧାନସଭା ନିର୍ବାଚନ। ଏବେଠୁ ମେଣ୍ଟ ଗଣିତ ନେଇ ଜୋରଦାର ହେଲାଣି ଅଙ୍କକଷା। ବିହାରରେ ବିଜେପି, ଜେଡିୟୁ ସହ ମିଶି ନିର୍ବାଚନ ଲଢିବା ନେଇ ପୂର୍ବରୁ ଘୋଷଣା କରିସାରିଛି। ସେପଟେ ମହାଗଠବନ୍ଧନର ନେତୃତ୍ବ ନେଉଥିବା ଲାଲୁଙ୍କ ଆରଜେଡି ମଧ୍ୟ ତେଜସ୍ବୀ ଯାଦବଙ୍କୁ…