Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସତ୍ୟେନ୍ଦ୍ର ଜୈନଙ୍କ ବଢିଲା ଅଡୁଆ; ମାମଲା ରୁଜୁ ପାଇଁ ଅନୁମତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଏକ ବଡ଼ ଝଟକା ଲାଗିଛି । ଏବେ ତାଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ଘଟଣାରେ ମାମଲା ରୁଜୁ କରାଯିବ । ଏ ସମ୍ପର୍କରେ, ରାଷ୍ଟ୍ରପତି କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ମାମଲା ଚଳାଇବା ପାଇଁ ଅନୁମତି ଦେଇଛନ୍ତି…

କୋଳରେ ବର୍ଷକର ଶିଶୁକୁ ଧରି ଭିଡ଼ ନିୟନ୍ତ୍ରଣ କଲେ ଆରପିଏଫ ଅଧିକାରୀ

ନୂଆଦିଲ୍ଲୀ: ୧୫ ଫେବୃଆରୀ ଶନିବାର। ନୂଆଦିଲ୍ଲୀ ରେଳ ଷ୍ଟେସନରେ ଲୋକଙ୍କ ଭିଡ଼ ଜମିଥିଲା। ସିଡ଼ିରୁ ପ୍ଲାଟଫର୍ମ ପର୍ଯ୍ୟନ୍ତ ଭିଡ଼ ଭିତରେ କୋଳାହଳ ରହିଥିଲା। ଟ୍ରେନ ଆସିବା ଆନାଉନ୍ସମେଣ୍ଟ ପରେ ପ୍ଲାଟଫର୍ମକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଥିଲା। ସମସ୍ତେ ଟ୍ରେନ୍ ଧରିବା ପାଇଁ ଦୌଡ଼ିବାକୁ…

ଅନ୍ଧାରରେ ଚମକୁଥିବା ରିଅଲମିର ଏହି ୨ସ୍ମାର୍ଟଫୋନ୍ ଭାରତରେ ହେଲା ଲଞ୍ଚ..

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ନିର୍ମାତା ରିଅଲମି କମ୍ପାନୀ ଆଜି P ସିରିଜର ଦୁଇଟି ନୂଆ ସ୍ମାର୍ଟଫୋନ୍, Realme P3 Pro 5G ଏବଂRealme P3x 5G ଭାରତରେ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନ ଗୁଡିକରେ କମ୍ପାନୀ ଅନେକ ଦମଦାର୍ ଫିଚର ଦେଇଛି । ଏହା ବ୍ୟତୀତ, ଏହି ଫୋନ୍ ଗୁଡିକ ଅନ୍ଧାରରେ ମଧ୍ୟ ଚମକିବ…

ସିନ୍ଦେଙ୍କ ଶିବସେନା, ବିଜେପି ମଧ୍ୟରେ ବଢୁଛି କି ଦୂରତା ?

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମହାବିଜୟ ପରେ ବି ସରୁନି ମହାୟୁତିର ଟେନସନ୍ । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଓ ଏକନାଥ ସିନ୍ଦେଙ୍କ ମଧ୍ୟରେ ଦୂରତା ବଢିବାରେ ଲାଗିଛି । ଫଡନାବିସଙ୍କ ଅଧୀନରେ ଗୃହ ମନ୍ତ୍ରାଳୟ ଆସୁଥିବା ବେଳେ ମଙ୍ଗଳବାର ସିନ୍ଦେଙ୍କ ଶିବସେନାର ୨୦ଜଣ ବିଧାୟକଙ୍କ ଓ୍ବାଇ…

କାହିଁକି ଗୌରବ ଗୋଗୋଇ, ହିମନ୍ତ ବିଶ୍ବଶର୍ମା ମୁହାଁମୁହିଁ?

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ପତ୍ନୀଙ୍କ ନାଁରେ ସଂଗୀନ ଅଭିଯୋଗ । ଫେବ୍ରୁଆରୀ ୧୨ତାରିଖରେ ଏକ୍ସରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପୋଷ୍ଟ ରାଜନୀତିରେ ଭୂକମ୍ପ ଆଣିଛି । ଆଇଏସଆଇ କନେକ୍ସନ୍, ଯୁବକଙ୍କ ବ୍ରେନଓ୍ବାସ ଓ ଗତ ୧୨ବର୍ଷ ଧରି ଭାରତୀୟ ନାଗରିକତା ନେବାକୁ…

ଆଶ୍ଚର୍ଯ୍ୟ କରିଦେବ ଏହି ରିପୋର୍ଟ, ମୁହାକୁମ୍ଭ ଗଙ୍ଗା ପାଣିରୁ ମିଳିଲା ଏହି ହାନିକାରର ଜୀବାଣୁ

ପ୍ରୟାଗରାଜ: ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ବେଳେ ଗଙ୍ଗା-ଯମୁନା ପାଣିରେ ପ୍ରଦୂଷଣ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଟି)କୁ ଏକ ରିପୋର୍ଟ ପ୍ରଦାନ କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ମହାକୁମ୍ଭ ସମୟରେ…

ମୁଣ୍ଡରେ ଅଳିଆ ଭରି ରହିଛି; ରଣବୀର ଆଲ୍ଲହବାଦିଆଙ୍କୁ କୋର୍ଟଙ୍କ ଭର୍ତ୍ସନା…

ନୂଆଦିଲ୍ଲୀ: ସମୟ ରୈନାଙ୍କ ଶୋ’ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ୟୁଟ୍ୟୁବର ରଣବୀର ଆଲ୍ଲହବାଦିଆଙ୍କ ଅଶ୍ଳୀଳ ଥଟ୍ଟା ମାମଲାରେ ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୋ’ରେ ରଣବୀର ଦେଇଥିବା ବୟାନ ଉପରେ କୋର୍ଟ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ସେମାନଙ୍କ ମୁଣ୍ଡରେ ଅଳିଆ ଭରି…

ଲ୍ୟାଣ୍ଡିଂ ବେଳେ ରନ୍‌ୱେରେ ଓଲଟିଲା ଏୟାରଲାଇନ୍ସ ବିମାନ, ଦୁର୍ଘଟଣାରେ ୧୮ ଆହତ

ଟରୋଣ୍ଟୋ: କାନାଡ଼ା ଟରୋଣ୍ଟୋ ବିମାନ ବନ୍ଦରରେ ବଡ଼ଧରଣର ଦୁର୍ଘଟଣା। ରନ୍‌ୱେରେ ଓଲଟିଲା ଡେଲ୍ଟା ଏୟାରଲାଇନ୍ସ ବିମାନ। ବିମାନରେ ୭୬ ଜଣ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଥିବା ସୂଚନା ରହିଛି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଟରୋଣ୍ଟୋ ଏୟାରପୋର୍ଟରେ ଡେଲଟା…

ଜ୍ଞାନେଶ କୁମାର ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର(ସିଇସି) ରାଜୀବ କୁମାରଙ୍କ କାର୍ଯ୍ୟକାଳ ଫେବୃଆରୀ ୧୮ ତାରିଖରେ ଶେଷ ହେଉଥିବା ‌ବେଳେ ଫେବୃଆରୀ ୧୭ ତାରିଖରେ ଜ୍ଞାନେଶ କୁମାରଙ୍କୁ ୨୬ତମ ମୁଖ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତି ଦିଆଯାଇଛି। ସେ ବିଦାୟୀ ରାଜୀବ କୁମାରଙ୍କ ସ୍ଥାନ ନେବେ। ସେ କେରଳ…

କିଟରେ ଛାତ୍ରୀଙ୍କ ଆତ୍ମହତ୍ଯା ଘଟଣାରେ ଏଭଳି ଅପିଲ୍ କଲେ କର୍ତ୍ତୁପକ୍ଷ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀନିବାସରେ ଜଣେ ନେପାଳୀ ଝିଅଙ୍କ ଆତ୍ମହତ୍ଯା ଏକ ଦୁର୍ଭାଗ୍ୟଜନକ ଘଟଣା। ସଂପୂର୍ଣ୍ଣ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ମାମଲା ପୋଲିସକୁ ହସ୍ତାନ୍ତର କରାଯାଇଥିବା ନେଇ କର୍ତ୍ତୁପକ୍ଷ ପ୍ରକାଶ କରିଛନ୍ତି। ଛାତ୍ରୀଙ୍କ ସହପାଠୀ ମାନଙ୍କ…