Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏହି ମନ୍ଦିରରେ ଲାଗୁଛି ଚକୋଲେଟ ପ୍ରସାଦ, ‘Munch’ ଠାକୁର ଭାବେ ପାଉଛନ୍ତି ପୂଜା

ନୂଆଦିଲ୍ଲୀ : ଏବେ ଚାଲିଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ୱିକ । ଏଥିରେ ଗୋଟିଏ ଗୋଟିଏ ଦିନ ପ୍ରେମୀ ଯୁଗୋଳଙ୍କ ପାଇଁ ବେଶ୍ ଗୁରୁତ୍ୱ ରଖିଥାଏ । ସେହି କ୍ରମରେ ମଧ୍ୟ ଚକୋଲେଟ୍ ଦିବସ । ଭାଲେଣ୍ଟାଇନ୍ସ ୱିକର ତୃତୀୟ ଦିନକୁ ଚକୋଲେଟ୍ ଦିବସ ପାଳନ କରାଯାଇଛି। ହେଲେ ଏହି ଦିନ ସହ ଆଉ ଏକ ଘଟଣା…

ଭାଗ୍ୟ ହେବ ଏମିତି! ମଝି ସମୁଦ୍ରରେ ତିମି ମୁହଁରୁ ବଞ୍ଚି ଆସିଲେ ଯୁବକ

ନୂଆଦିଲ୍ଲୀ: ସମୁଦ୍ରରେ କାୟାକିଂ(Kayaking) ଯାତ୍ରା କରିବା ଅତ୍ୟନ୍ତ ରୋମାଞ୍ଚକର ଅଟେ । କିନ୍ତୁ ସମୁଦ୍ର ଭିତରେ ଏହି ରୋମାଞ୍ଚକର ଯାତ୍ରା କେତେବେଳେ ବିପଦକୁ ଆମନ୍ତ୍ରଣ କରିଥାଏ ତାହା କହେ କହି ପାରିବେ ନାହିଁ । ସେହିପରି ଏକ ଭିଡିଓ, ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

ଆମେରିକାରେ ମୋଦି କଲେ ବଡ଼ ଡିଲ୍, ସମସ୍ତେ ଛାନିଆ !

ନୂଆଦିଲ୍ଲୀ: ମୋଦିଙ୍କ ମଧ୍ୟରେ ବିଗ୍ ଡିଲ୍। ଭାରତକୁ F-35 ଫାଇଟର ଜେଟ୍ ଦେବ ଆମେରିକା। ବିଶ୍ବର ସବୁଠୁ ଶକ୍ତିଶାଳୀ ଲଢୁଆ ବିମାନ ପାଇଲେ ଶତ୍ରୁଙ୍କ ଟାଣିବ ଭାଙ୍ଗିବ ଭାରତ। ପ୍ରତିରକ୍ଷା ଉତ୍ପାଦନରେ ଦୁଇ ଦେଶ ଆଗାମୀ ୧୦ ବର୍ଷ ପାଇଁ ଏକାଠି କାମ କରିବେ। ଆଉ ଆମେରିକାଠାରୁ ତୈଳ ଓ ଗ୍ୟାସ କିଣିବ…

ମଣିଷ ପରେ ଧରାପୃଷ୍ଠରେ ରାଜୁତି କରିବ ଅକ୍ଟୋପସ

ଦୁନିଆ ଦିନେ ନା ଦିନେ ଶେଷ ହେବ । ଏହା ପରେ ଜୀବନର ସତା ଲୋପ ପାଇଯିବ । ମନୁଷ୍ୟ ଏବଂ ଅନ୍ୟ ପ୍ରାଣୀ ଲୋପ ପାଇଯିବେ । ଏହା ପରେ ଯଦି ପୂନର୍ବାର ଜୀବନ ପ୍ରକ୍ରିୟା ଆରମ୍ଭ ହେବ ତାହାହେଲେ ଅକ୍ଟୋପସର ରାଜୁତି ହେବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି । ଅକ୍ସଫୋର୍ଡ ୟୁନିଭର୍ସଟିର ଜୀବବିଜ୍ଞାନୀ…

ଟ୍ରମ୍ପଙ୍କ ପାରସ୍ପରିକ ଆମଦାନୀ ଶୁଳ୍କ, ଭାରତ ଉପରେ କି ପ୍ରଭାବ?

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଘୋଷଣା, ବଢିଲା ଭାରତର ଚିନ୍ତା । ଭାରତ ସମେତ ସବୁ ବ୍ୟବସାୟିକ ଭାଗିଦାର ଦେଶଙ୍କ ଉପରେ ପାରସ୍ପରିକ ଶୁଳ୍କ ଲାଗୁ କରିବା ସଂପର୍କିତ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ବାକ୍ଷର କରିଛନ୍ତି ଟ୍ରମ୍ପ । ଏହାର ପ୍ରଭାବ ବିଶ୍ବର ବିଭିନ୍ନ…

ଦିଲ୍ଲୀରେ ଓଡ଼ିଶା ଫର୍ମୁଲା !

ନୂଆଦିଲ୍ଲୀ: କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ? ଜଣେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ହେବେ କି? ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ହରାଇଥିବା ପରବେଶ ବର୍ମାଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ ଆଗରେ ରହିଥିଲା । ତେବେ ଦିନ ଗଡିବା…

ମହାକୁମ୍ଭ ବିଷୟରେ ଅପପ୍ରଚାର କରୁଥିବା ୫୪ଟି ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ମାମଲା ରୁଜୁ

ପ୍ରୟାଗରାଜ: ମହାକୁମ୍ଭକୁ ବଦନାମ କରୁଥିବା ଲୋକଙ୍କ ବିରୁଦ୍ଧରେ ଉତ୍ତର ପ୍ରଦେଶ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଖରାପ ଏବଂ ନକଲି ଭିଡିଓ ପୋଷ୍ଟ କରି ଗୁଜବ ସୃଷ୍ଟି କରୁଥିବା ୫୪ଟି ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ପୋଲିସ ଏକ ଏଫଆଇଆର ରୁଜୁ କରିଛି । ପୋଲିସ ତଦନ୍ତରୁ…

ମହାକୁମ୍ଭରେ ଗଢି ଉଠିଲା ଅଜବ ଗଜବ ସମ୍ପର୍କ

ପ୍ରୟାଗରାଜ: ପ୍ରୟାଗରାଜରେ ମହାକୁମ୍ଭ ଅବସରରେ, ଗୋଟିଏ ପଟେ ଆସ୍ଥା ଓ ବିଶ୍ୱାସର ବୁଡ଼ ଦିଆଯାଉଥିବା ବେଳେ, ଅନ୍ୟପଟେ ପ୍ରେମର ଫୁଲ ମଧ୍ୟ ଫୁଟିଲା । ଆଜି, ଭାଲେଣ୍ଟାଇନ୍ସ ଡେ ଅବସରରେ, ଆମେ ଆପଣଙ୍କୁ ଏପରି କିଛି ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହା ନା ଧର୍ମର ଚିନ୍ତା କରୁଥିଲା ନା…

ଲିଭର୍ ପେସେଣ୍ଟଙ୍କୁ କାହିଁକି ବ୍ଲାକ୍ କଫି ପିଇବା ଉଚିତ? ଜାଣନ୍ତୁ ଏହାର ଲାଭ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଚା କିମ୍ବା କଫି ସହିତ ଦିନ ଆରମ୍ଭ କରନ୍ତି। ଏହା ତୁରନ୍ତ ଶକ୍ତି ଏବଂ ସତେଜତା ପ୍ରଦାନ କରେ। ଯଦି ଆପଣ କଫି ପିଇବାକୁ ପସନ୍ଦ କରନ୍ତି, ତେବେ ଖୁସି ହେଇ ଯାଆନ୍ତୁ। କାରଣ ବ୍ଲାକ୍ କଫି ଯକୃତ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା ହୃଦରୋଗର ଆଶଙ୍କା ମଧ୍ୟ ହ୍ରାସ…

ଦମ୍ପତ୍ତିଙ୍କ ଅଜବ ଚୁକ୍ତିନାମା, ନ ମାନିଲେ ମାଜିବେ ବାସନ….

ନୂଆଦିଲ୍ଲୀ: ପ୍ରେମ ନିଃସ୍ବାର୍ଥ, ଶାଶ୍ୱତ ଓ ଚିରନ୍ତନ। ପ୍ରେମ ପୂର୍ବରୁ ଥିଲା, ଏବେ ବି ଅଛି ଆଉ ଆଗକୁ ବି ରହିବ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବ୍ରୁଆରୀ ୧୪ରେ ପାଳନ କରାଯାଇଥାଏ ଭାଲେଣ୍ଟାଇନ୍ସ ଡେ । କିଛି ଲୋକ ଭାଲେଣ୍ଟାଇନ୍ସ ଡେ’ କୁ ବିଶେଷ କରିବା ପାଇଁ ସେମାନଙ୍କ ସାଥୀଙ୍କୁ ଗୋଲାପ,…