Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସପ୍ତାହକୁ ୭୦ ଘଣ୍ଟା କାମକୁ ନେଇ ସୁଧା ମୂର୍ତ୍ତିଙ୍କ ପ୍ରତିକ୍ରିୟା; ଅନେକ କ୍ଷେତ୍ରରେ ଲୋକେ ୯୦ ଘଣ୍ଟା କାମ କରନ୍ତି

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଆଇଟି କମ୍ପାନୀ ଇନଫୋସିସର ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ୭୦ ଘଣ୍ଟା କାମ କରିବା ମନ୍ତବ୍ୟ ଉପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି ପତ୍ନୀ ସୁଧା ମୂର୍ତ୍ତି। ରାଜ୍ୟସଭା ସାଂସଦ ସୁଧା ମୂର୍ତ୍ତି କହିଛନ୍ତି ଯେ ସଫଳତା ପାଇଁ କୌଣସି…

ପାଣି ପିଇବାକୁ ନେଇ ଏହି ୫ଟି ଭୁଲ କରୁଛନ୍ତି କି? ଜାଣନ୍ତୁ କଣ ପଡିବ ପ୍ରଭାବ..

ନୂଆଦିଲ୍ଲୀ: ପାଣି ଆମ ଜୀବନ ପାଇଁ ଅତ୍ୟନ୍ତ ମୂଲ୍ୟବାନ । ଆପଣ ଜାଣିଥିବ ଯେ ଶରୀର ଏବଂ ପୃଥିବୀ ଉଭୟର ୬୦ ରୁ ୭୦ ପ୍ରତିଶତ ପାଣିରେ ଗଠିତ । କିନ୍ତୁ ଶରୀରରେ ଥିବା ପାଣି ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ କିନ୍ତୁ ପୃଥିବୀରେ ଥିବା ଅତିରିକ୍ତ ପାଣି ପିଇବା ପାଇଁ ଉପଯୋଗୀ ନୁହେଁ, ଅର୍ଥାତ୍…

ମଦ ନମିଳିବାରୁ ଜେଲରେ ଉତ୍ପାତ କଲେ ହତ୍ୟାକାରୀ ପ୍ରେମିକ ପ୍ରେମିକା; ଜେଲର ଦେଖି ଛାନିଆ

ଲକ୍ଷ୍ନୌ: ଉତ୍ତରପ୍ରଦେଶେ ଏକ ଜେଲରେ ତାଜୁବ କଲା ଭଳି ଘଟଣା ଦେଖିବାକୁ ମିଳିଛି। ହତ୍ୟା ଅଭିଯୋଗରେ ଜେଲରେ ଥିବା ଦୁଇ ପ୍ରେମିକ ପ୍ରେମିକା ଡ୍ରଗ୍ସ ନେଇ ପାରୁନଥିବାରୁ ଜେଲରେ ଉତ୍ପାତ କରିଛନ୍ତି । ଏମିତିକି ସେମାନେ ଡ୍ରଗ୍ସ ନେଇ ପାରୁନଥିବାରୁ ତିନି ଦିନ ଧରି ଶୋଇପାରି ନାହାଁନ୍ତି। କୁହାଯାଉଛି…

ସତରେ ଋଷରେ ହୋଇଥିଲା ଏପରି ଭୟାନକ ରିସର୍ଚ୍ଚ?ଯେଉଁଥିରେ ନିଜ ଦେହର ମାଂସ ଖାଇବିକୁ ଲାଗିଥିଲେ କଏଦୀ

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ସ୍ଥାନରେ ଅନେକ ପ୍ରକାରର ପରୀକ୍ଷଣ ବା ଏକ୍ସପେରିମେଣ୍ଟ କରାଯାଏ। କେତେକ ପରୀକ୍ଷଣ ବିଷୟରେ ସମସ୍ତେ ଜାଣିଥାଆନ୍ତି, ଆଉ କିଛି ଗୋପନୀୟ ଭାବେ କରାଯାଇଥାଏ।ଯାହା ସାଧାରଣରେ ପ୍ରକାଶ ପାଏ ନାହିଁ। କୁହାଯାଏ ଯେ ୧୯୪୦ ଦଶକରେ ଏପରି ଏକ ପରୀକ୍ଷଣ ହୋଇଥିଲା, ଯାହା…

ମେରଠ ହତ୍ଯା ମାମଲା; ଜେଲରେ ନିଶା ପାଇଁ ବିକଳ ମୁସ୍କାନ ଓ ବୟଫ୍ରେଣ୍ଡ ସାହିଲ

ମେରଠ: ସୌରଭ ରାଜପୁତ ହତ୍ୟାକାଣ୍ଡରେ ବର୍ତ୍ତମାନ ଏକ ନୂଆ ଖୁଲାସା ହୋଇଛି। ହତ୍ୟା ଅଭିଯୁକ୍ତ ମୁସ୍କାନ ଏବଂ ତା' ବୟଫ୍ରେଣ୍ଡ ସାହିଲ ଜେଲ ଭିତରେ ନିଶା ପାଇଁ ଡହଳ ବିକଳ ହେଉଛନ୍ତି। ଜେଲ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜେଲରେ ଉଭୟ ନିଶା ମାଗୁ ଛନ୍ତି। ଏପରିକି ଦୁହିଁଙ୍କ ସ୍ୱାସ୍ଥ୍ୟବସ୍ଥା…

ଏହି ସ୍କୁଲରେ ମିଳିଲା ୨୦ କୋଟି ବର୍ଷ ପୁରୁଣା ଡାଇନୋସର ପାଦଚିହ୍ନ ..

ନୂଆଦିଲ୍ଲୀ: ଗବେଷକମାନେ ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡର ଏକ ଗ୍ରାମୀଣ ବିଦ୍ୟାଳୟରେ ଡାଇନୋସର ପାଦଚିହ୍ନ ଆବିଷ୍କାର କରିଛନ୍ତି, ଯାହା ଏକ ଦଶନ୍ଧିରୁ ଅଧିକ ସମୟ ଧରି ଏକ ସାଧାରଣ ପଥର ଉପରେ ରହିଛି । ବିଦ୍ୟାଳୟର ପ୍ରବେଶ ପଥରେ ମିଳିଥିବା ଏହି ପଥରକୁ ନେଇ କୁଇନ୍ସଲ୍ୟାଣ୍ଡ ୟୁନିଭରସିଟିର…

ଏୟାର ଇଣ୍ଡିଆ ଉପରେ କାହିଁକି ବର୍ଷିଲେ ଡେଭିଡ୍ ୱାର୍ଣ୍ଣର… 

ନୂଆଦିଲ୍ଲୀ: ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍ ୱାର୍ଣ୍ଣର ଏୟାର ଇଣ୍ଡିଆ ଉପରେ ଧୁମ୍ ବର୍ଷିଛନ୍ତି। କାରଣ ୱାର୍ଣ୍ଣରଙ୍କୁ ପାଇଲଟ ନଥିବା ବିମାନରେ ଚଢ଼ାଇଥିଲା ଏୟାରଲାଇନ୍ସ। ଯାହା ଫଳରେ ତାଙ୍କୁ ବିମାନ ଭିତରେ ବହୁ ସମୟ ଅପେକ୍ଷା କରିବାକୁ ପଡିଲା। ଏନେଇ ପୂର୍ବତନ ବ୍ୟାଟ୍ସମ୍ୟାନ୍…

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା: ସିବିଆଇର କ୍ଲୋଜର ରିପୋର୍ଟ ଦାଖଲ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ୪ ବର୍ଷ ପରେ ସିବିଆଇ ଦାଖଲ କରିଛି କ୍ଲୋଜର ରିପୋର୍ଟ। ମୁମ୍ବାଇ କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ କରିଛି ସିବିଆଇ। ସୂଚନାମୁତାବକ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ…

ବେଡରୁମରେ ବିସ୍ଫୋରଣ; ୪ ମୃତ,ଜଣେ ଗୁରୁତର

ହରିୟାଣା: ଘର ଭିତରେ ଗୋଟିଏ ପରେ ଗୋଟିଏ ଦୁଇଟି ବିସ୍ଫୋରଣ ଘଟିଛି ।ଏହି ବିସ୍ଫୋରଣରେ ଚାଲିଯାଇଛି ୪ ଜୀବନ ଓ ଜଣେ ଗୁରୁତର ଅଛନ୍ତି । ହରିୟାଣାର ଝାଜ୍ଜରର ବାହାଦୁରଗଡ ସହରରେ ଏହି ଭୟଙ୍କର ବିସ୍ଫୋରଣ ଘଟିଛି। ଗତକାଲି ବିଳମ୍ବିତ ରାତିରେ ହଠାତ୍ ଘର ଭିତରେ ବିସ୍ଫୋରଣ ଘଟିଥିଲା। ଏବଂ ତା ପରେ…

ରୋଚକ ହେଉଛି ବିଚାରପତିଙ୍କ ଘରୁ ବିପୁଳ ଟଙ୍କା ଜବତ ମାମଲା, ହାଇକୋର୍ଟ ଦେଲେ ରିପୋର୍ଟ

ନୂଆଦିଲ୍ଲୀ: ରୋଚକ ହେଉଛି ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଜଶୱନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ବିପୁଳ ଟଙ୍କା ଜବତ ମାମଲା । ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦେବେନ୍ଦ୍ର ଉପାଧ୍ୟାୟ। ଏହି ରିପୋର୍ଟ ଆଧାରରେ ପ୍ରଧାନ ବିଚାରପତି…