Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସଂସଦରେ ରଙ୍ଗର ରହସ୍ୟ: ଲାଲ ଓ ସବୁଜର ଐତିହ୍ୟ

ନୂଆଦିଲ୍ଲୀ: ଦେଶର ସଂସଦ ଭବନ ରାଜ୍ୟସଭା ଏବଂ ଲୋକସଭାକୁ ଦେଖିଲେ ଦୁଇଟି ପ୍ରତୀକାତ୍ମକ ଭିନ୍ନତା ପ୍ରଥମେ ନଜରକୁ ଆସେ । ଆପଣଙ୍କ ନଜରରେ ପଡ଼ିଥିବ। ଗୋଟିଏ ହେଲା ରାଜ୍ୟସଭା ଗାଢ଼ ଲାଲ ରଙ୍ଗରେ ସଜ୍ଜିତ ଥିବାବେଳେ ଲୋକସଭା ଜୀବନ୍ତ ସବୁଜ ରଙ୍ଗରେ ରଙ୍ଗୀନ ହୋଇଥାଏ। ଏହା କେବଳ ଡିଜାଇନର…

ଓଡ଼ିଶାର ଖଣିକୁ ମିଶାଇ ୧୨ଟି ଖଣିର ନିଲାମ କଲେ ସରକାର

ଭୁବନେଶ୍ୱର: ଓଡ଼ିଶାର ଗୋଟିଏ ଖଣି ସମେତ ଦେଶର ମୋଟ୍‌ ୧୨ଟି ଖଣିର ନିଲାମ କରିଛି କୋଇଲା ମନ୍ତ୍ରଣାଳୟ । ଏଥିରେ ଆଠଟି ସମ୍ପୂର୍ଣ୍ଣ ଅନ୍ୱେଷଣ ଏବଂ ଚାରୋଟି ଆଂଶିକ ଅନ୍ୱେଷଣ ହୋଇଥିବା କୋଇଲା ଖଣି ସାମିଲ ରହିଛି । ଏହି ଖଣିଗୁଡ଼ିକ ମହାରାଷ୍ଟ୍ର, ଛତିଶଗଡ଼, ଝାଡ଼ଖଣ୍ଡ, ଅରୁଣାଚଳ ପ୍ରଦେଶ ଏବଂ…

ରାହୁଲଙ୍କ ଦ୍ବୈତ ନାଗରିକତା ମାମଲା; ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗରେ ନିଷ୍ପତ୍ତି ନେବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଚାରି ସପ୍ତାହର ସମୟ ଦେଇଛନ୍ତି।ଅର୍ଥାତ ଏହାର  ପରବର୍ତ୍ତୀ ଶୁଣାଣି ୨୧ ଏପ୍ରିଲ ୨୦୨୪ ଧାର୍ଯ୍ୟ କରାଯାଇଅଛି। ଯଦିଓ ଗୃହ…

ପୂର୍ବରୁ ଇଂଲଣ୍ଡରେ ପ୍ରସ୍ତୁତ ହେଉଥିଲା ଦ୍ୱାଦଶ ପରୀକ୍ଷା ପ୍ରଶ୍ନପତ୍ର, ଉତ୍ତର ଖାତା ଦେଖୁଥିଲେ…

ନୂଆଦିଲ୍ଲୀ: ବର୍ତ୍ତମାନ ଆଇସିଏସଇ ଓ ଆଇଏସସି ପରୀକ୍ଷାଗୁଡ଼ିକ ଭାରତ ପରିଚାଳନା କରୁଛି, କିନ୍ତୁ ଏକ ସମୟ ଥିଲା ଯେତେବେଳେ ଏହାର ପରିଚାଳନା ସମ୍ପୂର୍ଣ୍ଣ ବ୍ରିଟିଶ ବ୍ୟବସ୍ଥା ଅଧୀନରେ ଥିଲା। ସ୍ୱାଧୀନତା ପ୍ରାପ୍ତିର ଦୁଇ ଦଶନ୍ଧି ପରେ ମଧ୍ୟ, ପରୀକ୍ଷାର ପ୍ରଶ୍ନପତ୍ର ଇଂଲଣ୍ଡରେ ପ୍ରସ୍ତୁତ…

ମହାକାଶ ବିଜ୍ଞାନ ଉପରେ ଅଧିକ ଜାଣିବାର ଇଚ୍ଛା ଅଛି କି? ଦେଖନ୍ତୁ ଏହି ସବୁ ଭାରତୀୟ ଚଳଚ୍ଚିତ୍ର

ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ ବୁଚ ୱିଲମୋର ୯ ମାସ ମହାକାଶରେ ରହିବା ପରେ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଛନ୍ତି। ସ୍ପେସ୍‌ ଏକ୍ସ’ର ଡ୍ରାଗନ କ୍ୟାପ୍‌ସୁଲରେ ସୁନୀତା ଓ ବୁଚ୍‌ଙ୍କ ସହ ‘କ୍ରିଉ ୯’ ମିଶନର ଅନ୍ୟ ୨ ସଦସ୍ୟ ଆମେରିକୀୟ ମହାକାଶଚାରୀ ନିକ୍‌…

କ୍ରିକେଟର ଚହରଙ୍କୁ ବ୍ୟାଟରେ କାହିଁକି ପିଟିଲେ ଧୋନୀ… 

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ତୃତୀୟ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ ଶେଷରେ ଏମଏସ ଧୋନି ବ୍ୟାଟିଂ କରିବାକୁ ଆସିଥିଲା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ବୋଲର ତାଙ୍କୁ ସ୍ଲେଜିଂ କରିଥିଲେ। ସୂଚନା ଅନୁଯାୟୀ, ଯେତେବେଳେ ଏମଏସ ଧୋନି…

ବଢିଲା ସାଂସଦଙ୍କ ଦରମା, ଭତ୍ତା

ନୂଆଦିଲ୍ଲୀ: ବଢିଲା ସାଂସଦଙ୍କ ଦରମା ସାଙ୍ଗକୁ ଭତ୍ତା । ସାଂସଦଙ୍କ ଦରମା ୨୪ ପ୍ରତିଶତ ବୃଦ୍ଧି ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ମୂଲ୍ୟ ବୃଦ୍ଧି ସୂଚକାଙ୍କ ଆଧାରରେ କେନ୍ଦ୍ର ସରକାର ସାଂସଦଙ୍କ ଦରମା ଓ ଭତ୍ତା ବୃଦ୍ଧି କରିଥିବା ବେଳେ ଏହା ୨୦୨୩ ଏପ୍ରିଲ ୧ ତାରିଖରୁ ପିଛିଲା ଭାବେ…

ଅନ୍ୟ ଧର୍ମରେ ବିବାହକୁ ପସନ୍ଦ କରୁନାହାଁନ୍ତି ଅଧିକାଂଶ ଭାରତୀୟ

ନୂଆଦିଲ୍ଲୀ: ଅନ୍ୟ ଧର୍ମରେ ବିବାହକୁ ପସନ୍ଦ କରୁନାହାଁନ୍ତି ଭାରତୀୟ । ଭାରତର ପ୍ରାୟ ୬୧% ଲୋକ ଅନ୍ୟ ଧର୍ମରେ ବିବାହ କରିବାକୁ ଚାହାଁନ୍ତି ନାହିଁ । ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଭାରତୀୟ ସମାଜର ଆଚରଣ ଏବଂ ମନୋଭାବକୁ ବୁଝିବା ପାଇଁ ପ୍ରଥମ ଥର ପାଇଁ ଗ୍ରସ୍‌ ଡୋମେଷ୍ଟିକ୍‌ ବିହେବିଅର…

ପ୍ରଥମେ ପୁରୁଷ ନା ମହିଳା?, ଦ୍ବନ୍ଦ୍ବ ଦୂର କଲେ ଅଖିଲେଶଙ୍କ ସାଂସଦ ପତ୍ନୀ…

ଲକ୍ଷ୍ନୌ: ଆଗ ମହିଳା ଆସିଥିଲେ, ନା ଆଗ ପୁରୁଷ? ଭଗବାନ କାହାକୁ ଆଗ ସୃଷ୍ଟି କରିଥିଲେ ? ଏହି ପ୍ରଶ୍ନର ଉତ୍ତର କାହିଁ କେତେ କାଳରୁ ଦ୍ବନ୍ଦ୍ବ ମଧ୍ୟରେ ରହିଥିବା ବେଳେ ଏବେ ଏହାର ଉତ୍ତର ରଖିଛନ୍ତି ସାଂସଦ । ପ୍ରଥମେ ପୃଥିବୀକୁ କିଏ ଆସିଲା ସେ ନେଇ ବିତର୍କ ଆରମ୍ଭ କରି ଏହାର ଉତ୍ତର ରଖିଥିଲେ…

ଆସିଲା ରିପୋର୍ଟ, ମୋମୋରେ କୁକୁର ମାଂସ ନୁହେଁ ବରଂ ଥିଲା ଏହି ମାଂସ

ନୂଆଦିଲ୍ଲୀ: ପଞ୍ଜାବର ମୋହାଲି ମୋମୋ ଫ୍ୟାକ୍ଟ୍ରିରୁ କୁକୁରର କଟା ମୁଣ୍ଡ ବାହାରିବା ଘଟଣା । ସାମମ୍ନାକୁ ଆସିଲା ପ୍ରକୃତ ସତ୍ୟ ।  କୁକୁର ମୁଣ୍ଡ ନୁହେଁ ଥିଲା ଏହି ପଶୁର ମାଂସ। ବାସ୍ତବରେ ସେହି ମୁଣ୍ଡଟି କୁକୁର ନୁହେଁ ବରଂ ଛେଳିର ଥିବା ନେଇ ରିପୋର୍ଟରୁ ଜଣା ପଡିଛି । ମୁଣ୍ଡର ଚମଡା ବାହାରି…