Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଧିକ ଗରମରୁ ହୋଇପାରେ ହାର୍ଟ ଆଟାକ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ କାରଣରୁ ଦେଖା ଦେଇପାରେ ହୃତପିଣ୍ଡ ଜନିତ ସମସ୍ୟା। ନିକଟରେ ଅଷ୍ଟ୍ରେଲିଆରେ ହୋଇଥିବା ଏକ ଗବେଷଣା ଅନୁସାରେ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରତି ବର୍ଷ ହଜାର ହଜାର ଜୀବନ ଯାଉଥିବା ଜାଣିବାକୁ ମିଳିଛି । ଜଳବାୟୁ ପରିବର୍ତ୍ତନ ସହିତ…

ସାହିତ୍ୟର ସର୍ବୋଚ୍ଚ ସମ୍ମାନ ଜ୍ଞାନପୀଠ ପୁରସ୍କାର ପାଇବେ ‘ବିନୋଦ ଶୁକ୍ଳା’

ନୂଆଦିଲ୍ଲୀ: ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ୫୯ତମ ଜ୍ଞାନପୀଠ ପୁରସ୍କାର ପାଇବାକୁ ଛତିଶଗଡ଼ର ସୁନାମଧନ୍ୟ ହିନ୍ଦୀ ସାହିତ୍ୟିକ ତଥା ଲେଖକ ବିନୋଦ ଶୁକ୍ଳା ମନୋନୀତ ହୋଇଛନ୍ତି। ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ଛତିଶଗଡ଼ର ପ୍ରଥମ ଲେଖକ । ଏହି ପୁରସ୍କାର ସହିତ ନଗଦ ୧୧ ଲକ୍ଷ ଟଙ୍କା,…

ପରିସୀମନ…ପରିଚୟକୁ ବଡ଼ ବିପଦ !

ନୂଆଦିଲ୍ଲୀ: ପରିସୀମନକୁ ନେଇ ଦକ୍ଷିଣରୁ ହୁଙ୍କାର । ଗୋଟିଏ ମଞ୍ଚରେ ବିରୋଧୀ ଏକାଠି । ବିପଦରେ ପଡିପାରେ ପରିଚୟ । ପରିସୀମନକୁ ନେଇ ବର୍ଷିଲେ ଷ୍ଟାଲିନ, ନବୀନ, ରେଓ୍ବନ୍ତ । ଲୋକସଭା ସିଟର ପ୍ରସ୍ତାବିତ ପରିସୀମନକୁ ନେଇ ଚେନ୍ନାଇ ବୈଠକରେ ବିରୋଧୀ ଦଳ ଏକାଠି ହୋଇ କେନ୍ଦ୍ରକୁ ଟାର୍ଗେଟ୍…

ଆଇପିଏଲ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ମ୍ୟାଚ ଦିନ ଗଡ଼ିବ ୨୩ଟି ବସ୍‌ ଏବଂ ମେଟ୍ରୋ

କୋଲକାତା: ଶନିବାର ଠାରୁ ବିଶ୍ୱ କ୍ରିକେଟର ସବୁଠାରୁ ମହଙ୍ଗା ଏବଂ ଅନ୍ୟତମ ଲୋକପ୍ରିୟ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଆରମ୍ଭ ହେବ। ଆଇପିଏଲ୍‌ ମ୍ୟାଚ୍‌ ଦେଖିବା ପରେ କ୍ରିକେଟ୍‌ ପ୍ରେମୀମାନେ ଯେମିତି ଘରକୁ ଫେରିବାରେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ସ୍ୱତନ୍ତ୍ର…

ଚାରିଧାମ ଯାତ୍ରା ପାଇଁ ପଞ୍ଜୀକରଣ ଆରମ୍ଭ, ରେଜିଷ୍ଟେସନ୍ ବାଧ୍ୟତାମୂଳକ କଲା ପ୍ରଶାସନ

ନୂଆଦିଲ୍ଲୀ: ଚାରିଧାମ ଯାତ୍ରା ଖବୁଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଉତ୍ତରାଖଣ୍ଡ ସରକାର ଚାରିଧାମ ଯାତ୍ରା ୨୦୨୫ର ତାରିଖ ଘୋଷଣା କରିସାରିଛନ୍ତି। ଚଳିତ ବର୍ଷ ପ୍ରଶାସନ ଯାତ୍ରାକୁ ସରଳ ତଥା ସୁରକ୍ଷିତ କରିବା ପାଇଁ ଅନେକ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିଛି। ଉତ୍ତରାଖଣ୍ଡର ଚାରି ଧାମ ଯାତ୍ରା…

ଆପଣ ବି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛନ୍ତି?, ଏମିତି କରନ୍ତୁ ଯୋଗାଯୋଗ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ବ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବହୁ ଚର୍ଚ୍ଚିତ । ଯାହାକୁ ବୋଧେ ଏବେ ପ୍ରତିଟି ସାଧାରଣ ଭାରତୀୟ ନିହାତି ଭେଟିବାକୁ ଚାହୁଁଛନ୍ତି । ଯାହାର ଝଲକ ମୋଦିଙ୍କ ସମ୍ବୋଧିତ ସଭା ଏବଂ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥାଏ । କିଏ…

ନା ବନ୍ଧୁକ ନା ଗୁଳି…ଶବ୍ଦ କରିଦେବ ଛଟପଟ

ନୂଆଦିଲ୍ଲୀ: ୟୁରୋପୀୟ ଦେଶ ସର୍ବିଆରେ ସରକାର ବିରୋଧରେ ପ୍ରଦର୍ଶନ କରୁଛନ୍ତି ଜନତା । ଗତବର୍ଷ ନିର୍ମାଣ କରାଯାଇଥିବା ନୂଆ ରେଳଷ୍ଟେସନ ଛାତ ଖସିବାରୁ ୧୫ଜଣଙ୍କୁ ମୃତ୍ୟୁ ହେବା ପରେ ସରକାର ବିରୋଧରେ ଅସନ୍ତୋଷ ତୀବ୍ର ହୋଇଛି । ପ୍ରତିବାଦରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ତେବେ…

ମୃତ୍ଯୁର ୧୮ ମାସ ପରେ ଜୀବିତ ଫେରିଲେ ମହିଳା, ଏବେବି ଜେଲରେ ତାଙ୍କ ହତ୍ଯାକାରୀ!

ଭୋପାଳ: ମଧ୍ୟପ୍ରଦେଶର ମନ୍ଦସୌରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ଦେଢ଼ ବର୍ଷ ପରେ ନିଜ ଘରକୁ ଫେରିଛନ୍ତି। ଯେତେବେଳେ କି ପରିବାରବର୍ଗ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିସାରିଥିଲେ। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ମହିଳାଙ୍କ ହତ୍ୟା ପାଇଁ ଚାରି…

ବୈଜୟନ୍ତଙ୍କ ଟ୍ବିଟ୍…ବଢିଗଲା ଚର୍ଚ୍ଚା

ନୂଆଦିଲ୍ଲୀ: ବିଜେପିମୁହାଁ ହେଉଛନ୍ତି କି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର? ପ୍ରଥମେ ମୋଦିଙ୍କୁ ପ୍ରଶଂସା, ଏବେ ବିଜେପି ସାଂସଦଙ୍କ ସହ ସେଲଫି, ଥରୁରଙ୍କ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ବଢାଇଛି । ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ଥରୁରଙ୍କ ସହ ସେଲଫି ସହ ସେଥିରେ ଲେଖିଥିବା…

ହତ୍ଯା ମାମଲାରେ ଗୋଆରୁ ଗିରଫ ଗଜପତିର ବ୍ଯକ୍ତି

ପାଣାଜୀ: ଗୋଆ ଭର୍ନା ଥାନା ଅଞ୍ଚଳର ଏକ କୁକୁଡ଼ା ଫାର୍ମରେ ଘଟିଥିବା ହିଂସାରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି। ଏହି ହତ୍ୟା ଅଭିଯୋଗରେ ଗଜପତି ଜିଲ୍ଲାର ଦୁଇଜଣଙ୍କୁ ଗୋଆରେ ଗିରଫ କରାଯାଇଛି। ମୃତ ବ୍ୟକ୍ତି କନ୍ଧମାଳ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ଆହତ ଜଣକ ଗଜପତିର ବାସିନ୍ଦା ବୋଲି…