Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଉ ଆଇପିଏଲରେ ଚୌକା, ଛକା ମାରିବେନି ଧୋନି?

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍, ଆଇପିଏଲ ୨୦୨୫ ମହାସମର । ଏଥିରେ ଏବେବି ଚର୍ଚ୍ଚିତ ମୁହଁ ରହିଛନ୍ତି ଭାରତୀୟ କ୍ରିକେଟର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ୨୦୨୦ରୁ ଅନ୍ତର୍ଜାତୀୟ କ୍ରିକେଟରୁ ଧୋନି  ଅବସର ନେଇଥିଲେ ମଧ୍ୟ ବ୍ୟୟବହୁଳ କ୍ରିକେଟ ଲିଗ୍‌…

ଆଇପିଏଲ ୨୦୨୫ କମେଣ୍ଟ୍ରି ପ୍ୟାନେଲରୁ ବାଦ ପଡିଲେ ଇରଫାନ ପଠାନ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୮ତମ ସିଜିନ୍ ପାଇଁ କମେଣ୍ଟ୍ରି ପ୍ୟାନେଲଙ୍କ ତାଲିକା ପ୍ରକାଶିତ ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏଥିରେ କିମ୍ବଦନ୍ତୀ ଦ୍ରୁତ ବୋଲର ଇରଫାନ ପଠାନଙ୍କ ନାମ ନାହିଁ। ହିନ୍ଦୀ କମେଣ୍ଟ୍ରି ପ୍ୟାନେଲରେ ପ୍ରତ୍ୟେକ ଥର ଉପସ୍ଥିତ ଥିବା ସମସ୍ତଙ୍କ ନାମ…

ଆହୁରି ୨୯୫ ବୈଧ ପ୍ରବାସୀ ଭାରତୀୟଙ୍କୁ ପଠାଇବ ଆମେରିକା

ନୂଆଦିଲ୍ଲୀ: ସରିନି ଅବୈଧ ପ୍ରବାସୀ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଧାରା। ଏବେ ପୁଣି ୨୯୫ ବୈଧ ପ୍ରବାସୀ ଭାରତୀୟଙ୍କୁ ପଠାଇବ ଆମେରିକା। ଆମେରିକାର ଇମିଗ୍ରେସନ ଓ କଷ୍ଟମ ଏନ୍‌ଫୋର୍ସମେଣ୍ଟ (ଆଇସିଇ) ହେପାଜତରେ ବର୍ତ୍ତମାନ ୨୯୫ ଜଣ ଅବୈଧ ପ୍ରବାସୀ ଭାରତୀୟ ଅଛନ୍ତି। ଆମେରିକା ସେମାନଙ୍କୁ…

‘ଆର୍ଥ ଆୱାର୍‌’ ଡେ: ଘଣ୍ଟାକ ପାଇଁ ଅନ୍ଧାର ହୋଇଯିବ ପୃଥିବୀ!

ଭୁବନେଶ୍ଵର: ପୃଥିବୀ ପାଇଁ ଗୋଟିଏ ଘଣ୍ଟା । ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା, ଗୋଟିଏ ଘଣ୍ଟା ପାଇଁ ସାରା ବିଶ୍ୱରେ ପାଳିତ ହେବ ଆର୍ଥ ଆୱାର । ଜଳବାୟୁ ପରିବର୍ତନର ଆହ୍ୱାନ ଏବଂ ଶକ୍ତି ସଞ୍ଚୟର ବାର୍ତ୍ତା ନେଇ ଆର୍ଥ ଆୱାର ପାଳିତ ହେଉଛି । ଏହି ଅଭିଯାନକୁ ସମର୍ଥନ କରି ନିଜ ଘରେ ଓ ଅଫିସ…

ବିନା ଟିକେଟରେ ଯାତ୍ରା କରିବା, ଲାଞ୍ଚ ଦେବା, ଏଣେ ତେଣେ ଅଳିଆ ଫିଙ୍ଗିବା କେତେ ଦୂର ଠିକ୍?

ନୂଆଦିଲ୍ଲୀ: ଭାରତରେ ଏହା ବୋଧେ ସାଧାରଣ । ଭାରତୀୟମାନଙ୍କ ପ୍ରାୟ ବିନା ଟିକଟରେ ଯାତ୍ରା କରିବା, ଲାଞ୍ଚ ଦେବା, ବିଦ୍ୟୁତ୍ ବିଲ୍ କମାଇବା ପାଇଁ ମିଟରରେ ହେରଫେର କରିବା, ଆଉ ଯେଉଁଠି ପାଇବା ସେଠି ଅଳିଆ ପକାଇବା ଭଳି କାମ ବୋଧେ ନିତିଦିନିଆ । କିନ୍ତୁ କ’ଣ ଆପଣ କେବେ ଭାବିଛନ୍ତି ଆପଣ କେତେ…

ତିରୁମାଳା ମନ୍ଦିରରେ ରହିବେ କେବଳ ହିନ୍ଦୁ କର୍ମଚାରୀ: ମୁଖ୍ୟମନ୍ତ୍ରୀ

ତିରୁମାଳା: ତିରୁପତି-ତିରୁମାଲା ଦେବସ୍ଥାନମ୍ ମନ୍ଦିରରେ କାମ କରୁଥିବା ଲୋକଙ୍କ ସମ୍ପର୍କରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନାଇଡୁ କହିଛନ୍ତି ଯେ ମନ୍ଦିରରେ କେବଳ ହିନ୍ଦୁମାନଙ୍କୁ ନିଯୁକ୍ତି ଦିଆଯିବା ଉଚିତ। ଯଦି ଅନ୍ୟ…

ଲଦାଖରେ ସଡ଼କ ଦୁର୍ଘଟଣା; ଦୁଇ ଯବାନ ସହିଦ

ଲଦାଖ: ଜମ୍ମୁ କାଶ୍ମୀରର ଲଦାଖରେ ହୋଇଥିବା ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଦିନ ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୈନିକମାନେ ହେଉଛନ୍ତି ହାବିଲଦାର କିଶୋର ବାରା ଏବଂ ସିପାହୀ ସୂରଜ କୁମାର। ଏହି ସହିଦମାନଙ୍କ ପାର୍ଥିବ ଶରୀରକୁ…

ଆଜିଠୁ ଆଇପିଏଲ ମହାସମର ଆରମ୍ଭ

କୋଲକାତା: ଆଜିଠୁ ଆରମ୍ଭ ହେଉଛି ଆଇପିଏଲର ୧୮ତମ ସଂସ୍କରଣ। କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ଏହି ମ୍ୟାଚ। ଏହାକୁ ନେଇ କ୍ରିକେଟ୍‌ ଜଗତରେ ପ୍ରବଳ ଉତ୍କଣ୍ଠା ପରିଲକ୍ଷିତ ହୋଇଛି। ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ ଆଇପିଏଲ ଉଦଘାଟନୀ ମ୍ୟାଚ୍ ।ଉଭୟ…

ଗ୍ରାହକଙ୍କ ପାଇଁ ଖୁସି ଖବର! ୨ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେଲା ପ୍ରତ୍ୟାହୃତ

ନୂଆଦିଲ୍ଲୀ: ମାର୍ଚ୍ଚ ୨୪ ଓ ୨୫ରେ ହେବାକୁ ଥିବା ୨ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ (UFBU) ଏବଂ କେନ୍ଦ୍ରୀୟ ଶ୍ରମ କମିଶନରଙ୍କ ମଧ୍ୟରେ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏକ ସର୍କୁଲାରରେ ୟୁଏଫବିୟୁ କହିଛି ଯେ,…

ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶବନ୍ତ ବର୍ମାଙ୍କ ମାମଲାରେ ନୂଆ ମୋଡ଼

ନୂଆଦିଲ୍ଲୀ:ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶବନ୍ତ ବର୍ମାଙ୍କ ମାମଲାରେ ନୂଆ ମୋଡ଼ । ନିଆଁ ଲିଭାଇବା ସମୟରେ ବିଚାରପତିଙ୍କ ଘରୁ ମିଳିନାହିଁ କୌଣସି ଟଙ୍କା । ଏଭଳି କିଛି କହିଛି ଅଗ୍ନିଶମ ବିଭାଗ । ଦିଲ୍ଲୀ ଅଗ୍ନିଶମ ସେବା ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି, ନିଆଁ ଲିଭାଇବା ସମୟରେ କୌଣସି…