Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଠପ୍ ହୋଇଯାଇଛି ଲଣ୍ଡନର ହିଥ୍ରୋ ବିମାନବନ୍ଦର, ଭାରତକୁ ଆସିପାରୁନି ବିମାନ

ନୂଆଦିଲ୍ଲୀ: ଠପ୍ ହୋଇଯାଇଛି ଲଣ୍ଡନର ବ୍ୟସ୍ତବହୁଳ ହିଥ୍ରୋ ବିମାନବନ୍ଦର । ଭାରତ ସହ ଅନ୍ୟ ଦେଶକୁ ବିମାନ ଚଳାଚଳ ବନ୍ଦ କରାଯାଇଛି । ଏଭଳିକି ୧୨୦ରୁ ଅଧିକ ବିମାନର ଉଡ଼ାଣ ବାତିଲ୍ ହୋଇଥିବାବେଳେ ୧୩୦୦ ଅଧିକ ବିମାନ ପ୍ରଭାବିତ ହୋଇଛି । ଯାହାଫଳରେ ଫସି ରହିଛନ୍ତି ହଜାର ହଜାର ଯାତ୍ରୀ । ନିଆଁ…

ଚର୍ଚ୍ଚାରେ ବିଲଗେଟ୍ସ -ସଚିନ; ମିଶିକି ଖାଇଲେ ବଡାପାଓ, ଭିଡିଓରେ ଲେଖିଲେ ‘ସର୍ଭିଙ୍ଗ ସୁନ୍’

ମୁମ୍ବାଇ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବିଲ ଗେଟ୍ସ ପ୍ରାୟତଃ ଭାରତ ଗସ୍ତରେ ଆସିଥାନ୍ତି । କିଛିଦିନ ତଳେ ମଧ୍ୟ ତାଙ୍କୁ ଭାରତରେ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ସେ ଆଉ ସଚିନ ତେନ୍ଦୁଲକରଙ୍କ ମିଶି ବଡାପାଓର ଆନନ୍ଦ ନେଉଥିବାର ମଧ୍ୟ ନଜରକୁ ଆସିଛି । ଏହି…

ଖୁବଶୀଘ୍ର ନିଜର ଇଣ୍ଟରନେଟ ବ୍ରାଉସର ଖୋଲିବ ଭାରତ

ନୂଆଦିଲ୍ଲୀ: ଖୁବଶୀଘ୍ର ନିଜର ବ୍ରାଉଜର ଲଞ୍ଚ କରିବ ଭାରତ । ଭାରତ ସ୍ୱଦେଶୀ ଭାବରେ ବ୍ରାଉଜର ବିକଶିତ କରିବା ନେଇ ଯୋଜନା କରୁଛି, ଯାହା ଡାଟା ସୁରକ୍ଷା ଏବଂ ଗୋପନୀୟତା ସୁନିଶ୍ଚିତ କରିବ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କିଛି ଏପରି କହିଛନ୍ତି, କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।…

ଫଟୋସୁଟ୍ ପଡିଲା ମହଙ୍ଗା; ରଙ୍ଗ ବୋମା ଫାଟି କନ୍ୟା ଆହାତ

ନୂଆଦିଲ୍ଲୀ: ବିବାହ ଦିନଟି ସମସ୍ତଙ୍କ ପାଇଁ ବହୁତ ଖାସ୍ ହୋଇଥାଏ ଏବଂ ଲୋକମାନେ ଏହାକୁ ସ୍ମରଣୀୟ କରିବା ପାଇଁ ଅନେକ ପ୍ରସ୍ତୁତି କରନ୍ତି । କାନାଡାରୁ ଭାରତ ଆସିଥିବା ଏକ ଦମ୍ପତି ମଧ୍ୟ ସେମାନଙ୍କର ବିବାହ ଫଟୋସୁଟ୍‌କୁ ସ୍ୱତନ୍ତ୍ର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହି ଯୋଜନା ସେମାନଙ୍କ…

ପହିଲାରୁ ଏହି ସବୁ ମୋବାଇଲ୍ ନମ୍ବରରେ କାମ କରିବା ବନ୍ଦ କରିଦେବ ୟୁପିଆଇ….

ନୂଆଦିଲ୍ଲୀ: ପହିଲାରୁ ଏହି ସବୁ ମୋବାଇଲ ନମ୍ବରରେ ଆଉ ଚାଲିବନି ୟୁପିଆଇ । ଭାରତୀୟ ଜାତୀୟ ପେମେଣ୍ଟ ନିଗମ, ଏନପିସିଆଇ ଆସନ୍ତା ଏପ୍ରିଲ ୧ରୁ କିଛି ନିର୍ଦ୍ଦିଷ୍ଟ ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ହୋଇଥିବା UPI ID ଗୁଡ଼ିକୁ ଡିଲିଙ୍କ୍ କରିବା ଆରମ୍ଭ କରିବ । ଯାହା Google Pay, PhonePe,…

ମୋଟାପଣରୁ ମିଳିବ ମୁକ୍ତି, ଆସିଲା ଓଜନ କମାଇବାକୁ ଇଞ୍ଜେକ୍ସନ

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ବହୁମାତ୍ରାରେ ମେଦବହୁଳତାର ଶିକାର ହେଉଛନ୍ତି । ମୋଟାପଣ କେବଳ ବ୍ୟକ୍ତିର ଆତ୍ମବିଶ୍ୱାସ ସ୍ତରକୁ ହ୍ରାସ କରେ ନାହିଁ ବରଂ ଏହା ଅନେକ ରୋଗ ମଧ୍ୟ ସୃଷ୍ଟି କରେ । ଏଭଳି ପରିସ୍ଥିତିରେ ସମସ୍ତେ ଫିଟ୍ ହେବାକୁ ଚାହାଁନ୍ତି । ତେବେ ଆପଣ ବି ଓଜନ କମାଇବା ପାଇଁ…

ଯୁଦ୍ଧ ପ୍ରଭାବିତ ଇସ୍ରାଏଲ, ୟୁକ୍ରେନ ଲୋକଙ୍କ ଠାରୁ ବି ଦୁଃଖି ଭାରତୀୟ

ନୂଆଦିଲ୍ଲୀ: କେତେ ଖୁସିରେ ଅଛି ଆମ ଦେଶ ? କେତେ ଆନନ୍ଦଦାୟକ ଭାବେ ନିଜର ଜୀବନ କାଟୁଛନ୍ତି ଭାରତବାସୀ ? ଏହାକୁ ନେଇ ରିପୋର୍ଟ ସାମ୍ନାକୁ ଆସିଥିବା ବେଳେ ଏହାର ତଥ୍ୟ ବୋଧେ ଆପଣଙ୍କୁ ଚମକାଇ ଦେବ । ତଥ୍ୟ କହୁଛି ସବୁଠୁ ଦୁଃଖରେ ରହିଛି ଭାରତ । ଭାରତର ଲୋକେ ଉପରକୁ ଯେତେ ଖୁସି ଦେଖାଯାଆନ୍ତି…

୧୫ବର୍ଷ ପରେ ମଙ୍ଗଳରେ କଲୋନି !

ନୂଆଦିଲ୍ଲୀ: ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ନଥାଏ । ବିକିରଣ ଏତେ ବିପଜ୍ଜନକ ଯେ, ବିନା ସୁରକ୍ଷାରେ ମଣିଷ ଗୋଟେ ମିନିଟ ବି ବଞ୍ଚିପାରିବନି । ତେଣୁ ପୃଥିବୀ ଛଡା ଅନ୍ୟ କୌଣସି ଗ୍ରହରେ ରହିବା ନେଇ କଳ୍ପନା କରିବା କଷ୍ଟ। ତେବେ ୨୦୪୦ ସୁଦ୍ଧା ମଙ୍ଗଳ ଗ୍ରହରେ କଲୋନି ବନାଇବାକୁ ଟାର୍ଗେଟ୍ ବନାଇ…

ମାନ ସରକାରଙ୍କ ନିଷ୍ପତ୍ତି ପଛରେ ଏଇ ରଣନୀତି

ନୂଆଦିଲ୍ଲୀ: ମାର୍ଚ୍ଚ ୧୯ ରାତିରେ ବର୍ଷେରୁ ଅଧିକ ସମୟ ଧରି ଧାରଣା ଦେଇଥିବା ଚାଷୀଙ୍କୁ ହଟାଇଲେ ଭଗଓ୍ବନ୍ତ ମାନ୍ ସରକାର । ଯେଉଁ ଚାଷୀଙ୍କ ସହ କେନ୍ଦ୍ର ମୁହାଁମୁହିଁ ହୋଇପାରିଲାନି, ସେମାନଙ୍କୁ ହଟାଇବାର ଦମ୍ ଦେଖାଇଲେ ମାନ୍ । ଶମ୍ଭୁ ଓ ଖନୌରୀ ସୀମାରୁ ଆନ୍ଦୋଳନକାରୀ ଚାଷୀଙ୍କୁ ହଟାଇବାକୁ ବଳ…

ନୂଆ ରେକର୍ଡ ଯୋଡ଼ି ଚାଲିଛି ହଳଦିଆ ଧାତୁ, ଲକ୍ଷେ ଛୁଇଁବ ସୁନା ଦର

ନୂଆଦିଲ୍ଲୀ: ଆକାଶ ଛୁଆଁ ସୁନା ଦର। ଗତ କିଛି ଦିନ ମଧ୍ୟରେ ସୁନା ଦାମ୍‌ ରେକର୍ଡ ପରେ ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ନୂଆ ରେକର୍ଡ ଯୋଡ଼ି ଚାଲିଛି ସୁନା। ମାର୍ଚ୍ଚ ୧୫ରେ ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ସୁନା ଦର ୩୦୦୦ ଡଲାର ପାର୍‌ କରିଛି। ମାର୍ଚ୍ଚ ୨୦ରେ ଭାରତରେ ଏହା ୩,୦୩୭ ଡଲାରରେ…