Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଣିକି ସାଧାରଣ ଲୋକଙ୍କ ସହ ଆଉ ହେବନି ଅନଲାଇନ୍ ଠକେଇ, ଟ୍ରାଇ କରିଛି ଏପରି ପ୍ରସ୍ତୁତି

ନୂଆଦିଲ୍ଲୀ: ଆଜି ସାଧାରଣ ଲୋକଙ୍କ ପାଇଁ ସବୁଠାରୁ ବଡ଼ ଟେନସନ୍ ହେଉଛି ଅନଲାଇନ୍ ଠକେଇ ବା ସାଇବର କ୍ରାଇମ। ଆମର ସୁବିଧା ପାଇଁ, ପେମେଣ୍ଟ ଠାରୁ ଆରମ୍ଭ କରି ଟ୍ରେନ୍ ଟିକେଟ୍ ବୁକିଂ ପର୍ଯ୍ୟନ୍ତ ସବୁକିଛି ଅନଲାଇନ୍‌ରେ କରୁ। ଏହି ଅନଲାଇନ ସିଷ୍ଟମ ଯେତେ ସୁବିଧା ସେତେ ବିପଦ ମଧ୍ୟ। କାରଣ ଏହି…

‘ଆମେ ଯାହା ଚାହୁଁ ୫୫ ପ୍ରତିଶତ ଭାରତୀୟ ତାହା ହିଁ ଚାହାଁନ୍ତି’: ବାଂଲାଦେଶର ବଡ଼ ବୟାନ

ନୂଆଦିଲ୍ଲୀ: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ କାର୍ଯ୍ୟାଳୟ ମଙ୍ଗଳବାର ଦିନ କହିଛି ଯେ ଭାରତରୁ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ତାଙ୍କ ଦେଶର ପ୍ରାଥମିକତା। "ଏହା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା," ମୁଖ୍ୟ ପରାମର୍ଶଦାତା…

ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା କରିବ ସିବିଏସଇ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରୀକ୍ଷାର ଢାଞ୍ଚାରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ୨୦୨୫-୨୬ ଶିକ୍ଷାବର୍ଷରୁ ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, କେନ୍ଦ୍ର…

‘ଭାରତ ପାଖରେ ପ୍ରବଳ ଟଙ୍କା ଅଛି, ଆମେ କାହିଁକି ପାଣ୍ଠି ଦେବୁ?’ ପ୍ରଶ୍ନ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଭାରତ ପାଖରେ ପ୍ରବଳ ଟଙ୍କା ରହିଛି । ପୁଣି ଆମେରିକା କାହିଁକି ଭାରତକୁ ୨୧ ମିଲିୟନ ଡଲାର ଦେବ ? ଭାରତରେ ମତ ଦାତାଙ୍କ ଭାଗୀଦାରୀ ବୃଦ୍ଧି ନେଇ ଡଜ୍ ଦ୍ବାରା ଘୋଷଣା କରାଯାଇଥିବା ପାଣ୍ଠି ଉପରେ କିଛି ଏପରି ମନ୍ତବ୍ୟ ରଖଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।…

ଅକଥନୀୟ ଅତ୍ୟାଚାର, ପାଣିରେ ଛେପ ପକେଇ ପିଇବାକୁ ଦେଲେ ସିନିୟର

ତିରୁବନ୍ତପୁରମ: କେରଳରୁ ଏକ ଛାତିଥରା ରାଗିଂ ମାମଲା ସାମ୍ନାକୁ ଆସିଛି। ତିରୁବନ୍ତପୁରମର ଏକ ସରକାରୀ କଲେଜରେ, ସାତ ଜଣ ସିନିୟର ଛାତ୍ର ମିଶି ଜଣେ ପ୍ରଥମ ବର୍ଷର ଛାତ୍ରଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଇଛନ୍ତି । ଗୋଟିଏ ଘଣ୍ଟା ଧରି ଉକ୍ତ ଛାତ୍ରଙ୍କୁ ମାଡ଼ ମାରିବା ସହ ପାଣିରେ ଛେପ ପକାଇ…

ଦେଶର ୨୬ତମ ସିଇସି ଭାବେ ଦାୟିତ୍ଵ ନେଲେ ଜ୍ଞାନେଶ କୁମାର

ନୂଆଦିଲ୍ଲୀ: ଦାୟିତ୍ବ ନେଲେ ନୂଆ ମୁଖ୍ୟ ନିର୍ବାଚନ କମିଶନର । ଗତକାଲି ସିଇସି ପଦରୁ ରାଜୀବ କୁମାର ଅବସର ନେବା ପରେ ଆଜି କାର୍ଯ୍ୟଭାର ସମ୍ଭାଳିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର । ୨୦୨୯ ଜାନୁଆରୀ ୨୬ରେ ସରିବ ଜ୍ଞାନେଶଙ୍କ କାର୍ଯ୍ୟକାଳ । କେରଳର ୧୯୮୮ ଆଇଏଏସ୍ କ୍ୟାଡର୍…

ଖୁବଶୀଘ୍ର ମିଳିବ କ୍ୟାନ୍ସର ଭ୍ୟାକସିନ୍, ଜାଣନ୍ତୁ କେଉଁ ମହିଳାଙ୍କୁ ଦିଆଯିବ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପ୍ରତାପରାଓ ଯାଦବ କର୍କଟ ଟୀକା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ମହିଳାଙ୍କୁ ମିଳିବ କ୍ୟାନ୍ସର ଭ୍ୟାକସିନ୍। ଦେଶରେ କ୍ୟାନସର ସଂଖ୍ୟା ବଢ଼ିଚାଲିଥିବା ବେଳେ ମନ୍ତ୍ରୀଙ୍କ ଏହି ଘୋଷଣା ପରେ ଏବେ ସାମାନ୍ୟ ଆଶ୍ବସ୍ତି କଲା ଭଳି ଖବର ସାମ୍ନାକୁ…

କିଏ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ? ବସିବ ବିଜେପି ବିଧାୟକ ଦଳ ବୈଠକ

ନୂଆଦିଲ୍ଲୀ: କିଏ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ? ଏନେଇ କଳ୍ପନା ଜଳ୍ପନା ଜାରି ଥିବାବେଳେ ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ। ଏଣୁ ଯେ କୌଣସି ମୁହୂର୍ତ୍ତରେ ଦିଲ୍ଲୀ ସିଏମଙ୍କ ନାଁ ଘୋଷଣା କରିପାରେ କେନ୍ଦ୍ରୀୟ ବିଜେପି। ଆଜି ମୁଖ୍ୟମନ୍ତ୍ରୀ ନାଁରେ ବାଜିପାରେ ମୋହର। ସିଏମ ରେସରେ ଜଣେ…

ଫୁଟବଲ ମ୍ୟାଚ ବେଳେ ବିସ୍ଫୋରଣ, ଜଳିଗଲେ ୩୦ ଦର୍ଶକ

ଥିରୁବନ୍ତପୁରମ୍: କେରଳ ମଲପ୍ପୁରମ ଜିଲ୍ଲାରେ ମଙ୍ଗଳବାର ରାତିରେ ବଡ ଅଘଟଣ ଘଟିଛି। ଏଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମୟରେ ବାଣ ବିସ୍ଫୋରଣ ହୋଇଛି। ବାଣ ଫୁଟିବା ବେଳେ ଅନିୟନ୍ତ୍ରିତ ହୋଇ ଦର୍ଶକ ବସୁଥିବା ଗ୍ୟାଲେରୀରେ ପଡିଥିଲା। ଫଳରେ ପାଖାପାଖି ୩୦ ଜଣ ଦର୍ଶକ ଜଳିଯାଇଥିଲେ। ସୂଚନା…

କିଟ୍ ଛାତ୍ରୀଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର

ଭୁବନେଶ୍ୱର: କିଟ୍ ଛାତ୍ରୀ ପ୍ରକୃତି ଲାମସାଲ୍‌ଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ପରିବାର ଲୋକଙ୍କ ଉପସ୍ଥିତିରେ ଶବବ୍ୟବଚ୍ଛେଦ ହୋଇଥିଲା। ଏମ୍‌ସରେ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବିଳମ୍ବିତ ରାତିରେ ହସ୍ତାନ୍ତର ପରେ ନେପାଳ ନେଇଗଲେ ପରିବାର ଲୋକେ।…