Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କର୍ଣ୍ଣାଟକରେ ଦେଶର ସବୁଠୁ କୋଟିପତି ବିଧାୟକ, ତଥାପି ଆହୁରି ଦରମା ବଢାଇବେ ସରକାର….

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବଢିବ ବିଧାୟକଙ୍କ ଦରମା । ଏବେ ଅପେକ୍ଷେ ଦୁଇ ଗୁଣ ଅଧିକ ଦରମା ପାଇବେ ବିଧାନସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟ । ଏନେଇ କର୍ଣ୍ଣାଟକ ରାଜ୍ୟ ସରକାର ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଏକ ବିଲ୍ ପାରିତ କରିଛି । ଏହି ବିଲ୍ ପାରିତ ହେବା ପରେ କର୍ଣ୍ଣାଟକ…

ଅଜଣା ଶବଙ୍କ ସାହାରା ପୂଜା ଶର୍ମା, କୋଟି କୋଟି ମହିଳାଙ୍କ ପାଇଁ ସାଜିଛନ୍ତି ପ୍ରେରଣା

ନୂଆଦିଲ୍ଲୀ: ହଜାର ହଜାର ଅଜଣା ଶବଙ୍କ ସାହାରା ପାଲଟିଛନ୍ତି ଦିଲ୍ଲୀର ଝିଅ ପୂଜା ଶର୍ମା । ବୟସ ମାତ୍ର ୨୭ ବର୍ଷ । କିନ୍ତୁ ଏହି ଅଳ୍ପ ବୟସରେ ସେ ପାଲଟିଯାଇଛନ୍ତି କୋଟି କୋଟି ମହିଳାଙ୍କ ପାଇଁ ପ୍ରେରଣା । ଇତି ମଧ୍ୟରେ ସେ ପ୍ରାୟ ୫ ହଜାରରୁ ଅଧିକ ଶବ ଦାହ କରିସାରିଲେଣି । ଯେଉଁ ଶବର କେହି…

ଏବେ ଭାରତରେ ତିଆରି ହେବ ଆପଲର Airpods ଏବଂ iPads, ନିଯୁକ୍ତି ଆରମ୍ଭ

ନୂଆଦିଲ୍ଲୀ: ଆଇଫୋନ୍ ନିର୍ମାତା ଆପଲ୍ ଭାରତରେ ଏହାର ଉତ୍ପାଦନ ବିସ୍ତାର କରିବା ପାଇଁ ପ୍ରମୁଖ ସ୍ଥାନଗୁଡ଼ିକରେ ନିଯୁକ୍ତିକୁ ତ୍ୱରାନ୍ୱିତ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଏବଂ ପାରସ୍ପରିକ ଶୁଳ୍କ ସମ୍ପର୍କରେ ଚିନ୍ତା ଉପରେ ଅନିଶ୍ଚିତତା ସତ୍ତ୍ୱେ ଆପଲ୍ ଏହି…

ଦିଲ୍ଲୀ ହାଇକୋର୍ଟ ଜଜ୍‌ଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଜଜ୍‌ଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା । ଜଜ୍ ୟଶବନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ମିଳିଲା ପୁଳାପୁଳା ଟଙ୍କା । ଜଜ୍ ୟଶବନ୍ତ ବର୍ମାଙ୍କ ଘରେ ନିଆଁ ଲାଗିବାରୁ ଅଗ୍ନିଶମ ଟିମ୍‌କୁ ଡାକିଥିଲେ ପରିବାର ଲୋକେ । ନିଆଁ ଲିଭାଇବା ବେଳେ ଗୋଟିଏ ରୁମ୍‌ରୁ ପୁଳାପୁଳା…

ମୁସଲମାନଙ୍କ ପାଇଁ କୋଟା ଆଣିଲେ କର୍ଣ୍ଣାଟକ ସରକାର: ବିଜେପି କହିଲା, ‘ଅସାମ୍ବିଧାନିକ’

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ବିଧାନସଭାରେ ମୁସଲମାନଙ୍କ ପାଇଁ ସଂରକ୍ଷଣ ବିଲ୍ ପାସ୍ କରାଇଛନ୍ତି ରାଜ୍ୟ କଂଗ୍ରେସ ସରକାର । ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ବାଦ୍ ବି ଆଜି କର୍ଣ୍ଣାଟକ ସରକାର ମୁସଲିମମାନଙ୍କୁ ଦେଇଥିବା ପ୍ରତିଶ୍ରୁତିରେ ଦତାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ୪ ପ୍ରତିଶତ…

ସୁନିତା ୱିଲିୟମ୍ସଙ୍କ ପାଇଁ ଭାରତ ରତ୍ନ ଦାବି କଲେ ମମତା ବାନାର୍ଜୀ

କୋଲକତା: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ୧୯ ମାର୍ଚ୍ଚ, ୨୦୨୫ରେ ଭୋର ୩ଟା ୩୦ ସମୟରେ ପୃଥିବୀକୁ ଫେରି ଆସିଛନ୍ତି । ନଅ ମାସ ଧରି ମହାକାଶରେ ଫସି ରହିଥିବା ସୁନିତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ୍ ୱିଲମୋରଙ୍କୁ ଡ୍ରାଗନ୍ କ୍ୟାପସୁଲ୍ ମହାକାଶଯାନ ଦ୍ୱାରା ପୃଥିବୀକୁ ଫେରାଇ…

ଆସିଲା ବିଶ୍ୱ ଖୁସି ତାଲିକା; ଭାରତର ସ୍ଥାନ ଜାଣିଲେ ହେବେ ଚକିତ

ଲଣ୍ଡନ:ବିଶ୍ୱ ଖୁସି ତାଲିକାର ୧୧୮ତମ ସ୍ଥାନରେ ଭାରତ ରହିଛି । ଗୁରୁବାର ଅନ୍ତର୍ଜାତୀୟ ବିଶ୍ୱ ଖୁସି ଦିବସରେ ପ୍ରକାଶିତ ହୋଇଛି ଚଳିତ ବର୍ଷର ଖୁସି ରିପୋର୍ଟ । ଅକ୍ସଫୋର୍ଡ ୟୁନିଭର୍ସିଟି, ଓ୍ବେଲ୍‌ବିଙ୍ଗ୍‌ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ମିଳିତ ଭାବେ ଏହି ବାର୍ଷିକ ରିପୋର୍ଟ ପ୍ରକାଶ ପାଇଛି।…

ଏପ୍ରିଲ ୧ରୁ ଲାଗୁ ହେବ ୟୁନିଫାଏଡ୍ ପେନସନ ସ୍କିମ୍

ନୂଆଦିଲ୍ଲୀ: ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ନୂତନ ୟୁନିଫାଏଡ୍ ପେନସନ ସ୍କିମ ଘୋଷଣା କରିଥିଲେ। ପିଏଫଆରଡିଏ (PFRDA) ଗୁରୁବାର ଏଥିପାଇଁ ଏକ ବିଜ୍ଞପ୍ତି ଜାରି କରିଛି । ବର୍ତ୍ତମାନ ଏହା ଆଗାମୀ ଆର୍ଥିକବର୍ଷରୁ…

ନକ୍ସଲ କ୍ୟାମ୍ପରେ ଛନକା : ଜଙ୍ଗଲ ଭିତରେ ଗଡ଼ିଲା 30 ମୁଣ୍ଡ, ଶାହ କଲେ ପ୍ରଶଂସା

ଭୁବନେଶ୍ୱର: ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଅପରେସନ କରି ୩୦ ନକ୍ସଲଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ବିଜାପୁରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨୬ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ କାଙ୍କେର ଜିଲ୍ଲାରେ ୪ ନକ୍ସଲ ପ୍ରାଣ…

ଭାରତ ସରକାରଙ୍କ ବିରୁଦ୍ଧରେ ମାମଲା ରୁଜୁ କଲା ‘ଏକ୍ସ’

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ଅଧିନରେ ଥିବା ଏକ୍ସ କର୍ପ ଭାରତ ସରକାରଙ୍କ ବିରୁଦ୍ଧରେ କର୍ଣ୍ଣାଟକ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛି। ଯେଉଁଥିରେ ସରକାରଙ୍କ ଆଇଟି ଆଇନ ଧାରା 79(3)(b) ଉପରେ ପ୍ରଶ୍ନ ଉଠା ଯାଇଛି। ଏହି ନିୟମ ବେଆଇନ ଅଟେ ଓ ଏହା ଅଯଥା ସେନ୍ସରସିପ୍ ସିଷ୍ଟମ ସୃଷ୍ଟି କରି ସମସ୍ତ…